Shuru
Apke Nagar Ki App…
ଭାରତ ବନ୍ଦ ଉପରେ ସୂଚନା: ଏପ୍ରିଲ 23, 2026 ଗୁରୁବାର ଦିନ ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ୧୨ ଘଣ୍ଟା ପାଇଁ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହେବ । ଏହି ଆନ୍ଦୋଳନକୁ ଜିଲ୍ଲା ଓବିସି-ଏସଟି-ଏସସି ସମନ୍ୱୟ ସମିତି ସମର୍ଥନ ଜଣାଇଛି । ବନ୍ଦକୁ ଜିଲ୍ଲା ବଣିକ ସଂଘ, ଘରୋଇ ବସ, ଟ୍ରକ ମାଲିକ ସଂଘ ଓ ଅନ୍ୟମାନେ ସମର୍ଥନର ପ୍ରତିଶୃତି ଦେଇଛନ୍ତି । ଭାରତ ବନ୍ଦ ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଭିଯୋଗରେ କରାଯାଇଛି । ବନ୍ଦ ସମୟରେ ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ପିକେଟିଂ କରାଯାଇଛି ଏବଂ ଜିଲା ମୁଖ୍ୟ ଡାକଘରକୁ ବନ୍ଦ କରାଯାଇଛି । ଗାଡ଼ିମୋଟର ଅଟକାଇଥିବା ଦେଖିବାକୁ ମିଳିଛି ।
ODISHA NEWS

More news from ଓଡ଼ିଶା and nearby areas
- Post by Rajes Argus news1
- Post by KOSAL TIMES1
- Post by PABITRA BARIHA7
- ମହିଳା ବିରୋଧୀ ଆଭିମୁଖ୍ୟ ପୋଷଣ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରୁଛନ୍ତି ବିରୋଧୀ। ଯାହାକୁ ନେଇ ଆଜି ସୁବର୍ଣ୍ଣପୁର ବିଜେପି ପକ୍ଷରୁ ଏକ ଜନ ଆକ୍ରୋଶ ମହିଳା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୨/୦୪/୨୦୨୬ ଗୁରୁଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by Sonepur news khulasa1
- 🌹🌹🌹🌹🌹🌹🇹🇯🌹🌹🇹🇯🌹🌹🌹🌹🌹🌹🌹🌹🌹♥️1
- ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ବିରୋଧ ରେ ସରକାରଙ୍କୁ ଚିଠି ଲେଖିଲେ ଓଡିଶା ପୋଲିସ ହାବିଲଦାର କନେଷ୍ଟେବଳ ସଂଘ ଟଙ୍କା ନେଇ ବଦଳି କରୁଥିବାରୁ ଏବଂ 3 ବର୍ଷ ରୁ ଅଧିକ ସମୟ ଥିବା ପୋଲିସ ମାନଙ୍କୁ ପଇସା ନେଇ ଟ୍ରାନ୍ସଫର କରୁ ନଥିବାରୁ l ଏ ବିଷୟରେ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟି ଜିଲ୍ଳାସଭାପତି ପୃଥ୍ୱୀରାଜ ଜଗଦଳା l1