logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗରଦପୁର ବ୍ଲକ ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡରେ ସାତ ବଖରା ଘର ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି ଖବର ପାଇ ଅଗ୍ନିଵିପନ୍ନ ପରିବାରକୁ ଭେଟି ସହଯୋଗର ହାତ ବଢେଇବା ସହ ଦୁଃଖ ପ୍ରକାଶ କଲେ ଓଡ଼ିଶାର ଜନନାୟକ ବରିଷ୍ଟ ନେତା ଶ୍ରୀଯୁକ୍ତ ବିଜୟ ମହାପାତ୍ର। କିଭଳି ସମସ୍ତ ସୁଭିଧା ବିପନ୍ନ ପରିବାର ପାଇ ପାରିବେ ଏବଂ କୌଣସିଥିରେ ଅସୁବିଧା ଯେଭଳି ନହୁଏ ସମସ୍ତ ବ୍ୟବସ୍ତା ମଧ୍ୟ କରିଛନ୍ତି..

on 11 March
user_Bebina Malla
Bebina Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
on 11 March
33f0d91b-4ff1-4bbc-ba0e-1fcc47ea04d9

ଗରଦପୁର ବ୍ଲକ ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡରେ ସାତ ବଖରା ଘର ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି ଖବର ପାଇ ଅଗ୍ନିଵିପନ୍ନ ପରିବାରକୁ ଭେଟି ସହଯୋଗର ହାତ ବଢେଇବା ସହ ଦୁଃଖ ପ୍ରକାଶ କଲେ ଓଡ଼ିଶାର ଜନନାୟକ ବରିଷ୍ଟ ନେତା ଶ୍ରୀଯୁକ୍ତ ବିଜୟ ମହାପାତ୍ର। କିଭଳି ସମସ୍ତ ସୁଭିଧା ବିପନ୍ନ ପରିବାର ପାଇ ପାରିବେ ଏବଂ କୌଣସିଥିରେ ଅସୁବିଧା ଯେଭଳି ନହୁଏ ସମସ୍ତ ବ୍ୟବସ୍ତା ମଧ୍ୟ କରିଛନ୍ତି..

More news from ଓଡ଼ିଶା and nearby areas
  • ହନୁମାନ ଜୟନ୍ତୀ ରେ ବିଶାଳ ହିନ୍ଦୁ ଶୋଭାଯାତ୍ରା,ହଜାର ହଜାର ଲୋକଙ୍କ ସମାଗମ କେନ୍ଦ୍ରାପଡ଼ା- ୧୪/୪-:  ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂତନ ନବବର୍ଷ ଉପଲକ୍ଷେ ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରରେ ଅନୁଷ୍ଠିତ ହୋଇଥିଲା I ମୁଣ୍ଡଫଟା ଗ୍ରୀଷ୍ମ ତାତିକୁ ନଜରରେ ରଖି ଏହି ଶୋଭାଯାତ୍ରା କୁ ଅପରାହ୍ନ ରେ ଆୟୋଜନ କରାଯାଇଥିଲା I ଦଶହଜାର ରୁ ଉର୍ଦ୍ଧ ଲୋକଙ୍କ ପଟୁଆରରେ ଇଚ୍ଛାପୁର ରଥ ଦାଣ୍ଡରୁ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା I ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ସଂଖ୍ୟାଧିକ ଡିଜେ, ଲାଇଟ ଏବଂ କୁନି କୁନି କଳାକାର ମାନଙ୍କୁ ରାମ ଲକ୍ଷଣ, ସୀତା, ହନୁମାନ ଭୂମିକାରେ ଦେଖିବାକୁ ମିଳିଥିଲା I ଏହି ଶୋଭାଯାତ୍ରା ରେ ମୁସ୍ଲିମ ଭାଇ ମାନେ ହିନ୍ଦୁ ଭାଇ ମାନଙ୍କୁ ଥଣ୍ଡା ପାଣି ପିଆଇ ଭାଇଚାରା ର ମିଶାଲ ଦେଇଥିଲେ I କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ପୌରାଅଦକ୍ଷା ଶ୍ରୀମତୀ ସରିତା ସାହୁ ଉପସ୍ଥିତ ରହି ଲୋକ ମାନଙ୍କୁ ପାଣି ବଣ୍ଟନ କରିଥିଲା ବେଳେ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି,ଯୁବ ନେତା ରଞ୍ଜିତ ସାହୁ,ସ୍ୱାଧୀନ ନାୟକ, ସେକ ଅସଲମ,ହିରଣ୍ୟ ପଣ୍ଡା, ନିରାକାର ବେହେରା, ସେକ ପପୁ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥିଲେ I ପୋଲିସ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ରେ ଶାନ୍ତି ଶୃଙ୍ଖଳା ପରିଚାଳନା ନିମନ୍ତେ ଛକ ଛକ ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I
    1
    ହନୁମାନ ଜୟନ୍ତୀ ରେ ବିଶାଳ ହିନ୍ଦୁ ଶୋଭାଯାତ୍ରା,ହଜାର ହଜାର ଲୋକଙ୍କ ସମାଗମ
କେନ୍ଦ୍ରାପଡ଼ା- ୧୪/୪-:  ଆଜି ପବିତ୍ର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂତନ ନବବର୍ଷ ଉପଲକ୍ଷେ ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରରେ ଅନୁଷ୍ଠିତ ହୋଇଥିଲା I ମୁଣ୍ଡଫଟା ଗ୍ରୀଷ୍ମ ତାତିକୁ ନଜରରେ ରଖି ଏହି ଶୋଭାଯାତ୍ରା କୁ ଅପରାହ୍ନ ରେ ଆୟୋଜନ କରାଯାଇଥିଲା I ଦଶହଜାର ରୁ ଉର୍ଦ୍ଧ ଲୋକଙ୍କ ପଟୁଆରରେ ଇଚ୍ଛାପୁର ରଥ ଦାଣ୍ଡରୁ ତିନିମୁହାଣୀ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା I ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ସଂଖ୍ୟାଧିକ ଡିଜେ, ଲାଇଟ ଏବଂ କୁନି କୁନି କଳାକାର ମାନଙ୍କୁ ରାମ ଲକ୍ଷଣ, ସୀତା, ହନୁମାନ ଭୂମିକାରେ ଦେଖିବାକୁ ମିଳିଥିଲା I ଏହି ଶୋଭାଯାତ୍ରା ରେ ମୁସ୍ଲିମ ଭାଇ ମାନେ ହିନ୍ଦୁ ଭାଇ ମାନଙ୍କୁ ଥଣ୍ଡା ପାଣି ପିଆଇ ଭାଇଚାରା ର ମିଶାଲ ଦେଇଥିଲେ I କେନ୍ଦ୍ରାପଡ଼ା ପୌରପାଳିକା ପକ୍ଷରୁ ପୌରାଅଦକ୍ଷା ଶ୍ରୀମତୀ ସରିତା ସାହୁ ଉପସ୍ଥିତ ରହି ଲୋକ ମାନଙ୍କୁ ପାଣି ବଣ୍ଟନ କରିଥିଲା ବେଳେ ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଙ୍କ ପ୍ରତିନିଧି,ଯୁବ ନେତା ରଞ୍ଜିତ ସାହୁ,ସ୍ୱାଧୀନ ନାୟକ, ସେକ ଅସଲମ,ହିରଣ୍ୟ ପଣ୍ଡା, ନିରାକାର ବେହେରା, ସେକ ପପୁ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ରେ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଇଥିଲେ I ପୋଲିସ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ରେ ଶାନ୍ତି ଶୃଙ୍ଖଳା ପରିଚାଳନା ନିମନ୍ତେ ଛକ ଛକ ରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା I
    user_Alekh Nayak ,I am a professional journalist, my job is to collect news and deliver it to people
    Alekh Nayak ,I am a professional journalist, my job is to collect news and deliver it to people
    ସାମ୍ବାଦିକ କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    8 hrs ago
  • BINJHAPUR NEWS ODIA
    4
    BINJHAPUR NEWS ODIA
    user_ବିଂଝାରପୁର ଖବର ଉପର ନଜର
    ବିଂଝାରପୁର ଖବର ଉପର ନଜର
    ବିଞ୍ଝାରପୁର, ଯାଜପୁର, ଓଡ଼ିଶା•
    7 hrs ago
  • Post by DD Odisha
    1
    Post by DD Odisha
    user_DD Odisha
    DD Odisha
    ବିଞ୍ଝାରପୁର, ଯାଜପୁର, ଓଡ଼ିଶା•
    15 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    18 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    6 hrs ago
  • Post by Bikram Mohapatra
    1
    Post by Bikram Mohapatra
    user_Bikram Mohapatra
    Bikram Mohapatra
    ଏରସମା, ଜଗତସିଂହପୁର, ଓଡ଼ିଶା•
    11 hrs ago
  • Post by Debendra Barik
    4
    Post by Debendra Barik
    user_Debendra Barik
    Debendra Barik
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    10 hrs ago
  • Post by Bikram Mohapatra
    1
    Post by Bikram Mohapatra
    user_Bikram Mohapatra
    Bikram Mohapatra
    ଏରସମା, ଜଗତସିଂହପୁର, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.