logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Yesterday baripada bike accident

2 hrs ago
user_Archanapata Patra
Archanapata Patra
Baliapal, Baleshwar•
2 hrs ago

Yesterday baripada bike accident

More news from ଓଡ଼ିଶା and nearby areas
  • ବାଲେଶ୍ୱର, ୧୧/୦୩/୨୦୨୬ ବାଲେଶ୍ୱର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ବ ଗ୍ଲୁକୋମା ଦିବସ -୨୦୨୬ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ପଦଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସା ଏଵଂ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ସିନେମା ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ  ହୋଇଥିଲା। ଜିଲ୍ଲା ସ୍ଵାସ୍ଥ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଚେତନତା ସଭା ଆୟୋଜିତ ହୋଇଥିଲା। ଚଳିତ ବର୍ଷର ବିଶ୍ବ ଗ୍ଲୁକୋମା ଦିବସର ବିଷବସ୍ତୁ - ଗ୍ଲୁକୋମା ମୁକ୍ତ ବିଶ୍ଵ ପାଇଁ ଏକାଠି ହେବା । ଉକ୍ତ ସଭା ଜିଲ୍ଲା ମୁଖ୍ୟ ଚିକିତ୍ସା ଏଵଂ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଆସିଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରିଣୀ ଏବଂ ଜିଲ୍ଲା ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ୍ କେନ୍ଦ୍ରର ଅଧ୍ୟୟନ ରତ ଛାତ୍ରୀମାନେ,ମନୋଜ କୁମାର ଦାସ, ତାଳିମ୍ କେନ୍ଦ୍ରର ଟିଉଟର ମାଡ଼ାମ ମାନେ ଉପସ୍ଥିତ ଥିଲେ। ସଭାପତି ଶ୍ରୀଯୁକ୍ତ ବେହେରା ତାଙ୍କ ଅଭିଭାଷଣରେ କଳାମୋତିଆର କାରଣ ଗୁଡିକ ଯଥା ବାର୍ଦ୍ଧକ୍ୟ,ସମୀପ ଦୃଷ୍ଟିଦୋଷ,ଦୀର୍ଘ ମିଆଦି ଷ୍ଟିରଏଡ ଚିକିତ୍ସା, ବଂଶଗତ, ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ ଆଖିର ମାତ୍ରାଧିକ ଚାପ ଉପରେ ଗଭୀର ଆଲୋକ ପାତ କରିଥିଲେ। ଏହାର କୌଣସି ଲକ୍ଷଣ ପ୍ରକାଶ ନ ଥାଇ ଅନ୍ଧ କରିଦେଇଥାଏ।ଏଣୁ ସମସ୍ତ ୪୦ ବର୍ଷ ଉପରେ ଥିବା ଜନ ସାଧାରଣ ନିୟମିତ ଆଖି ନିକଟସ୍ଥ ଚିକିତ୍ସା କେନ୍ଦ୍ର ମାନଙ୍କରେ ପରୀକ୍ଷା କରାଇବା ଉଚିତ। ମୁଖ୍ୟ ବକ୍ତା ଭାବେ ଡ଼ାକ୍ତର ବିକାଶ ରଞ୍ଜନ ନାୟକ (ଚକ୍ଷୁ ବିଶେଷଜ୍ଞ) ଅଭିଭାଷଣରେ କହିଥିଲେ ଯେ ସମଗ୍ର ବିଶ୍ୱରେ ୭୮ କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ ଓ ଏହା ଆରୋଗ୍ୟ ସାଧ୍ୟ ନୁହେଁ, ଏଣୁ ସମସ୍ତେ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଡ଼ାକ୍ତର ମନୋଜ ସାହୁ  ଭିଟାମିନ (କ) ଯୁକ୍ତ ଖାଦ୍ୟ ଖାଇବା ଉପରେ ମତ ପ୍ରକାଶ କରିଥିଲେ। ସଭାରେ ଡ଼ାକ୍ତର ପ୍ରଦୀପ କର (ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ), ଡ଼ାକ୍ତର ସଞ୍ଜୀବ କୁମାର ପ୍ରଧାନ କଳାମୋତିଆ ଉପରେ ମତ ବ୍ୟକ୍ତ କରିଥିଲେ। ସଭା ଶେଷରେ କଳାମୋତିଆ ବିଷୟରେ ଗୋଷ୍ଠୀ ସ୍ତରରେ ଅଧିକ ସଚେତନତା ସୃଷ୍ଟିପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଡାକ୍ତର ସୁଜିତ୍ କୁମାର ମହାପାତ୍ର (ବରିଷ୍ଠ ଚକ୍ଷୁ ବିଶେଷଜ୍ଞ) ଙ୍କ ପରିଚାଳନାରେ ହୋଇଥିଲା ଓ ଶେଷରେ ପ୍ରଦୀପ କୁମାର ସାହୁ (ସହକାରୀ ଜିଲ୍ଳା ଯୋଗାଯୋଗ ଅଧିକାରୀ) ଧନ୍ୟବାଦ ଅର୍ପଣ କରିଥିଲେ।
    1
    ବାଲେଶ୍ୱର, ୧୧/୦୩/୨୦୨୬
ବାଲେଶ୍ୱର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ ବିଶ୍ବ ଗ୍ଲୁକୋମା ଦିବସ -୨୦୨୬ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ପଦଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସା ଏଵଂ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ସିନେମା ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ  ହୋଇଥିଲା। ଜିଲ୍ଲା ସ୍ଵାସ୍ଥ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଚେତନତା ସଭା ଆୟୋଜିତ ହୋଇଥିଲା। ଚଳିତ ବର୍ଷର ବିଶ୍ବ ଗ୍ଲୁକୋମା ଦିବସର ବିଷବସ୍ତୁ - ଗ୍ଲୁକୋମା ମୁକ୍ତ ବିଶ୍ଵ ପାଇଁ ଏକାଠି ହେବା ।
ଉକ୍ତ ସଭା ଜିଲ୍ଲା ମୁଖ୍ୟ ଚିକିତ୍ସା ଏଵଂ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଆସିଥିବା ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରିଣୀ ଏବଂ ଜିଲ୍ଲା ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ୍ କେନ୍ଦ୍ରର ଅଧ୍ୟୟନ ରତ ଛାତ୍ରୀମାନେ,ମନୋଜ କୁମାର ଦାସ, ତାଳିମ୍ କେନ୍ଦ୍ରର ଟିଉଟର ମାଡ଼ାମ ମାନେ ଉପସ୍ଥିତ ଥିଲେ।
ସଭାପତି ଶ୍ରୀଯୁକ୍ତ ବେହେରା ତାଙ୍କ ଅଭିଭାଷଣରେ କଳାମୋତିଆର କାରଣ ଗୁଡିକ ଯଥା ବାର୍ଦ୍ଧକ୍ୟ,ସମୀପ ଦୃଷ୍ଟିଦୋଷ,ଦୀର୍ଘ ମିଆଦି ଷ୍ଟିରଏଡ ଚିକିତ୍ସା, ବଂଶଗତ, ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ ଆଖିର ମାତ୍ରାଧିକ ଚାପ ଉପରେ ଗଭୀର ଆଲୋକ ପାତ କରିଥିଲେ। ଏହାର କୌଣସି ଲକ୍ଷଣ ପ୍ରକାଶ ନ ଥାଇ ଅନ୍ଧ କରିଦେଇଥାଏ।ଏଣୁ ସମସ୍ତ ୪୦ ବର୍ଷ ଉପରେ ଥିବା ଜନ ସାଧାରଣ ନିୟମିତ ଆଖି ନିକଟସ୍ଥ ଚିକିତ୍ସା କେନ୍ଦ୍ର ମାନଙ୍କରେ ପରୀକ୍ଷା କରାଇବା ଉଚିତ। ମୁଖ୍ୟ ବକ୍ତା ଭାବେ ଡ଼ାକ୍ତର ବିକାଶ ରଞ୍ଜନ ନାୟକ (ଚକ୍ଷୁ ବିଶେଷଜ୍ଞ) ଅଭିଭାଷଣରେ କହିଥିଲେ ଯେ ସମଗ୍ର ବିଶ୍ୱରେ ୭୮ କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ ଓ ଏହା ଆରୋଗ୍ୟ ସାଧ୍ୟ ନୁହେଁ, ଏଣୁ ସମସ୍ତେ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
ଡ଼ାକ୍ତର ମନୋଜ ସାହୁ  ଭିଟାମିନ (କ) ଯୁକ୍ତ ଖାଦ୍ୟ ଖାଇବା ଉପରେ ମତ ପ୍ରକାଶ କରିଥିଲେ। ସଭାରେ ଡ଼ାକ୍ତର ପ୍ରଦୀପ କର (ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ), ଡ଼ାକ୍ତର ସଞ୍ଜୀବ କୁମାର ପ୍ରଧାନ କଳାମୋତିଆ ଉପରେ ମତ ବ୍ୟକ୍ତ କରିଥିଲେ। ସଭା ଶେଷରେ କଳାମୋତିଆ ବିଷୟରେ ଗୋଷ୍ଠୀ ସ୍ତରରେ ଅଧିକ ସଚେତନତା ସୃଷ୍ଟିପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
କାର୍ଯ୍ୟକ୍ରମକୁ ଡାକ୍ତର ସୁଜିତ୍ କୁମାର ମହାପାତ୍ର (ବରିଷ୍ଠ ଚକ୍ଷୁ ବିଶେଷଜ୍ଞ) ଙ୍କ ପରିଚାଳନାରେ ହୋଇଥିଲା ଓ ଶେଷରେ ପ୍ରଦୀପ କୁମାର ସାହୁ (ସହକାରୀ ଜିଲ୍ଳା ଯୋଗାଯୋଗ ଅଧିକାରୀ) ଧନ୍ୟବାଦ ଅର୍ପଣ କରିଥିଲେ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    4 hrs ago
  • ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସଦର ବିଧାୟକ ମାନସ କୁମାର ଦତ୍ତ।
    1
    ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସଦର ବିଧାୟକ ମାନସ କୁମାର ଦତ୍ତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    16 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date -09.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update
Date -09.03.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ଆଜି Odisha Legislative Assembly ରେ ପିଇବା ପାଣିର ଅଭାବ ନେଇ ଗରମ ହେଲା ଚର୍ଚ୍ଚା। କଂଗ୍ରେସ ବିଧାୟକମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ସମସ୍ୟାକୁ ଉଠାଇ ସରକାରଙ୍କୁ ତୀବ୍ର ପ୍ରଶ୍ନ କଲେ। ବିଭାଗୀୟ ମନ୍ତ୍ରୀ Rabi Narayan Naik ଉତ୍ତର ଦେଇଥିବା ବେଳେ ବିରୋଧୀ ଦଳ ଅଭିଯୋଗ କଲେ ଯେ ସରକାର କେବଳ ଭାଷଣରେ ସୀମିତ ରହିଛି, ଯେଉଁଥିରେ ମାଟିସ୍ତରରେ କାମ ଦେଖିବାକୁ ମିଳୁନାହିଁ। ତେବେ ପ୍ରକୃତରେ ପିଇବା ପାଣି ସମସ୍ୟାକୁ ନେଇ ବିଧାନ ସଭାରେ କେମିତି ପ୍ରଶ୍ନ ଉଠିଲା? କେଉଁ ତଥ୍ୟ ଦେଲେ ମନ୍ତ୍ରୀ? ଏବଂ କାହିଁକି ବିରୋଧୀ ଦଳ ଏଥିରେ ସରକାରକୁ ଘେରିଲା? ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ ଏହି ଭିଡିଓରେ ଓ ଜାଣନ୍ତୁ କାମ କାହାର କେତେ। #OdishaPolitics #AssemblyNews #DrinkingWaterIssue #OdishaNews #PrimeTimeOdiaNews
    1
    ଆଜି Odisha Legislative Assembly ରେ ପିଇବା ପାଣିର ଅଭାବ ନେଇ ଗରମ ହେଲା ଚର୍ଚ୍ଚା। କଂଗ୍ରେସ ବିଧାୟକମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ସମସ୍ୟାକୁ ଉଠାଇ ସରକାରଙ୍କୁ ତୀବ୍ର ପ୍ରଶ୍ନ କଲେ।
ବିଭାଗୀୟ ମନ୍ତ୍ରୀ Rabi Narayan Naik ଉତ୍ତର ଦେଇଥିବା ବେଳେ ବିରୋଧୀ ଦଳ ଅଭିଯୋଗ କଲେ ଯେ ସରକାର କେବଳ ଭାଷଣରେ ସୀମିତ ରହିଛି, ଯେଉଁଥିରେ ମାଟିସ୍ତରରେ କାମ ଦେଖିବାକୁ ମିଳୁନାହିଁ।
ତେବେ ପ୍ରକୃତରେ ପିଇବା ପାଣି ସମସ୍ୟାକୁ ନେଇ ବିଧାନ ସଭାରେ କେମିତି ପ୍ରଶ୍ନ ଉଠିଲା? କେଉଁ ତଥ୍ୟ ଦେଲେ ମନ୍ତ୍ରୀ? ଏବଂ କାହିଁକି ବିରୋଧୀ ଦଳ ଏଥିରେ ସରକାରକୁ ଘେରିଲା?
ସମ୍ପୂର୍ଣ୍ଣ ଘଟଣା ଦେଖନ୍ତୁ ଏହି ଭିଡିଓରେ ଓ ଜାଣନ୍ତୁ କାମ କାହାର କେତେ।
#OdishaPolitics #AssemblyNews #DrinkingWaterIssue #OdishaNews #PrimeTimeOdiaNews
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    49 min ago
  • ଜଣେ ସରକାରି ବାବୁ ପୁଣି ବିଡ଼ିଓ ହେଇ ବି କାମ କରିବା ଲୋକ ଙ୍କ ପାଇଁ ସରକାର ସୁବିଧା ପାଇବା ପାଇଁ ସଦା ସର୍ବଦା ତତ୍ପର ବେଗ ଦେଖି ଆଶ୍ଚର୍ଯ୍ୟ ସବୁ
    1
    ଜଣେ ସରକାରି ବାବୁ ପୁଣି ବିଡ଼ିଓ ହେଇ ବି କାମ କରିବା ଲୋକ ଙ୍କ ପାଇଁ ସରକାର ସୁବିଧା ପାଇବା ପାଇଁ ସଦା ସର୍ବଦା ତତ୍ପର ବେଗ ଦେଖି ଆଶ୍ଚର୍ଯ୍ୟ ସବୁ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    56 min ago
  • ତିହିଡି, ଭଦ୍ରକ: ତିହିଡି ଅଞ୍ଚଳରେ ଆସନ୍ତା ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ପବିତ୍ର ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ପାଇଁ ପ୍ରସ୍ତୁତି କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଶ୍ରୀରାମ ନବମୀ ସମିତି, ତିହିଡିର ଆନୁକୂଳ୍ୟରେ ଏହି ଧାର୍ମିକ ଉତ୍ସବକୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବହୁ ଆଡମ୍ବର ଓ ଭକ୍ତିଭାବର ସହିତ ପାଳନ କରାଯିବାକୁ ଯାଉଛି। ଏହି ଅବସରରେ ଆଜି ପ୍ରାତଃ ପ୍ରାୟ ୭ଟା ସମୟରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା କରାଯାଇ ପ୍ରସ୍ତୁତି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଏହାସହ ମହୋତ୍ସବ ସମ୍ପର୍କିତ ନିମନ୍ତ୍ରଣ ପତ୍ର, ରସିଦ ବହି ଓ ପୋଥିର ପୂଜା ମଧ୍ୟ ବିଧିବତ୍ ଭାବରେ ସମ୍ପନ୍ନ ହୋଇଥିଲା। ପୂଜା କାର୍ଯ୍ୟରେ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି କିଶୋର କୁମାର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ ଓ କୋଷାଧ୍ୟକ୍ଷ ନୀଳମଣି ସାବତ ଉପସ୍ଥିତ ଥିଲେ। ସର୍ବବ୍ୟବସ୍ଥା ପ୍ରମୁଖ ଭାବେ ସୀତାକାନ୍ତ ନାୟକ ଓ ବ୍ୟବସ୍ଥା ପ୍ରମୁଖ ଭାବେ ଶୁଭ୍ରନାରାୟଣ ସେଠୀ ସମସ୍ତ ବ୍ୟବସ୍ଥା ପରିଚାଳନା କରୁଛନ୍ତି।
    1
    ତିହିଡି, ଭଦ୍ରକ:
ତିହିଡି ଅଞ୍ଚଳରେ ଆସନ୍ତା ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ପବିତ୍ର ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ପାଇଁ ପ୍ରସ୍ତୁତି କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଶ୍ରୀରାମ ନବମୀ ସମିତି, ତିହିଡିର ଆନୁକୂଳ୍ୟରେ ଏହି ଧାର୍ମିକ ଉତ୍ସବକୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବହୁ ଆଡମ୍ବର ଓ ଭକ୍ତିଭାବର ସହିତ ପାଳନ କରାଯିବାକୁ ଯାଉଛି।
ଏହି ଅବସରରେ ଆଜି ପ୍ରାତଃ ପ୍ରାୟ ୭ଟା ସମୟରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା କରାଯାଇ ପ୍ରସ୍ତୁତି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଏହାସହ ମହୋତ୍ସବ ସମ୍ପର୍କିତ ନିମନ୍ତ୍ରଣ ପତ୍ର, ରସିଦ ବହି ଓ ପୋଥିର ପୂଜା ମଧ୍ୟ ବିଧିବତ୍ ଭାବରେ ସମ୍ପନ୍ନ ହୋଇଥିଲା। ପୂଜା କାର୍ଯ୍ୟରେ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି କିଶୋର କୁମାର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ ଓ କୋଷାଧ୍ୟକ୍ଷ ନୀଳମଣି ସାବତ ଉପସ୍ଥିତ ଥିଲେ। ସର୍ବବ୍ୟବସ୍ଥା ପ୍ରମୁଖ ଭାବେ ସୀତାକାନ୍ତ ନାୟକ ଓ ବ୍ୟବସ୍ଥା ପ୍ରମୁଖ ଭାବେ ଶୁଭ୍ରନାରାୟଣ ସେଠୀ ସମସ୍ତ ବ୍ୟବସ୍ଥା ପରିଚାଳନା କରୁଛନ୍ତି।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.