Shuru
Apke Nagar Ki App…
ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll
Purnima Biswal
ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll
More news from ଓଡ଼ିଶା and nearby areas
- ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll ବାଲିଅନ୍ତା ଘଟଣାରେ ସୋମ୍ୟାଙ୍କ ପାଇଁ ହଜାର ହଜାର ଲୋକଙ୍କ candle 🕯️ ଯାତ୍ରା ll justice for Soumya ll1
- ଓଡ଼ିଶାର ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ବୟନ ଗ୍ରାମରେ ହସ୍ତତନ୍ତ ଉପରେ ନିର୍ଭରଶୀଳ ୯୦ ପରିବାରଙ୍କୁ ରାଜ୍ୟ ସରକାରଙ୍କ ମାସିକ ଭତ୍ତା ବର୍ଷେ ହେଲା ମିଳୁନାହିଁ। ଏହି ବନ୍ଦ ଯୋଗୁଁ ବୟସ୍କ ବୁଣାକାରମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ଯାହା ସେମାନଙ୍କ ଜୀବିକାକୁ ପ୍ରଭାବିତ କରିଛି। ସ୍ଥାନୀୟ ବୁଣାକାରମାନେ ଏହି ଭତ୍ତା ପୁଣିଥରେ ଆରମ୍ଭ କରିବାକୁ ସରକାରଙ୍କୁ ଦାବି କରିଛନ୍ତି।1
- ମାତୃ ଦିବସରେ ପାରାଦୀପ କଲେଜ ଏନସିସି ଆଲୁମିନି ପକ୍ଷରୁ ପାରାଦୀପରେ ଏକ ଜଳଛତ୍ର ଉଦଘାଟନ କରାଯାଇଛି। ଏହି ଅବସରରେ କଲେଜ ଅଧ୍ୟକ୍ଷା ଡ଼ ସସ୍ମିତା ଶତପଥୀ ଶିକ୍ଷିତ ସମାଜକୁ ନିଜ ମା'ଙ୍କୁ କେବେ ହତାଦର ନକରିବାକୁ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି।1
- 65th meeting of EMPOWERED COMMITTEE ON INFRASTRUCTURE FOR PPP PROJECTS1
- ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ମାମଲା; କନେଷ୍ଟବଳଙ୍କ ଆଗରେ ପିଟି ପିଟି ମାରିଦେଲେ ଲୋକେ। ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡ ; କନେଷ୍ଟବଳଙ୍କ ଆଗରେ ପିଟି ପିଟି ମାରିଦେଲେ ଲୋକେ। ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ଦୌଡ଼ିଲେ କନେଷ୍ଟବଳ।1
- ସୌମ୍ୟଙ୍କ ମାମୁଁ କଣ କହୁଛନ୍ତି ଶୁଣନ୍ତୁ ... #BaliantaCase #baliantanews1
- କୋରେଇ ଥାନା ଅଧିକାରୀ କିଶୋର ଓ କିଶୋରୀମାନଙ୍କୁ ସଚେତନତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ଏହି ପଦକ୍ଷେପ ସେମାନଙ୍କୁ ଭବିଷ୍ୟତରେ ସୁରକ୍ଷିତ ରହିବାକୁ ସାହାଯ୍ୟ କରିବ।1
- ଜଗତସିଂହପୁରର ତିର୍ତ୍ତୋଲରେ ଜଣେ ପୁଅ ନିଜ ମାଆକୁ ବିଷ ଦେଇ ହତ୍ୟା କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।1