Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଙ୍କ ନା ରେ ଆସିଲା ସାଙ୍ଘାତିକ ଅଭିଯୋଗ l ଆସନ୍ତୁ ଶୁଣିବା ଆମ ଆଦମୀ ପାର୍ଟି ଜିଲ୍ଲାସଭାପତି ପୃଥ୍ୱୀରାଜ ଜଗଦଳା କଣ କହୁଛନ୍ତି l
Sonepur news khulasa
ସୁବର୍ଣ୍ଣପୁର ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଙ୍କ ନା ରେ ଆସିଲା ସାଙ୍ଘାତିକ ଅଭିଯୋଗ l ଆସନ୍ତୁ ଶୁଣିବା ଆମ ଆଦମୀ ପାର୍ଟି ଜିଲ୍ଲାସଭାପତି ପୃଥ୍ୱୀରାଜ ଜଗଦଳା କଣ କହୁଛନ୍ତି l
More news from ଓଡ଼ିଶା and nearby areas
- Post by Sonepur news khulasa1
- ସୁବର୍ଣ୍ଣପୁର,୨୨.୦୪.୨୦୨୬: ଆଜିଠାରୁ ସୁବର୍ଣ୍ଣପୁର ଜିଲ୍ଲାର ଅତି ପ୍ରତିକ୍ଷୀତ ହାଇଟେକ ସର୍ଭେ ର ଚୂଡାନ୍ତ ପଟ୍ଟା ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଉଛି । ଆଜି ପୂର୍ବାହ୍ନରେ ପ୍ରଥମ ଦିନରେ ଜିଲ୍ଲାର ୬ଟି ତହସିଲରେ ୧୬୦ରୁ ଅଧିକ ପଟ୍ଟା ବଣ୍ଟନ କରାଯାଇଛି।6
- ମଣିଷର ଗୋଟିଏ ଛୋଟ ପ୍ରୟାସ ବହୁ ଜୀବଜନ୍ତୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ | ଧନ୍ୟବାଦ ଛବି ପଧାନ ଯେ କି ଏତେ ଖରାରେ ହନୁମାନ ମାନଙ୍କ ଶୋଷ ମେଣ୍ଟେଇବା ପାଇଁ ଏକ ପ୍ରୟାସ କରିଥିଲେ ଏବଂ ତାହା ସଫଲ ମଧ୍ଯ ହୋଇଥିଲା |1
- Post by Pitambar Sahu2
- Post by Rajes Argus news1
- Post by Ajit Behera2
- ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ତିନୋଟି ସ୍ଥାନରେ ନିଆଁ ଲାଗି ଯାଇଥିବା ବେଳେ ଟିଟିଲାଗଡ ରେଳ ଅଣ୍ଡର ବ୍ରିଜ ଉପର ରେଳ ଧାରଣା ରେ ନିଆଁ ଲାଗି ଯାଇଥିଲା। ରେଳ ଲାଇନ କଡ଼ରେ ଲାଗିଥିବା ନିଆଁ ସର୍ଟ ସର୍କିଟ ଯୋଗୁଁ ଘଟିଥିବା ବେଳେ ଏକ ବଡ ବିପଦ ଟଳି ଯାଇଛି। ରେଳ ଷ୍ଟେସନ ନିକଟ ରେ ତଥା ରେଳ ଲାଇନ କଡ଼ରେ ରେଳ ବିଭାଗ ତରଫରୁ ଅଳିଆ ଆବର୍ଜ୍ଜନା ରେ ନିଆଁ ବ୍ୟାପି ଯାଇଥିବା ବେଳେ ଅଗ୍ନିଶମ ବିଭାଗ ନିଆଁ କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ଆୟତ୍ତ କରିଥିଲେ। ବିଭାଗୀୟ ଅଧିକାରୀ ଏ ସ୍ଥିତି ପୁନଃ ସୃଷ୍ଟି ନ ହେଉ ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି1
- ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ବଢିଲା ଖରା ଛୁଟି5