logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହସ୍ପିଟାଲରେ ଛଟପଟ ହେଇ ଚିକିତ୍ସିତ ହେଉଛନ୍ତି ଗିରଫ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ବ୍ରହ୍ମପୁର ର ବହୁ ଚର୍ଚ୍ଚିତ ଆଇନଜୀବୀ ପିତବାସ ପଣ୍ତା ହତ୍ୟା ମାମଲାରେ ଜଡିତ ଅଭିଯୋଗ ରେ ଗିରଫ ଅଭିଯୁକ୍ତ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ଙ୍କୁ ଜେଲରେ ରଖାଯାଇଥିଲା । କିଛି ଦିନ‌ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ସହ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ହେତୁ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଏମକେସିଜି ମେଡିକାଲ ରେ ପୋଲିସ ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭର୍ତ୍ତି କରାଯାଇଛି।

16 hrs ago
user_Premananda Pujari
Premananda Pujari
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
16 hrs ago

ହସ୍ପିଟାଲରେ ଛଟପଟ ହେଇ ଚିକିତ୍ସିତ ହେଉଛନ୍ତି ଗିରଫ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ବ୍ରହ୍ମପୁର ର ବହୁ ଚର୍ଚ୍ଚିତ ଆଇନଜୀବୀ ପିତବାସ ପଣ୍ତା ହତ୍ୟା ମାମଲାରେ ଜଡିତ ଅଭିଯୋଗ ରେ ଗିରଫ ଅଭିଯୁକ୍ତ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ଙ୍କୁ ଜେଲରେ ରଖାଯାଇଥିଲା । କିଛି ଦିନ‌ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ସହ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ହେତୁ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଏମକେସିଜି ମେଡିକାଲ ରେ ପୋଲିସ ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭର୍ତ୍ତି କରାଯାଇଛି।

More news from ଓଡ଼ିଶା and nearby areas
  • ମଦ କମ୍ପାନୀ ଖୋଲା ଯାଉଛି ଓଡିଶା ରେ କାହା ବଳରେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ମଦ କମ୍ପାନୀ ଖୋଲା ଯାଉଛି ଓଡିଶା ରେ କାହା ବଳରେ 
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ #KIIT #KISS #KIMS #Achitasamanta #odisha #hospital #University #School #VIRAL #NEWS #latest #update
    1
    ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ 
କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ
#KIIT
#KISS
#KIMS
#Achitasamanta 
#odisha
#hospital 
#University 
#School 
#VIRAL 
#NEWS 
#latest
#update
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ 
କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    6 hrs ago
  • ମୋହନା ବ୍ଲକ ଗରଡ଼ମା ଅଙ୍ଗନବାଡି ଗୃହ ଉପରେ ପଡିଲା ବିରାଟ କାୟା ଆମ୍ବ ଗଛ ଯାହା ଦ୍ୱାରା ଅଙ୍ଗନବାଡି ଗୃହ ଭାଙ୍ଗିଥିବା ବେଳେ ବିଦୂତ ଖୁଣ୍ଟ ଭାଙ୍ଗି ବିଦୂତ ସଂଯୋଗ ବିଛନ ରହିଛି
    1
    ମୋହନା ବ୍ଲକ ଗରଡ଼ମା ଅଙ୍ଗନବାଡି ଗୃହ ଉପରେ ପଡିଲା ବିରାଟ କାୟା ଆମ୍ବ ଗଛ ଯାହା ଦ୍ୱାରା ଅଙ୍ଗନବାଡି ଗୃହ ଭାଙ୍ଗିଥିବା ବେଳେ ବିଦୂତ ଖୁଣ୍ଟ ଭାଙ୍ଗି ବିଦୂତ ସଂଯୋଗ ବିଛନ ରହିଛି
    user_Ansubhai Pandey
    Ansubhai Pandey
    ସାମ୍ବାଦିକ ମୋହନା, ଗଜପତି, ଓଡ଼ିଶା•
    12 min ago
  • Ghanshyam Jila Fatehpur block Bharatpur Panchayat Agra Aadivasi area
    6
    Ghanshyam Jila Fatehpur block Bharatpur Panchayat Agra Aadivasi area
    user_Kedarnath Bhuyan
    Kedarnath Bhuyan
    ରାମଗିରି, ଗଜପତି, ଓଡ଼ିଶା•
    23 hrs ago
  • ରାୟଗଡ଼(ଗଜପତି)10/2:- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କୁ ମଙ୍ଗଳବାର ଦିନିକିଆ ଗ୍ରସ୍ତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗ୍ରସ୍ତ କରିଥିବା ଜଣାପଡିଛି I ଆଉ ପାଞ୍ଚ ଦିନ ପରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ମହା ଶିବରାତ୍ରି ପାଳନ ହେବାକୁ ଯାଉଥିବାବେଳେ ତାହାର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହାପରେ ସେ କେରାଣ୍ଡି ପଞ୍ଚାୟତର ୱାଇ ଏଙ୍ଗାରସିଂ ଠାରେ କଲ୍ୟାଣ ମଣ୍ଡପ ଉଦଘାଟନ କରି ଗଙ୍ଗାବାଡ଼ ପଞ୍ଚାୟତ ଗ୍ରସ୍ତ କରି ଚମ୍ପାପୁର ଗ୍ରାମରେ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କ ଦ୍ଵାରା ନିର୍ମିତି ଶିବ ମନ୍ଦିରର ଶୁଭ ଉଦଘାଟନ କରିବା ସହ ଭୋଗ ମଣ୍ଡପ ଉଦଘାଟନ କରିଥିଲେ। ତତ୍ ପରେ ଗଙ୍ଗାବାଡ଼ ଠାରେ ନବନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୃହର ଶୁଭ ଉଦଘାଟନ କରିଥିଲେ। ଇତି ଅବସରରେ ଆଜି ଜାତୀୟ କୃମି ଦିବସ ଉପଲକ୍ଷେ ଗଙ୍ଗାବାଡ ସରକାରୀ ଉଚ୍ଚ ବିଦ୍ୟାଳୟରେ କୃମି ବଟିକା ଖୁଆଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ସଚେତନତା କରିଥିଲେ l ଏଥିରେ ଅନ୍ୟତମ ଅତିଥି ଭାବେ କଟକ ଚୌଦ୍ଵାରର ବିଧାୟକ ସୌଭିକ ବିଶ୍ଵାଳ, ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଟିଡ଼ିସିସି ଓଏଲଏ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଉପାଧକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ସନ୍ତୋଷ କୁମାର ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ପିତାମ୍ବର ନାୟକ, ସରପଞ୍ଚ ହରିବନ୍ଧୁ କାର୍ଯୀ, ସମିତି ସଭ୍ଯା ସୁମିତ୍ରା ଶବର, କେରାଣ୍ଡି ସରପଞ୍ଚ କମଳା ଶବର, ସମିତି ସଭ୍ୟ ଗୋବର୍ଦ୍ଧନ ଶବର, ମାର୍ଲବା ସରପଞ୍ଚ ଜଲନ୍ଧର କାର୍ଯୀ, ସମିତି ସଭ୍ଯା ପାର୍ବତୀ ଭୂୟାଁ ପ୍ରମୂଖ ଉପସ୍ଥିତ ଥିଲେ l
    1
    ରାୟଗଡ଼(ଗଜପତି)10/2:- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କୁ ମଙ୍ଗଳବାର ଦିନିକିଆ ଗ୍ରସ୍ତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗ୍ରସ୍ତ କରିଥିବା ଜଣାପଡିଛି I ଆଉ ପାଞ୍ଚ ଦିନ ପରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ମହା ଶିବରାତ୍ରି ପାଳନ ହେବାକୁ ଯାଉଥିବାବେଳେ ତାହାର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହାପରେ ସେ କେରାଣ୍ଡି ପଞ୍ଚାୟତର ୱାଇ ଏଙ୍ଗାରସିଂ ଠାରେ କଲ୍ୟାଣ ମଣ୍ଡପ ଉଦଘାଟନ କରି ଗଙ୍ଗାବାଡ଼ ପଞ୍ଚାୟତ ଗ୍ରସ୍ତ କରି ଚମ୍ପାପୁର ଗ୍ରାମରେ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କ ଦ୍ଵାରା ନିର୍ମିତି ଶିବ ମନ୍ଦିରର ଶୁଭ ଉଦଘାଟନ କରିବା ସହ ଭୋଗ ମଣ୍ଡପ ଉଦଘାଟନ କରିଥିଲେ। ତତ୍ ପରେ ଗଙ୍ଗାବାଡ଼ ଠାରେ ନବନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୃହର ଶୁଭ ଉଦଘାଟନ କରିଥିଲେ। ଇତି ଅବସରରେ ଆଜି ଜାତୀୟ କୃମି ଦିବସ ଉପଲକ୍ଷେ ଗଙ୍ଗାବାଡ ସରକାରୀ ଉଚ୍ଚ ବିଦ୍ୟାଳୟରେ କୃମି ବଟିକା ଖୁଆଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ସଚେତନତା କରିଥିଲେ l ଏଥିରେ ଅନ୍ୟତମ ଅତିଥି ଭାବେ କଟକ ଚୌଦ୍ଵାରର ବିଧାୟକ ସୌଭିକ ବିଶ୍ଵାଳ, 
ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଟିଡ଼ିସିସି ଓଏଲଏ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଉପାଧକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ସନ୍ତୋଷ କୁମାର ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ପିତାମ୍ବର ନାୟକ,  ସରପଞ୍ଚ ହରିବନ୍ଧୁ କାର୍ଯୀ, ସମିତି ସଭ୍ଯା ସୁମିତ୍ରା ଶବର, କେରାଣ୍ଡି ସରପଞ୍ଚ କମଳା ଶବର, ସମିତି ସଭ୍ୟ ଗୋବର୍ଦ୍ଧନ ଶବର, ମାର୍ଲବା ସରପଞ୍ଚ ଜଲନ୍ଧର କାର୍ଯୀ, ସମିତି ସଭ୍ଯା ପାର୍ବତୀ ଭୂୟାଁ ପ୍ରମୂଖ ଉପସ୍ଥିତ ଥିଲେ l
    user_Ricky Patnaik
    Ricky Patnaik
    Rayagada, Gajapati•
    13 hrs ago
  • ମଦ କମ୍ପାନୀ ଖୋଲା ଯାଉଛି ଓଡିଶା ରେ କାହା ବଳରେ #Odisha #Alcohol #Company #open #boudh #viralMGM #MGMcompany
    1
    ମଦ କମ୍ପାନୀ ଖୋଲା ଯାଉଛି ଓଡିଶା ରେ କାହା ବଳରେ 
#Odisha 
#Alcohol 
#Company 
#open 
#boudh 
#viralMGM
#MGMcompany
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    5 hrs ago
  • ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ 
କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    6 hrs ago
  • ସରପଞ୍ଚ ମାଗୁଛନ୍ତି ଟଙ୍କା ଗରିବ ଲୋକଙ୍କୁ ଶୁଣନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ସରପଞ୍ଚ ମାଗୁଛନ୍ତି ଟଙ୍କା ଗରିବ ଲୋକଙ୍କୁ ଶୁଣନ୍ତୁ
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.