logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦୁଝର ଜିଲ୍ଲାର ଯୋଡା ସ୍ଥିତ ଓଭର ବ୍ରିଜ୍ ଉପରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି।

1 day ago
user_Satyabrata das
Satyabrata das
କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•
1 day ago

କେନ୍ଦୁଝର ଜିଲ୍ଲାର ଯୋଡା ସ୍ଥିତ ଓଭର ବ୍ରିଜ୍ ଉପରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି।

More news from ଓଡ଼ିଶା and nearby areas
  • କେନ୍ଦୁଝର ଜିଲ୍ଲାରେ ଘଟିଥିବା ଏକ ହତ୍ୟା ମାମଲାରେ ସଦର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି, ଯାହା ସମଗ୍ର ଅଞ୍ଚଳରେ ପ୍ରଥମେ ସୃଷ୍ଟି ହୋଇଥିବା ଆଲୋଡ଼ନ ପରେ ବର୍ତ୍ତମାନ ଆଶ୍ୱସ୍ତିର ବାତାବରଣ ଖେଳାଇ ଦେଇଛି। ଗତକାଲି ସକାଳୁ ସକାଳୁ ଅଁରା ନିକଟସ୍ଥ ଭରାଳିସାହିର ଅଲେଖ ମହିମା ବାବା ଶ୍ରୀକାନ୍ତ ମହାକୁଡ଼ଙ୍କୁ ପୋଖରୀ ତୁଠରେ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ଘଟାଇ ଅଭିଯୁକ୍ତ ପାଟେଶ୍ୱର ବାରିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସଦର ଥାନା ଆଇଆଇସି ଅମିତ୍ କୁମାର ଭୂୟାଁଙ୍କ ଦକ୍ଷ ଟିମ୍ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା। ପୋଲିସ ଟିମ୍ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ପାଟେଶ୍ୱର ବାରିକକୁ ଧରିବାରେ ସଫଳ ହୋଇଛି। ଗିରଫ ପରେ ପୋଲିସ ଅଭିଯୁକ୍ତର ବୟାନ ଆଧାରରେ ହତ୍ୟା ପାଇଁ ବ୍ୟବହୃତ ପଥର, ଯାହାକୁ ଏକ ଲଟା ମୂଳେ ଲୁଚାଇ ରଖାଯାଇଥିଲା, ତାହାକୁ ମଧ୍ୟ ଉଦ୍ଧାର କରିଛି। ତଦନ୍ତର ଅଂଶସ୍ୱରୂପ, ପୋଲିସ ଘଟଣାସ୍ଥଳରେ ସିନ୍ ରିକ୍ରିୟେସନ କରାଇଥିବା ଜଣାପଡ଼ିଛି। ଜଣେ ଧର୍ମପରାୟଣ ଅଲେଖ ବାବାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସମଗ୍ର ଅଞ୍ଚଳରେ ଗଭୀର ଆଲୋଡ଼ନ ଏବଂ ବିବ୍ରତ ସୃଷ୍ଟି କରିଥିଲା। ତେବେ ପୋଲିସର ଏହି ତ୍ୱରିତ ଏବଂ ଦକ୍ଷ କାର୍ଯ୍ୟାନୁଷ୍ଠାନ ଫଳରେ ସ୍ଥାନୀୟ ଯୁବକ ତଥା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ସମଗ୍ର ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଏହି ଘଟଣାରେ ସଦର ପୋଲିସର ତତ୍ପରତା ଓ ଦକ୍ଷତା ପୁଣିଥରେ ପ୍ରମାଣିତ କରିଛି ଯେ, କେନ୍ଦୁଝର ପୋଲିସ କାହାକୁ ମାଫ୍ କରେ ନାହିଁ ଏବଂ ସବୁବେଳେ ଆଗରେ ରହିଥାଏ।
    1
    କେନ୍ଦୁଝର ଜିଲ୍ଲାରେ ଘଟିଥିବା ଏକ ହତ୍ୟା ମାମଲାରେ ସଦର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି, ଯାହା ସମଗ୍ର ଅଞ୍ଚଳରେ ପ୍ରଥମେ ସୃଷ୍ଟି ହୋଇଥିବା ଆଲୋଡ଼ନ ପରେ ବର୍ତ୍ତମାନ ଆଶ୍ୱସ୍ତିର ବାତାବରଣ ଖେଳାଇ ଦେଇଛି। ଗତକାଲି ସକାଳୁ ସକାଳୁ ଅଁରା ନିକଟସ୍ଥ ଭରାଳିସାହିର ଅଲେଖ ମହିମା ବାବା ଶ୍ରୀକାନ୍ତ ମହାକୁଡ଼ଙ୍କୁ ପୋଖରୀ ତୁଠରେ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ଘଟାଇ ଅଭିଯୁକ୍ତ ପାଟେଶ୍ୱର ବାରିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ସଦର ଥାନା ଆଇଆଇସି ଅମିତ୍ କୁମାର ଭୂୟାଁଙ୍କ ଦକ୍ଷ ଟିମ୍ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲା। ପୋଲିସ ଟିମ୍ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ପାଟେଶ୍ୱର ବାରିକକୁ ଧରିବାରେ ସଫଳ ହୋଇଛି। ଗିରଫ ପରେ ପୋଲିସ ଅଭିଯୁକ୍ତର ବୟାନ ଆଧାରରେ ହତ୍ୟା ପାଇଁ ବ୍ୟବହୃତ ପଥର, ଯାହାକୁ ଏକ ଲଟା ମୂଳେ ଲୁଚାଇ ରଖାଯାଇଥିଲା, ତାହାକୁ ମଧ୍ୟ ଉଦ୍ଧାର କରିଛି। ତଦନ୍ତର ଅଂଶସ୍ୱରୂପ, ପୋଲିସ ଘଟଣାସ୍ଥଳରେ ସିନ୍ ରିକ୍ରିୟେସନ କରାଇଥିବା ଜଣାପଡ଼ିଛି।

ଜଣେ ଧର୍ମପରାୟଣ ଅଲେଖ ବାବାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସମଗ୍ର ଅଞ୍ଚଳରେ ଗଭୀର ଆଲୋଡ଼ନ ଏବଂ ବିବ୍ରତ ସୃଷ୍ଟି କରିଥିଲା। ତେବେ ପୋଲିସର ଏହି ତ୍ୱରିତ ଏବଂ ଦକ୍ଷ କାର୍ଯ୍ୟାନୁଷ୍ଠାନ ଫଳରେ ସ୍ଥାନୀୟ ଯୁବକ ତଥା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ସମଗ୍ର ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଏହି ଘଟଣାରେ ସଦର ପୋଲିସର ତତ୍ପରତା ଓ ଦକ୍ଷତା ପୁଣିଥରେ ପ୍ରମାଣିତ କରିଛି ଯେ, କେନ୍ଦୁଝର ପୋଲିସ କାହାକୁ ମାଫ୍ କରେ ନାହିଁ ଏବଂ ସବୁବେଳେ ଆଗରେ ରହିଥାଏ।
    user_Satyabrata das
    Satyabrata das
    କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•
    50 min ago
  • ବିଶ୍ୱ ଗୁରୁ ଭାରତଙ୍କ ଦ୍ୱାରା କରାଯାଇଥିବା ସୃଷ୍ଟି ରଚନାର ପ୍ରମାଣ ଦେଖିବାକୁ ଏକ ଆହ୍ୱାନ କରାଯାଇଛି।
    1
    ବିଶ୍ୱ ଗୁରୁ ଭାରତଙ୍କ ଦ୍ୱାରା କରାଯାଇଥିବା ସୃଷ୍ଟି ରଚନାର ପ୍ରମାଣ ଦେଖିବାକୁ ଏକ ଆହ୍ୱାନ କରାଯାଇଛି।
    user_KESHAB MOHAPATRA
    KESHAB MOHAPATRA
    Dyeworks ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    12 hrs ago
  • ଦେବଗଡ଼ ଜିଲ୍ଲାର ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍‌ରେ ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତା. ୧୯. ୦୬. ୨୦୨୬ ରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଫୁଟବଲ୍ ଲିଗ୍ ୨୦୨୬-୨୭ ର ଶୁଭ ଉଦ୍‌ଘାଟନ ଓ ଉଦ୍‌ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଲିଗ୍‌ରେ ଜିଲ୍ଲାର ୪ଟି ଦଳ – ଝରମୁଣ୍ଡା କ୍ଲବ୍, କେ ଆଇ ସି ତିଲେଇବଣି, ପ୍ରଧାନପାଟ କ୍ଲବ୍ ଏବଂ ମୋନରମା କ୍ଲବ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ଉପ ନିବନ୍ଧକ ଓ ବିବାହ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ପ୍ରମୁଖ ବରୋଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏବଂ ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ କଳିଙ୍ଗ ଆଶିଷ ଶତପଥି, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ଏବଂ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଲିଗ୍‌ରେ ମୋଟ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ କେ ଆଇ ସି ତିଲେଇବଣି ଏବଂ ପ୍ରଧାନପାଟ କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କେ ଆଇ ସି ତିଲେଇବଣି ବିଜୟ ଲାଭ କରିଥିଲା। ଦ୍ୱିତୀୟ ମ୍ୟାଚ୍ ଝାରମୁଣ୍ଡା କ୍ଲବ୍ ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ୨-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ତୃତୀୟ ତଥା ଅନ୍ତିମ ମ୍ୟାଚ୍ କେ ଆଇ ସି ତିଲେଇବଣି ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ପୁଣି ୨-୦ ଗୋଲ୍‌ରେ ବିଜୟ ଲାଭ କରି ଚାମ୍ପିଅନ୍ ହୋଇଥିଲା। କେ ଆଇ ସି ତିଲେଇବଣି ରନରଅପ୍ ହୋଇଥିବା ବେଳେ ମୋନରମା କ୍ଲବ୍ ଦେବଗଡ଼ ଚାମ୍ପିଅନ୍ ହୋଇଥିଲା। ମୁଖ୍ୟ ଅତିଥି ଓ ବରୋଣ୍ୟ ଅତିଥିମାନେ ବିଜୟୀ ଦଳମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ପ୍ରଦୀପ କିସାନ, ବୁଲି ମୁଣ୍ଡା ଏବଂ ରିନା ମୁଖୀ ଏହି ଖେଳକୁ ପରିଚାଳନା କରିଥିଲେ। ଖେଳରେ ସୁନ୍ଦର ଭାବେ ଗୋଲ୍ ଦେଇଥିବା ଶୁଭଶ୍ରୀ ଖାଡ଼ିଆ ଏବଂ ମଧୁସ୍ମିତା ମହାନ୍ତିଙ୍କୁ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ ଶ୍ରୀ ଶତପଥି ୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ।
    1
    ଦେବଗଡ଼ ଜିଲ୍ଲାର ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍‌ରେ ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତା. ୧୯. ୦୬. ୨୦୨୬ ରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଫୁଟବଲ୍ ଲିଗ୍ ୨୦୨୬-୨୭ ର ଶୁଭ ଉଦ୍‌ଘାଟନ ଓ ଉଦ୍‌ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଲିଗ୍‌ରେ ଜିଲ୍ଲାର ୪ଟି ଦଳ – ଝରମୁଣ୍ଡା କ୍ଲବ୍, କେ ଆଇ ସି ତିଲେଇବଣି, ପ୍ରଧାନପାଟ କ୍ଲବ୍ ଏବଂ ମୋନରମା କ୍ଲବ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ଉପ ନିବନ୍ଧକ ଓ ବିବାହ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ପ୍ରମୁଖ ବରୋଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏବଂ ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ କଳିଙ୍ଗ ଆଶିଷ ଶତପଥି, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ଏବଂ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଲିଗ୍‌ରେ ମୋଟ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ କେ ଆଇ ସି ତିଲେଇବଣି ଏବଂ ପ୍ରଧାନପାଟ କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କେ ଆଇ ସି ତିଲେଇବଣି ବିଜୟ ଲାଭ କରିଥିଲା। ଦ୍ୱିତୀୟ ମ୍ୟାଚ୍ ଝାରମୁଣ୍ଡା କ୍ଲବ୍ ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ୨-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ତୃତୀୟ ତଥା ଅନ୍ତିମ ମ୍ୟାଚ୍ କେ ଆଇ ସି ତିଲେଇବଣି ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ପୁଣି ୨-୦ ଗୋଲ୍‌ରେ ବିଜୟ ଲାଭ କରି ଚାମ୍ପିଅନ୍ ହୋଇଥିଲା। କେ ଆଇ ସି ତିଲେଇବଣି ରନରଅପ୍ ହୋଇଥିବା ବେଳେ ମୋନରମା କ୍ଲବ୍ ଦେବଗଡ଼ ଚାମ୍ପିଅନ୍ ହୋଇଥିଲା। ମୁଖ୍ୟ ଅତିଥି ଓ ବରୋଣ୍ୟ ଅତିଥିମାନେ ବିଜୟୀ ଦଳମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ।

ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ପ୍ରଦୀପ କିସାନ, ବୁଲି ମୁଣ୍ଡା ଏବଂ ରିନା ମୁଖୀ ଏହି ଖେଳକୁ ପରିଚାଳନା କରିଥିଲେ। ଖେଳରେ ସୁନ୍ଦର ଭାବେ ଗୋଲ୍ ଦେଇଥିବା ଶୁଭଶ୍ରୀ ଖାଡ଼ିଆ ଏବଂ ମଧୁସ୍ମିତା ମହାନ୍ତିଙ୍କୁ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ ଶ୍ରୀ ଶତପଥି ୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    13 hrs ago
  • ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଘସିପୁରା ବ୍ଲକର ଦରଡିପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ବିଭାଗ, ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମିଶନ ଶକ୍ତି ଏବଂ ଶ୍ରମ ବିଭାଗର ବିଭିନ୍ନ କର୍ମଚାରୀମାନେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀମାନେ ଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଛନ୍ତି।
    1
    ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଘସିପୁରା ବ୍ଲକର ଦରଡିପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ବିଭାଗ, ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମିଶନ ଶକ୍ତି ଏବଂ ଶ୍ରମ ବିଭାଗର ବିଭିନ୍ନ କର୍ମଚାରୀମାନେ ପହଞ୍ଚିଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀମାନେ ଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଛନ୍ତି।
    user_Kendujhar Halchal
    Kendujhar Halchal
    ସାମ୍ବାଦିକ ଆନନ୍ଦପୁର, କେନ୍ଦୁଝର, ଓଡ଼ିଶା•
    3 hrs ago
  • ରାଜ୍ୟରେ ସରକାର ଗଠନର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଦରଡିପାଳ ପଞ୍ଚାୟତରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
    1
    ରାଜ୍ୟରେ ସରକାର ଗଠନର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଦରଡିପାଳ ପଞ୍ଚାୟତରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    5 hrs ago
  • ସୁନ୍ଦରଗଡ଼ ଜିଲ୍ଲା ବଣାଇଁ କ୍ଷୁଦ୍ର ଜଳସେଚନ ଉପ ବିଭାଜନ କାର୍ଯ୍ୟାଳୟରେ ନିମ୍ନ ମାନର କାର୍ଯ୍ୟକୁ ନେଇ ଠିକାଦାର ସଂଘ ପକ୍ଷରୁ ଆଜି ଘେରାଉ କରାଯାଇଛି। କଉଧର (୨) ଚେକ୍ ଡ୍ୟାମ୍ କାର୍ଯ୍ୟରେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ଅଭିଯୋଗ ପରେ ଏହି ଘେରାଉ କରାଯାଇଥିଲା। ଏହି କାମ ବଣାଇଁ କ୍ଷୁଦ୍ର ଜଳସେଚନ ଉପ ବିଭାଜନ ଅଧୀନ ଲହୁଣିପଡ଼ା ଗଣିଘସା ନିକଟରେ ଚାଲିଛି ଏବଂ ଏହାର ବ୍ୟୟ ଅଟକଳ ୬୨ ଲକ୍ଷ ୪୯ ହଜାର ରହିଛି। ଏହି କାର୍ଯ୍ୟ ଠିକାଦାର ନିଭା ମିଶ୍ର କରୁଛନ୍ତି। ନିମ୍ନ ମାନର କାମ ସମ୍ପର୍କରେ ଠିକାଦାର ମହାସଂଘ ଅଭିଯୋଗ ପାଇବା ପରେ ସଭାପତି ତାପସ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତଦନ୍ତ ପାଇଁ ବଣାଇଁରେ ପହଞ୍ଚିଥିଲେ। ତେବେ, ବଣାଇଁ କ୍ଷୁଦ୍ର ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଅସହଯୋଗ ଯୋଗୁଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଠିକାଦାରମାନେ ଉପ ବିଭାଜନ କାର୍ଯ୍ୟାଳୟକୁ ଘେରାଉ କରିବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସହକାରୀ ନିର୍ବାହୀ ଯନ୍ତ୍ରୀ ତଦନ୍ତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ଠିକାଦାର ସଂଘ ଏହି ତଦନ୍ତ ସଂଘର ଉପସ୍ଥିତିରେ କରିବାକୁ ଦାବି କରିଥିଲା। ଏହି ସର୍ତ୍ତରେ ସଂଘ କର୍ମକର୍ତ୍ତାମାନେ ତଦନ୍ତରେ ସହଯୋଗ କରିବାକୁ ରାଜି ହୋଇଥିଲେ।
    4
    ସୁନ୍ଦରଗଡ଼ ଜିଲ୍ଲା ବଣାଇଁ କ୍ଷୁଦ୍ର ଜଳସେଚନ ଉପ ବିଭାଜନ କାର୍ଯ୍ୟାଳୟରେ ନିମ୍ନ ମାନର କାର୍ଯ୍ୟକୁ ନେଇ ଠିକାଦାର ସଂଘ ପକ୍ଷରୁ ଆଜି ଘେରାଉ କରାଯାଇଛି। କଉଧର (୨) ଚେକ୍ ଡ୍ୟାମ୍ କାର୍ଯ୍ୟରେ ଅତ୍ୟନ୍ତ ନିମ୍ନମାନର କାମ ହେଉଥିବା ଅଭିଯୋଗ ପରେ ଏହି ଘେରାଉ କରାଯାଇଥିଲା।

ଏହି କାମ ବଣାଇଁ କ୍ଷୁଦ୍ର ଜଳସେଚନ ଉପ ବିଭାଜନ ଅଧୀନ ଲହୁଣିପଡ଼ା ଗଣିଘସା ନିକଟରେ ଚାଲିଛି ଏବଂ ଏହାର ବ୍ୟୟ ଅଟକଳ ୬୨ ଲକ୍ଷ ୪୯ ହଜାର ରହିଛି। ଏହି କାର୍ଯ୍ୟ ଠିକାଦାର ନିଭା ମିଶ୍ର କରୁଛନ୍ତି। ନିମ୍ନ ମାନର କାମ ସମ୍ପର୍କରେ ଠିକାଦାର ମହାସଂଘ ଅଭିଯୋଗ ପାଇବା ପରେ ସଭାପତି ତାପସ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତଦନ୍ତ ପାଇଁ ବଣାଇଁରେ ପହଞ୍ଚିଥିଲେ। ତେବେ, ବଣାଇଁ କ୍ଷୁଦ୍ର ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଅସହଯୋଗ ଯୋଗୁଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଉତ୍ୟକ୍ତ ଠିକାଦାରମାନେ ଉପ ବିଭାଜନ କାର୍ଯ୍ୟାଳୟକୁ ଘେରାଉ କରିବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସହକାରୀ ନିର୍ବାହୀ ଯନ୍ତ୍ରୀ ତଦନ୍ତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ଠିକାଦାର ସଂଘ ଏହି ତଦନ୍ତ ସଂଘର ଉପସ୍ଥିତିରେ କରିବାକୁ ଦାବି କରିଥିଲା। ଏହି ସର୍ତ୍ତରେ ସଂଘ କର୍ମକର୍ତ୍ତାମାନେ ତଦନ୍ତରେ ସହଯୋଗ କରିବାକୁ ରାଜି ହୋଇଥିଲେ।
    user_ସନ୍ତୋଷ କୁମାର ଅଟୀ
    ସନ୍ତୋଷ କୁମାର ଅଟୀ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    7 hrs ago
  • କୁରମିତ୍ରା ମାଇନ୍ସରେ କିଛି ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟରଙ୍କ ମନମାନି ଏବଂ ବରସୁଆଁ, ଲହୁଣୀପଡ଼ା, ରଜାମୁଣ୍ଡା, ବଣାଇଁ ଓ କଲେଇପୋଷ ଟିପର ଅନର ଆସୋସିଏସନକୁ ଲୋଡିଂ ସ୍ଲିପ୍ ନ ମିଳିବା ଅଭିଯୋଗରେ ପାଞ୍ଚଟି ସଂଘର ମାଲିକମାନେ ମାଇନ୍ସର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଶାସନିକ ଅଧିକାରୀଙ୍କ ନିଷ୍ପତ୍ତିକୁ ଅବମାନନା କରୁଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଖଣ୍ଡାଧାର ମାଇନ୍ସରେ ମୁଖ୍ୟତଃ ବାସୁକୀନାଥ, ଓରାମ ଓ ବରୁଆ ନାମକ ତିନୋଟି ଟ୍ରାନ୍ସପୋର୍ଟ ଅଧିକ କାମ କରିଥାନ୍ତି। ଲୋଡିଂ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ବିବାଦ ଉପୁଜିଥାଏ। ଏହି ସମସ୍ୟାର ସମାଧାନ ପାଇଁ ଗାଡ଼ି ମାଲିକମାନେ ବାରମ୍ବାର ଉପଜିଲ୍ଲାପାଳଙ୍କ ନିକଟକୁ ଯିବା ପରେ, ବଣାଇଁ ଉପଜିଲ୍ଲାପାଳ ପାଞ୍ଚଟି ଟିପର ସଂଘ ଓ ଟ୍ରାନ୍ସପୋର୍ଟରମାନଙ୍କୁ ନେଇ ଏକ ବୈଠକ କରିଥିଲେ। ସେ ସମସ୍ତ ସଂଘ ଓ ଗ୍ରାମବାସୀଙ୍କ ମଧ୍ୟରେ କାମର ପ୍ରତିଶତ ଭାଗ କରିବା ସହ ଏହାର ପ୍ରସିଡିଂ ମଧ୍ୟ କରିଦେଇଥିଲେ। କିନ୍ତୁ, ବରୁଆ ଟ୍ରାନ୍ସପୋର୍ଟର କାମ ବୁଝୁଥିବା ବାଗୁନ ଗାଗରେଇ ନାମକ ଜଣେ ବ୍ୟକ୍ତି ଉପଜିଲ୍ଲାପାଳଙ୍କ ପ୍ରସିଡିଂକୁ ନ ମାନି ବରୁଆ ଟ୍ରାନ୍ସପୋର୍ଟକୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର ଚଳାଇଥିବା ଅଭିଯୋଗ ହୋଇଛି। ସେ କୌଣସି ସଂଘକୁ ଡିଓ (ଡେଲିଭରି ଅର୍ଡର) ନ ଦେଇ ଉକ୍ତ ଡିଓକୁ ବାହାର ଗାଡ଼ି ମାଲିକମାନଙ୍କୁ ୧୦୦୦ ରୁ ୧୫୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଅଥଚ, ଉପଜିଲ୍ଲାପାଳଙ୍କ ଚିଠିକୁ ଆଧାର କରି ସେ ଅନ୍ୟ ଟ୍ରାନ୍ସପୋର୍ଟରମାନଙ୍କ ନିକଟରୁ ତାଙ୍କର ଡିଓ ଭାଗ ଆଦାୟ କରୁଛନ୍ତି। ଏହି ମନମାନିକୁ ବିରୋଧ କରି ସ୍ଥାନୀୟ ଗାଡ଼ି ମାଲିକମାନେ ବଣାଇଁ ବିଧାୟକଙ୍କ ନେତୃତ୍ୱରେ ଓଏମସି ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
    4
    କୁରମିତ୍ରା ମାଇନ୍ସରେ କିଛି ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟରଙ୍କ ମନମାନି ଏବଂ ବରସୁଆଁ, ଲହୁଣୀପଡ଼ା, ରଜାମୁଣ୍ଡା, ବଣାଇଁ ଓ କଲେଇପୋଷ ଟିପର ଅନର ଆସୋସିଏସନକୁ ଲୋଡିଂ ସ୍ଲିପ୍ ନ ମିଳିବା ଅଭିଯୋଗରେ ପାଞ୍ଚଟି ସଂଘର ମାଲିକମାନେ ମାଇନ୍ସର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଶାସନିକ ଅଧିକାରୀଙ୍କ ନିଷ୍ପତ୍ତିକୁ ଅବମାନନା କରୁଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ଖଣ୍ଡାଧାର ମାଇନ୍ସରେ ମୁଖ୍ୟତଃ ବାସୁକୀନାଥ, ଓରାମ ଓ ବରୁଆ ନାମକ ତିନୋଟି ଟ୍ରାନ୍ସପୋର୍ଟ ଅଧିକ କାମ କରିଥାନ୍ତି। ଲୋଡିଂ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ବିବାଦ ଉପୁଜିଥାଏ। ଏହି ସମସ୍ୟାର ସମାଧାନ ପାଇଁ ଗାଡ଼ି ମାଲିକମାନେ ବାରମ୍ବାର ଉପଜିଲ୍ଲାପାଳଙ୍କ ନିକଟକୁ ଯିବା ପରେ, ବଣାଇଁ ଉପଜିଲ୍ଲାପାଳ ପାଞ୍ଚଟି ଟିପର ସଂଘ ଓ ଟ୍ରାନ୍ସପୋର୍ଟରମାନଙ୍କୁ ନେଇ ଏକ ବୈଠକ କରିଥିଲେ। ସେ ସମସ୍ତ ସଂଘ ଓ ଗ୍ରାମବାସୀଙ୍କ ମଧ୍ୟରେ କାମର ପ୍ରତିଶତ ଭାଗ କରିବା ସହ ଏହାର ପ୍ରସିଡିଂ ମଧ୍ୟ କରିଦେଇଥିଲେ।

କିନ୍ତୁ, ବରୁଆ ଟ୍ରାନ୍ସପୋର୍ଟର କାମ ବୁଝୁଥିବା ବାଗୁନ ଗାଗରେଇ ନାମକ ଜଣେ ବ୍ୟକ୍ତି ଉପଜିଲ୍ଲାପାଳଙ୍କ ପ୍ରସିଡିଂକୁ ନ ମାନି ବରୁଆ ଟ୍ରାନ୍ସପୋର୍ଟକୁ ବଦନାମ କରିବା ପାଇଁ ଏକ ଷଡ଼ଯନ୍ତ୍ର ଚଳାଇଥିବା ଅଭିଯୋଗ ହୋଇଛି। ସେ କୌଣସି ସଂଘକୁ ଡିଓ (ଡେଲିଭରି ଅର୍ଡର) ନ ଦେଇ ଉକ୍ତ ଡିଓକୁ ବାହାର ଗାଡ଼ି ମାଲିକମାନଙ୍କୁ ୧୦୦୦ ରୁ ୧୫୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଅଥଚ, ଉପଜିଲ୍ଲାପାଳଙ୍କ ଚିଠିକୁ ଆଧାର କରି ସେ ଅନ୍ୟ ଟ୍ରାନ୍ସପୋର୍ଟରମାନଙ୍କ ନିକଟରୁ ତାଙ୍କର ଡିଓ ଭାଗ ଆଦାୟ କରୁଛନ୍ତି।

ଏହି ମନମାନିକୁ ବିରୋଧ କରି ସ୍ଥାନୀୟ ଗାଡ଼ି ମାଲିକମାନେ ବଣାଇଁ ବିଧାୟକଙ୍କ ନେତୃତ୍ୱରେ ଓଏମସି ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
    user_ସୁରଜ ପ୍ରତାପ ମହାନ୍ତି
    ସୁରଜ ପ୍ରତାପ ମହାନ୍ତି
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    23 hrs ago
  • ଡି ଆଇ ଜି ଏବଂ କେନ୍ଦୁଝର ଏସ ପି ରାମଚନ୍ଦ୍ରପୁର ଥାନା ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
    1
    ଡି ଆଇ ଜି ଏବଂ କେନ୍ଦୁଝର ଏସ ପି ରାମଚନ୍ଦ୍ରପୁର ଥାନା ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.