logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଚର୍ଚ୍ଚିତ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ମେଡିକାଲ ବେଡରେ ରହି ଚିକିତ୍ସା ଚାଲିଛି।

13 hrs ago
user_Odisha khabar
Odisha khabar
Ganjam, Odisha•
13 hrs ago

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଚର୍ଚ୍ଚିତ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ମେଡିକାଲ ବେଡରେ ରହି ଚିକିତ୍ସା ଚାଲିଛି।

More news from Odisha and nearby areas
  • ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଚର୍ଚ୍ଚିତ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ମେଡିକାଲ ବେଡରେ ରହି ଚିକିତ୍ସା ଚାଲିଛି।
    1
    ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଚର୍ଚ୍ଚିତ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର। ମେଡିକାଲ ବେଡରେ ରହି ଚିକିତ୍ସା ଚାଲିଛି।
    user_Odisha khabar
    Odisha khabar
    Ganjam, Odisha•
    13 hrs ago
  • ଛତ୍ରପୁର ରେଳ ଉପଭୋକ୍ତା ସଂଗଠନ ପକ୍ଷରୁ ରେଳ ବିଭାଗର ବିଭିନ୍ନ ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ
    1
    ଛତ୍ରପୁର ରେଳ ଉପଭୋକ୍ତା ସଂଗଠନ ପକ୍ଷରୁ ରେଳ ବିଭାଗର ବିଭିନ୍ନ ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ
    user_Santosh Kumar Sahu
    Santosh Kumar Sahu
    ସାମ୍ବାଦିକ Chhatrapur, Ganjam•
    19 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Brahmapur (M.Corp.), Ganjam•
    12 hrs ago
  • ବ୍ରହ୍ମପୁର ମ୍ୟୁନିସିପାଲଟି କଲୋନୀରୁ ଜବର ଦଖଲ ମୁକ୍ତ କରିବା ପାଇଁ ପୂର୍ବରୁ ନୋଟିସ କରାଯାଇଥିବା ବେଳେ ଗତକାଲି ବିଇଏମସି ପକ୍ଷରୁ କିଛି କର୍ମଚାରୀ ଆସି ବସ୍ତିକୁ ଉଚ୍ଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରିଥିଲେ । କୈଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
    1
    ବ୍ରହ୍ମପୁର ମ୍ୟୁନିସିପାଲଟି କଲୋନୀରୁ ଜବର ଦଖଲ ମୁକ୍ତ କରିବା ପାଇଁ ପୂର୍ବରୁ ନୋଟିସ କରାଯାଇଥିବା ବେଳେ ଗତକାଲି ବିଇଏମସି ପକ୍ଷରୁ କିଛି କର୍ମଚାରୀ ଆସି ବସ୍ତିକୁ ଉଚ୍ଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରିଥିଲେ । କୈଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ  ହୁଏ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
    user_Premananda Pujari
    Premananda Pujari
    ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    14 hrs ago
  • ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଚାରାଧୀନ ଅଭିଯୁକ୍ତ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗୁରୁତର ଅସୁସ୍ଥ। ଅସହ୍ୟ ଯନ୍ତ୍ରଣା ସହ ମେଡିକାଲ ବେଡରେ ସେ ଚିକିତ୍ସାଧୀନ ଥିବା
    1
    ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଚାରାଧୀନ ଅଭିଯୁକ୍ତ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗୁରୁତର ଅସୁସ୍ଥ। ଅସହ୍ୟ ଯନ୍ତ୍ରଣା ସହ ମେଡିକାଲ ବେଡରେ ସେ ଚିକିତ୍ସାଧୀନ ଥିବା
    user_Ganjam Khabar
    Ganjam Khabar
    Brahmapur Sadar, Ganjam•
    14 hrs ago
  • ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ପୀତବାସ ପଣ୍ଡା ଙ୍କ ହତ୍ୟା କେସ ରେ ଅଦାଲତ ରେ ପହଞ୍ଚିଲେ ମଦନ ଦଳାଇ। ଦେହ ଅସୁସ୍ଥ ଥିବା ଯୋଗୁଁ ଷ୍ଟ୍ରେଚର ସାହାଯ୍ୟ ରେ ପହଞ୍ଚି ଥିଲେ ଏବଂ କାନ୍ଦୁ ଥିବାର ମଧ୍ୟ ଦେଖା ଯାଇ ଥିଲା,
    1
    ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ପୀତବାସ ପଣ୍ଡା ଙ୍କ ହତ୍ୟା କେସ ରେ ଅଦାଲତ ରେ ପହଞ୍ଚିଲେ ମଦନ ଦଳାଇ।
ଦେହ ଅସୁସ୍ଥ ଥିବା ଯୋଗୁଁ ଷ୍ଟ୍ରେଚର ସାହାଯ୍ୟ ରେ ପହଞ୍ଚି ଥିଲେ ଏବଂ କାନ୍ଦୁ ଥିବାର ମଧ୍ୟ ଦେଖା ଯାଇ ଥିଲା,
    user_User9947
    User9947
    Social worker Asika, Ganjam•
    9 hrs ago
  • asika college square sexy
    1
    asika college square  sexy
    user_Asika college
    Asika college
    ଆସିକା, ଗଞ୍ଜାମ, ଓଡ଼ିଶା•
    18 hrs ago
  • ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ବିପୁଳଙ୍ଗି ପଞ୍ଚାୟତର କତୁରୁ ଗ୍ରାମରୁ ୭ କିଲୋମିଟର ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ସିଟି କେବୁଲକୁ ଦୁର୍ବୁତ୍ତ ମାନେ କାଟି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି l ଗତକାଲି ବିଳମ୍ବିତ ରାତ୍ରରେ କିଛି ଦୁର୍ବୁତ୍ତ କତୁରୁ ଗ୍ରାମରୁ ଯାଇଥିବା ପ୍ରାୟ ୨ ଲକ୍ଷରୁ ଉର୍ଧ୍ଵ ଟଙ୍କାର ସିଟି କେବୁଲ ତାର କାଟି ନଷ୍ଟ କରିଦେଇଛନ୍ତି l ଯାହା ଫଳରେ ବିପୁଲିଙ୍ଗୀ, ମାଧପୁର, ପୋଟଲାମପୁର, ବଉଳଗାଁ ଓ ମହାନାଦପୁର ପଞ୍ଚାୟତର ପ୍ରାୟ ୮ ଟି ଗ୍ରାମର ୫ ହଜାର ଗ୍ରାହକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l ଉକ୍ତ ପଞ୍ଚାୟତ ମାନଙ୍କୁ ଟେଲିଭିଜନ ସେବା ଯୋଗାଇ ଦେବା ପାଇଁ ସିଟି କେବୁଲ ତାର ସଂଯୋଗ କରାଯାଇଥିଲା l ବର୍ତ୍ତମାନ କିଛି ଦୁର୍ବୁତ୍ତ ତାକୁ କାଟି ନଷ୍ଟ କରିଦେବା ଫଳରେ ଲୋକେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି ବୋଲି ସିଟି କେବୁଲ ଅପରେଟର ମାନେ ଅଭିଯୋଗ କରିଛନ୍ତି l ଏଣୁ ଦୋଷୀଙ୍କୁ ଗିରଫ କରି ଉପଯୁକ୍ତ ଦଣ୍ଡବିଧାନ କରିବାକୁ ସେମାନେ ଦାବି କରିଛନ୍ତି l
    1
    ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ବିପୁଳଙ୍ଗି ପଞ୍ଚାୟତର କତୁରୁ ଗ୍ରାମରୁ ୭  କିଲୋମିଟର ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ସିଟି କେବୁଲକୁ ଦୁର୍ବୁତ୍ତ ମାନେ କାଟି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି l ଗତକାଲି ବିଳମ୍ବିତ ରାତ୍ରରେ କିଛି ଦୁର୍ବୁତ୍ତ କତୁରୁ ଗ୍ରାମରୁ ଯାଇଥିବା ପ୍ରାୟ ୨ ଲକ୍ଷରୁ ଉର୍ଧ୍ଵ ଟଙ୍କାର ସିଟି କେବୁଲ ତାର କାଟି ନଷ୍ଟ କରିଦେଇଛନ୍ତି l ଯାହା ଫଳରେ ବିପୁଲିଙ୍ଗୀ, ମାଧପୁର, ପୋଟଲାମପୁର, ବଉଳଗାଁ ଓ ମହାନାଦପୁର ପଞ୍ଚାୟତର ପ୍ରାୟ ୮ ଟି ଗ୍ରାମର ୫ ହଜାର ଗ୍ରାହକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l ଉକ୍ତ ପଞ୍ଚାୟତ ମାନଙ୍କୁ ଟେଲିଭିଜନ ସେବା ଯୋଗାଇ ଦେବା ପାଇଁ ସିଟି କେବୁଲ ତାର ସଂଯୋଗ କରାଯାଇଥିଲା l ବର୍ତ୍ତମାନ କିଛି ଦୁର୍ବୁତ୍ତ ତାକୁ କାଟି ନଷ୍ଟ କରିଦେବା ଫଳରେ ଲୋକେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି ବୋଲି ସିଟି କେବୁଲ ଅପରେଟର ମାନେ ଅଭିଯୋଗ କରିଛନ୍ତି l ଏଣୁ ଦୋଷୀଙ୍କୁ ଗିରଫ କରି ଉପଯୁକ୍ତ ଦଣ୍ଡବିଧାନ କରିବାକୁ ସେମାନେ ଦାବି କରିଛନ୍ତି l
    user_Santosh Kumar Sahu
    Santosh Kumar Sahu
    ସାମ୍ବାଦିକ Chhatrapur, Ganjam•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.