logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

( ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରାଜଭିଷେକ ଉତ୍ସବ ଅନୁଷ୍ଠିତ ) ଜଗତସିଂହପୁର ଜ଼ିଲ୍ଲା କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସମ୍ପର୍ଣ୍ଣ ମୁଦୁପୁର ପଞ୍ଚାୟତ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ରାଜାଭିଷେକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି | ଠାକୁର ରାଜା ଜ଼ିଲ୍ଲାପାଳ ଜେ ସୋନାଲ ଙ୍କୁ ଶତାଧିକ ଭକ୍ତ ଏକ ସଂକୀର୍ତନ ଶୋଭାଯାତ୍ରା ରେ ବଡ଼ଦାଣ୍ଡରୁ ପାଛୋଟି ନେଇଥିଲେ |ଜ଼ିଲ୍ଲାପାଳ ସମସ୍ତ ଦେଵାଦେବୀ ମନ୍ଦିର ପରିକ୍ରମା କରିସାରିବା ପରେ ମନ୍ଦିର ପୁରୋହିତ ସୁରେନ୍ଦ୍ର ନାଥ ଦାଶ ଶର୍ମା ଙ୍କ ଦ୍ୱାରା ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ପୌରୋହିତ୍ୟରେ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ | ଜ଼ିଲ୍ଲାପାଳ ଜେ ସୋନାଲ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ପ୍ରାଚୀତ ତନୟା ମହାନ୍ତି, ତହସିଲଦାର, ଜଗତସିଂହପୁର ଥାନା ଅଧିକାରୀ ଏବଂ ଅନ୍ୟାନ ଅଧିକାରୀ ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିସାରିବା ପରେ ମନ୍ଦିର ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା ଉପ ଜ଼ିଲ୍ଲାପାଳ ତଥା ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି ପ୍ରଶାନ୍ତ କୁମାର ତରାଇ ଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ | ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରିୟ ନାଥ ରାୟ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ମନ୍ଦିର ବଡ଼ପଣ୍ଡା ଅରୁଣ କୁମାର ପଣ୍ଡା, ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଡକ୍ଟର ଅଶୋକ କୁମାର ପଣ୍ଡା, ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ, ସମିତି ସଭ୍ୟା ମୌସୁମୀ ବାରିକ, ମୁଦୁପୁର ମହିଳା ମହାସଂଘ ସଭାପତି ରିତା ଆଚାର୍ଯ୍ୟ,ସିଦ୍ଧଳ ଗ୍ରାମ୍ୟ କମିଟି ସଭାପତି ପୁର୍ଣ ଚନ୍ଦ୍ର ନାୟକ, ଶତାଧିକ ମହିଳା ସଂଗଠନ ର କର୍ମକର୍ତା ଜ଼ିଲ୍ଲାପାଳ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଏହା ପରେ ଠାକୁର ରାଜା ଜ଼ିଲ୍ଲାପାଳ ଙ୍କ ରାଜ ଦରବାର ଅନୁଷ୍ଠିତ ହୋଇଥିଲା | ଉପସ୍ଥିତ ଜନସାଧାରଣ ସେମାନଙ୍କ ସମସ୍ୟା ସମ୍ପର୍କ ରେ ଅଭିଯୋଗ ପତ୍ର ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ |ସମସ୍ତ ଅଭିଯୋଗ ପ୍ରତି ଗୁରୁତ୍ୱ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜ଼ିଲ୍ଲାପାଳ ତଥା ଠାକୁର ରାଜା ପ୍ରତିଶୃତି ଦେଇଥିଲେ | ଶେଷରେ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ ଙ୍କୁ ସଦସ୍ୟ ରାମଚନ୍ଦ୍ର ଦାଶ, ଚିତ୍ତରଞ୍ଜନ ନାୟକ, ପ୍ରମୁଖ ପରିଚାଳନା କରିଥିଲେ |

1 day ago
user_Rakesh das deba
Rakesh das deba
Journalist ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
1 day ago
814e4dc3-2525-424b-b526-538e807a3131

( ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରାଜଭିଷେକ ଉତ୍ସବ ଅନୁଷ୍ଠିତ ) ଜଗତସିଂହପୁର ଜ଼ିଲ୍ଲା କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସମ୍ପର୍ଣ୍ଣ ମୁଦୁପୁର ପଞ୍ଚାୟତ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ରାଜାଭିଷେକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି | ଠାକୁର ରାଜା ଜ଼ିଲ୍ଲାପାଳ ଜେ ସୋନାଲ ଙ୍କୁ ଶତାଧିକ ଭକ୍ତ ଏକ ସଂକୀର୍ତନ ଶୋଭାଯାତ୍ରା ରେ ବଡ଼ଦାଣ୍ଡରୁ ପାଛୋଟି ନେଇଥିଲେ |ଜ଼ିଲ୍ଲାପାଳ ସମସ୍ତ ଦେଵାଦେବୀ ମନ୍ଦିର ପରିକ୍ରମା କରିସାରିବା ପରେ ମନ୍ଦିର ପୁରୋହିତ ସୁରେନ୍ଦ୍ର ନାଥ ଦାଶ ଶର୍ମା ଙ୍କ ଦ୍ୱାରା ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ପୌରୋହିତ୍ୟରେ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ | ଜ଼ିଲ୍ଲାପାଳ ଜେ ସୋନାଲ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ପ୍ରାଚୀତ ତନୟା ମହାନ୍ତି, ତହସିଲଦାର, ଜଗତସିଂହପୁର ଥାନା ଅଧିକାରୀ ଏବଂ ଅନ୍ୟାନ ଅଧିକାରୀ ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିସାରିବା ପରେ ମନ୍ଦିର ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା ଉପ ଜ଼ିଲ୍ଲାପାଳ ତଥା ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି ପ୍ରଶାନ୍ତ କୁମାର ତରାଇ

9ca95c90-7135-46fc-b3fd-251148ad1662

ଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ | ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରିୟ ନାଥ ରାୟ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ମନ୍ଦିର ବଡ଼ପଣ୍ଡା ଅରୁଣ କୁମାର ପଣ୍ଡା, ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଡକ୍ଟର ଅଶୋକ କୁମାର ପଣ୍ଡା, ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ, ସମିତି ସଭ୍ୟା ମୌସୁମୀ ବାରିକ, ମୁଦୁପୁର ମହିଳା ମହାସଂଘ ସଭାପତି ରିତା ଆଚାର୍ଯ୍ୟ,ସିଦ୍ଧଳ ଗ୍ରାମ୍ୟ କମିଟି ସଭାପତି ପୁର୍ଣ ଚନ୍ଦ୍ର ନାୟକ, ଶତାଧିକ ମହିଳା ସଂଗଠନ ର କର୍ମକର୍ତା ଜ଼ିଲ୍ଲାପାଳ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଏହା ପରେ ଠାକୁର ରାଜା ଜ଼ିଲ୍ଲାପାଳ ଙ୍କ ରାଜ ଦରବାର ଅନୁଷ୍ଠିତ ହୋଇଥିଲା | ଉପସ୍ଥିତ ଜନସାଧାରଣ ସେମାନଙ୍କ ସମସ୍ୟା ସମ୍ପର୍କ ରେ ଅଭିଯୋଗ ପତ୍ର ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ |ସମସ୍ତ ଅଭିଯୋଗ ପ୍ରତି ଗୁରୁତ୍ୱ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜ଼ିଲ୍ଲାପାଳ ତଥା ଠାକୁର ରାଜା ପ୍ରତିଶୃତି ଦେଇଥିଲେ | ଶେଷରେ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ |ଏ ସମସ୍ତ କାର୍ଯ୍ୟକ୍ରମ ଙ୍କୁ ସଦସ୍ୟ ରାମଚନ୍ଦ୍ର ଦାଶ, ଚିତ୍ତରଞ୍ଜନ ନାୟକ, ପ୍ରମୁଖ ପରିଚାଳନା କରିଥିଲେ |

More news from ଓଡ଼ିଶା and nearby areas
  • କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଚୂନଢିଅ ଠାରୁ ଗଣ୍ଡରକୁଳ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା RD ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ
    1
    କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଚୂନଢିଅ ଠାରୁ ଗଣ୍ଡରକୁଳ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା RD ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    3 hrs ago
  • ଜିଲ୍ଲାରେ ଆଜି ଠାରୁ ଧାନ କ୍ରୟ ଆରମ୍ଭ ହେଉଛି, ଏହି ପରିପ୍ରେକ୍ଷୀରେ ଆଜି ୧୦.୩୦ ମିନିଟ ସମୟରେ ଜମଦର ଠାରେ ଜିଲ୍ଲାପାଳ କେନ୍ଦ୍ରାପଡ଼ା ଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି
    1
    ଜିଲ୍ଲାରେ ଆଜି ଠାରୁ ଧାନ କ୍ରୟ ଆରମ୍ଭ ହେଉଛି, ଏହି ପରିପ୍ରେକ୍ଷୀରେ ଆଜି ୧୦.୩୦ ମିନିଟ ସମୟରେ ଜମଦର ଠାରେ ଜିଲ୍ଲାପାଳ କେନ୍ଦ୍ରାପଡ଼ା ଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    6 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • ଆଇନ ସଚେତନତା ଶିବିର। ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୯.୧.୨୦୨୬ ରିଖ ଦିବା ୮.୩୦ ଘଟିକା ସମୟରେ ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ହାପିନେସ ଫାଉଣ୍ଡେସନର ସଦସ୍ୟ ବୃନ୍ଦ, ସ୍ପନ୍ଦନର ସଦସ୍ୟ ବୃନ୍ଦ ଏବଂ ପ୍ରଗତି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ସମ୍ପର୍କିତ ରାଲୀ ରେ ଯୋଗଦାନ କରି ନିସାମୁକ୍ତ ସମାଜ ପାଇଁ ଆହ୍ୱାନ ଦେଇଥିଲେ। ରାଲୀ ସମ୍ପାଦନ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ମିଳନି କକ୍ଷ୍ୟରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା I ଆଜିର ଏହି ସ୍ଵାସ୍ଥ୍ୟ ସେବା ଶିବିରରେ ଜିଲ୍ଲା କୋର୍ଟ ର ସମସ୍ତ ବିଚାରପତି, କର୍ମକର୍ତା, ଓକିଲ ସଂଘର କର୍ମକର୍ତା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ) ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସ୍ଵାସ୍ଥ୍ୟ ସେବା ପରୀକ୍ଷଣ କରାଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
    2
    ଆଇନ ସଚେତନତା ଶିବିର। 
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୯.୧.୨୦୨୬ ରିଖ ଦିବା ୮.୩୦ ଘଟିକା ସମୟରେ ଜାତୀୟ ଯୁବ ଦିବସ ଉପଲକ୍ଷେ ସ୍ୱେଚ୍ଛାସେବୀ ସଂଗଠନ ହାପିନେସ ଫାଉଣ୍ଡେସନର ସଦସ୍ୟ ବୃନ୍ଦ,  ସ୍ପନ୍ଦନର ସଦସ୍ୟ ବୃନ୍ଦ ଏବଂ ପ୍ରଗତି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ସମ୍ପର୍କିତ ରାଲୀ ରେ ଯୋଗଦାନ କରି ନିସାମୁକ୍ତ ସମାଜ ପାଇଁ ଆହ୍ୱାନ ଦେଇଥିଲେ। ରାଲୀ ସମ୍ପାଦନ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ମିଳନି କକ୍ଷ୍ୟରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀ ଙ୍କ ଦ୍ଵାରା ଉଦ୍ଘାଟନ କରାଯାଇଥିଲା I ଆଜିର ଏହି ସ୍ଵାସ୍ଥ୍ୟ ସେବା ଶିବିରରେ ଜିଲ୍ଲା କୋର୍ଟ ର ସମସ୍ତ ବିଚାରପତି, କର୍ମକର୍ତା, ଓକିଲ ସଂଘର କର୍ମକର୍ତା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ବୃନ୍ଦ ଏବଂ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା ) ର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସ୍ଵାସ୍ଥ୍ୟ ସେବା ପରୀକ୍ଷଣ କରାଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    10 hrs ago
  • ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
    1
    ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
    1
    ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    11 hrs ago
  • କେନ୍ଦ୍ରାପଡା ଜାତୀୟ ରାଜପଥ ଅବରୋଧ ପ୍ରତିବାଦରେ 10ଜଣ ଆନ୍ଦୋଳନକାରି ପୋଲିସ ଉଠାଇନେବା ଘଟଣା ରେ ଥାନା ଘେରାଉ କଲେ ଅଞ୍ଚଳ ବାସି
    1
    କେନ୍ଦ୍ରାପଡା ଜାତୀୟ ରାଜପଥ ଅବରୋଧ ପ୍ରତିବାଦରେ  10ଜଣ ଆନ୍ଦୋଳନକାରି ପୋଲିସ ଉଠାଇନେବା ଘଟଣା ରେ ଥାନା ଘେରାଉ କଲେ ଅଞ୍ଚଳ ବାସି
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.