ଖାରଡ଼ା ଛକ ନିକଟରେ ଗାଡ଼ିରୁ ପଡି ଦୁଇ ମୃତ, ଜଣେ ଗୁରୁତର । ଖାରଡ଼ା ଛକ ନିକଟରେ ଗାଡ଼ିରୁ ପଡି ଦୁଇ ମୃତ, ଜଣେ ଗୁରୁତର । ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ନିକଟରେ ଘଟିଛି ଏକ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ତର ଥିବା ସୁଚନା ରହିଛି।ପାରଳାଖେମୁଣ୍ଡି ଠାରୁ ଜଣେ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବା ପାଇଁ ପଦ୍ମପୁର ଥାନା ଅନ୍ତର୍ଗତ ଗୁଡ଼ିଆ ବନ୍ଧ ଗ୍ରାମକୁ ଯାଇଥିଲେ ସେଠାରୁ ନିଜ ଘରକୁ ଫେରୁଥିବା ବେଳେ ପ୍ରଦୀପ ୭୦ ବର୍ଷୀୟ କୈବର୍ତ୍ତ ତାଙ୍କର ସ୍ତ୍ରୀ କଳ୍ପନା ୬୫ ବର୍ଷୀୟ କୈବର୍ତ୍ତ ଓ ୮ ବର୍ଷୀୟ ନାତୁଣି ପବିତ୍ରୀ କୈବର୍ତ୍ତ ଏକ ଏକ୍ସଲ ଗାଡିରେ ଏହି ତିନି ଜଣ ନିଜ ଗାଁକୁ ଫେରୁଥିବା ବେଳେ କୌଣସି କାରଣରୁ ନିଜ ଗାଡିରୁ ପଡ଼ି ଯାଇଥିଲେ। ଏହି ଖବର ପାଇବା ସଙ୍ଗେ ସଙ୍ଗେ ଖାରଡ଼ା ସରପଞ୍ଚ ଅଖିଳ ପାତ୍ର ଓ ଅନ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ଯ ଚିକିତ୍ସାଲୟକୁ ନେବା ପାଇଁ ବ୍ୟବସ୍ତା କରିଥିଲେ । । ଗାଡ଼ିଟି ଟିକେ ଦ୍ରୁତ ଗତିରେ ଯାଉଥିବାରୁ କଳ୍ପନା କୈବର୍ତ୍ତ ଓ ତାଙ୍କ ନାତୁଣୀ ପବିତ୍ରା କୈବର୍ତ୍ତଙ୍କୁ ଗଭୀର ଆଘାତ ହୋଇଥିଲା । ପରେ ଦୁହିଁଙ୍କୁ ମେଡିକାଲ୍ ନେବା ବେଳେ ରାସ୍ତାରେ ପ୍ରାଣ ତ୍ୟାଗ କରିଥିଲେ । ତେବେ ପ୍ରଦୀପ କୈବର୍ତ୍ତ ପାରଳାଖେମୁଣ୍ଡି ଚିକିତ୍ସା ହେଉଛନ୍ତି ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁହାଯାଇଛି । ସେହିପରି କାଶୀନଗର ଥାନା ରେ ୨୩/୨୦୨୬ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଥିବା ଥାନା ଅଧିକାରୀ ତ୍ରିନାଥ ସେଠିଙ୍କ ଠାରୁ ଶୁଣିବାକୁ ମିଳିଛି।

- ମୋହନା ବ୍ଲକ ଗରଡ଼ମା ଅଙ୍ଗନବାଡି ଗୃହ ଉପରେ ପଡିଲା ବିରାଟ କାୟା ଆମ୍ବ ଗଛ ଯାହା ଦ୍ୱାରା ଅଙ୍ଗନବାଡି ଗୃହ ଭାଙ୍ଗିଥିବା ବେଳେ ବିଦୂତ ଖୁଣ୍ଟ ଭାଙ୍ଗି ବିଦୂତ ସଂଯୋଗ ବିଛନ ରହିଛି1
- ବ୍ରହ୍ମପୁର ର ବହୁ ଚର୍ଚ୍ଚିତ ଆଇନଜୀବୀ ପିତବାସ ପଣ୍ତା ହତ୍ୟା ମାମଲାରେ ଜଡିତ ଅଭିଯୋଗ ରେ ଗିରଫ ଅଭିଯୁକ୍ତ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ଙ୍କୁ ଜେଲରେ ରଖାଯାଇଥିଲା । କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ସହ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ହେତୁ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଏମକେସିଜି ମେଡିକାଲ ରେ ପୋଲିସ ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭର୍ତ୍ତି କରାଯାଇଛି।1
- ମଦ କମ୍ପାନୀ ଖୋଲା ଯାଉଛି ଓଡିଶା ରେ କାହା ବଳରେ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ #KIIT #KISS #KIMS #Achitasamanta #odisha #hospital #University #School #VIRAL #NEWS #latest #update1
- ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ବାଇଲିଗୁଡା ହାଟପଦା ଠାରେ ଅଲେଖ ମହିମା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ପାଡୁଆ ଥାନା ଅଧିକାରୀ ଅଶୋକ କୁମାର ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାଡୁଆ ଥାନା ଏ ଏସ ଆଇ ଦୀପକ ବାରିକ, ସମାଜସେବୀ କାମେୟା ପାଙ୍ଗି, ତ୍ରିପତି କାମୁଡି, ସୁବାଷ ପାଙ୍ଗି ଓ ନର୍ସିଙ୍ଗ ପାଙ୍ଗି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।1
- ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ତ ଜୁଡ଼ାଆମ୍ବ ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକା ତିନି ଗୁରୁତର ଚନ୍ଦ୍ରଗିରି ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାଂତର ଗୁରୁତର ମାନେ ହେଲେ କୀଡାସିଙ୍ଗ ର ସୁଶାନ୍ତ ପାଇକ ଜଗନ୍ନାଥପୁର ର ପ୍ରଶାନ୍ତ ଶବର କେରାଖାଲ ର ଅମିତ ନାୟକ ବୋଲି ଜଣା ପଡିଛି1
- ମଦ କମ୍ପାନୀ ଖୋଲା ଯାଉଛି ଓଡିଶା ରେ କାହା ବଳରେ #Odisha #Alcohol #Company #open #boudh #viralMGM #MGMcompany1