logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଢେଙ୍କାନାଳ ଜିଲାପାଳଙ୍କୁ ଅଭିଯୋଗ ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅଭିଯୋଗ ଢେଙ୍କାନାଳ, ୧୭୪ : ମୋଟଙ୍ଗା ଥାନା ଅନ୍ତର୍ଗତ ବାଛୁରୀ ଗ୍ରାମର ରସାନନ୍ଦ ନାଏକଙ୍କ ପୁତ୍ର ସୁବାଷ ନାଏକ ତାଙ୍କ ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଜଣାଇଛନ୍ତି। ପ୍ରକାଶ ଯେ, ସୁବାଷ ଘରେ ନଥୁବା ସମୟରେ ତାଙ୍କ ସ୍ତ୍ରୀ ରଶ୍ମିତା ନାଏକ (୩୩) ଗତ ତା.୧୪.୦୪.୨୦୨୬ରିଖ ଅପରାହ୍ନ ୪ ଘଟିକା ସମୟରେ ହିନ୍ଦୋଳ ରୋଡ ।ଡ ଯାଉଛି ଯାଉ କହି ସାଙ୍ଗରେ ୮ବର୍ଷର ପୁଅଟିକୁ ଧରି ଯାଇଥିଲେ। ପୁଅର ନାମ ସୁବର୍ଣ୍ଣ ନାଏକ । ସନ୍ଧ୍ୟା ପରେ ରାତ୍ର ହେଲା ମଧ୍ଯ ଘରକୁ ନ ଫେରିବାରୁ ଘରଲୋକ ସେହି ଯାଗୁ ଯାଇ ଖୋଜାଖୋଜି କରିବା ସହିତ ବନ୍ଧୁବାନ୍ଧବ ଘରମାନଙ୍କୁ ମଧ୍ଯ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । କିନ୍ତୁ କୌଣସି ସନ୍ଧାନ ପାଇନଥ୍‌ ଥିଲେ । ଏହି ବିଷୟକୁ ନେଇ ଥାନାରେ ଏକ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବିନ ବିଚାର କରିନାହାଁନ୍ତି । ତେଣୁ ଏହି ଘଟଣାକୁ ତଦନ୍ତ କରି ସ୍ତ୍ରୀ ଓ ପୁଅକୁ ଖୋଜି ବାହାର କରିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ରକ୍ଷୀ ଅଧକ୍ଷକଙ୍କୁ ଅ ଏକ ଲିଖିତ ଅଭିଯୋଗ କରିଛନ୍ତି। କୌଣସି ସହୃଦୟ ବ୍ୟକ୍ତି ସନ୍ଧାନ ପାଇଲେ ମୋ-୭୭୫୦୮୭୪୪୭୩, ୯୮୨ ୨୭୯୮୪୯୦୫ ନମ୍ବରରେ ଯୋଗାଯୋଗ କରିବା ପାଇଁ ସୁବାଷ ଅନୁରୋଧ କରିଛନ୍ତି ।

3 hrs ago
user_Baidyanath Samal Mozillakhabra
Baidyanath Samal Mozillakhabra
Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
3 hrs ago

ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଢେଙ୍କାନାଳ ଜିଲାପାଳଙ୍କୁ ଅଭିଯୋଗ ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅଭିଯୋଗ ଢେଙ୍କାନାଳ, ୧୭୪ : ମୋଟଙ୍ଗା ଥାନା ଅନ୍ତର୍ଗତ ବାଛୁରୀ ଗ୍ରାମର ରସାନନ୍ଦ ନାଏକଙ୍କ ପୁତ୍ର ସୁବାଷ ନାଏକ ତାଙ୍କ ସ୍ତ୍ରୀ ଓ ପୁଅର ନିଖୋଜକୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଜଣାଇଛନ୍ତି। ପ୍ରକାଶ ଯେ, ସୁବାଷ ଘରେ ନଥୁବା ସମୟରେ ତାଙ୍କ ସ୍ତ୍ରୀ ରଶ୍ମିତା ନାଏକ (୩୩) ଗତ ତା.୧୪.୦୪.୨୦୨୬ରିଖ ଅପରାହ୍ନ ୪ ଘଟିକା ସମୟରେ ହିନ୍ଦୋଳ ରୋଡ ।ଡ ଯାଉଛି ଯାଉ କହି ସାଙ୍ଗରେ ୮ବର୍ଷର ପୁଅଟିକୁ ଧରି ଯାଇଥିଲେ। ପୁଅର ନାମ ସୁବର୍ଣ୍ଣ ନାଏକ । ସନ୍ଧ୍ୟା ପରେ ରାତ୍ର ହେଲା ମଧ୍ଯ ଘରକୁ ନ ଫେରିବାରୁ ଘରଲୋକ ସେହି ଯାଗୁ ଯାଇ ଖୋଜାଖୋଜି କରିବା ସହିତ ବନ୍ଧୁବାନ୍ଧବ ଘରମାନଙ୍କୁ ମଧ୍ଯ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । କିନ୍ତୁ କୌଣସି ସନ୍ଧାନ ପାଇନଥ୍‌ ଥିଲେ । ଏହି ବିଷୟକୁ ନେଇ ଥାନାରେ ଏକ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବିନ ବିଚାର କରିନାହାଁନ୍ତି । ତେଣୁ ଏହି ଘଟଣାକୁ ତଦନ୍ତ କରି ସ୍ତ୍ରୀ ଓ ପୁଅକୁ ଖୋଜି ବାହାର କରିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ରକ୍ଷୀ ଅଧକ୍ଷକଙ୍କୁ ଅ ଏକ ଲିଖିତ ଅଭିଯୋଗ କରିଛନ୍ତି। କୌଣସି ସହୃଦୟ ବ୍ୟକ୍ତି ସନ୍ଧାନ ପାଇଲେ ମୋ-୭୭୫୦୮୭୪୪୭୩, ୯୮୨ ୨୭୯୮୪୯୦୫ ନମ୍ବରରେ ଯୋଗାଯୋଗ କରିବା ପାଇଁ ସୁବାଷ ଅନୁରୋଧ କରିଛନ୍ତି ।

More news from ଓଡ଼ିଶା and nearby areas
  • ବୌଦ୍ଧ, ତା. ୧୭/୦୪ ଜନସାଧାରଣଙ୍କ ପାଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କିପରି ଉପଲବ୍ଧ ହେଉଛି, ତାହାର କ୍ଷେତ୍ରୀୟ ଅନୁସନ୍ଧାନ ପାଇଁ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଚାନକ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ କ୍ରମରେ ସେ ପନଖିମାଲ ଓ କନକପୁର ପ୍ରାଥମିକ ବିଦ୍ୟାଳୟ ସହିତ ଗାଁ ର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯାଇଥିଲେ। ସେହିପରି ଦେଓବନ୍ଧ ବିଦ୍ୟାଳୟକୁ ମଧ୍ୟ ଗସ୍ତ କରିଥିଲେ। ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ବିତାଇ ତାଙ୍କୁ ପାଠ୍ୟପୁସ୍ତକ ପଢ଼ିବାକୁ କହି ସେମାନଙ୍କ ପଠନ କୌଶଳ ପରୀକ୍ଷା କରିଥିଲେ।ଏହା ସହିତ ଜିଲ୍ଲାପାଳ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ବାର୍ତ୍ତାଳାପ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ l ପରବର୍ତ୍ତୀକ୍ରମେ ସେ ବଘିଆପଡ଼ା ଓ ଆମ୍ବଝରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ଡାକ୍ତର ଓ ରୋଗୀମାନଙ୍କ ସହ ମତବିନିମୟ କରିଥିଲେ। ସେଠାରେ ସ୍ୱାସ୍ଥ୍ୟ ସେବାର ମାନ ସମ୍ବନ୍ଧରେ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ସମସ୍ତ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, କର୍ମଚାରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ପାଇଁ ସରକାରୀ ସେବା ସହଜ ଓ ଅବାଧ ଭାବେ ପ୍ରାପ୍ତ ହେବା ନିମିତ୍ତ ସମସ୍ତେ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ। ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ ମଧ୍ୟ ଉପସ୍ଥିତ ଥିଲେ।
    1
    ବୌଦ୍ଧ, ତା. ୧୭/୦୪ ଜନସାଧାରଣଙ୍କ ପାଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କିପରି ଉପଲବ୍ଧ ହେଉଛି, ତାହାର କ୍ଷେତ୍ରୀୟ  ଅନୁସନ୍ଧାନ ପାଇଁ ଆଜି ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଚାନକ ପରିଦର୍ଶନ କରିଥିଲେ।
ଏହି ପରିଦର୍ଶନ କ୍ରମରେ ସେ ପନଖିମାଲ ଓ କନକପୁର ପ୍ରାଥମିକ ବିଦ୍ୟାଳୟ ସହିତ ଗାଁ  ର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଯାଇଥିଲେ। ସେହିପରି ଦେଓବନ୍ଧ ବିଦ୍ୟାଳୟକୁ ମଧ୍ୟ ଗସ୍ତ କରିଥିଲେ। ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ବିତାଇ ତାଙ୍କୁ ପାଠ୍ୟପୁସ୍ତକ ପଢ଼ିବାକୁ କହି ସେମାନଙ୍କ ପଠନ କୌଶଳ ପରୀକ୍ଷା କରିଥିଲେ।ଏହା ସହିତ ଜିଲ୍ଲାପାଳ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ବାର୍ତ୍ତାଳାପ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ l 
ପରବର୍ତ୍ତୀକ୍ରମେ ସେ ବଘିଆପଡ଼ା ଓ ଆମ୍ବଝରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ଡାକ୍ତର ଓ ରୋଗୀମାନଙ୍କ ସହ ମତବିନିମୟ କରିଥିଲେ। ସେଠାରେ ସ୍ୱାସ୍ଥ୍ୟ ସେବାର ମାନ ସମ୍ବନ୍ଧରେ ସମୀକ୍ଷା କରିଥିଲେ।
ଜିଲ୍ଲାପାଳ ସମସ୍ତ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, କର୍ମଚାରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଜନସାଧାରଣଙ୍କ ପାଇଁ ସରକାରୀ ସେବା ସହଜ ଓ ଅବାଧ ଭାବେ ପ୍ରାପ୍ତ ହେବା ନିମିତ୍ତ ସମସ୍ତେ ସଚେତନ ଓ ଦାୟିତ୍ୱବାନ ହେବା ଆବଶ୍ୟକ।
ଏହି ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହ ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ ମଧ୍ୟ ଉପସ୍ଥିତ ଥିଲେ।
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    3 hrs ago
  • Post by Pitambar Sahu
    1
    Post by Pitambar Sahu
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    9 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    21 hrs ago
  • ବୁଧବାର ଯାଏଁ ସମୟ ମାଗିଲେ ଜିଲ୍ଲାପାଳ ସୁବର୍ଣ୍ଣପୁର: ସୋନପୁର ପଲିଟେକନିକର ଛାତ୍ରୀଛାତ୍ରମାନେ ନିଜ ଆତ୍ମସମ୍ମାନ ପାଇଁ କଲେଜର ଅଧ୍ୟକ୍ଷଙ୍କ ବଦଳି ଦାବିରେ ଜିଲ୍ଲାପାଳଙ୍କୁ ଘେରାଓ କରିଥିଲେ। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଛାତ୍ରୀଛାତ୍ରମାନଙ୍କୁ ଆଗାମୀ ବୁଧବାର ଦିନ ଯାଏଁ ସମାଧାନ ପାଇଁ ସମୟ ମାଗିଛନ୍ତି। ସୂଚନାଯୋଗ୍ୟଯେ, ପ୍ରିନ୍ସିପାଲ ପୁରୁଷ ଷ୍ଟାଫ ନେଇ ଛାତ୍ରୀଙ୍କ କଠୋରିକୁ ପ୍ରବେଶ କରିବା, ନିମ୍ନ ମାନର ପୋକରା ଖାଦ୍ୟ ପରିବେଷଣ କରିବା, ଅନାବଶ୍ୟକ ଟଙ୍କା ଅସୁଲି ପାଇଁ ଅଡ଼ିବସିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭଳି ସଙ୍ଗିନ ଅଭିଯୋଗ କରିଥିଲେ ଛାତ୍ରୀଛାତ୍ରମାନେ।
    1
    ବୁଧବାର ଯାଏଁ ସମୟ ମାଗିଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର: ସୋନପୁର ପଲିଟେକନିକର ଛାତ୍ରୀଛାତ୍ରମାନେ ନିଜ ଆତ୍ମସମ୍ମାନ ପାଇଁ କଲେଜର ଅଧ୍ୟକ୍ଷଙ୍କ ବଦଳି ଦାବିରେ ଜିଲ୍ଲାପାଳଙ୍କୁ ଘେରାଓ କରିଥିଲେ। ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଛାତ୍ରୀଛାତ୍ରମାନଙ୍କୁ ଆଗାମୀ ବୁଧବାର ଦିନ ଯାଏଁ ସମାଧାନ ପାଇଁ ସମୟ ମାଗିଛନ୍ତି। ସୂଚନାଯୋଗ୍ୟଯେ, ପ୍ରିନ୍ସିପାଲ ପୁରୁଷ ଷ୍ଟାଫ ନେଇ ଛାତ୍ରୀଙ୍କ କଠୋରିକୁ ପ୍ରବେଶ କରିବା, ନିମ୍ନ ମାନର ପୋକରା ଖାଦ୍ୟ ପରିବେଷଣ କରିବା, ଅନାବଶ୍ୟକ ଟଙ୍କା ଅସୁଲି ପାଇଁ ଅଡ଼ିବସିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭଳି ସଙ୍ଗିନ ଅଭିଯୋଗ କରିଥିଲେ ଛାତ୍ରୀଛାତ୍ରମାନେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    22 hrs ago
  • Post by ଶ୍ରୀ ବଳଦେବ ବେଦବାକ୍
    1
    Post by ଶ୍ରୀ ବଳଦେବ ବେଦବାକ୍
    user_ଶ୍ରୀ ବଳଦେବ ବେଦବାକ୍
    ଶ୍ରୀ ବଳଦେବ ବେଦବାକ୍
    Lawyer ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଖରା ପାଇଁ ସ୍କୁଲ ଛୁଟି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ୧୮ରୁ ୨୧ ସ୍କୁଲ ଛୁଟି ଘୋଷଣା। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି। ପରେ ପରିସ୍ଥିତି ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ
    2
    ଖରା ପାଇଁ ସ୍କୁଲ ଛୁଟି 
ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ୧୮ରୁ ୨୧ ସ୍କୁଲ ଛୁଟି ଘୋଷଣା। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି। ପରେ ପରିସ୍ଥିତି ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.