logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଅଁରପାଳ ପୋଲିସ ର ବଡ଼ ସଫଳତା: ୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ । ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସ ଗଞ୍ଜେଇ ଚୋରାଚାଳା ବିରୋଧରେ ଅଭିଯାନ ଚାଲାଇ ବଡ଼ ସଫଳତା ପାଇଛି। ସୋମବାର ଦୁପରେ ଏନଏଚ–୫୫ ର ଗଡସନ୍ତ୍ରି ବସ୍‌ଷ୍ଟାଣ୍ଡ ନିକଟରେ ପୋଲିସ ଏକ କାରକୁ ଅଟକ କରି ତଲାଶି କରିଥିଲା।ତଲାଶିରେ ୨୯ କେଜି ୯୮୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୩୪୦ ଟଙ୍କା ନଗଦ ଓ ଗୋଟିଏ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଏହା ସହ ଗଞ୍ଜେଇ ନେଇ ଯାଉଥିବ କାରଟିକୁ ମଧ୍ୟ ପୋଲିସ ଜବତ କରିଛି।ଏହି ଘଟଣାରେ ବୌଦ୍ଧ ଜିଲ୍ଲାର ଶରତ ସିଂହଙ୍କୁ ପୋଲିସ ଗିରଫ କରିଛି। ସେ ଗଞ୍ଜେଇକୁ ବିକ୍ରି ପାଇଁ ନେଉଥିବା ସୂଚନା ମିଳିଛି।ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାରେ ଆଉ କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଚାଲିଛି।

1 day ago
user_ଶଶାଙ୍କ ଶେଖର ସାମଲ
ଶଶାଙ୍କ ଶେଖର ସାମଲ
Court reporter ବିକ୍ରମପୁର, ଅନୁଗୁଳ, ଓଡ଼ିଶା•
1 day ago
5d4af514-df7c-472b-beff-857c18bfd3ae

ବଅଁରପାଳ ପୋଲିସ ର ବଡ଼ ସଫଳତା: ୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ । ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସ ଗଞ୍ଜେଇ ଚୋରାଚାଳା ବିରୋଧରେ ଅଭିଯାନ ଚାଲାଇ ବଡ଼ ସଫଳତା ପାଇଛି। ସୋମବାର ଦୁପରେ ଏନଏଚ–୫୫ ର ଗଡସନ୍ତ୍ରି ବସ୍‌ଷ୍ଟାଣ୍ଡ ନିକଟରେ ପୋଲିସ ଏକ କାରକୁ ଅଟକ କରି ତଲାଶି କରିଥିଲା।ତଲାଶିରେ ୨୯ କେଜି ୯୮୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ୩୪୦ ଟଙ୍କା ନଗଦ ଓ ଗୋଟିଏ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଏହା ସହ ଗଞ୍ଜେଇ ନେଇ ଯାଉଥିବ କାରଟିକୁ ମଧ୍ୟ ପୋଲିସ ଜବତ କରିଛି।ଏହି ଘଟଣାରେ ବୌଦ୍ଧ ଜିଲ୍ଲାର ଶରତ ସିଂହଙ୍କୁ ପୋଲିସ ଗିରଫ କରିଛି। ସେ ଗଞ୍ଜେଇକୁ ବିକ୍ରି ପାଇଁ ନେଉଥିବା ସୂଚନା ମିଳିଛି।ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାରେ ଆଉ କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଚାଲିଛି।

More news from ଓଡ଼ିଶା and nearby areas
  • Post by Rajesh bahara Rajesh
    1
    Post by Rajesh bahara Rajesh
    user_Rajesh bahara Rajesh
    Rajesh bahara Rajesh
    Spa ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    1 hr ago
  • Post by ଶଶାଙ୍କ ଶେଖର ସାମଲ
    1
    Post by ଶଶାଙ୍କ ଶେଖର ସାମଲ
    user_ଶଶାଙ୍କ ଶେଖର ସାମଲ
    ଶଶାଙ୍କ ଶେଖର ସାମଲ
    Court reporter ବିକ୍ରମପୁର, ଅନୁଗୁଳ, ଓଡ଼ିଶା•
    22 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    38 min ago
  • ଏ ଭଳି ଏକ ଅଭାବ ନିୟ ଘଟଣା ଘଟିଛି ପାଟଲା ଗ୍ରାମରେ। 3ଜଣ ଦଣ୍ଡୁଆ ଙ୍କ ମୃତୁ କୁନେଇ ଲୋକଙ୍କ ଆକ୍ରୋଶ ଶିକାର ହେଲେ ଦିନ୍ଦୋଲ ବିଧାୟିକା।
    2
    ଏ ଭଳି ଏକ ଅଭାବ ନିୟ ଘଟଣା ଘଟିଛି ପାଟଲା ଗ୍ରାମରେ। 3ଜଣ ଦଣ୍ଡୁଆ ଙ୍କ ମୃତୁ କୁନେଇ ଲୋକଙ୍କ ଆକ୍ରୋଶ ଶିକାର ହେଲେ ଦିନ୍ଦୋଲ ବିଧାୟିକା।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    21 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡରେ ହାତୀ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ୍ୟୁ.ମୃତକ ମହିଳା ଜଣଙ୍କ ନିଜ କାଜୁ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ହୋଇଥିବା ସୂଚନା. ମୃତକ ମହିଳା 55 ବର୍ଷୀୟା ଜୟନ୍ତୀ ସାହୁ.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡରେ ହାତୀ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ୍ୟୁ.ମୃତକ ମହିଳା ଜଣଙ୍କ ନିଜ କାଜୁ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ହୋଇଥିବା ସୂଚନା. ମୃତକ ମହିଳା 55 ବର୍ଷୀୟା ଜୟନ୍ତୀ ସାହୁ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • ଆମ୍ ଆଦମୀ ପାର୍ଟି ପକ୍ଷରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ, ଓଡ଼ିଆ ନୂଆ ବର୍ଷ ଦିବସ ପାଳନ, ପଥଚାରୀ ମାନଙ୍କୁ ପଣା ବଣ୍ଟନ ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି ଭାରତୀୟ ସମ୍ବିଧାନ ନିର୍ମାତା ଭାରତରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଏବଂ ଓଡ଼ିଆ ନୂଆ ବର୍ଷ ଦିବସ ପାଳନ କରାଯାଇଛି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରେ କାର୍ଯ୍ୟକର୍ତ୍ତା ମାନେ ଏକାଠି ହୋଇ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ପ୍ରଣେତାଙ୍କର ବିଭିନ୍ନ ନାରା ଜୟ ଭୀମ! ଜୟ ସମ୍ବିଧାନ! ଜୟ ଭାରତ! ନାରା ଦେଇଥିଲେ। ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ଆଲୋଚନା ଚକ୍ରରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କହିଥିଲେ ବାବାସାହେବ କେବଳ ଜଣେ ଆଇନବିତ୍ ନଥିଲେ, ସେ ଥିଲେ ସାମାଜିକ ନ୍ୟାୟର ମଶାଲବାହକ, ଦଳିତ-ଶୋଷିତଙ୍କ ସ୍ୱର ଏବଂ ସମାନତାର ସ୍ଥପତି। ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ସ୍ୱାଧୀନ ଭାରତକୁ ସବୁଠାରୁ ବଡ଼ ଲିଖିତ ସମ୍ବିଧାନ ଯାହା ସମସ୍ତଙ୍କୁ ସମାନ ଅଧିକାର ଦିଏ ଏବଂ ସେ କହିଥିଲେ “ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର”। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ହିନ୍ଦୁ କୋଡ୍ ବିଲ୍ ମାଧ୍ୟମରେ ମହିଳାଙ୍କୁ ସମ୍ପତ୍ତି ଓ ଛାଡପତ୍ର ଅଧିକାର ଦେବା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ ଶ୍ରମିକ ମାନଙ୍କ ୮ ଘଣ୍ଟା କାମ, ସାପ୍ତାହିକ ଛୁଟି, ମାତୃତ୍ୱ ଲାଭ - ଏସବୁ ତାଙ୍କ ଅବଦାନ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସଂଗ୍ରାମ ସିଂହ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ ଦାସ, ନଗର ଯୁବ ସଭାପତି ଜାଫର ଖାନ, ଓଡାପଡ଼ା ବ୍ଲକ ସଭାପତି ଇଂ ପିତାମ୍ବର ଦାସ, ଜେୟଦେବ ବେହେରା, ସୋମନାଥ ଦାସ, ଯୁଧିଷ୍ଠିର ଦାସ, ମିଟୁ ମହାପାତ୍ର, ଚିନ୍ମୟ ସେନାପତି, ଦେବାଶିଷ ନାଏକ, ଅମିତ କୁମାର, ଅଭିମନ୍ୟୁ ନାଏକ ପ୍ରମୁଖ ଯୋଗଦେଇ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ସକାଳ ୧୧ ଟା ବେଳେ ଦଳ କାର୍ଯ୍ୟାଳୟ ସମ୍ମୁଖରେ ପଥଚାରୀ ମାନଙ୍କୁ ବେଲ, ଗୁଡ଼, ଦହି, ଛେନା, ବୁନ୍ଦିଆ, କଦଳୀ, ଗୋଲମରିଚ ଇତ୍ୟାଦିରେ ପ୍ରସ୍ତୁତ ପଣା ପରସା ଯାଇଥିଲା।
    3
    ଆମ୍ ଆଦମୀ ପାର୍ଟି ପକ୍ଷରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ, ଓଡ଼ିଆ ନୂଆ ବର୍ଷ ଦିବସ ପାଳନ, ପଥଚାରୀ ମାନଙ୍କୁ ପଣା ବଣ୍ଟନ 
ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି ଭାରତୀୟ ସମ୍ବିଧାନ ନିର୍ମାତା ଭାରତରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଏବଂ ଓଡ଼ିଆ ନୂଆ ବର୍ଷ ଦିବସ ପାଳନ କରାଯାଇଛି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରେ କାର୍ଯ୍ୟକର୍ତ୍ତା ମାନେ ଏକାଠି ହୋଇ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ପ୍ରଣେତାଙ୍କର ବିଭିନ୍ନ ନାରା ଜୟ ଭୀମ! ଜୟ ସମ୍ବିଧାନ! ଜୟ ଭାରତ! ନାରା ଦେଇଥିଲେ। ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ଆଲୋଚନା ଚକ୍ରରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କହିଥିଲେ ବାବାସାହେବ କେବଳ ଜଣେ ଆଇନବିତ୍ ନଥିଲେ, ସେ ଥିଲେ ସାମାଜିକ ନ୍ୟାୟର ମଶାଲବାହକ, ଦଳିତ-ଶୋଷିତଙ୍କ ସ୍ୱର ଏବଂ ସମାନତାର ସ୍ଥପତି। ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ସ୍ୱାଧୀନ ଭାରତକୁ ସବୁଠାରୁ ବଡ଼ ଲିଖିତ ସମ୍ବିଧାନ ଯାହା ସମସ୍ତଙ୍କୁ ସମାନ ଅଧିକାର ଦିଏ ଏବଂ ସେ କହିଥିଲେ “ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର”।  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ହିନ୍ଦୁ କୋଡ୍ ବିଲ୍ ମାଧ୍ୟମରେ ମହିଳାଙ୍କୁ ସମ୍ପତ୍ତି ଓ ଛାଡପତ୍ର ଅଧିକାର ଦେବା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ ଶ୍ରମିକ ମାନଙ୍କ ୮ ଘଣ୍ଟା କାମ, ସାପ୍ତାହିକ ଛୁଟି, ମାତୃତ୍ୱ ଲାଭ - ଏସବୁ ତାଙ୍କ ଅବଦାନ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସଂଗ୍ରାମ ସିଂହ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ ଦାସ, ନଗର ଯୁବ ସଭାପତି ଜାଫର ଖାନ, ଓଡାପଡ଼ା ବ୍ଲକ ସଭାପତି ଇଂ ପିତାମ୍ବର ଦାସ, ଜେୟଦେବ ବେହେରା, ସୋମନାଥ ଦାସ, ଯୁଧିଷ୍ଠିର ଦାସ, ମିଟୁ ମହାପାତ୍ର, ଚିନ୍ମୟ ସେନାପତି, ଦେବାଶିଷ ନାଏକ, ଅମିତ କୁମାର, ଅଭିମନ୍ୟୁ ନାଏକ ପ୍ରମୁଖ ଯୋଗଦେଇ ଏହି  ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ସକାଳ ୧୧ ଟା ବେଳେ ଦଳ କାର୍ଯ୍ୟାଳୟ ସମ୍ମୁଖରେ ପଥଚାରୀ ମାନଙ୍କୁ ବେଲ, ଗୁଡ଼, ଦହି, ଛେନା, ବୁନ୍ଦିଆ, କଦଳୀ, ଗୋଲମରିଚ ଇତ୍ୟାଦିରେ ପ୍ରସ୍ତୁତ ପଣା ପରସା ଯାଇଥିଲା।
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    12 hrs ago
  • ମେରା ମଣ୍ଡଳୀ ବଜାର ର ରେ ମାଆ ତାରିଣୀ ଙ୍କ ର 3ଦିନ ଧରି ଚାଲିଥିଲା।
    3
    ମେରା ମଣ୍ଡଳୀ ବଜାର ର ରେ ମାଆ ତାରିଣୀ ଙ୍କ ର 3ଦିନ ଧରି ଚାଲିଥିଲା।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.