Shuru
Apke Nagar Ki App…
ମାଛ ନେଇଗଲା ଯୁବକଙ୍କ ଜୀବନ। ପାଟିରେ ଜୀବନ୍ତ ମାଛ ପଶିଯିବାରୁ ଚାଲିଗଲା ଜୀବନ। କଉ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିବାବେଳେ, ମାଛଟି ପାଟି ଭିତରକୁ ଗଳି ପଡ଼ିଥିଲା ଓ ଶ୍ୱାସନଳୀରେ ଅଟକି ଯାଇଥିଲା ମାଛ ନେଇଗଲା ଯୁବକଙ୍କ ଜୀବନ। ପାଟିରେ ଜୀବନ୍ତ ମାଛ ପଶିଯିବାରୁ ଚାଲିଗଲା ଜୀବନ। କଉ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିବାବେଳେ, ମାଛଟି ପାଟି ଭିତରକୁ ଗଳି ପଡ଼ିଥିଲା ଓ ଶ୍ୱାସନଳୀରେ ଅଟକି ଯାଇଥିଲା। ଗୁରୁତର ଅବସ୍ଥାରେ ଯୁବକଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜୀବନ ଚାଲିଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୟୂରଭଞ୍ଜ ବାଙ୍ଗିରିପୋଷି ଥାନା ଦିଘି ଗ୍ରାମର ଅବିନାଶ ବିଜୁଳିଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। #Bangiriposi #Odisha
Rajib Behera

More news from ଓଡ଼ିଶା and nearby areas
- Post by Khabar1
- Post by Jitendra raj1
- ଅନ୍ଧ ଭକ୍ତ ସଚେତନ ହୁଅ। ବାସ୍ତବ ରେ ଯାହା ଦେଖୁଛ ତାର ପରଦା ପଛ ର କାହାଣୀ କିଛି ଅଲଗା । ଏ ମନ କି ବାତ୍ ବିକଶିତ ଭାରତ ସବୁ ବାହାର ର ଆଉ ଜଣ କର କଳ୍ପନା ଏବଂ ଷଡ଼ଯନ୍ତ୍ର।1
- ଶିଳଦା ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ ଦାବି, ବିଜେପି ସରକାର କୁ କଲେ କଡା ସମାଲୋଚନା.1
- ଖଇରା TVS SHOW ROOM ରେ ଅଗ୍ନି କାଣ୍ଡ3
- ସମୀର ରଞ୍ଜନ ମେମୋରିଆଲ ଆନ୍ତ ଜିଲ୍ଲା କ୍ରିକେଟ୍ ଉଦଯାପିତ1
- Post by Rajib Behera1
- ପୋଲ ନିକଟରେ ଥିବା ଗଛିତ ବାଲି ଚୋରି ର ତଦନ୍ତ କରି ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବି1
- ବାଲେଶ୍ଵର ଜିଲ୍ଲା ବସ୍ତା ଗାନ୍ଧିଛକରେ ଥିବା ଏସ୍.ଆର ଟିଭିଏସ ସୋରୁମରେ ଲାଗିଲା ନିଆଁ।1