Shuru
Apke Nagar Ki App…
ସୁଭଦ୍ରା ଟଙ୍କାରେ ଡାକ୍ତରୀ ପଢ଼ା | Odisha Reporter ସୁଭଦ୍ରା ଟଙ୍କାରେ ଝିଅ ପାସ କଲା ନିଟ୍ ପରୀକ୍ଷା । ଅଭାବ ଆଗରେ ହାର ମାନିଲାନି ଡାକ୍ତର ହେବା ସ୍ବପ୍ନ । ବାପା ମାର ମୂଲ ମଜୁରି ଟଙ୍କା ଓ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ଅଭାବୀ ଘରର ଝିଅ ପଢିବେ ଡାକ୍ତରୀ ପାଠ । ହଁ ଆଜ୍ଞା ମାଆଙ୍କ ପାଖରେ ବସି ହାତରେ ଖଲିପତ୍ର ସିଲାଉଥିବା ଏ ଝିଅ ହେଉଛନ୍ତି ରାଜଶ୍ରୀ ପ୍ରଧାନ । ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସିପୁବାଡ଼ି ଗାଁରେ
Rajib Behera
ସୁଭଦ୍ରା ଟଙ୍କାରେ ଡାକ୍ତରୀ ପଢ଼ା | Odisha Reporter ସୁଭଦ୍ରା ଟଙ୍କାରେ ଝିଅ ପାସ କଲା ନିଟ୍ ପରୀକ୍ଷା । ଅଭାବ ଆଗରେ ହାର ମାନିଲାନି ଡାକ୍ତର ହେବା ସ୍ବପ୍ନ । ବାପା ମାର ମୂଲ ମଜୁରି ଟଙ୍କା ଓ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ଅଭାବୀ ଘରର ଝିଅ ପଢିବେ ଡାକ୍ତରୀ ପାଠ । ହଁ ଆଜ୍ଞା ମାଆଙ୍କ ପାଖରେ ବସି ହାତରେ ଖଲିପତ୍ର ସିଲାଉଥିବା ଏ ଝିଅ ହେଉଛନ୍ତି ରାଜଶ୍ରୀ ପ୍ରଧାନ । ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସିପୁବାଡ଼ି ଗାଁରେ
More news from ଓଡ଼ିଶା and nearby areas
- ଭସାଣି ସମୟରେ ମୁଣ୍ଡ ଫଟା ଫଟି | Odisha Reporter 5 ଜଣ ମିଶି ମୋ ଭାଇକୁ ପଛପଟୁ ଆକ୍ରମଣ କଲେ ।1
- ବାଲେଶ୍ୱର ଜିଲ୍ଲା ବସ୍ତା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଆଜି ଏକ ମାରପିଟ ଘଟଣା ରେ ଦୁଇ ବର୍ଷ କାରାଦଣ୍ଡ ସହ ଆର୍ଥିକ ଜୋରିମାନା ଶୁଣାଇଛନ୍ତି.1
- ଖବରରେ ହଲିଲା ବିଭାଗ! ; ବିଦ୍ୟୁତ ଟ୍ରାନ୍ସଫର୍ମରରୁ ହଟିଲା ଲତାଗୁଳ୍ମ କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଖବର ପ୍ରକାଶ ପାଇଲା, ସୋସିଆଲ ମିଡିଆରେ ପ୍ରସଙ୍ଗ ଉଠିଲା ଏବଂ ତୁରନ୍ତ ଚେତିଲା ବିଭାଗ। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ଖୁଣ୍ଟକୁ ଘେରି ରହିଥିବା ଲତାଗୁଳ୍ମ ଶେଷରେ ସଫା ହୋଇଛି। ଫଳରେ ସମ୍ଭାବ୍ୟ ବିଦ୍ୟୁତ୍ ବିପଦରୁ ଏକ ବଡ଼ ଆଶଙ୍କା ଟଳିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମରେ ବସୁଧା ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ଦେଇଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଦୀର୍ଘଦିନ ଧରି ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିଲା। ବିଦ୍ୟୁତ୍ ଉପକରଣ ଚାରିପାଖରେ ଏଭଳି ଅବ୍ୟବସ୍ଥା ରହିବା ଯୋଗୁଁ ଅଘଟଣର ଆଶଙ୍କା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା।ଏହି ପ୍ରସଙ୍ଗକୁ ନେଇ ଏକ ଖବର ପ୍ରକାଶିତ ହୋଇଥିଲା।ଖବର ପ୍ରକାଶ ପରେ ସୋସିଆଲ ମିଡିଆ କର୍ମୀ ବିକ୍ରମ କେଶରୀ ମହାନ୍ତ ଏହି ଖବରକୁ ଏକ୍ସ(X) ମାଧ୍ୟମରେ ପ୍ରଚାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥିବାବେଳେ ସମ୍ପୃକ୍ତ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଚାରିପାଖରେ ଥିବା ଲତାଗୁଳ୍ମ କାଟି ସଫା କରାଯାଇଛି। ବର୍ତ୍ତମାନ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବାରୁ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଏଥିସହ ଜନସାଧାରଣଙ୍କ ସମସ୍ୟାକୁ ଗଣମାଧ୍ୟମ ଉଠାଇବା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ତାହା ବିଭାଗୀୟ ସ୍ତରରେ ପହଞ୍ଚିବା ଦ୍ୱାରା କିପରି ତୁରନ୍ତ ପଦକ୍ଷେପ ନିଆଯାଇପାରେ, ଏହି ଘଟଣା ତାହାର ଏକ ଉଦାହରଣ ପାଲଟିଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଦ୍ୟୁତ୍ ଭଳି ସମ୍ବେଦନଶୀଳ ଓ ଜନଜୀବନ ସହ ଜଡ଼ିତ ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ଆବଶ୍ୟକ। ଆଗକୁ ଯେପରି ଏଭଳି ଅବସ୍ଥା ପୁଣି ସୃଷ୍ଟି ନହୁଏ, ସେଥିପାଇଁ ବିଭାଗ ନିୟମିତ ଭାବେ ନଜର ରଖିବାକୁ ଦାବି ହୋଇଛି।4
- ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି। ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି।1
- ସନ୍ତାନକୁ ସତ୍ୟ, ଧର୍ମ, ଆଦର୍ଶର ପୁରୋହିତ ସଜାଇବାରେ ମା ପ୍ରେରଣାର ଉତ୍ସ୍ : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଚନ୍ଦନେଶ୍ୱରରେ ମାତୃସମ୍ମିଳନୀ : ସନ୍ତାନକୁ ସତ୍ୟ, ଧର୍ମ, ଆଦର୍ଶର ପୁରୋହିତ ସଜାଇବାରେ ମା ପ୍ରେରଣାର ଉତ୍ସ୍ : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଚନ୍ଦନେଶ୍ୱରରେ ମାତୃସମ୍ମିଳନୀ : ଭୋଗରାଇ , ୧୪/୯ ବାଲେଶ୍ୱର ଜିଲ୍ଲା ଭୋଗରାଇର ଶଙ୍ଖାରୀ ପଞ୍ଚାୟତର ନାଫରାଇ ଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି, ଓଡିଶା ଦ୍ବାରା ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଚନ୍ଦନେଶ୍ୱର ପରିସରରେ ସୋମବାର ଗଣେଷ ପୂଜା ସହିତ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ରବିନ୍ଦ୍ରନାଥ ପ୍ରଧାନ ଓ ମୁଖ୍ୟ ବକ୍ତା ଭାବେ ଗ୍ରାମ୍ଯ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଓଡିଆ ବିଭାଗ ଅଧ୍ଯାପିକା ବନ୍ଦିତା ପ୍ରଧନ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ଦାସ, ଶିକ୍ଷାବିତ ଶ୍ରୀପତୀ ସଁ ପ୍ରମୁଖ ଶୣଙ୍ଖଳିତ ଓ ଚରିତ୍ରବାନ ମା ମାନଙ୍କ ଭୂମିକା ଓ ମାତୃପୂଜନ ଆବଶ୍ୟକତା ଉପରେ କବ୍ତବ୍ଯ ରଖିଥିଲେ। ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ଗୁରୁଜୀ ପଙ୍କଜ କୁମାର ଆଇଚ, ଆଭିମୁଖ୍ୟ କଥନ ଗୁରୁମା ତୣପ୍ତି ଦାସ ଓ ପରିଚାଳନା କମିଟିର ସମ୍ପାଦକ ପ୍ରଦୀପ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ଯାମନ୍ଦିରର ୨୫ଜଣ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।2
- ଭଦ୍ରକ ରେ ଆରମ୍ଭ ହେଲା ଲଘୁଚାପ ଜନିତ ବର୍ଷା, କିଛିଦିନ ର ବ୍ୟବଧାନ ପରେ ପୁଣି ଲଘୁଚାପ ବର୍ଷା ଆରମ୍ଭ1
- କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ଜନ୍ମଦିନ ତାଙ୍କ ବାସଭବନରେ ବେଶ୍ ଆନନ୍ଦ ଉତ୍ସାହ ଏବଂ ଧୁମଧାମରେ ପାଳିତ ହୋଇଯାଇଛି ଏହି ଅବସରରେ ତାଙ୍କର ବହୁ ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। #AkashDasNayak #Korei #HappyBirthdayBhai #KoreiMLA #TrainAccident #news7odia #OdishaNews #ବିଜେପି1
- ପୁରୀ ଖୋଜା ଦୋକାନୀ ଉପରେ ଚଢ଼ାଉ...।.........................1