ଦିନିକିଆ ଗ୍ରସ୍ତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରାୟଗଡ଼(ଗଜପତି)10/2:- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କୁ ମଙ୍ଗଳବାର ଦିନିକିଆ ଗ୍ରସ୍ତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗ୍ରସ୍ତ କରିଥିବା ଜଣାପଡିଛି I ଆଉ ପାଞ୍ଚ ଦିନ ପରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ମହା ଶିବରାତ୍ରି ପାଳନ ହେବାକୁ ଯାଉଥିବାବେଳେ ତାହାର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହାପରେ ସେ କେରାଣ୍ଡି ପଞ୍ଚାୟତର ୱାଇ ଏଙ୍ଗାରସିଂ ଠାରେ କଲ୍ୟାଣ ମଣ୍ଡପ ଉଦଘାଟନ କରି ଗଙ୍ଗାବାଡ଼ ପଞ୍ଚାୟତ ଗ୍ରସ୍ତ କରି ଚମ୍ପାପୁର ଗ୍ରାମରେ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କ ଦ୍ଵାରା ନିର୍ମିତି ଶିବ ମନ୍ଦିରର ଶୁଭ ଉଦଘାଟନ କରିବା ସହ ଭୋଗ ମଣ୍ଡପ ଉଦଘାଟନ କରିଥିଲେ। ତତ୍ ପରେ ଗଙ୍ଗାବାଡ଼ ଠାରେ ନବନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୃହର ଶୁଭ ଉଦଘାଟନ କରିଥିଲେ। ଇତି ଅବସରରେ ଆଜି ଜାତୀୟ କୃମି ଦିବସ ଉପଲକ୍ଷେ ଗଙ୍ଗାବାଡ ସରକାରୀ ଉଚ୍ଚ ବିଦ୍ୟାଳୟରେ କୃମି ବଟିକା ଖୁଆଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ସଚେତନତା କରିଥିଲେ l ଏଥିରେ ଅନ୍ୟତମ ଅତିଥି ଭାବେ କଟକ ଚୌଦ୍ଵାରର ବିଧାୟକ ସୌଭିକ ବିଶ୍ଵାଳ, ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଟିଡ଼ିସିସି ଓଏଲଏ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଉପାଧକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ସନ୍ତୋଷ କୁମାର ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ପିତାମ୍ବର ନାୟକ, ସରପଞ୍ଚ ହରିବନ୍ଧୁ କାର୍ଯୀ, ସମିତି ସଭ୍ଯା ସୁମିତ୍ରା ଶବର, କେରାଣ୍ଡି ସରପଞ୍ଚ କମଳା ଶବର, ସମିତି ସଭ୍ୟ ଗୋବର୍ଦ୍ଧନ ଶବର, ମାର୍ଲବା ସରପଞ୍ଚ ଜଲନ୍ଧର କାର୍ଯୀ, ସମିତି ସଭ୍ଯା ପାର୍ବତୀ ଭୂୟାଁ ପ୍ରମୂଖ ଉପସ୍ଥିତ ଥିଲେ l

- ରାୟଗଡ଼(ଗଜପତି)10/2:- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କୁ ମଙ୍ଗଳବାର ଦିନିକିଆ ଗ୍ରସ୍ତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗ୍ରସ୍ତ କରିଥିବା ଜଣାପଡିଛି I ଆଉ ପାଞ୍ଚ ଦିନ ପରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ମହା ଶିବରାତ୍ରି ପାଳନ ହେବାକୁ ଯାଉଥିବାବେଳେ ତାହାର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହାପରେ ସେ କେରାଣ୍ଡି ପଞ୍ଚାୟତର ୱାଇ ଏଙ୍ଗାରସିଂ ଠାରେ କଲ୍ୟାଣ ମଣ୍ଡପ ଉଦଘାଟନ କରି ଗଙ୍ଗାବାଡ଼ ପଞ୍ଚାୟତ ଗ୍ରସ୍ତ କରି ଚମ୍ପାପୁର ଗ୍ରାମରେ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କ ଦ୍ଵାରା ନିର୍ମିତି ଶିବ ମନ୍ଦିରର ଶୁଭ ଉଦଘାଟନ କରିବା ସହ ଭୋଗ ମଣ୍ଡପ ଉଦଘାଟନ କରିଥିଲେ। ତତ୍ ପରେ ଗଙ୍ଗାବାଡ଼ ଠାରେ ନବନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୃହର ଶୁଭ ଉଦଘାଟନ କରିଥିଲେ। ଇତି ଅବସରରେ ଆଜି ଜାତୀୟ କୃମି ଦିବସ ଉପଲକ୍ଷେ ଗଙ୍ଗାବାଡ ସରକାରୀ ଉଚ୍ଚ ବିଦ୍ୟାଳୟରେ କୃମି ବଟିକା ଖୁଆଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ସଚେତନତା କରିଥିଲେ l ଏଥିରେ ଅନ୍ୟତମ ଅତିଥି ଭାବେ କଟକ ଚୌଦ୍ଵାରର ବିଧାୟକ ସୌଭିକ ବିଶ୍ଵାଳ, ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଟିଡ଼ିସିସି ଓଏଲଏ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଉପାଧକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ସନ୍ତୋଷ କୁମାର ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ପିତାମ୍ବର ନାୟକ, ସରପଞ୍ଚ ହରିବନ୍ଧୁ କାର୍ଯୀ, ସମିତି ସଭ୍ଯା ସୁମିତ୍ରା ଶବର, କେରାଣ୍ଡି ସରପଞ୍ଚ କମଳା ଶବର, ସମିତି ସଭ୍ୟ ଗୋବର୍ଦ୍ଧନ ଶବର, ମାର୍ଲବା ସରପଞ୍ଚ ଜଲନ୍ଧର କାର୍ଯୀ, ସମିତି ସଭ୍ଯା ପାର୍ବତୀ ଭୂୟାଁ ପ୍ରମୂଖ ଉପସ୍ଥିତ ଥିଲେ l1
- ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଦ୍ଵାରା ମହିଳା ମାନଙ୍କୁ ମହିଳା ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପନ । ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ମହିଳା ସିଲେଇ ଶିକ୍ଷା ତାଲିମ କାର୍ଯ୍ୟକ୍ରମର ଉଦଯାପନ ସଭା ଅନୁଷ୍ଠିତ ହୋଇଛି। ଏହି ୩୦ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସମିତିରୁ ମୋଟ ୩୫ ଜଣ ମହିଳା ତାଲିମ ନେଲେ । ଉଦଯାପନ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ତିମନ ବାରା,ଓଡିଶା ଜୀବିକା ମିଶନ ତଥା ମିଶନ ଶକ୍ତି,ଗଜପତି ଜିଲ୍ଲା ଯୋଗ ଦେଇଥିଲେ | ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀମାନ ତ୍ରିନାଥ ନାଗ ସଭାପତିତ୍ଵ କରିଥିଲେ । ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜଗାରକ୍ଷମ ମହିଳା ସିଲେଇ ଉଦ୍ୟୋଗୀ ହୋଇପାରିବେ ତାହା ବୁଝା ଯାଇ ଥିଲା ଏବଂ "ମହିଳା ସିଲେଇ ଶିକ୍ଷା ପ୍ରମାଣ ପତ୍ର" ମଧ୍ୟ ବଣ୍ଟନ କରାଯାଇ ଥିଲା l ଏହି ସଭାରେ ଅନୁଷ୍ଠାନର ମହିଳା ସିଲେଇ ପ୍ରଶିକ୍ଷିକା ଶ୍ରୀମତୀ ଏ.ଵାଲାମଣି ଆଚାରୀ ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l ବରିଷ୍ଠ ପ୍ରାଧ୍ୟାପକ ଶ୍ରୀମାନ ଦିଲ୍ଲୀପ କୁମାର ତନ୍ତି ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ l1
- ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ହନୁମାନ ଧ୍ୟାନ ମନ୍ଦିର ଠାରେ ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି। କରଣ ସାହି ନିବାସୀ ସ୍ବର୍ଗତ ପ୍ରଦୀପ ପଟ୍ଟନାୟକ ଓରଫ ସୁଭାଷ ବହୁ ଦିନରୁ ଅସୁସ୍ଥ ଥିବା ବେଳେ ଚଳିତ ମାସ ୪/୨/୨୦୨୬ ତାରିଖରେ ନିଜ ବାସ ଭବନରେ ୭୫ ବର୍ଷ ବୟସରେ ଇହଲିଳା ତ୍ୟାଗ କରିଥିଲେ। ସେ ଜଣେ ବରିଷ୍ଠ କଂଗ୍ରେସ୍ ନେତା ଥିବା ବେଳେ ଜଣେ ସମାଜ ସେବୀ ଭାବେ ପରିଚିତ ଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଗଜପତି କରଣ ସମାଜ ର ଉପଦେଷ୍ଟା ହରି ମୋହନ ପଟନାୟକ ବିଛିତ୍ରା ନନ୍ଦ ବେବର୍ତ୍ତା, ସାରଳା ପଟ୍ଟନାୟକ, ଭେଙ୍କେଟେଶ୍ୱର ପଟ୍ଟନାୟକ ପ୍ରମୁଖ ସ୍ୱର୍ଗୀୟ ପ୍ରଦୀପ ଙ୍କ ଫୋଟ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ବଳନ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏଥି ସହ ସ୍ୱର୍ଗୀୟ ଙ୍କ ସ୍ମୃତି ଚାରଣ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକ ସଭାରେ ଗଜପତି କରଣ ସମାଜ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।1
- ମୋହନା ବ୍ଲକ ସ୍ଥାନୀୟ ବିମଳା ବାଳିକା ବିଦ୍ୟାଳୟ ରେ ପ୍ରାର୍ଥନା ସରିବା ପରେ ଶ୍ରେଣୀ ଗୃହ କୁ ଯାଇଥିଲେ ଛାତ୍ରୀ ମାନେ ସେଇ ସମୟରେ ରେ ଅଚାନକ ଶ୍ରେଣୀ ଗୃହ ରେ ଅଚେତ ହେଇ ପଡିଲେ ଛାତ୍ରୀ ବିଦ୍ୟାଳୟ କତୃପକ୍ଷ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତୀ କରିଛନ୍ତି1
- Post by Jay kala _ jay Kalinga1
- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଚାରାଧୀନ ଅଭିଯୁକ୍ତ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗୁରୁତର ଅସୁସ୍ଥ। ଅସହ୍ୟ ଯନ୍ତ୍ରଣା ସହ ମେଡିକାଲ ବେଡରେ ସେ ଚିକିତ୍ସାଧୀନ ଥିବା1
- ବ୍ରହ୍ମପୁର ମ୍ୟୁନିସିପାଲଟି କଲୋନୀରୁ ଜବର ଦଖଲ ମୁକ୍ତ କରିବା ପାଇଁ ପୂର୍ବରୁ ନୋଟିସ କରାଯାଇଥିବା ବେଳେ ଗତକାଲି ବିଇଏମସି ପକ୍ଷରୁ କିଛି କର୍ମଚାରୀ ଆସି ବସ୍ତିକୁ ଉଚ୍ଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରିଥିଲେ । କୈଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।1
- ଖାରଡ଼ା ଛକ ନିକଟରେ ଗାଡ଼ିରୁ ପଡି ଦୁଇ ମୃତ, ଜଣେ ଗୁରୁତର । ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ନିକଟରେ ଘଟିଛି ଏକ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ତର ଥିବା ସୁଚନା ରହିଛି।ପାରଳାଖେମୁଣ୍ଡି ଠାରୁ ଜଣେ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବା ପାଇଁ ପଦ୍ମପୁର ଥାନା ଅନ୍ତର୍ଗତ ଗୁଡ଼ିଆ ବନ୍ଧ ଗ୍ରାମକୁ ଯାଇଥିଲେ ସେଠାରୁ ନିଜ ଘରକୁ ଫେରୁଥିବା ବେଳେ ପ୍ରଦୀପ ୭୦ ବର୍ଷୀୟ କୈବର୍ତ୍ତ ତାଙ୍କର ସ୍ତ୍ରୀ କଳ୍ପନା ୬୫ ବର୍ଷୀୟ କୈବର୍ତ୍ତ ଓ ୮ ବର୍ଷୀୟ ନାତୁଣି ପବିତ୍ରୀ କୈବର୍ତ୍ତ ଏକ ଏକ୍ସଲ ଗାଡିରେ ଏହି ତିନି ଜଣ ନିଜ ଗାଁକୁ ଫେରୁଥିବା ବେଳେ କୌଣସି କାରଣରୁ ନିଜ ଗାଡିରୁ ପଡ଼ି ଯାଇଥିଲେ। ଏହି ଖବର ପାଇବା ସଙ୍ଗେ ସଙ୍ଗେ ଖାରଡ଼ା ସରପଞ୍ଚ ଅଖିଳ ପାତ୍ର ଓ ଅନ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ଯ ଚିକିତ୍ସାଲୟକୁ ନେବା ପାଇଁ ବ୍ୟବସ୍ତା କରିଥିଲେ । । ଗାଡ଼ିଟି ଟିକେ ଦ୍ରୁତ ଗତିରେ ଯାଉଥିବାରୁ କଳ୍ପନା କୈବର୍ତ୍ତ ଓ ତାଙ୍କ ନାତୁଣୀ ପବିତ୍ରା କୈବର୍ତ୍ତଙ୍କୁ ଗଭୀର ଆଘାତ ହୋଇଥିଲା । ପରେ ଦୁହିଁଙ୍କୁ ମେଡିକାଲ୍ ନେବା ବେଳେ ରାସ୍ତାରେ ପ୍ରାଣ ତ୍ୟାଗ କରିଥିଲେ । ତେବେ ପ୍ରଦୀପ କୈବର୍ତ୍ତ ପାରଳାଖେମୁଣ୍ଡି ଚିକିତ୍ସା ହେଉଛନ୍ତି ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁହାଯାଇଛି । ସେହିପରି କାଶୀନଗର ଥାନା ରେ ୨୩/୨୦୨୬ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଥିବା ଥାନା ଅଧିକାରୀ ତ୍ରିନାଥ ସେଠିଙ୍କ ଠାରୁ ଶୁଣିବାକୁ ମିଳିଛି।1