Shuru
Apke Nagar Ki App…
ଓଡ଼ିଶା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଅତାବିରା ଠାରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି l ରାଜ୍ୟ ସ୍ତରୀୟ କୃଷକ ଦିବସ ଓ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡିଶା ବିଜେପି ରାଜ୍ୟ ସଭାପତି ତଥା ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ମନମୋହନ ସାମଲ ଙ୍କୁ ଅତାବିରା ଠାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହ ହଜାର ହଜାର ସଂଖ୍ୟା ରେ ବିଜେପି କର୍ମୀ ମାନଙ୍କ ଦ୍ଵାରା ବାଇକ ଶୋଭାଯାତ୍ରା କରାଯାଇଥିଲା l ତେବେ ପ୍ରତି ଛକ ରେ ସହ ସହ ମହିଳା ସ୍ଥାନେ ସ୍ଥାନେ ଏକତ୍ରିତ ହୋଇ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ l ରାଜ୍ୟ ସଭାପତି ହେବା ପର ଠାରୁ ଏହା ପ୍ରଥମ ବରଗଡ଼ ଜିଲ୍ଲା ଗସ୍ତ କରିଥିବାରୁ କର୍ମୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି l ତେବେ ଆଜି ଚାଷୀ ମାନଙ୍କ ଖାତା କୁ ପ୍ରଧାନ ମନ୍ତ୍ରୀ କୃଷି ବୀମା ଟଙ୍କା ଯାଇଥିବା ପ୍ରକାଶ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି
PNC MEDIA
ଓଡ଼ିଶା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଅତାବିରା ଠାରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି l ରାଜ୍ୟ ସ୍ତରୀୟ କୃଷକ ଦିବସ ଓ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡିଶା ବିଜେପି ରାଜ୍ୟ ସଭାପତି ତଥା ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ମନମୋହନ ସାମଲ ଙ୍କୁ ଅତାବିରା ଠାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହ ହଜାର ହଜାର ସଂଖ୍ୟା ରେ ବିଜେପି କର୍ମୀ ମାନଙ୍କ ଦ୍ଵାରା ବାଇକ ଶୋଭାଯାତ୍ରା କରାଯାଇଥିଲା l ତେବେ ପ୍ରତି ଛକ ରେ ସହ ସହ ମହିଳା ସ୍ଥାନେ ସ୍ଥାନେ ଏକତ୍ରିତ ହୋଇ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ l ରାଜ୍ୟ ସଭାପତି ହେବା ପର ଠାରୁ ଏହା ପ୍ରଥମ ବରଗଡ଼ ଜିଲ୍ଲା ଗସ୍ତ କରିଥିବାରୁ କର୍ମୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି l ତେବେ ଆଜି ଚାଷୀ ମାନଙ୍କ ଖାତା କୁ ପ୍ରଧାନ ମନ୍ତ୍ରୀ କୃଷି ବୀମା ଟଙ୍କା ଯାଇଥିବା ପ୍ରକାଶ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି
More news from ଓଡ଼ିଶା and nearby areas
- ଓଡ଼ିଶାର ଜନବହୁଳ ଗ୍ରାମ କୁମ୍ଭାରୀ ଡାକ୍ତର ଖାନl ଛକ ରାସ୍ତା ପାଲଟିଛି ମରଣଯନ୍ତା l ପ୍ରତିଦିନ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ ଯାତାଜlତ କରୁଛନ୍ତି l ଏହି।ରାସ୍ତା ରେମୁଣ୍ଡା,ଥିଆପଳି ଧମାକୁ ସଂଯୋଗ କରୁଥିବା ବେଳେ ମୁଖ୍ୟ ପଟରୁ ପଦ୍ମପୁର , ସୋହେଲା ଓ ବରପାଲି ସଂଯୋଗ କରିଛି l ତୁରନ୍ତ ନିର୍ମାଣ ପାଇଁ ସାଧାରଣରେ ଦାବୀ ହେଉଛି l1
- Post by Shankar Rana4
- ଜନତାଙ୍କ ପ୍ରଶ୍ନ ଜନପ୍ରତିନିଧିଙ୍କୁ (ପ୍ରଥମ ଭାଗ)1
- CM किसान योजना के ज़रिए राज्य के किसानों को सीधी आर्थिक मदद देना और किसानों के घर तक बेहतर बीज पहुँचाने के लिए 'मोबाइल बीज रथ' शुरू करना, खेती का उत्पादन बढ़ाने और हमारे किसान भाइयों और बहनों की आर्थिक सुरक्षा को और मज़बूत करने में मदद करेगा। #EmpoweredFarmer #CMkisan1
- ଏହି ଦୃଶ୍ୟଟି ଝାରସୁଗୁଡା ର ନୂଆ ବସ୍ ଷ୍ଟାଣ୍ଡ୍ ଓଭର୍ ବ୍ରିଜ୍ ର ଦୃଶ୍ୟ ଜଣେ ମହିଳା ଯାତ୍ରୀ ଠିଆ ହୋଇଥିବା ଏକ ଓଟୋ ରେ ବସିଦେଲେ ବୋଲି ଜଣେ ବସର କର୍ମଚାରୀ ଓଟୋ driver କୁ ମାଡ଼ ମାରୁଛନ୍ତି କାରଣ ସେହି ସମୟଟି ବସ୍ ର paasenger ଚଢେଇବାର ସମୟ।ଦେଖନ୍ତୁ କେମିତି ବସ କର୍ମଚାରୀ ଅଟୋ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି। ମହିଳା ଯାତ୍ରୀ ଜଣକ ଅନେକ ମନା କରିବା ସତ୍ୱେ ବସ କର୍ମଚାରୀ ମାନି ନଥିଲା। ଏମିତି ଝଗଡ଼ା କରିବା କଣ ଠିକ କି ? ଯାହାର୍ ମନ ଯେମିତି ଲାଗିବ ସେମିତି ଯିବ। ଏଇଟା ବସବାଲା ର ଦାଦାଗିରି ନୁହେଁ କି ? ଅନୁରୋଧ ଏମିତି ବସ କର୍ମଚାରୀଙ୍କୁ ଗିରଫ କରିବାସହିତ ତାଙ୍କୁ ବ୍ୟାନ କରାଯାଉ। ଏବଂ ବସ ମାଲିକଙ୍କୁ ବି ଅନୁରୋଧ ଏଭଳି କର୍ମଚାରୀ ରଖନ୍ତୁ ନାହିଁ କାରଣ ସାଧାରଣ ଜନତା ଯେମିତି ଏବଂ ଯାଉଥିରେ ଚାହିଁବେ ସେମିତି ଯିବେ। କଣ ଜୋରଜବରଜସ୍ତ ଜିବେକି?1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୧/୦୪/୨୦୨୬ ମଙ୍ଗଲଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହେଉଥିବା ମହେନ୍ଦ୍ର ମାଝୀ ସ୍ମାରକୀ ରାତ୍ରିକାଳୀନ କ୍ରିକେଟ କପ୍ ଉଦଯାପିତ ହୋଇଯାଇଛି। ଏହାର ଫାଇନାଲ ରେ ଆୟୋଜକ ଫ୍ରେଣ୍ଡସ କ୍ରିକେଟ କ୍ଲବ୍ ଅମରପାଲି କୁ ହରାଇ ଘଣ୍ଟପାଲି ବିଜୟୀ ହୋଇ ଚାମ୍ପିଅନ ହୋଇଛି। ସୋମବାର ସନ୍ଧ୍ୟାରେ ପ୍ରଥମ ମ୍ୟାଚ୍ ଟି ଜେମସ୍ ଷ୍ଟାର କ୍ରିକେଟ କ୍ଲବ ଅମରପାଲି ଓ କର୍ଡାପାଲ ମଧ୍ୟରେ ହୋଇଥିଲା। ଏଥିରେ କର୍ଡାପାଲ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୫ ଉଇକେଟ ହରାଇ ୬୨ ରନ କରିଥିଲା। ଜବାବରେ ଅମରପାଲି ଦଳ ୫.୧ ଓଭର ରେ କୌଣସି ଉଇକେଟ ନ ହରାଇ ଆବଶ୍ୟକ ୬୩ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚ ଟି ମୁର୍ଷୁଣ୍ଢୀ ଓ ଖୁଣ୍ଟୁଲାପାଲି ମଧ୍ୟରେ ହୋଇଥିଲା। ଏଥିରେ ଖୁଣ୍ଟୁଲାପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୬ ଉଇକେଟ ହରାଇ ୫୬ ରନ କରିଥିଲା। ଜବାବରେ ମୁର୍ଷୁଣ୍ଢୀ ୬ ଓଭର ରେ ୪ ଉଇକେଟ ହରାଇ ୫୨ ରନ କରି ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ ଟି ଜଟେସିଂହା ଓ କେନଝିରିଆପାଲି ମଧ୍ୟରେ ହୋଇଥିଲା। ଏଥିରେ କେନଝିରିଆପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୫ ଉଇକେଟ ହରାଇ ୫୪ ରନ କରିଥିଲା। ଜବାବରେ ଜଟେସିଂହା ଦଳ ୫.୪ ଓଭର ରେ ୩ ଉଇକେଟ ହରାଇ ଆବଶ୍ୟକୀୟ ୫୫ ରନ କରି ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚ ଟି ଘଣ୍ଟପାଲି ଓ ହିଙ୍ଗମା ମଧ୍ୟରେ ହୋଇଥିଲା। ଏଥିରେ ଘଣ୍ଟପାଲି ପ୍ରଥମେ ବ୍ୟାଟିଂ କରି ୬ ଓଭର ରେ ୫ ଉଇକେଟ ହରାଇ ୪୭ ରନ କରିଥିଲା। ଜବାବରେ ହିଙ୍ଗମା ୬ ଓଭର ରେ ସମସ୍ତ ଉଇକେଟ ହରାଇ ୪୪ ରନ କରି ପରାସ୍ତ ହୋଇଥିଲା। ପ୍ରଥମ ମ୍ୟାଚ୍ ର ବିଜେତା ଅମରପାଲି ଓ ଦ୍ୱିତୀୟ ମ୍ୟାଚ୍ ର ବିଜେତା ଖୁଣ୍ଟୁଲାପାଲି ମଧ୍ୟରେ ପୁଲ - ବି ର ପ୍ରଥମ କ୍ୱାର୍ଟର ଫାଇନାଲ ଖେଳା ଯାଇଥିଲା। ଏଥିରେ ଖୁଣ୍ଟୁଲାପାଲି ପ୍ରଥମେ ବ୍ୟାଟିଂ କରି ୬ ଓଭର ରେ ୬ ଉଇକେଟ ହରାଇ ୫୨ ରନ କରିଥିଲା। ଜବାବରେ ଅମରପାଲି ଜେମ୍ସ ଷ୍ଟାର୍ ଦଳ ୫.୪ ଓଭର ରେ ୪ ଉଇକେଟ ହରାଇ ଆବଶ୍ୟକୀୟ ୫୩ ରନ କରି ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ ର ବିଜେତା ଜଟେସିଂହା ଓ ଚତୁର୍ଥ ମ୍ୟାଚ୍ ର ବିଜେତା ଘଣ୍ଟପାଲି ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲ ରେ ଘଣ୍ଟପାଲି ପ୍ରଥମେ ବ୍ୟାଟିଂ କରି ୬ ଓଭର ରେ ୪୮ ରନ କରିଥିଲା। ଜବାବରେ ଜଟେସିଂହା ୬ ଓଭର ରେ ୪୪ ରନ କରି ପରାସ୍ତ ହୋଇଥିଲା। ଘଣ୍ଟପାଲି ଓ ଅମରପାଲି ଜେମ୍ସ ଷ୍ଟାର୍ ମଧ୍ୟରେ ହୋଇଥିବା ସେମି ଫାଇନାଲ ରେ ଅମରପାଲି ୬ ଓଭର ରେ ୪୪ ରନ କରିଥିବା ବେଳେ ଘଣ୍ଟପାଲି ୪.୩ ଓଭର ରେ ୪୫ ରନ କରି ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚ୍ ଟି ଘଣ୍ଟପାଲି ଓ ପ୍ରଥମ ଦିନର ବିଜେତା। ଫ୍ରେଣ୍ଡସ କ୍ଲବ ଅମରପାଲି ମଧ୍ୟରେ ହୋଇଥିଲା। ଏଥିରେ ଘଣ୍ଟପାଲି ପ୍ରଥମେ ବ୍ୟାଟିଂ କରି ୬ ଓଭର ରେ ୫ ଉଇକେଟ ହରାଇ ୫୪ ରନ କରିଥିବା ବେଳେ ଅମରପାଲି ୩.୫ ଓଭର ରେ ସମସ୍ତ ଉଇକେଟ ହରାଇ ମାତ୍ର ୧୯ ରନ କରି ପରାସ୍ତ ହୋଇଥିଲା। ଫଳରେ ଘଣ୍ଟପାଲି ମ୍ୟାଚ୍ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସୁବଳୟା ମଣ୍ଡଳ ଭାଜପା ସଭାପତି ଅଶୋକ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଥିଲେ। ଚାମ୍ପିଅନ ଦଳକୁ ନଗଦ ୭ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପ ବିଜେତା ଦଳକୁ ନଗଦ ୫ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ମ୍ୟାଚ୍ ଗୁଡିକରେ ଜୟ ପ୍ରକାଶ ସାହୁ ଓ ସମ୍ବିତ ମାଝୀ ଅମ୍ପାୟାର , ଅଂଶୁମାନ ପ୍ରଧାନ ସ୍କୋରିଙ୍ଗ ଏବଂ ତଥାଗତ ସାହୁ ଓ ପୀତାମ୍ବର ସାହୁ ଧାରାବୀବରଣୀ ପ୍ରଦାନ କରିଥିଲେ।3
- ରାଜ୍ୟ ସ୍ତରୀୟ କୃଷକ ଦିବସ ଓ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡିଶା ବିଜେପି ରାଜ୍ୟ ସଭାପତି ତଥା ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ମନମୋହନ ସାମଲ ଙ୍କୁ ଅତାବିରା ଠାରେ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହ ହଜାର ହଜାର ସଂଖ୍ୟା ରେ ବିଜେପି କର୍ମୀ ମାନଙ୍କ ଦ୍ଵାରା ବାଇକ ଶୋଭାଯାତ୍ରା କରାଯାଇଥିଲା l ତେବେ ପ୍ରତି ଛକ ରେ ସହ ସହ ମହିଳା ସ୍ଥାନେ ସ୍ଥାନେ ଏକତ୍ରିତ ହୋଇ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ l ରାଜ୍ୟ ସଭାପତି ହେବା ପର ଠାରୁ ଏହା ପ୍ରଥମ ବରଗଡ଼ ଜିଲ୍ଲା ଗସ୍ତ କରିଥିବାରୁ କର୍ମୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି l ତେବେ ଆଜି ଚାଷୀ ମାନଙ୍କ ଖାତା କୁ ପ୍ରଧାନ ମନ୍ତ୍ରୀ କୃଷି ବୀମା ଟଙ୍କା ଯାଇଥିବା ପ୍ରକାଶ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି1