Shuru
Apke Nagar Ki App…
ବ୍ରହ୍ମପୁର ମ୍ୟୁନିସିପାଲଟି କ୍ବାର୍ଟର୍ସ ଜବରଦଖଲ ଉଛେଦ ପାଇଁ ବୁଲିଲା ବୁଲଡୋଜର ବ୍ରହ୍ମପୁର ମ୍ୟୁନିସିପାଲଟି କଲୋନୀରୁ ଜବର ଦଖଲ ମୁକ୍ତ କରିବା ପାଇଁ ପୂର୍ବରୁ ନୋଟିସ କରାଯାଇଥିବା ବେଳେ ଗତକାଲି ବିଇଏମସି ପକ୍ଷରୁ କିଛି କର୍ମଚାରୀ ଆସି ବସ୍ତିକୁ ଉଚ୍ଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରିଥିଲେ । କୈଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
Premananda Pujari

More news from Ganjam and nearby areas
- Post by Jay kala _ jay Kalinga1
- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଚାରାଧୀନ ଅଭିଯୁକ୍ତ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗୁରୁତର ଅସୁସ୍ଥ। ଅସହ୍ୟ ଯନ୍ତ୍ରଣା ସହ ମେଡିକାଲ ବେଡରେ ସେ ଚିକିତ୍ସାଧୀନ ଥିବା1
- ବ୍ରହ୍ମପୁର ମ୍ୟୁନିସିପାଲଟି କଲୋନୀରୁ ଜବର ଦଖଲ ମୁକ୍ତ କରିବା ପାଇଁ ପୂର୍ବରୁ ନୋଟିସ କରାଯାଇଥିବା ବେଳେ ଗତକାଲି ବିଇଏମସି ପକ୍ଷରୁ କିଛି କର୍ମଚାରୀ ଆସି ବସ୍ତିକୁ ଉଚ୍ଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରିଥିଲେ । କୈଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।1
- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଚର୍ଚ୍ଚିତ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ମେଡିକାଲ ବେଡରେ ରହି ଚିକିତ୍ସା ଚାଲିଛି।1
- ଛତ୍ରପୁର ରେଳ ଉପଭୋକ୍ତା ସଂଗଠନ ପକ୍ଷରୁ ରେଳ ବିଭାଗର ବିଭିନ୍ନ ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ1
- ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ପୀତବାସ ପଣ୍ଡା ଙ୍କ ହତ୍ୟା କେସ ରେ ଅଦାଲତ ରେ ପହଞ୍ଚିଲେ ମଦନ ଦଳାଇ। ଦେହ ଅସୁସ୍ଥ ଥିବା ଯୋଗୁଁ ଷ୍ଟ୍ରେଚର ସାହାଯ୍ୟ ରେ ପହଞ୍ଚି ଥିଲେ ଏବଂ କାନ୍ଦୁ ଥିବାର ମଧ୍ୟ ଦେଖା ଯାଇ ଥିଲା,1
- asika college square sexy1
- ବ୍ରହ୍ମପୁର ର ବହୁ ଚର୍ଚ୍ଚିତ ଆଇନଜୀବୀ ପିତବାସ ପଣ୍ତା ହତ୍ୟା ମାମଲାରେ ଜଡିତ ଅଭିଯୋଗ ରେ ଗିରଫ ଅଭିଯୁକ୍ତ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ଙ୍କୁ ଜେଲରେ ରଖାଯାଇଥିଲା । କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ସହ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ହେତୁ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଏମକେସିଜି ମେଡିକାଲ ରେ ପୋଲିସ ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭର୍ତ୍ତି କରାଯାଇଛି।1