logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ସୋଲାର ପ୍ଲେଟ ଗାଏବ! ଚୋରଙ୍କ ଟାର୍ଗେଟ୍‌ରେ ସରକାରୀ ସମ୍ପତ୍ତି; ପୁନଃ ସୋଲାର ପ୍ଲେଟ ଲଗାଇବାକୁ ଦାବି କେନ୍ଦୁଝର ,୧୫।୯(ଦୁର୍ଯ୍ୟୋଧନ ପାତ୍ର):ଗ୍ରାମାଞ୍ଚଳକୁ ଆଲୋକିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ଥାପନ କରାଯାଇଥିବା ସୋଲାର ଲାଇଟ ଏବେ ଚୋରଙ୍କ ନଜରରେ।କଣ୍ଡରାପଶି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଲାଗିଥିବା ସୋଲାର ଲାଇଟ ଖୁଣ୍ଟରୁ ସୋଲାର ପ୍ଲେଟ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ସରକାରୀ ସମ୍ପତ୍ତିର ସୁରକ୍ଷା ନେଇ ଉଠିଛି ବଡ଼ ପ୍ରଶ୍ନ।ବିଦ୍ୟାମନ୍ଦିର ପରିସରରେ ରାତ୍ରି ସମୟରେ ଆଲୋକ ବ୍ୟବସ୍ଥା ପାଇଁ ସୋଲାର ଲାଇଟ ଖୁଣ୍ଟ ସ୍ଥାପନ କରାଯାଇଥିଲା।ହେଲେ ଏହି ଖୁଣ୍ଟରେ ଲାଗିଥିବା ସୋଲାର ପ୍ଲେଟ ଚୋରି ହୋଇଯିବା ପରେ ଲାଇଟ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।ସରକାରୀ ଅର୍ଥରେ ଲୋକଙ୍କ ସୁବିଧା ପାଇଁ ଲଗାଯାଇଥିବା ସାମଗ୍ରୀ ଯଦି ସୁରକ୍ଷିତ ରହୁନାହିଁ,ତେବେ ଏହାର ରକ୍ଷଣାବେକ୍ଷଣ ଓ ନଜରଦାରୀ ବ୍ୟବସ୍ଥା କେତେ ଦୃଢ଼ ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।ସୋଲାର ପ୍ଲେଟ ଚୋରି ହେବା ପରେ ଖୁଣ୍ଟଟି ଏବେ ଅଧାଅଧୁରା ଅବସ୍ଥାରେ ରହିଛି। ଗୋଟିଏ ପଟେ ସରକାରୀ ଅର୍ଥ ବ୍ୟୟ କରି ଯୋଜନା କାର୍ଯ୍ୟକାରୀ କରାଯାଉଛି,ଅନ୍ୟପଟେ ତାହାର ଉପକରଣ ଚୋରି ହୋଇଯାଉଛି। ଏଭଳି ଘଟଣା ଯୋଜନାର ଉଦ୍ଦେଶ୍ୟ ଓ ସରକାରୀ ସମ୍ପତ୍ତିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଚୋରି ହୋଇଥିବା ଖୁଣ୍ଟରେ ପୁଣିଥରେ ସୋଲାର ପ୍ଲେଟ ଲଗାଇ ଲାଇଟ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।ଏଥିସହ ଘଟଣାର ତଦନ୍ତ କରାଯାଇ ସୋଲାର ପ୍ଲେଟ ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନାନୁସାରେ ପଦକ୍ଷେପ ନେବାକୁ ମଧ୍ୟ ଦାବି ହେଉଛି।ବିଦ୍ୟାମନ୍ଦିର ଭଳି ଶିକ୍ଷାନୁଷ୍ଠାନ ପରିସରରୁ ସୋଲାର ପ୍ଲେଟ ଚୋରି ହେବା ଘଟଣା ସାଧାରଣ ଚୋରି ଘଟଣା ନୁହେଁ। ଏହା ସରକାରୀ ସମ୍ପତ୍ତିର ସୁରକ୍ଷା ଓ ପ୍ରଶାସନିକ ନଜରଦାରୀ ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଛିଡ଼ା କରିଛି। ଏବେ ଦେଖିବାର କଥା,ସମ୍ପୃକ୍ତ ବିଭାଗ ଏହି ଘଟଣାକୁ କେତେ ଗୁରୁତ୍ୱର ସହ ନେଉଛି ଏବଂ କେବେ ପୁଣି ଉକ୍ତ ଖୁଣ୍ଟରେ ସୋଲାର ପ୍ଲେଟ ଲଗାଇ ଆଲୋକ ବ୍ୟବସ୍ଥାକୁ ସ୍ୱାଭାବିକ କରୁଛି।

15 hrs ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
15 hrs ago
3a8029fc-ca2b-4fdc-a25b-9a5d95a33a99

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ସୋଲାର ପ୍ଲେଟ ଗାଏବ! ଚୋରଙ୍କ ଟାର୍ଗେଟ୍‌ରେ ସରକାରୀ ସମ୍ପତ୍ତି; ପୁନଃ ସୋଲାର ପ୍ଲେଟ ଲଗାଇବାକୁ ଦାବି କେନ୍ଦୁଝର ,୧୫।୯(ଦୁର୍ଯ୍ୟୋଧନ ପାତ୍ର):ଗ୍ରାମାଞ୍ଚଳକୁ ଆଲୋକିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ଥାପନ କରାଯାଇଥିବା ସୋଲାର ଲାଇଟ ଏବେ ଚୋରଙ୍କ ନଜରରେ।କଣ୍ଡରାପଶି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଲାଗିଥିବା ସୋଲାର ଲାଇଟ ଖୁଣ୍ଟରୁ ସୋଲାର ପ୍ଲେଟ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ସରକାରୀ ସମ୍ପତ୍ତିର ସୁରକ୍ଷା ନେଇ

e59e5294-9ca6-4062-a59f-a9f420854c2f

ଉଠିଛି ବଡ଼ ପ୍ରଶ୍ନ।ବିଦ୍ୟାମନ୍ଦିର ପରିସରରେ ରାତ୍ରି ସମୟରେ ଆଲୋକ ବ୍ୟବସ୍ଥା ପାଇଁ ସୋଲାର ଲାଇଟ ଖୁଣ୍ଟ ସ୍ଥାପନ କରାଯାଇଥିଲା।ହେଲେ ଏହି ଖୁଣ୍ଟରେ ଲାଗିଥିବା ସୋଲାର ପ୍ଲେଟ ଚୋରି ହୋଇଯିବା ପରେ ଲାଇଟ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।ସରକାରୀ ଅର୍ଥରେ ଲୋକଙ୍କ ସୁବିଧା ପାଇଁ ଲଗାଯାଇଥିବା ସାମଗ୍ରୀ ଯଦି ସୁରକ୍ଷିତ ରହୁନାହିଁ,ତେବେ ଏହାର ରକ୍ଷଣାବେକ୍ଷଣ ଓ ନଜରଦାରୀ ବ୍ୟବସ୍ଥା କେତେ ଦୃଢ଼ ତାହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।ସୋଲାର ପ୍ଲେଟ ଚୋରି ହେବା ପରେ ଖୁଣ୍ଟଟି ଏବେ

42e6aab9-b94f-434a-bd19-aca8edcd9f96

ଅଧାଅଧୁରା ଅବସ୍ଥାରେ ରହିଛି। ଗୋଟିଏ ପଟେ ସରକାରୀ ଅର୍ଥ ବ୍ୟୟ କରି ଯୋଜନା କାର୍ଯ୍ୟକାରୀ କରାଯାଉଛି,ଅନ୍ୟପଟେ ତାହାର ଉପକରଣ ଚୋରି ହୋଇଯାଉଛି। ଏଭଳି ଘଟଣା ଯୋଜନାର ଉଦ୍ଦେଶ୍ୟ ଓ ସରକାରୀ ସମ୍ପତ୍ତିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଚୋରି ହୋଇଥିବା ଖୁଣ୍ଟରେ ପୁଣିଥରେ ସୋଲାର ପ୍ଲେଟ ଲଗାଇ ଲାଇଟ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।ଏଥିସହ ଘଟଣାର ତଦନ୍ତ କରାଯାଇ ସୋଲାର ପ୍ଲେଟ ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନାନୁସାରେ

b0585765-b167-4d21-8143-987c55313c85

ପଦକ୍ଷେପ ନେବାକୁ ମଧ୍ୟ ଦାବି ହେଉଛି।ବିଦ୍ୟାମନ୍ଦିର ଭଳି ଶିକ୍ଷାନୁଷ୍ଠାନ ପରିସରରୁ ସୋଲାର ପ୍ଲେଟ ଚୋରି ହେବା ଘଟଣା ସାଧାରଣ ଚୋରି ଘଟଣା ନୁହେଁ। ଏହା ସରକାରୀ ସମ୍ପତ୍ତିର ସୁରକ୍ଷା ଓ ପ୍ରଶାସନିକ ନଜରଦାରୀ ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଛିଡ଼ା କରିଛି। ଏବେ ଦେଖିବାର କଥା,ସମ୍ପୃକ୍ତ ବିଭାଗ ଏହି ଘଟଣାକୁ କେତେ ଗୁରୁତ୍ୱର ସହ ନେଉଛି ଏବଂ କେବେ ପୁଣି ଉକ୍ତ ଖୁଣ୍ଟରେ ସୋଲାର ପ୍ଲେଟ ଲଗାଇ ଆଲୋକ ବ୍ୟବସ୍ଥାକୁ ସ୍ୱାଭାବିକ କରୁଛି।

More news from ଓଡ଼ିଶା and nearby areas
  • ସାନ୍ତରାପୁର ଗ୍ରାମ ଅସୁରବାହାଳୀ ସାହିରେ ଗଜାନନ ପୂଜା ଧୁମ ଧାମ ପାଳିତ କରିଲେ ଏବଂ ଗ୍ରାମ ବାସି ମାନଙ୍କୁ ପ୍ରସାଦ ସେବନ କରାଇ ଥିଲେ ଗୋଲଡେନ ଫ୍ରେଣ୍ଡସ ଆନୁକୂଲ୍ୟ ରେ ଗ୍ରାମ ବାସି ମାନଙ୍କୁ ଭେଟି ଦେଲା ଭଦ୍ରାଣି ମେଲୋଡି଼ ଭଦ୍ରକ ସହ ସହ ଲୋକ ଭିଡ଼ ଭିତରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି ଖୁସିର ଖୁରାକ ଦେଉଥିଲା ଭଦ୍ରାଣି ମେଲୋଡି଼
    1
    ସାନ୍ତରାପୁର ଗ୍ରାମ ଅସୁରବାହାଳୀ ସାହିରେ ଗଜାନନ ପୂଜା ଧୁମ ଧାମ ପାଳିତ କରିଲେ ଏବଂ ଗ୍ରାମ ବାସି ମାନଙ୍କୁ ପ୍ରସାଦ ସେବନ କରାଇ ଥିଲେ 
ଗୋଲଡେନ ଫ୍ରେଣ୍ଡସ ଆନୁକୂଲ୍ୟ ରେ ଗ୍ରାମ ବାସି ମାନଙ୍କୁ ଭେଟି ଦେଲା ଭଦ୍ରାଣି ମେଲୋଡି଼ ଭଦ୍ରକ ସହ ସହ ଲୋକ ଭିଡ଼ ଭିତରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି ଖୁସିର ଖୁରାକ ଦେଉଥିଲା ଭଦ୍ରାଣି ମେଲୋଡି଼
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    2 hrs ago
  • 🌹🌹🌹ସହଜ ଶିକ୍ଷା 🌹🌹🌹 ଆପଣଙ୍କ ଘର ସଜାଇବା ପାଇଁ ଆପଣ ନିଜେ ସୁନ୍ଦର ଭାବେ ପିଲାଙ୍କ ପଢାଘର,ଡାଇନିଂ,କରନେର ରେ ସଜାନ୍ତୁ 🌹🌹🌹
    1
    🌹🌹🌹ସହଜ ଶିକ୍ଷା 🌹🌹🌹
ଆପଣଙ୍କ ଘର ସଜାଇବା ପାଇଁ ଆପଣ ନିଜେ ସୁନ୍ଦର ଭାବେ ପିଲାଙ୍କ ପଢାଘର,ଡାଇନିଂ,କରନେର ରେ ସଜାନ୍ତୁ 🌹🌹🌹
    user_KESHAB MOHAPATRA
    KESHAB MOHAPATRA
    Dyeworks ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    2 hrs ago
  • କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି। କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।
    1
    କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।
କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    3 hrs ago
  • #ଜାଣିଶୁଣି_ବଦମାସି_କରୁଥିଲେ_ବାନ୍ଧିଲା_ପୁଲିସ୍‌ ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୁଲିସ୍‌କୁ ବଡ଼ ସଫଳତା । ଦୁର୍ଘଟଣାର ଭିଡିଓ ଭାଇରାଲ ପରେ ମୂଳ ଏଫ୍‌ଆଇଆର୍‌ରେ ଯୋଡ଼ି ହେଲା ସାଂଘାତିକ ଦଫା
    1
    #ଜାଣିଶୁଣି_ବଦମାସି_କରୁଥିଲେ_ବାନ୍ଧିଲା_ପୁଲିସ୍‌
ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୁଲିସ୍‌କୁ ବଡ଼ ସଫଳତା । ଦୁର୍ଘଟଣାର ଭିଡିଓ ଭାଇରାଲ ପରେ ମୂଳ ଏଫ୍‌ଆଇଆର୍‌ରେ ଯୋଡ଼ି ହେଲା ସାଂଘାତିକ ଦଫା
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
  • ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।
    1
    ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ।
ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    15 hrs ago
  • ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ । ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
    1
    ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ ।
ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୨୫ ବର୍ଷର ଜନସେବାକୁ ସମ୍ମାନ: ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’ ।
ଭୁବନେଶ୍ୱର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    17 hrs ago
  • ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ର ଚଢ଼ାଉ। ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। #JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia
    1
    ଯାଜପୁର ରୋଡ୍ ପଦ୍ମପୁର ଅଞ୍ଚଳରେ ଏକ ଘରେ  ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ର ଚଢ଼ାଉ।  ଏହି ଚଢ଼ାଉରେ ରାଣୀ ମହୁମାଛି ସହିତ ୩ ଜଣ ମହିଳା ଏବଂ ୩ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି। 
#JajpurRoad #Padmapur #JajpurPolice #SDPO #OdishaNews #Odisha #SpecialSquad #PoliceRaid #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    23 hrs ago
  • #ନକଲି_ଔଷଧ_ରାକେଟ୍‌ର_ପର୍ଦ୍ଦାଫାଶ ଦେଶରେ ଏକ ବଡ଼ ଧରଣର ନକଲି କର୍କଟ (Cancer) ଏବଂ ଜରୁରୀକାଳୀନ ICU ଔଷଧ କାରବାର ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି, ଯେଉଁଥିରେ ଦିଲ୍ଲୀ, ବେଙ୍ଗାଳୁରୁ ଓ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟର ୯୦ରୁ ଅଧିକ ହସ୍ପିଟାଲ୍ ତଥା କ୍ଲିନିକ୍ ଏବେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।
    1
    #ନକଲି_ଔଷଧ_ରାକେଟ୍‌ର_ପର୍ଦ୍ଦାଫାଶ
ଦେଶରେ ଏକ ବଡ଼ ଧରଣର ନକଲି କର୍କଟ (Cancer) ଏବଂ ଜରୁରୀକାଳୀନ ICU ଔଷଧ କାରବାର ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି, ଯେଉଁଥିରେ ଦିଲ୍ଲୀ, ବେଙ୍ଗାଳୁରୁ ଓ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟର ୯୦ରୁ ଅଧିକ ହସ୍ପିଟାଲ୍ ତଥା କ୍ଲିନିକ୍ ଏବେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.