Shuru
Apke Nagar Ki App…
ବଲାଂଗୀର ଜିଲ୍ଲା ଟିଟିଲାଗଡରେ ଅଗ୍ନିକାଣ୍ଡ , ଗୋଟିଏ ଦିନରେ ତିନି ସ୍ଥାନ ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ତିନୋଟି ସ୍ଥାନରେ ନିଆଁ ଲାଗି ଯାଇଥିବା ବେଳେ ଟିଟିଲାଗଡ ରେଳ ଅଣ୍ଡର ବ୍ରିଜ ଉପର ରେଳ ଧାରଣା ରେ ନିଆଁ ଲାଗି ଯାଇଥିଲା। ରେଳ ଲାଇନ କଡ଼ରେ ଲାଗିଥିବା ନିଆଁ ସର୍ଟ ସର୍କିଟ ଯୋଗୁଁ ଘଟିଥିବା ବେଳେ ଏକ ବଡ ବିପଦ ଟଳି ଯାଇଛି। ରେଳ ଷ୍ଟେସନ ନିକଟ ରେ ତଥା ରେଳ ଲାଇନ କଡ଼ରେ ରେଳ ବିଭାଗ ତରଫରୁ ଅଳିଆ ଆବର୍ଜ୍ଜନା ରେ ନିଆଁ ବ୍ୟାପି ଯାଇଥିବା ବେଳେ ଅଗ୍ନିଶମ ବିଭାଗ ନିଆଁ କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ଆୟତ୍ତ କରିଥିଲେ। ବିଭାଗୀୟ ଅଧିକାରୀ ଏ ସ୍ଥିତି ପୁନଃ ସୃଷ୍ଟି ନ ହେଉ ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି
Santosh Nayak PRESS

More news from ଓଡ଼ିଶା and nearby areas
- ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ତିନୋଟି ସ୍ଥାନରେ ନିଆଁ ଲାଗି ଯାଇଥିବା ବେଳେ ଟିଟିଲାଗଡ ରେଳ ଅଣ୍ଡର ବ୍ରିଜ ଉପର ରେଳ ଧାରଣା ରେ ନିଆଁ ଲାଗି ଯାଇଥିଲା। ରେଳ ଲାଇନ କଡ଼ରେ ଲାଗିଥିବା ନିଆଁ ସର୍ଟ ସର୍କିଟ ଯୋଗୁଁ ଘଟିଥିବା ବେଳେ ଏକ ବଡ ବିପଦ ଟଳି ଯାଇଛି। ରେଳ ଷ୍ଟେସନ ନିକଟ ରେ ତଥା ରେଳ ଲାଇନ କଡ଼ରେ ରେଳ ବିଭାଗ ତରଫରୁ ଅଳିଆ ଆବର୍ଜ୍ଜନା ରେ ନିଆଁ ବ୍ୟାପି ଯାଇଥିବା ବେଳେ ଅଗ୍ନିଶମ ବିଭାଗ ନିଆଁ କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ଆୟତ୍ତ କରିଥିଲେ। ବିଭାଗୀୟ ଅଧିକାରୀ ଏ ସ୍ଥିତି ପୁନଃ ସୃଷ୍ଟି ନ ହେଉ ଏ ଦିଗରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି1
- ଫୁର୍ତ୍ତବିଭାଗ ପକ୍ଷରୁ ନୂତନ ରାସ୍ତା ନିର୍ମାଣ ର ଭିତ୍ତିପସ୍ତର ସ୍ଥାପନ I ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ଖଇରମାଲ ରୁ ମାନପଦର ରାସ୍ତା ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ଯୋଗଦେଇଥିଲେ1
- Post by KOSAL TIMES1
- ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ପ୍ରାଧାନ୍ୟ ଦେବା ସହ ଏହାର ଚାହିଦା କୁ ଆହୁରି ଲୋକପ୍ରିୟ କରିବାର ବାର୍ତ୍ତା ନେଇ ଆଜି ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ. ନୃପରାଜ ସାହୁ ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ତଥା କର୍ମଚାରୀ ଅଫିସ୍ ପ୍ରାଙ୍ଗଣରେ ପଖାଳ ଦିବସ ପାଳନ କରିବା ସହ ପ୍ରଚଣ୍ଡ ରୌଦ୍ରତାପ ସମୟରେ ପଖାଳ ସହ ଢୋକେ ତୋରାଣି ପିଇବା ର ମଜା ଉଠେଇଥିଲେ।6
- Post by Sonepur news khulasa1
- ମଣିଷର ଗୋଟିଏ ଛୋଟ ପ୍ରୟାସ ବହୁ ଜୀବଜନ୍ତୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ | ଧନ୍ୟବାଦ ଛବି ପଧାନ ଯେ କି ଏତେ ଖରାରେ ହନୁମାନ ମାନଙ୍କ ଶୋଷ ମେଣ୍ଟେଇବା ପାଇଁ ଏକ ପ୍ରୟାସ କରିଥିଲେ ଏବଂ ତାହା ସଫଲ ମଧ୍ଯ ହୋଇଥିଲା |1
- ସୁବର୍ଣ୍ଣପୁର: ସାମାଜିକ ସୁରକ୍ଷା ଓ ଲିଙ୍ଗଗତ ସମାନତା ପାଇଁ ଓଡ଼ିଶା ସରକାରଙ୍କ ଏକ ଅଗ୍ରଗାମୀ ପଦକ୍ଷେପ ସ୍ୱରୂପ ଆଜି ସ୍ଥାନୀୟ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାର ୧୭ ଗୋଟି ଝିଅପୁଅଙ୍କ ଯୋଡ଼ିର ବିବାହ ପାଣି ଗ୍ରହଣ କରାଯାଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ବିବାହ ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼ ସୋମ୍ୟରୁପା ରଥ, ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ, ବୈକୁଣ୍ଠନାଥ ଶତପଥୀ, ଗୋବିନ୍ଦ ମହାରଣା ପ୍ରମୁଖ ବହୁ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ।1
- Post by PABITRA BARIHA4