logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ୱରରେ ଶିକ୍ଷା ସୁରକ୍ଷା ମଞ୍ଚର ସଭା, ଆନ୍ଦୋଳନର ଚେତାବନୀ ଶିକ୍ଷା ବ୍ୟବସ୍ଥା ଅବନତି ନେଇ ଚିନ୍ତା, ଆନ୍ଦୋଳନକୁ ସଚେତନ କଲେ ମଞ୍ଚ ଆଜି ବାଲେଶ୍ୱର ସ୍ଥିତ ବାଲେଶ୍ୱର କ୍ଲବ୍ ଠାରେ ଶିକ୍ଷା ସୁରକ୍ଷା ମଞ୍ଚ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଆବାହକ ଭାବେ ରଘୁନାଥ ଲେଙ୍କା, ଦେବାଶିଷ ସିଂହ ଓ ପ୍ରତିମା ପଣ୍ଡା ଉପସ୍ଥିତ ଥିଲେ। କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ମଧ୍ୟରେ ପୂର୍ଣଚନ୍ଦ୍ର ପଣ୍ଡା, ସୁଦର୍ଶନ ଦାସ, ଜ୍ୟୋତିପ୍ରକାଶ ବାରିକ, ଭାରତ ଭୂଷଣ ଦାସ, ସେକ୍ ଅଜଗର ଅଲ୍ଲୀ, ସେକ୍ ଇଜ୍ରାଇଲ୍, ମିନତୀ ସେଠୀ, ଆଶ୍ରିତା ତରାଇ, ଜ୍ୟୋତ୍ସ୍ନା ସେନାପତି ଓ ସାହେବା ଅଖତର ଯୋଗଦେଇଥିଲେ। ସଭାରେ ବର୍ତ୍ତମାନ ସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅବନତି, ଗୁଣାତ୍ମକ ଶିକ୍ଷାର ଅଭାବ, ଶିକ୍ଷକ ଅଭାବ ଓ ଭିତ୍ତିଭୂମି ସମସ୍ୟା ଉପରେ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଥିଲା। ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶ୍ରେଣୀକୁ ଯାଇଥିବା ସତ୍ତ୍ୱେ ମୂଳଭୂତ ପାଠ ପଢ଼ିବା ଓ ଲେଖିବାରେ ଅସମର୍ଥ ହେଉଥିବା ଉଲ୍ଲେଖ କରାଯାଇଥିଲା। ଏହାସହିତ, ନିମ୍ନ ଓ ମଧ୍ୟବିତ୍ତ ପରିବାରର ଅଭିଭାବକମାନେ ବେସରକାରୀ ସ୍କୁଲ୍‌ରେ ପିଲାମାନଙ୍କୁ ପଢ଼ାଇବାକୁ ବାଧ୍ୟ ହେଉଥିବା ଓ ସେଠାରେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିବା ବିଷୟ ଉଠାଇଥିଲେ। ସଭାରେ ଉଲ୍ଲେଖ କରାଯାଇଥିଲା ଯେ, ପ୍ରାଥମିକ ଶିକ୍ଷା ଦୁର୍ବଳ ହେବାରୁ ପିଲାମାନଙ୍କ ଭବିଷ୍ୟତ୍ ଉଚ୍ଚଶିକ୍ଷା ଓ ଜାତୀୟ ସ୍ତରର ପରୀକ୍ଷାରେ ପ୍ରଭାବିତ ହେଉଛି। ଏହି ସମସ୍ୟାମାନଙ୍କ ନିରାକରଣ ପାଇଁ ‘ଶିକ୍ଷା ସୁରକ୍ଷା ମଞ୍ଚ’ ଗଠନ କରାଯାଇଥିବା ସୂଚନା ଦିଆଯାଇଥିଲା। ଏହା ଏକ ଅଣରାଜନୈତିକ ସଂଗଠନ ଭାବେ କାମ କରି ସରକାର, ପ୍ରଶାସନ ଓ ସମାଜର ଦୃଷ୍ଟି ଆକର୍ଷଣ କରିବ।

4 hrs ago
user_Journalist Harishankar Jena
Journalist Harishankar Jena
Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•

More news from ଓଡ଼ିଶା and nearby areas
  • ଆଜି ବାଲେଶ୍ୱର ଜିଲ୍ଲା ବାର ଆସୋସିଏସନ୍‌ ପକ୍ଷରୁ ନବନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କର ଶପଥ ଗ୍ରହଣ ଅନୁଷ୍ଠାନ ଆୟୋଜିତ ହୋଇଥିଲା। ଏହି ଅବସରରେ ସଂଘର ନୂତନ ଅଧ୍ୟକ୍ଷ, ସଚିବ ଓ ଅନ୍ୟାନ୍ୟ ପଦାଧିକାରୀମାନେ ନିଜ ଦାୟିତ୍ୱ ପାଳନ ପାଇଁ ଶପଥ ନେଇଥିଲେ। ଅନୁଷ୍ଠାନରେ ଅନେକ ବରିଷ୍ଠ ଅଧିବକ୍ତା, ନ୍ୟାୟାଳୟ ସମ୍ପର୍କିତ ବ୍ୟକ୍ତିବର୍ଗ ଓ ସମ୍ମାନୀତ ଅତିଥିମାନେ ଉପସ୍ଥିତ ଥିଲେ। ସେମାନେ ନୂତନ ଦଳକୁ ଶୁଭେଚ୍ଛା ଜଣାଇବା ସହିତ ନ୍ୟାୟ ବ୍ୟବସ୍ଥାର ସୁଦୃଢ଼ତା ପାଇଁ ସମୂହିକ ପ୍ରୟାସର ଆହ୍ୱାନ କରିଥିଲେ। ଶପଥ ଗ୍ରହଣ ପରେ ପୂର୍ବତନ କାର୍ଯ୍ୟକାରିଣୀ ତାଙ୍କ ଦାୟିତ୍ୱ ନୂତନ ସଦସ୍ୟମାନଙ୍କୁ ହସ୍ତାନ୍ତର କରିଥିଲେ
    4
    ଆଜି ବାଲେଶ୍ୱର ଜିଲ୍ଲା ବାର ଆସୋସିଏସନ୍‌ ପକ୍ଷରୁ ନବନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କର ଶପଥ ଗ୍ରହଣ ଅନୁଷ୍ଠାନ ଆୟୋଜିତ ହୋଇଥିଲା। ଏହି ଅବସରରେ ସଂଘର ନୂତନ ଅଧ୍ୟକ୍ଷ, ସଚିବ ଓ ଅନ୍ୟାନ୍ୟ ପଦାଧିକାରୀମାନେ ନିଜ ଦାୟିତ୍ୱ ପାଳନ ପାଇଁ ଶପଥ ନେଇଥିଲେ।
ଅନୁଷ୍ଠାନରେ ଅନେକ ବରିଷ୍ଠ ଅଧିବକ୍ତା, ନ୍ୟାୟାଳୟ ସମ୍ପର୍କିତ ବ୍ୟକ୍ତିବର୍ଗ ଓ ସମ୍ମାନୀତ ଅତିଥିମାନେ ଉପସ୍ଥିତ ଥିଲେ। ସେମାନେ ନୂତନ ଦଳକୁ ଶୁଭେଚ୍ଛା ଜଣାଇବା ସହିତ ନ୍ୟାୟ ବ୍ୟବସ୍ଥାର ସୁଦୃଢ଼ତା ପାଇଁ ସମୂହିକ ପ୍ରୟାସର ଆହ୍ୱାନ କରିଥିଲେ।
ଶପଥ ଗ୍ରହଣ ପରେ ପୂର୍ବତନ କାର୍ଯ୍ୟକାରିଣୀ ତାଙ୍କ ଦାୟିତ୍ୱ ନୂତନ ସଦସ୍ୟମାନଙ୍କୁ ହସ୍ତାନ୍ତର କରିଥିଲେ
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    4 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    1 day ago
  • Lahar Lafa Lahar Lafa Pinday le Sadi
    1
    Lahar Lafa Lahar Lafa Pinday le Sadi
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ଲୋକଙ୍କ ସେବା ପାଇଁ | ବଡ଼ ପଦକ୍ଷେପ ଗ୍ରହଣ କରିଛି, ସମ୍ପର୍କ ସେବା ସଂସ୍ଥା | ଭୁଷଳ, ଭୁବନ, ଢ଼େଙ୍କାନାଳ, ଓଡ଼ିଶା #bhusala #bhuban #dhenkanal #odisha
    1
    ଲୋକଙ୍କ ସେବା ପାଇଁ | ବଡ଼ ପଦକ୍ଷେପ ଗ୍ରହଣ କରିଛି, ସମ୍ପର୍କ ସେବା ସଂସ୍ଥା |
ଭୁଷଳ, ଭୁବନ, ଢ଼େଙ୍କାନାଳ, ଓଡ଼ିଶା 
#bhusala #bhuban #dhenkanal #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ବାଲେଶ୍ବର : ଖଇରା ବଜାରରେ ସର୍ଟ ସର୍କିଟ ଯୋଗୁଁ TVS ଗାଡ଼ି ଶୋରୁମ ଜଳିଗଲା।
    1
    ବାଲେଶ୍ବର : ଖଇରା ବଜାରରେ ସର୍ଟ ସର୍କିଟ ଯୋଗୁଁ TVS ଗାଡ଼ି ଶୋରୁମ ଜଳିଗଲା।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    3 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • କରିବେ ତ କଣ କରିବେ ? 🤔 E-20 ପେଟ୍ରୋଲ ଆସିଗଲା… ଗାଡିରେ ଭରିବେ ତ ? ନା କି ଆଉ ଭାବୁଛନ୍ତି? 🚗⛽ 👉 E-20 ପେଟ୍ରୋଲ ବ୍ୟବହାର କଲେ ପରିବେଶ ପାଇଁ ଭଲ, କିନ୍ତୁ ସବୁ ଗାଡି ପାଇଁ ସୁଯୋଗ୍ୟ କି ନୁହେଁ ଭଲଭାବେ ଯାଞ୍ଚ କରନ୍ତୁ। 👉 ନୂଆ ମଡେଲ ଗାଡିରେ ଏହା ଭଲ ଚାଲେ, ପୁରୁଣା ଗାଡିରେ ସତର୍କତା ଆବଶ୍ୟକ। ଆପଣଙ୍କ ମତ କଣ? କମେଣ୍ଟରେ କହନ୍ତୁ 👇 #E20Petrol #Odisha #FuelUpdate #AutoNews #Environment
    1
    କରିବେ ତ କଣ କରିବେ ? 🤔
E-20 ପେଟ୍ରୋଲ ଆସିଗଲା…
ଗାଡିରେ ଭରିବେ ତ ? ନା କି ଆଉ ଭାବୁଛନ୍ତି? 🚗⛽
👉 E-20 ପେଟ୍ରୋଲ ବ୍ୟବହାର କଲେ ପରିବେଶ ପାଇଁ ଭଲ, କିନ୍ତୁ ସବୁ ଗାଡି ପାଇଁ ସୁଯୋଗ୍ୟ କି ନୁହେଁ ଭଲଭାବେ ଯାଞ୍ଚ କରନ୍ତୁ।
👉 ନୂଆ ମଡେଲ ଗାଡିରେ ଏହା ଭଲ ଚାଲେ, ପୁରୁଣା ଗାଡିରେ ସତର୍କତା ଆବଶ୍ୟକ।
ଆପଣଙ୍କ ମତ କଣ? କମେଣ୍ଟରେ କହନ୍ତୁ 👇
#E20Petrol
#Odisha
#FuelUpdate
#AutoNews
#Environment
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.