Shuru
Apke Nagar Ki App…
ବାଲେଶ୍ବର ଆଇଟିଆଇ ପଡ଼ିଆ ଠାରେ ଉଦଘାଟନ ହେଲା ବୈଶାଖୀ ମହୋତ୍ସବ।
Odisha News Express
ବାଲେଶ୍ବର ଆଇଟିଆଇ ପଡ଼ିଆ ଠାରେ ଉଦଘାଟନ ହେଲା ବୈଶାଖୀ ମହୋତ୍ସବ।
More news from ଓଡ଼ିଶା and nearby areas
- କଂଗ୍ରେସ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଙ୍କ କୁଶପୁତ୍ତଳିକା ଦାହ।1
- ବାଲେଶ୍ୱର: ଆସନ୍ତା ଓଡ଼ିଆ ଫିଲ୍ମ “କାଙ୍ଗୁଲା”ର ପ୍ରମୋଶନ କାର୍ଯ୍ୟକ୍ରମ ବାଲେଶ୍ୱରରେ ଜୋରଦାର ଭାବେ ଆୟୋଜିତ ହୋଇଥିଲା। ମା କାଳୀଙ୍କ ପବିତ୍ର ଦଣ୍ଡନାଚ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଛି। ଏହି ଅବସରରେ ପ୍ରସିଦ୍ଧ Youtuber Chintu ମଧ୍ୟ ଉପସ୍ଥିତ ରହି ଫିଲ୍ମର ହିରୋ ଓ ହେରୋଇନଙ୍କ ସମ୍ପର୍କରେ କିଛି ଅଜଣା କଥା ଖୋଲାସା କରିଥିଲେ, ଯାହାକୁ ନେଇ ଆଲୋଚନା ଜୋର ଧରିଛି।1
- #ସରପଞ୍ଚଙ୍କ_ସ୍ୱାମୀଙ୍କୁ_ମରଣାନ୍ତକ_ଆକ୍ରମଣ । #ବିଜେଡି_ପଞ୍ଚାୟତ_ସଭାପତି_ଗିରଫ ! #mahimatv #OdishaPolice #spbalasore1
- ମୋରଡା ବ୍ଲକ ଓ ରସଗୋବିନ୍ଦପୁର ବ୍ଲକ ର କଂଟ୍ରାକଟର ମାନଙ୍କୁ ନେଇ ମୋରଡା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି, ବୈଠକ ପରେ ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା ଚୟନ କରାଯାଇଛି.1
- ଶ୍ରମିକ କାର୍ଡ଼ରେ ଶ୍ରମିକ ପିଲାମାନେ ସରକାର ଯୋଜନାରେ ଫ୍ରି ପାଠ ପଡ଼ାଇବା ନିମନ୍ତେ କହି ଅର୍ଥକୁ ହଡ଼ପ କରିଥିବାରୁ ସେ ନେଇ ସିମୁଳିଆ ଥାନାରେ ଅଭିଯୋଗ l1
- ବାରିପଦା, ୧୦/୦୪ (ନିପ୍ର) :- ମୟୂରଭଞ୍ଜ ଜିଲ୍ଲାରେ ରେ ଚିନ୍ତା ବଢ଼ାଉଛି ଏନିମିଆ ବା ରକ୍ତହୀନତା। ଜିଲ୍ଲାରେ ୬୪ ପ୍ରତିଶତ ମହିଳା ରକ୍ତହୀନତା ରୋଗରେ ପୀଡ଼ିତ ଥିବାବେଳେ ଶିଶୁ ଙ୍କୁ ମିଶାଇ ଆକ୍ରାନ୍ତ ଙ୍କ ସଂଖ୍ୟା ୮୪ ହଜାର। ଯାହାକି ସମଗ୍ର ରାଜ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଜିଲ୍ଲାକୁ ଏନିମିଆରୁ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱର୍ଣ୍ଣଅଳଙ୍କାର ସଂସ୍ଥା ଖିମଜି ଦୟା ଭାଇ ଆଣ୍ଡ କୋ.। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ସହଯୋଗିତାରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଅଧିନରେ ଦୁଇଟି ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ରଥ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ୍ ରେ ବୁଲି ଏହି ସଚେତନତା ବାର୍ତ୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। କେବଳ ସେତିକି ନୁହେଁ, ଖିମଜି ସଂସ୍ଥା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୪ଟି ଉପଖଣ୍ଡକୁ ୧୬ଟି ଏନିମିଆ ପରୀକ୍ଷଣ ଯନ୍ତ୍ର ସହିତ ୧୬ ହଜାର ଟେଷ୍ଟିଙ୍ଗ କିଟ୍ ଓ ଅନ୍ୟାନ୍ୟ ଔଷଧ ପତ୍ର ପ୍ରଦାନ କରାଯାଇଛି। ଏ ଅବସରରେ ଶୁକ୍ରବାର ସ୍ଥାନୀୟ ସହିଦସ୍ମୃତି ଭବନ ଠାରେ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି। ଏଥି ସହିତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଓ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ସବୁଜ ପତାକା ଦେଖାଇ ଦୁଇଟି ସଚେତନତା ଭ୍ୟାନ୍ ର ଶୁଭାରମ୍ଭ କରିଛନ୍ତି। ଏଭଳି ଏକ ଚିନ୍ତାଜନକ ସ୍ଥିତିରେ ମୟୂରଭଞ୍ଜ କୁ ଏନିମିଆ ବା ରକ୍ତହୀନତା ଭଳି ଏକ ମାରାତ୍ମକ ବ୍ୟାଧିରୁ ରକ୍ଷା କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଖିମଜି ସ୍ୱର୍ଣ୍ଣଅଳଙ୍କାର ସଂସ୍ଥା କୁ ପ୍ରଶଂସା କରିଛନ୍ତି ଅତିଥି ମାନେ। ଦୀର୍ଘ ୮୯ ବର୍ଷ ଧରି ମୟୂରଭଞ୍ଜ ର ଜନସାଧାରଣ ଯେଉଁଭଳି ଖିମଜୀ ସଂସ୍ଥାକୁ ବିଶ୍ୱାସ ଓ ଭଲପାଇବା ଦେଇଛନ୍ତି ତା ପ୍ରତିବଦଳ ସ୍ବରୂପ ଏଭଳି ଏକ ପରିସ୍ଥିତି ରେ ଖିମଜୀ ସଂସ୍ଥା ଜିଲ୍ଲାବାସୀ ଙ୍କୁ ଏକ ଉତ୍ତମ ସ୍ୱାସ୍ଥ୍ୟ ତଥା ସୁସ୍ଥ ସମାଜ ଦେବାକୁ ନିଜର କର୍ତ୍ତବ୍ୟ ବୋଲି ଖିମଜୀ ଦୟାଭାଇ କମ୍ପାନୀ ର ସି.ଇ.ଓ. ନିଶିଥ ନନ୍ଦା କହିଛନ୍ତି। #mayurbhanj #dlh_khabar #baripada1
- Post by Khabar1
- ବାଲେଶ୍ବର ଆଇଟିଆଇ ପଡ଼ିଆ ଠାରେ ଉଦଘାଟନ ହେଲା ବୈଶାଖୀ ମହୋତ୍ସବ।1