Shuru
Apke Nagar Ki App…
ମୋହନା ବିମଳା ବାଳିକା ବିଦ୍ୟାଳୟ ରେ ଶ୍ରେଣୀ ଗୃହ ରେ ଅଚେତ ହୋଇ ପଡିଲେ ଛାତ୍ରୀ ମୋହନା ବ୍ଲକ ସ୍ଥାନୀୟ ବିମଳା ବାଳିକା ବିଦ୍ୟାଳୟ ରେ ପ୍ରାର୍ଥନା ସରିବା ପରେ ଶ୍ରେଣୀ ଗୃହ କୁ ଯାଇଥିଲେ ଛାତ୍ରୀ ମାନେ ସେଇ ସମୟରେ ରେ ଅଚାନକ ଶ୍ରେଣୀ ଗୃହ ରେ ଅଚେତ ହେଇ ପଡିଲେ ଛାତ୍ରୀ ବିଦ୍ୟାଳୟ କତୃପକ୍ଷ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତୀ କରିଛନ୍ତି
Ansubhai Pandey
ମୋହନା ବିମଳା ବାଳିକା ବିଦ୍ୟାଳୟ ରେ ଶ୍ରେଣୀ ଗୃହ ରେ ଅଚେତ ହୋଇ ପଡିଲେ ଛାତ୍ରୀ ମୋହନା ବ୍ଲକ ସ୍ଥାନୀୟ ବିମଳା ବାଳିକା ବିଦ୍ୟାଳୟ ରେ ପ୍ରାର୍ଥନା ସରିବା ପରେ ଶ୍ରେଣୀ ଗୃହ କୁ ଯାଇଥିଲେ ଛାତ୍ରୀ ମାନେ ସେଇ ସମୟରେ ରେ ଅଚାନକ ଶ୍ରେଣୀ ଗୃହ ରେ ଅଚେତ ହେଇ ପଡିଲେ ଛାତ୍ରୀ ବିଦ୍ୟାଳୟ କତୃପକ୍ଷ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତୀ କରିଛନ୍ତି
More news from ଓଡ଼ିଶା and nearby areas
- ମଦ କମ୍ପାନୀ ଖୋଲା ଯାଉଛି ଓଡିଶା ରେ କାହା ବଳରେ #Odisha #Alcohol #Company #open #boudh #viralMGM #MGMcompany1
- ଅଚ୍ୟୁତ ସାମନ୍ତଙ୍କ କଳା ଦୁନିଆ ଦେଖ କାହିଁକି ଅନୁସୂଚିତ ଛୁଆଙ୍କୁ ସାହାଯ୍ୟ କରନ୍ତି ଜାଣନ୍ତୁ ବଡ଼ କାରଣ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ସରପଞ୍ଚ ମାଗୁଛନ୍ତି ଟଙ୍କା ଗରିବ ଲୋକଙ୍କୁ ଶୁଣନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ରାୟଗଡ଼(ଗଜପତି)10/2:- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କୁ ମଙ୍ଗଳବାର ଦିନିକିଆ ଗ୍ରସ୍ତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗ୍ରସ୍ତ କରିଥିବା ଜଣାପଡିଛି I ଆଉ ପାଞ୍ଚ ଦିନ ପରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ମହା ଶିବରାତ୍ରି ପାଳନ ହେବାକୁ ଯାଉଥିବାବେଳେ ତାହାର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହାପରେ ସେ କେରାଣ୍ଡି ପଞ୍ଚାୟତର ୱାଇ ଏଙ୍ଗାରସିଂ ଠାରେ କଲ୍ୟାଣ ମଣ୍ଡପ ଉଦଘାଟନ କରି ଗଙ୍ଗାବାଡ଼ ପଞ୍ଚାୟତ ଗ୍ରସ୍ତ କରି ଚମ୍ପାପୁର ଗ୍ରାମରେ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କ ଦ୍ଵାରା ନିର୍ମିତି ଶିବ ମନ୍ଦିରର ଶୁଭ ଉଦଘାଟନ କରିବା ସହ ଭୋଗ ମଣ୍ଡପ ଉଦଘାଟନ କରିଥିଲେ। ତତ୍ ପରେ ଗଙ୍ଗାବାଡ଼ ଠାରେ ନବନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୃହର ଶୁଭ ଉଦଘାଟନ କରିଥିଲେ। ଇତି ଅବସରରେ ଆଜି ଜାତୀୟ କୃମି ଦିବସ ଉପଲକ୍ଷେ ଗଙ୍ଗାବାଡ ସରକାରୀ ଉଚ୍ଚ ବିଦ୍ୟାଳୟରେ କୃମି ବଟିକା ଖୁଆଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ସଚେତନତା କରିଥିଲେ l ଏଥିରେ ଅନ୍ୟତମ ଅତିଥି ଭାବେ କଟକ ଚୌଦ୍ଵାରର ବିଧାୟକ ସୌଭିକ ବିଶ୍ଵାଳ, ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଟିଡ଼ିସିସି ଓଏଲଏ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଉପାଧକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ସନ୍ତୋଷ କୁମାର ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ପିତାମ୍ବର ନାୟକ, ସରପଞ୍ଚ ହରିବନ୍ଧୁ କାର୍ଯୀ, ସମିତି ସଭ୍ଯା ସୁମିତ୍ରା ଶବର, କେରାଣ୍ଡି ସରପଞ୍ଚ କମଳା ଶବର, ସମିତି ସଭ୍ୟ ଗୋବର୍ଦ୍ଧନ ଶବର, ମାର୍ଲବା ସରପଞ୍ଚ ଜଲନ୍ଧର କାର୍ଯୀ, ସମିତି ସଭ୍ଯା ପାର୍ବତୀ ଭୂୟାଁ ପ୍ରମୂଖ ଉପସ୍ଥିତ ଥିଲେ l1
- Post by Jay kala _ jay Kalinga1
- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଚାରାଧୀନ ଅଭିଯୁକ୍ତ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗୁରୁତର ଅସୁସ୍ଥ। ଅସହ୍ୟ ଯନ୍ତ୍ରଣା ସହ ମେଡିକାଲ ବେଡରେ ସେ ଚିକିତ୍ସାଧୀନ ଥିବା1
- ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ତ ଜୁଡ଼ାଆମ୍ବ ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକା ତିନି ଗୁରୁତର ଚନ୍ଦ୍ରଗିରି ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାଂତର ଗୁରୁତର ମାନେ ହେଲେ କୀଡାସିଙ୍ଗ ର ସୁଶାନ୍ତ ପାଇକ ଜଗନ୍ନାଥପୁର ର ପ୍ରଶାନ୍ତ ଶବର କେରାଖାଲ ର ଅମିତ ନାୟକ ବୋଲି ଜଣା ପଡିଛି1
- ସରପଞ୍ଚ ମାଗୁଛନ୍ତି ଟଙ୍କା ଗରିବ ଲୋକଙ୍କୁ ଶୁଣନ୍ତୁ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ବ୍ରହ୍ମପୁର ମ୍ୟୁନିସିପାଲଟି କଲୋନୀରୁ ଜବର ଦଖଲ ମୁକ୍ତ କରିବା ପାଇଁ ପୂର୍ବରୁ ନୋଟିସ କରାଯାଇଥିବା ବେଳେ ଗତକାଲି ବିଇଏମସି ପକ୍ଷରୁ କିଛି କର୍ମଚାରୀ ଆସି ବସ୍ତିକୁ ଉଚ୍ଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରିଥିଲେ । କୈଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।1