ଦାଦନ ଗଡ଼ ଅଞ୍ଚଳରୁ ......ମନରେଗା ଯୋଜନାରେ ହରିଲୁଟ.....ତୁରକେଲା ବ୍ଲକ ଗୁର୍ଲାଗୁଡା ଦାଦନ ଅଞ୍ଚଳରୁ ....ମନରେଗା ଯୋଜନାରେ ହରିଲୁଟ..... ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଉପାନ୍ତ ଏକ ଦାଦନ ପ୍ରବଣ ଅଞ୍ଚଳ ବୋଲି ସୋସିଆଲ ମିଡିଆ ହେଉ ଅବା ଖବର କାଗଜ ସବୁବେଲେ ଚର୍ଚ୍ଚାରେ ରୁହେ, କିଛି ଦିନ ଆଗରୁ ଆମେ ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତ କନ୍ଦବାହାଲ ମନରେଗା ଟଙ୍କା ଆତ୍ମସାତ ଖବର ପ୍ରସାରଣ କରିଥିଲୁ,ଆଜି ତୁରକେଲା ବ୍ଲକ ବଡ଼ ଡକଲା ଗ୍ରାମପଂଚାୟତ ର ଗୁର୍ଲାଉଡ଼ା ର ମନରେଗା ଯୋଜନାରେ ହରିଲୁଟର ସରକାରୀ ଟଙ୍କା କୁ କେମିତି ଆତ୍ମସାତ କରାଯାଏ,ଏଭଳି ଏକ ଦୃଶ୍ୟ ଆମ କେମେରା ରେ କଏଦ ହୋଇଛି, ପ୍ରଥମେ ଏହି ସୂଚନା ଫଳକ ଉପରେ ନଜର ପକାନ୍ତୁ,ପଖେନ ଚଚରା ବନ୍ଦ ମାଟି ଉର୍ନତି କରଣ ନାଁରେ ପ୍ରଥମ ସୂଚନା ଫଳକ ଉପରେ 24/25 ବର୍ଷ ସୂଚନା ଫଲକରେ ଟ (700000)ଙ୍ଙ୍କା ସାତ ଲକ୍ଷ ଟଙ୍କା ର କାମ 26/01/25 ଆରମ୍ଭ ହୋଇଥିବା ବେଲେ ଦ୍ୱିତୀୟ ସୂଚନା ଫଲକର କାମ 24/25 ବର୍ଷ ପାଇଁ ଟ..1000000(ଦଶ ଲକ୍ଷ )ଙ୍କା ହୋଇଥିବା ବେଲେ ପଖେନ ଚଚରା ବନ୍ଦ ର କାମ 17/05/25 ରେ ଆରମ୍ଭ ହୋଇ କେତେ ମାଟି ଖୋଲା ହୋଇଛି ଏବଂ କେତେ ମାପଯୋଖ ହେଉଛି, ନା ନାହିଁ ଅଳ୍ପ କାମ ହୋଇଛି,କିପରି ଗାର୍ଡ ୱାଲ ନିର୍ମାଣ ଚାଲିଛି, କମ ସିମେଣ୍ଟ ରେ ଅଧିକ ମେଟାଲ ବାଲି ମିଶାଇ କେମିତି ତାକୁ ସଜାଡୁଛନ୍ତି ଆଜି ଆମ କେମେରା ରେ ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି,ଏଥିରେ ସ୍ପଷ୍ଟ ଭାବେ ବାରି ହୋଇଛି,ଏଠି ପ୍ରଶ୍ନ ଉଠୁଛି ଏଥିରେ କେତେ ଜଣ ଶ୍ରମିକ ନିଯୋଜିତ ଅଛନ୍ତି,ଆଉ କେତେଜଣ ଭୁତ ଶ୍ରମିକଙ୍କ ନାମରେ ପଇସା ପଡୁଛି, ଏଠି କାମ କରୁଥିବା ଗାଁ ସାଥି ଇନ୍ଦ୍ର ସଗରିଆ ଏବଂ ADEO ବୁଲୁ ପଧାନ ଙ୍କ ମିଳିଭଗତରେ ସମ୍ପୂର୍ଣ୍ଣ ଗାଁ ସାଥି ଏବଂ ଦାଜିତ୍ୱରେ ଥିବା ADEO ଆରାମରେ ଗରିବଙ୍କ ଟଙ୍କା କୁ ହରିଲୁଟ କରୁଛନ୍ତି, ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେତେ ଶୀଘ୍ର ତଦାରଖ କରି ଘଟଣାର ପର୍ଦାଫାଶ ହେଉଛି
ଦାଦନ ଗଡ଼ ଅଞ୍ଚଳରୁ ......ମନରେଗା ଯୋଜନାରେ ହରିଲୁଟ.....ତୁରକେଲା ବ୍ଲକ ଗୁର୍ଲାଗୁଡା ଦାଦନ ଅଞ୍ଚଳରୁ ....ମନରେଗା ଯୋଜନାରେ ହରିଲୁଟ..... ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ଉପାନ୍ତ ଏକ ଦାଦନ ପ୍ରବଣ ଅଞ୍ଚଳ ବୋଲି ସୋସିଆଲ ମିଡିଆ ହେଉ ଅବା ଖବର କାଗଜ ସବୁବେଲେ ଚର୍ଚ୍ଚାରେ ରୁହେ, କିଛି ଦିନ ଆଗରୁ ଆମେ ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତ କନ୍ଦବାହାଲ ମନରେଗା ଟଙ୍କା ଆତ୍ମସାତ ଖବର ପ୍ରସାରଣ କରିଥିଲୁ,ଆଜି ତୁରକେଲା ବ୍ଲକ ବଡ଼ ଡକଲା ଗ୍ରାମପଂଚାୟତ ର ଗୁର୍ଲାଉଡ଼ା ର
ମନରେଗା ଯୋଜନାରେ ହରିଲୁଟର ସରକାରୀ ଟଙ୍କା କୁ କେମିତି ଆତ୍ମସାତ କରାଯାଏ,ଏଭଳି ଏକ ଦୃଶ୍ୟ ଆମ କେମେରା ରେ କଏଦ ହୋଇଛି, ପ୍ରଥମେ ଏହି ସୂଚନା ଫଳକ ଉପରେ ନଜର ପକାନ୍ତୁ,ପଖେନ ଚଚରା ବନ୍ଦ ମାଟି ଉର୍ନତି କରଣ ନାଁରେ ପ୍ରଥମ ସୂଚନା ଫଳକ ଉପରେ 24/25 ବର୍ଷ ସୂଚନା ଫଲକରେ ଟ (700000)ଙ୍ଙ୍କା ସାତ ଲକ୍ଷ ଟଙ୍କା ର କାମ 26/01/25 ଆରମ୍ଭ ହୋଇଥିବା ବେଲେ ଦ୍ୱିତୀୟ ସୂଚନା ଫଲକର କାମ 24/25 ବର୍ଷ
ପାଇଁ ଟ..1000000(ଦଶ ଲକ୍ଷ )ଙ୍କା ହୋଇଥିବା ବେଲେ ପଖେନ ଚଚରା ବନ୍ଦ ର କାମ 17/05/25 ରେ ଆରମ୍ଭ ହୋଇ କେତେ ମାଟି ଖୋଲା ହୋଇଛି ଏବଂ କେତେ ମାପଯୋଖ ହେଉଛି, ନା ନାହିଁ ଅଳ୍ପ କାମ ହୋଇଛି,କିପରି ଗାର୍ଡ ୱାଲ ନିର୍ମାଣ ଚାଲିଛି, କମ ସିମେଣ୍ଟ ରେ ଅଧିକ ମେଟାଲ ବାଲି ମିଶାଇ କେମିତି ତାକୁ ସଜାଡୁଛନ୍ତି ଆଜି ଆମ କେମେରା ରେ ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି,ଏଥିରେ ସ୍ପଷ୍ଟ ଭାବେ ବାରି ହୋଇଛି,ଏଠି
ପ୍ରଶ୍ନ ଉଠୁଛି ଏଥିରେ କେତେ ଜଣ ଶ୍ରମିକ ନିଯୋଜିତ ଅଛନ୍ତି,ଆଉ କେତେଜଣ ଭୁତ ଶ୍ରମିକଙ୍କ ନାମରେ ପଇସା ପଡୁଛି, ଏଠି କାମ କରୁଥିବା ଗାଁ ସାଥି ଇନ୍ଦ୍ର ସଗରିଆ ଏବଂ ADEO ବୁଲୁ ପଧାନ ଙ୍କ ମିଳିଭଗତରେ ସମ୍ପୂର୍ଣ୍ଣ ଗାଁ ସାଥି ଏବଂ ଦାଜିତ୍ୱରେ ଥିବା ADEO ଆରାମରେ ଗରିବଙ୍କ ଟଙ୍କା କୁ ହରିଲୁଟ କରୁଛନ୍ତି, ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେତେ ଶୀଘ୍ର ତଦାରଖ କରି ଘଟଣାର ପର୍ଦାଫାଶ ହେଉଛି
- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ଧର୍ମୁ ସେଠ୍ ନାମକ ଜଣେ ୮୦ ଭାଗ ଭିନ୍ନକ୍ଷମ ଯୋଗ୍ୟତା ଥାଇ ବର୍ଷାଧିକ କାଳ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇ ନିରାଶ ହେବା ସାର ହୋଇଛି। ଅନଲାଇନ୍ ପଞ୍ଜୀକରଣ ତଥା ଅର୍ଥ ଖର୍ଚ୍ଚ କରି ବଲାଙ୍ଗୀର ଯାଇ ବାରମ୍ବାର ଖର୍ଚ୍ଚାନ୍ତ ର ଶିକାର ହେଉଥିବା ସାର ହୋଇଛି। ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହୋଇଛି।4
- Post by RAGHUNANDAN SINGH1
- ଖରାଦିନେ ବିଦୂତ କାଟ ହେବନାହିଁ ବୋଲି ସରକାର ଘୋଷଣା କରିଥିବା ବେଳେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯେଉଁ ଗୃହ ରେ ପିଲାମାନଙ୍କୁ ଟୀକା କରଣ କରାଯାଉଛି ସେହି ଗୃହ ରେ ବିଦ୍ୟୁତ ରେ କଟା ଯାଇଛି।ଜାହା ଫଳରେ ପିଲା ମାନେ ଗରମରେ ହାନ୍ତୋଷନ୍ତ ହେବାର ଦେଖିବାକୁ ମିଳିଛି1
- ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ଭୀମ ଆର୍ମିମାନଙ୍କ ଦ୍ଵାରା ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଚିରି ଅପମାନ କରିଥିବା ରୁ ଆଜି ବିରମହାରାଜପୁର ବଜରଙ୍ଗ ଦଲ ଦ୍ବାରା ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛେ ।1
- Post by Sonepur news khulasa1
- Post by SAHADEV MEHER1
- ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ।1
- ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ1