Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପ୍ରିଲ 18 ରୁ 22 ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ #rishitv #Subarnapur #declared #holiday #subarnapurcollector #highlightseveryone #RedAlert #viralreelsシ
Ranjan hota
ସୁବର୍ଣ୍ଣପୁର ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପ୍ରିଲ 18 ରୁ 22 ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ #rishitv #Subarnapur #declared #holiday #subarnapurcollector #highlightseveryone #RedAlert #viralreelsシ
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରାସୋଳ ଥାନା ରାସୋଳ ଚିତ୍ତଳପୁର ରାସ୍ତାରେ ବାଇକ ଯୋଗେ ଯାଉଥିବା ଜଣେ ଅଜଣା ଯୁବକ ଭାରସାମ୍ୟ ହରାଇ ପଡିଯିବା ପରେ ଗୁରୁତର. ଖବର ପାଇ ରାସୋଳ ଦମକଳ ବାହିନୀ ପହଂଚି ଉଦ୍ଧାର କରି ଚିକିତ୍ସା କରିଥିବା ସୂଚନା.1
- Post by Dhenkanal News1
- Post by Dipak Kumar Nayak1
- ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗୱାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ । ପିଲାଙ୍କ ସହିତ ମିଶି ବାର୍ତ୍ତାଳାପ କରିବା ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।1
- ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅଭିଯୋଗ ଢେଙ୍କାନାଳ, ୧୭୪ : ମୋଟଙ୍ଗା ଥାନା ଅନ୍ତର୍ଗତ ବାଛୁରୀ ଗ୍ରାମର ରସାନନ୍ଦ ନାଏକଙ୍କ ପୁତ୍ର ସୁବାଷ ନାଏକ ତାଙ୍କ ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଜଣାଇଛନ୍ତି। ପ୍ରକାଶ ଯେ, ସୁବାଷ ଘରେ ନଥୁବା ସମୟରେ ତାଙ୍କ ସ୍ତ୍ରୀ ରଶ୍ମିତା ନାଏକ (୩୩) ଗତ ତା.୧୪.୦୪.୨୦୨୬ରିଖ ଅପରାହ୍ନ ୪ ଘଟିକା ସମୟରେ ହିନ୍ଦୋଳ ରୋଡ ।ଡ ଯାଉଛି ଯାଉ କହି ସାଙ୍ଗରେ ୮ବର୍ଷର ପୁଅଟିକୁ ଧରି ଯାଇଥିଲେ। ପୁଅର ନାମ ସୁବର୍ଣ୍ଣ ନାଏକ । ସନ୍ଧ୍ୟା ପରେ ରାତ୍ର ହେଲା ମଧ୍ଯ ଘରକୁ ନ ଫେରିବାରୁ ଘରଲୋକ ସେହି ଯାଗୁ ଯାଇ ଖୋଜାଖୋଜି କରିବା ସହିତ ବନ୍ଧୁବାନ୍ଧବ ଘରମାନଙ୍କୁ ମଧ୍ଯ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । କିନ୍ତୁ କୌଣସି ସନ୍ଧାନ ପାଇନଥ୍ ଥିଲେ । ଏହି ବିଷୟକୁ ନେଇ ଥାନାରେ ଏକ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବିନ ବିଚାର କରିନାହାଁନ୍ତି । ତେଣୁ ଏହି ଘଟଣାକୁ ତଦନ୍ତ କରି ସ୍ତ୍ରୀ ଓ ପୁଅକୁ ଖୋଜି ବାହାର କରିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ରକ୍ଷୀ ଅଧକ୍ଷକଙ୍କୁ ଅ ଏକ ଲିଖିତ ଅଭିଯୋଗ କରିଛନ୍ତି। କୌଣସି ସହୃଦୟ ବ୍ୟକ୍ତି ସନ୍ଧାନ ପାଇଲେ ମୋ-୭୭୫୦୮୭୪୪୭୩, ୯୮୨ ୨୭୯୮୪୯୦୫ ନମ୍ବରରେ ଯୋଗାଯୋଗ କରିବା ପାଇଁ ସୁବାଷ ଅନୁରୋଧ କରିଛନ୍ତି ।1
- ସିନେମା କଥା କହୁ କହୁ କାନ୍ଦି ପକାଇଲେ ଅଭିନେତା | ସିନେମାର ମେସେଜ୍ ସାରା ଦୁନିଆ ଜାଣିବ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by Ranjan hota1
- ହିନ୍ଦୋଳ ର ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସମସ୍ତ ଛତ୍ରଛାତ୍ରୀ ମାନଙ୍କୁ ଏହାର ବ୍ୟବହାର ଦ୍ୱାରା ଉପଯୋଗ ଉପରେ ଅଭିଜ୍ଞ ଅଗ୍ନିକ ମାନଙ୍କ ଦ୍ୱାରା ତାଲିମ୍ ପ୍ରଦାନ ଏବଂ କର୍ମଶାଳା ଅନୁଷ୍ଠିତ.1
- Post by Dhenkanal News1