logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Ghanshyam Jila Fatehpur block Bharatpur Panchayat Agra Aadivasi area

23 hrs ago
user_Kedarnath Bhuyan
Kedarnath Bhuyan
ରାମଗିରି, ଗଜପତି, ଓଡ଼ିଶା•
23 hrs ago
b694b8ac-edd3-468f-832a-001913e94206
9d379ad7-6527-43ce-ad3e-fed83bc47da5
ddb5d9c0-7030-4afb-992a-ae36a095771e
26ce91f6-4bdb-4f3c-ad46-d58e6ed964f4
56ca9b6a-07e6-44bd-8ff7-b9cc4b3c7bac

Ghanshyam Jila Fatehpur block Bharatpur Panchayat Agra Aadivasi area

More news from ଓଡ଼ିଶା and nearby areas
  • Ghanshyam Jila Fatehpur block Bharatpur Panchayat Agra Aadivasi area
    6
    Ghanshyam Jila Fatehpur block Bharatpur Panchayat Agra Aadivasi area
    user_Kedarnath Bhuyan
    Kedarnath Bhuyan
    ରାମଗିରି, ଗଜପତି, ଓଡ଼ିଶା•
    23 hrs ago
  • ରାୟଗଡ଼(ଗଜପତି)10/2:- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କୁ ମଙ୍ଗଳବାର ଦିନିକିଆ ଗ୍ରସ୍ତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗ୍ରସ୍ତ କରିଥିବା ଜଣାପଡିଛି I ଆଉ ପାଞ୍ଚ ଦିନ ପରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ମହା ଶିବରାତ୍ରି ପାଳନ ହେବାକୁ ଯାଉଥିବାବେଳେ ତାହାର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହାପରେ ସେ କେରାଣ୍ଡି ପଞ୍ଚାୟତର ୱାଇ ଏଙ୍ଗାରସିଂ ଠାରେ କଲ୍ୟାଣ ମଣ୍ଡପ ଉଦଘାଟନ କରି ଗଙ୍ଗାବାଡ଼ ପଞ୍ଚାୟତ ଗ୍ରସ୍ତ କରି ଚମ୍ପାପୁର ଗ୍ରାମରେ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କ ଦ୍ଵାରା ନିର୍ମିତି ଶିବ ମନ୍ଦିରର ଶୁଭ ଉଦଘାଟନ କରିବା ସହ ଭୋଗ ମଣ୍ଡପ ଉଦଘାଟନ କରିଥିଲେ। ତତ୍ ପରେ ଗଙ୍ଗାବାଡ଼ ଠାରେ ନବନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୃହର ଶୁଭ ଉଦଘାଟନ କରିଥିଲେ। ଇତି ଅବସରରେ ଆଜି ଜାତୀୟ କୃମି ଦିବସ ଉପଲକ୍ଷେ ଗଙ୍ଗାବାଡ ସରକାରୀ ଉଚ୍ଚ ବିଦ୍ୟାଳୟରେ କୃମି ବଟିକା ଖୁଆଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ସଚେତନତା କରିଥିଲେ l ଏଥିରେ ଅନ୍ୟତମ ଅତିଥି ଭାବେ କଟକ ଚୌଦ୍ଵାରର ବିଧାୟକ ସୌଭିକ ବିଶ୍ଵାଳ, ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଟିଡ଼ିସିସି ଓଏଲଏ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଉପାଧକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ସନ୍ତୋଷ କୁମାର ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ପିତାମ୍ବର ନାୟକ, ସରପଞ୍ଚ ହରିବନ୍ଧୁ କାର୍ଯୀ, ସମିତି ସଭ୍ଯା ସୁମିତ୍ରା ଶବର, କେରାଣ୍ଡି ସରପଞ୍ଚ କମଳା ଶବର, ସମିତି ସଭ୍ୟ ଗୋବର୍ଦ୍ଧନ ଶବର, ମାର୍ଲବା ସରପଞ୍ଚ ଜଲନ୍ଧର କାର୍ଯୀ, ସମିତି ସଭ୍ଯା ପାର୍ବତୀ ଭୂୟାଁ ପ୍ରମୂଖ ଉପସ୍ଥିତ ଥିଲେ l
    1
    ରାୟଗଡ଼(ଗଜପତି)10/2:- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କୁ ମଙ୍ଗଳବାର ଦିନିକିଆ ଗ୍ରସ୍ତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗ୍ରସ୍ତ କରିଥିବା ଜଣାପଡିଛି I ଆଉ ପାଞ୍ଚ ଦିନ ପରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ମହା ଶିବରାତ୍ରି ପାଳନ ହେବାକୁ ଯାଉଥିବାବେଳେ ତାହାର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହାପରେ ସେ କେରାଣ୍ଡି ପଞ୍ଚାୟତର ୱାଇ ଏଙ୍ଗାରସିଂ ଠାରେ କଲ୍ୟାଣ ମଣ୍ଡପ ଉଦଘାଟନ କରି ଗଙ୍ଗାବାଡ଼ ପଞ୍ଚାୟତ ଗ୍ରସ୍ତ କରି ଚମ୍ପାପୁର ଗ୍ରାମରେ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କ ଦ୍ଵାରା ନିର୍ମିତି ଶିବ ମନ୍ଦିରର ଶୁଭ ଉଦଘାଟନ କରିବା ସହ ଭୋଗ ମଣ୍ଡପ ଉଦଘାଟନ କରିଥିଲେ। ତତ୍ ପରେ ଗଙ୍ଗାବାଡ଼ ଠାରେ ନବନିର୍ମିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୃହର ଶୁଭ ଉଦଘାଟନ କରିଥିଲେ। ଇତି ଅବସରରେ ଆଜି ଜାତୀୟ କୃମି ଦିବସ ଉପଲକ୍ଷେ ଗଙ୍ଗାବାଡ ସରକାରୀ ଉଚ୍ଚ ବିଦ୍ୟାଳୟରେ କୃମି ବଟିକା ଖୁଆଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ସଚେତନତା କରିଥିଲେ l ଏଥିରେ ଅନ୍ୟତମ ଅତିଥି ଭାବେ କଟକ ଚୌଦ୍ଵାରର ବିଧାୟକ ସୌଭିକ ବିଶ୍ଵାଳ, 
ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଟିଡ଼ିସିସି ଓଏଲଏ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଉପାଧକ୍ଷ ଜ୍ୟୋତି ପ୍ରସାଦ ପାଣି, ବିଡିଓ ସନ୍ତୋଷ କୁମାର ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ପିତାମ୍ବର ନାୟକ,  ସରପଞ୍ଚ ହରିବନ୍ଧୁ କାର୍ଯୀ, ସମିତି ସଭ୍ଯା ସୁମିତ୍ରା ଶବର, କେରାଣ୍ଡି ସରପଞ୍ଚ କମଳା ଶବର, ସମିତି ସଭ୍ୟ ଗୋବର୍ଦ୍ଧନ ଶବର, ମାର୍ଲବା ସରପଞ୍ଚ ଜଲନ୍ଧର କାର୍ଯୀ, ସମିତି ସଭ୍ଯା ପାର୍ବତୀ ଭୂୟାଁ ପ୍ରମୂଖ ଉପସ୍ଥିତ ଥିଲେ l
    user_Ricky Patnaik
    Ricky Patnaik
    Rayagada, Gajapati•
    13 hrs ago
  • ମୋହନା ବ୍ଲକ ଗରଡ଼ମା ଅଙ୍ଗନବାଡି ଗୃହ ଉପରେ ପଡିଲା ବିରାଟ କାୟା ଆମ୍ବ ଗଛ ଯାହା ଦ୍ୱାରା ଅଙ୍ଗନବାଡି ଗୃହ ଭାଙ୍ଗିଥିବା ବେଳେ ବିଦୂତ ଖୁଣ୍ଟ ଭାଙ୍ଗି ବିଦୂତ ସଂଯୋଗ ବିଛନ ରହିଛି
    1
    ମୋହନା ବ୍ଲକ ଗରଡ଼ମା ଅଙ୍ଗନବାଡି ଗୃହ ଉପରେ ପଡିଲା ବିରାଟ କାୟା ଆମ୍ବ ଗଛ ଯାହା ଦ୍ୱାରା ଅଙ୍ଗନବାଡି ଗୃହ ଭାଙ୍ଗିଥିବା ବେଳେ ବିଦୂତ ଖୁଣ୍ଟ ଭାଙ୍ଗି ବିଦୂତ ସଂଯୋଗ ବିଛନ ରହିଛି
    user_Ansubhai Pandey
    Ansubhai Pandey
    ସାମ୍ବାଦିକ ମୋହନା, ଗଜପତି, ଓଡ଼ିଶା•
    11 min ago
  • ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ହନୁମାନ ଧ୍ୟାନ ମନ୍ଦିର ଠାରେ ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି। କରଣ ସାହି ନିବାସୀ ସ୍ବର୍ଗତ ପ୍ରଦୀପ ପଟ୍ଟନାୟକ ଓରଫ ସୁଭାଷ ବହୁ ଦିନରୁ ଅସୁସ୍ଥ ଥିବା ବେଳେ ଚଳିତ ମାସ ୪/୨/୨୦୨୬ ତାରିଖରେ ନିଜ ବାସ ଭବନରେ ୭୫ ବର୍ଷ ବୟସରେ ଇହଲିଳା ତ୍ୟାଗ କରିଥିଲେ। ସେ ଜଣେ ବରିଷ୍ଠ କଂଗ୍ରେସ୍ ନେତା ଥିବା ବେଳେ ଜଣେ ସମାଜ ସେବୀ ଭାବେ ପରିଚିତ ଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଗଜପତି କରଣ ସମାଜ ର ଉପଦେଷ୍ଟା ହରି ମୋହନ ପଟନାୟକ ବିଛିତ୍ରା ନନ୍ଦ ବେବର୍ତ୍ତା, ସାରଳା ପଟ୍ଟନାୟକ, ଭେଙ୍କେଟେଶ୍ୱର ପଟ୍ଟନାୟକ ପ୍ରମୁଖ ସ୍ୱର୍ଗୀୟ ପ୍ରଦୀପ ଙ୍କ ଫୋଟ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ବଳନ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏଥି ସହ ସ୍ୱର୍ଗୀୟ ଙ୍କ ସ୍ମୃତି ଚାରଣ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକ ସଭାରେ ଗଜପତି କରଣ ସମାଜ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।
    1
    ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ହନୁମାନ ଧ୍ୟାନ ମନ୍ଦିର ଠାରେ ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି। କରଣ ସାହି ନିବାସୀ ସ୍ବର୍ଗତ ପ୍ରଦୀପ ପଟ୍ଟନାୟକ ଓରଫ ସୁଭାଷ ବହୁ ଦିନରୁ ଅସୁସ୍ଥ ଥିବା ବେଳେ ଚଳିତ ମାସ ୪/୨/୨୦୨୬ ତାରିଖରେ ନିଜ ବାସ ଭବନରେ ୭୫ ବର୍ଷ ବୟସରେ ଇହଲିଳା ତ୍ୟାଗ କରିଥିଲେ। ସେ ଜଣେ ବରିଷ୍ଠ କଂଗ୍ରେସ୍ ନେତା ଥିବା ବେଳେ ଜଣେ ସମାଜ ସେବୀ ଭାବେ ପରିଚିତ ଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଗଜପତି କରଣ ସମାଜ ର ଉପଦେଷ୍ଟା ହରି ମୋହନ ପଟନାୟକ ବିଛିତ୍ରା ନନ୍ଦ ବେବର୍ତ୍ତା, ସାରଳା ପଟ୍ଟନାୟକ, ଭେଙ୍କେଟେଶ୍ୱର ପଟ୍ଟନାୟକ ପ୍ରମୁଖ ସ୍ୱର୍ଗୀୟ ପ୍ରଦୀପ ଙ୍କ ଫୋଟ ଚିତ୍ର ଠାରେ ପ୍ରଦୀପ ପ୍ରଜ୍ବଳନ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏଥି ସହ ସ୍ୱର୍ଗୀୟ ଙ୍କ ସ୍ମୃତି ଚାରଣ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକ ସଭାରେ ଗଜପତି କରଣ ସମାଜ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    4 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Brahmapur (M.Corp.), Ganjam•
    13 hrs ago
  • ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଚାରାଧୀନ ଅଭିଯୁକ୍ତ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗୁରୁତର ଅସୁସ୍ଥ। ଅସହ୍ୟ ଯନ୍ତ୍ରଣା ସହ ମେଡିକାଲ ବେଡରେ ସେ ଚିକିତ୍ସାଧୀନ ଥିବା
    1
    ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଚାରାଧୀନ ଅଭିଯୁକ୍ତ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗୁରୁତର ଅସୁସ୍ଥ। ଅସହ୍ୟ ଯନ୍ତ୍ରଣା ସହ ମେଡିକାଲ ବେଡରେ ସେ ଚିକିତ୍ସାଧୀନ ଥିବା
    user_Ganjam Khabar
    Ganjam Khabar
    Brahmapur Sadar, Ganjam•
    16 hrs ago
  • ବ୍ରହ୍ମପୁର ମ୍ୟୁନିସିପାଲଟି କଲୋନୀରୁ ଜବର ଦଖଲ ମୁକ୍ତ କରିବା ପାଇଁ ପୂର୍ବରୁ ନୋଟିସ କରାଯାଇଥିବା ବେଳେ ଗତକାଲି ବିଇଏମସି ପକ୍ଷରୁ କିଛି କର୍ମଚାରୀ ଆସି ବସ୍ତିକୁ ଉଚ୍ଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରିଥିଲେ । କୈଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
    1
    ବ୍ରହ୍ମପୁର ମ୍ୟୁନିସିପାଲଟି କଲୋନୀରୁ ଜବର ଦଖଲ ମୁକ୍ତ କରିବା ପାଇଁ ପୂର୍ବରୁ ନୋଟିସ କରାଯାଇଥିବା ବେଳେ ଗତକାଲି ବିଇଏମସି ପକ୍ଷରୁ କିଛି କର୍ମଚାରୀ ଆସି ବସ୍ତିକୁ ଉଚ୍ଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରିଥିଲେ । କୈଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ  ହୁଏ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
    user_Premananda Pujari
    Premananda Pujari
    ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    16 hrs ago
  • ଖାରଡ଼ା ଛକ ନିକଟରେ ଗାଡ଼ିରୁ ପଡି ଦୁଇ ମୃତ, ଜଣେ ଗୁରୁତର । ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ନିକଟରେ ଘଟିଛି ଏକ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ତର ଥିବା ସୁଚନା ରହିଛି।ପାରଳାଖେମୁଣ୍ଡି ଠାରୁ ଜଣେ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବା ପାଇଁ ପଦ୍ମପୁର ଥାନା ଅନ୍ତର୍ଗତ ଗୁଡ଼ିଆ ବନ୍ଧ ଗ୍ରାମକୁ ଯାଇଥିଲେ ସେଠାରୁ ନିଜ ଘରକୁ ଫେରୁଥିବା ବେଳେ ପ୍ରଦୀପ ୭୦ ବର୍ଷୀୟ କୈବର୍ତ୍ତ ତାଙ୍କର ସ୍ତ୍ରୀ କଳ୍ପନା ୬୫ ବର୍ଷୀୟ କୈବର୍ତ୍ତ ଓ ୮ ବର୍ଷୀୟ ନାତୁଣି ପବିତ୍ରୀ କୈବର୍ତ୍ତ ଏକ ଏକ୍ସଲ ଗାଡିରେ ଏହି ତିନି ଜଣ ନିଜ ଗାଁକୁ ଫେରୁଥିବା ବେଳେ କୌଣସି କାରଣରୁ ନିଜ ଗାଡିରୁ ପଡ଼ି ଯାଇଥିଲେ। ଏହି ଖବର ପାଇବା ସଙ୍ଗେ ସଙ୍ଗେ ଖାରଡ଼ା ସରପଞ୍ଚ ଅଖିଳ ପାତ୍ର ଓ ଅନ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ଯ ଚିକିତ୍ସାଲୟକୁ ନେବା ପାଇଁ ବ୍ୟବସ୍ତା କରିଥିଲେ । । ଗାଡ଼ିଟି ଟିକେ ଦ୍ରୁତ ଗତିରେ ଯାଉଥିବାରୁ କଳ୍ପନା କୈବର୍ତ୍ତ ଓ ତାଙ୍କ ନାତୁଣୀ ପବିତ୍ରା କୈବର୍ତ୍ତଙ୍କୁ ଗଭୀର ଆଘାତ ହୋଇଥିଲା । ପରେ ଦୁହିଁଙ୍କୁ ମେଡିକାଲ୍ ନେବା ବେଳେ ରାସ୍ତାରେ ପ୍ରାଣ ତ୍ୟାଗ କରିଥିଲେ । ତେବେ ପ୍ରଦୀପ କୈବର୍ତ୍ତ ପାରଳାଖେମୁଣ୍ଡି ଚିକିତ୍ସା ହେଉଛନ୍ତି ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁହାଯାଇଛି । ସେହିପରି କାଶୀନଗର ଥାନା ରେ ୨୩/୨୦୨୬ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଥିବା ଥାନା ଅଧିକାରୀ ତ୍ରିନାଥ ସେଠିଙ୍କ ଠାରୁ ଶୁଣିବାକୁ ମିଳିଛି।
    1
    ଖାରଡ଼ା ଛକ ନିକଟରେ ଗାଡ଼ିରୁ ପଡି ଦୁଇ ମୃତ, ଜଣେ ଗୁରୁତର  ।
ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ନିକଟରେ ଘଟିଛି ଏକ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ତର ଥିବା ସୁଚନା ରହିଛି।ପାରଳାଖେମୁଣ୍ଡି ଠାରୁ ଜଣେ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବା ପାଇଁ ପଦ୍ମପୁର ଥାନା ଅନ୍ତର୍ଗତ ଗୁଡ଼ିଆ ବନ୍ଧ ଗ୍ରାମକୁ ଯାଇଥିଲେ ସେଠାରୁ ନିଜ ଘରକୁ ଫେରୁଥିବା ବେଳେ ପ୍ରଦୀପ ୭୦ ବର୍ଷୀୟ କୈବର୍ତ୍ତ  ତାଙ୍କର ସ୍ତ୍ରୀ କଳ୍ପନା ୬୫ ବର୍ଷୀୟ କୈବର୍ତ୍ତ ଓ ୮ ବର୍ଷୀୟ ନାତୁଣି ପବିତ୍ରୀ କୈବର୍ତ୍ତ ଏକ ଏକ୍ସଲ ଗାଡିରେ ଏହି ତିନି ଜଣ ନିଜ ଗାଁକୁ ଫେରୁଥିବା ବେଳେ କୌଣସି କାରଣରୁ ନିଜ ଗାଡିରୁ  ପଡ଼ି ଯାଇଥିଲେ। ଏହି ଖବର ପାଇବା ସଙ୍ଗେ ସଙ୍ଗେ ଖାରଡ଼ା ସରପଞ୍ଚ ଅଖିଳ ପାତ୍ର ଓ ଅନ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ଯ ଚିକିତ୍ସାଲୟକୁ ନେବା ପାଇଁ ବ୍ୟବସ୍ତା କରିଥିଲେ ।  । ଗାଡ଼ିଟି ଟିକେ ଦ୍ରୁତ ଗତିରେ ଯାଉଥିବାରୁ କଳ୍ପନା କୈବର୍ତ୍ତ ଓ ତାଙ୍କ ନାତୁଣୀ ପବିତ୍ରା କୈବର୍ତ୍ତଙ୍କୁ ଗଭୀର ଆଘାତ ହୋଇଥିଲା ।  ପରେ ଦୁହିଁଙ୍କୁ ମେଡିକାଲ୍ ନେବା ବେଳେ ରାସ୍ତାରେ ପ୍ରାଣ ତ୍ୟାଗ କରିଥିଲେ । ତେବେ ପ୍ରଦୀପ କୈବର୍ତ୍ତ ପାରଳାଖେମୁଣ୍ଡି ଚିକିତ୍ସା ହେଉଛନ୍ତି ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁହାଯାଇଛି । ସେହିପରି କାଶୀନଗର ଥାନା ରେ ୨୩/୨୦୨୬ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଥିବା ଥାନା ଅଧିକାରୀ ତ୍ରିନାଥ ସେଠିଙ୍କ ଠାରୁ ଶୁଣିବାକୁ ମିଳିଛି।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.