Shuru
Apke Nagar Ki App…
(anchalik news nuapada) *ଭୁବନେଶ୍ୱର: କନଷ୍ଟେବଳ ଶୁଭମିତ୍ରା ମର୍ଡର କେସରେ ବଡ଼ ଅପଡେଟ। ୬ ତାରିଖରେ ମର୍ଡର ପରେ ସିପି ଅଫିସ ପାର୍କିଂ ରେ ଥିଲା ମୃତଦେହ। କାର ଭିତରେ ଡେଡବଡ଼ି ରଖି ଡ୍ୟୁଟି କରିଥିଲା କିଲର ଦୀପକ।ଅପରାହ୍ନ ୩ ଟାରୁ ୪ଟା୧୫ ପର୍ଯ୍ୟନ୍ତ ପୁଲିସ ସେବା ଭବନ ପାର୍କିଂ ରେ ଥିଲା କାର। ପ୍ରି ପ୍ଲାନ ମୁତାବକ କାର ଭିତରେ ଥିଲା ମୃତଦେହ। ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପାର୍କିଂ ରେ ଥିଲା ମୃତଦେହ। ଅଫିସ କାମ ସାରି ମୃତଦେହକୁ କେନ୍ଦୁଝର ନେଇଥିଲା ଦଗାଦିଆ ଦୀପକ। ଏ ନେଇ ଜଣେ ବରିଷ୍ଠ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।* *ସୂଚନା ଅନୁଯୟୀ, ରାଜଧାନୀରୁ ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଗତକାଲି ଠାବ କରିଛି ପୁଲିସ। ଘଟଗାଁ ଥାନା କୁସୁନପୁର ଜଙ୍ଗଲରୁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କନେଷ୍ଟବଳ ଦୀପକ, ତା’ର ମାଉସୀ ପୁଅ ଭାଇ ପପୁ ଓ ପପୁର ସାଙ୍ଗ ଜଟିଆକୁ ଗିରଫ କରିଛି।*
Mukesh tiwari

More news from ଓଡ଼ିଶା and nearby areas
- Post by KOSAL TIMES1
- Post by ମକୁନ୍ଦ ନାଏକ4
- Post by Meena1
- ବାଂଲାଦେଶ ରେ ହିନ୍ଦୁ ଯୁବକ ଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ପ୍ରତିବାଦରେ ଭିଏଚପି ଓ ବଜରଙ୍ଗ ଦଳର ବିକ୍ଷୋଭ - ବଂଲାଦେଶ ପ୍ରଧାନମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ- ଜି.ଉଦୟଗିରି, ୨୭/୧୨ ବାଂଲାଦେଶ ର ହିନ୍ଦୁ ଯୁବକ ଦୀପୁ ଦାସ ଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥା ରେ ସର୍ବସମ୍ମୁଖରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣା କୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଶନିବାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି।ଭାରତ କୁ ବାଂଲାଦେଶ ରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳ ରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲ୍ଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସ ଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସ ଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।2
- ସମ୍ବଲପୁର ଜିଲ୍ଲା ନିଲଡୁଙ୍ଗୁରି ଉଦ୍ୟାନ କୃଷି ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ପହଁଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ, ପୁଷ୍ପ କୃଷି ମିଶନ ପକ୍ଷ ରୁ ଆୟୋଜିତ ହେଉଥିବା ପୁଷ୍ପ ଅବଶେଷ ରୁ କଳାକୃତି, ଅଗରଵତୀ ଓ ରଙ୍ଗ ପ୍ରସ୍ତୁତି ଦ୍ୱାରା ନାରୀ ସଶକ୍ତି କରଣ ତାଲିମ ଶିବିର କୁ ଉଦଘାଟନ କଲେ1
- Post by Sandeep Barla1
- ବେଳପଡା ବ୍ଲକ ପର୍ଳିମାଲ ଗାଁ ରେ ଥିବା କାନାରା ବ୍ୟାଙ୍କ ଚୋରି ଘଟଣା କୁ ନେଇ ଗ୍ରାମ ବାସୀ ଅସନ୍ତୋଷ।1
- kete sundar songs bhaimankar kete sundar song bhai mankar1
- ଜି.ଉଦୟଗିରି ରେ ପୁଣି ଫେରିଛି ହାଡ଼ ଭଙ୍ଗା ଶୀତ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଜି.ଉଦୟଗିରି ରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଛି।2