Shuru
Apke Nagar Ki App…
ଚାଲିଗଲେ ବାରିପଦା ର ଦରଦୀ ମଣିଷ ଜଣାଶୁଣା ଆଶିଷ ରଞ୍ଜନ ପଟ୍ଟନାୟକ (ଟୁକୁନୁ ବାବୁ) ବାରିପଦା ର ଦରଦୀ ମଣିଷ ଆଶିଷ ରଞ୍ଜନ ପଟ୍ଟନାୟକ (ଟୁକୁନୂ ବାବୁ)ଙ୍କ ପରଲୋକ। ବାରିପଦା ବାଘଡ଼ାରୋଡ ରେ ୨୦ ଫେବୃଆରୀ ୧୯୫୪ ରେ ଜନ୍ମ ଗ୍ରହଣ କରିଥିଲେ। ଟୁକୁନୁ ବାବୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ରେ ଦୀର୍ଘଦିନ ଧରି ଜଣେ ବରିଷ୍ଠ କିରାଣି ଭାବରେ କାର୍ଯ୍ୟ କରିଛନ୍ତି। ବିଶେଷ କରି ଜିଲ୍ଲା ରେକର୍ଡ ରୁମ୍ ରେ ମୁଖ୍ୟ କିରାଣୀ ଭାବରେ 15ବର୍ଷ ଧରି କାର୍ଯ୍ୟରତ ଥିବା ବେଳେ ଅନେକ ଦୁର୍ଲଭ ରେକର୍ଡ ସବୁ କୁ ପୁନରୁଦ୍ଧାର କରି ସଂରକ୍ଷିତ କରି ଯାଇଛନ୍ତି। ଯାହା ପ୍ରଶାସନ ତଥା ସାଧାରଣ ଜନତା ଙ୍କୁ ସେବା ଯୋଗାଇ ଆସୁଛି। 2014 ମାର୍ଚ୍ଚ ମାସ ରେ ଅବସର ନେବାପରେ ଗତ 5ବର୍ଷ ହେବ ସେ ଅସୁସ୍ଥ ରହିଥିଲେ। ଆଶିଷ ବାବୁ ସୁନାମଧନ୍ୟ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ନରେନ୍ଦ୍ରନାଥ ଦାସ ପଟ୍ଟନାୟକ ଙ୍କ ସାନପୁଅ। ନିଜ ପରିବାର ଉପସ୍ଥିତି ରେ ଶେଷନିଶ୍ୱାସ ତ୍ୟାଗ କରିବା ବେଳେ ତାଙ୍କୁ ୭୨ବର୍ଷ ହୋଇଥିଲା।
Mayurbhanj Public News

More news from ଓଡ଼ିଶା and nearby areas
- ବାଲେଶ୍ବର ଗୌରବ ଟ୍ରଷ୍ଟ ପକ୍ଷରୁ ଇଣ୍ଡିଆନ୍ ଆଇଡଲ୍ - ୨୦୨୬ ବିଜେତା ଜ୍ୟୋତିର୍ମୟୀ ନାୟକ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ।1
- ବାଲେଶ୍ଵର Dist. ସିମୁଳିଆ Block Sabang ଗ୍ରାମ ପଞ୍ଚାୟତ ବସ ଦୁର୍ଗଟଣା ହେଇଛି ବାଲେଶ୍ଵର Dist. ସିମୁଳିଆ Block Sabang ଗ୍ରାମ ପଞ୍ଚାୟତ ରେ ବସ ଦୁର୍ଗଟଣା ହେଇଛି1
- #ବୈତରଣୀରେ_ପୁଣି_ବଡ଼_ବନ୍ୟା ! ବୈତରଣୀ ନଦୀରେ ଲଗାତାର ବଢୁଛି ଜଳସ୍ତର। ଫଳରେ ତଳିଆ ଅଞ୍ଚଳରେ ସାଙ୍ଘାତିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶିଯିବା ଫଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। #BaitaraniRiver #OdishaFlood #BaitaraniFlood #Odisha1
- ବନ୍ତ ପୋଲିସ ର ବଡ ସଫଳତା କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲା ବନ୍ତ ପୋଲିସ। ବନ୍ତ ପୋଲିସ ର ବଡ ସଫଳତା କୁଖ୍ୟାତ ଡକାୟତଙ୍କୁ ଧରିବାରେ ସଫଳ ହେଲା ବନ୍ତ ପୋଲିସ। ରାତି ଅନ୍ଧାର ର ସୁଜଗ ନେଇ ଚୋରି କରୁଥିଲେ ଟ୍ରାନସଫର୍ମର ରୁ ମୂଲ୍ୟବାନ କଏଲ ଓ ଲାଇନ୍ ତାର ।1
- ❤️❤️❤️🌺🌺🌺🙏🙏🙏ଓଁ ଜୟ ଜଗଦୀଶ ହରେ. 🙏🙏🙏🌺🌺🌺❤️❤️❤️..1
- ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି1
- #ଏ_କୌଶଳଟା_କୋଉଠୁ_ଶିଖିଲ ? ଦୁଗ୍ଧରୁ ନୁହେଁ, ପାଉଡରରୁ ପ୍ରସ୍ତୁତ ହେଉଛି ଛେନା ତାହା ପୁଣି ଅସ୍ୱାସ୍ଥ୍ୟକର ପରିବେଶ ଭିତରେ । ଛେନା ତିଆରି କରିବାର ଏ କୌଶଳ କୋଉଠୁ ଶିଖିଲ ପଚାରିବାରୁ ଏମିତି କହିଲେ ଛେନା ପ୍ରସ୍ତୁତକାରୀ...1
- ଭୁବନ ଅଞ୍ଚଳରେ ଦୁଇଟିକିଆ ଦନ୍ତା ହାତଙ୍କୀ ଆତଙ୍କ।1
- 🌺🌺🌺🌺🌺🙏🙏🙏🙏🙏ଜୟ ଶ୍ରୀରାମ 🙏🙏🙏🙏🙏🌺🌺🌺🌺🌺.....1