logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦୁଇ ଓଡ଼ିଆ ଫୁଟବଲ୍ ଖେଳାଳୀ ଖେଳିବେ ଇଣ୍ଡିଆନ୍ ସୁପର ଲିଗ୍ ୨୦୨୬-୨୭ ୧୯/୦୨ ଓଡିଶାର ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର କାର୍ତ୍ତିକ ହନ୍ତାଲ ଏବଂ ଝାରସୁଗୁଡା ଜିଲ୍ଲାର ଟଙ୍କଧର ବାଗ ଏହି ଦୁଇ ପ୍ରତଭାବାନ ଯୁବ ଫୁଟବଲ୍ ଖେଳାଳୀ ଚଳିତ ବର୍ଷ ହେବାକୁ ଥିବା ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏଫ୍ ସି ଦଳ ତରଫରୁ ଖେଳିବାକୁ ମନୋନୀତ ହୋଇଛନ୍ତି । କାର୍ତ୍ତିକ ହନ୍ତାଲ୍ - ସାଂଗ ସାଥୀଙ୍କ ଗହଣରେ "ରାଞ୍ଚୋ" ନାମରେ ପରିଚିତ ଏହି ଅଗ୍ରଭାଗ କୋରାପୁଟ ଜିଲ୍ଲାର ଖେଳାଳି ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ରାଜ୍ୟ ଫୁଟବଲ୍ ଦଳର ଜଣେ ପ୍ରମୁଖ ସଦସ୍ୟ ।ସନ୍ତୋଷ ଟ୍ରଫି ଟୁର୍ଣ୍ଣାମେଣ୍ଟର ୭୫ତମ ସଂସ୍କରଣରେ ମଣିପୁର ବିପକ୍ଷରେ ନିଣ୍ଣାୟକ ୧-୦ ଗୋଲ୍ ଦ୍ଵାରା ଓଡ଼ିଶାକୁ ବିଜୟୀ କରାଇବା ତାଙ୍କର ସଫଳ ପ୍ରଦର୍ଶନ ମଧ୍ୟରେ ଗୋଟିଏ । ଏଥିସହିତ ସେ ଆଇ ଲିଗ୍-୨ ଏବଂ ରିଲାଏନ୍ସ ଫାଉଣ୍ଡେସନ ଡେଭଲପମେଣ୍ଟ ଲିଗ୍ ଗୁଡ଼ିକରେ ଡାୟମଣ୍ଡ ହାର୍ବର୍ ଏଫ୍ ସି ଦଳ ତରଫରୁ ମଧ୍ୟ ପ୍ରତିନିଧିତ୍ଵ କରିସାରିଛନ୍ତି। ଟଙ୍କଧର ବାଗ୍ - ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଜନ୍ମିତ ଏହି ରକ୍ଷଣ ଭାଗ ପ୍ରତିଭାବାନ ଫୁଟବଲ୍ ଖେଳାଳି ଯୁବ ଆୟୁବର୍ଗ ର ବିଭିନ୍ନ ଦଳରେ ଭାରତର ପ୍ରତିନିଧତ୍ୱ କରିସାରିଛନ୍ତି । ଏଥିସହିତ ସେ ଇଣ୍ଡିଆନ୍ ଅର୍ରୋ ଦଳ ପକ୍ଷରୁ ଆଇ ଲିଗ୍ ଏବଂ ୨୦୨୩ ମସିହାରୁ ଓଡ଼ିଶା ଏଫ୍ ସି ଦଳର ନିୟମିତ ସଦସ୍ୟ ଅଛନ୍ତି ।

1 hr ago
user_NATURE'S BEAUTY
NATURE'S BEAUTY
ବରକୋଟ, ଦେବଗଡ଼, ଓଡ଼ିଶା•
1 hr ago
1cf3105d-7179-42e6-83fc-e6936fa3787f

ଦୁଇ ଓଡ଼ିଆ ଫୁଟବଲ୍ ଖେଳାଳୀ ଖେଳିବେ ଇଣ୍ଡିଆନ୍ ସୁପର ଲିଗ୍ ୨୦୨୬-୨୭ ୧୯/୦୨ ଓଡିଶାର ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର କାର୍ତ୍ତିକ ହନ୍ତାଲ ଏବଂ ଝାରସୁଗୁଡା ଜିଲ୍ଲାର ଟଙ୍କଧର ବାଗ ଏହି ଦୁଇ ପ୍ରତଭାବାନ ଯୁବ ଫୁଟବଲ୍ ଖେଳାଳୀ ଚଳିତ ବର୍ଷ ହେବାକୁ ଥିବା ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏଫ୍ ସି ଦଳ ତରଫରୁ ଖେଳିବାକୁ ମନୋନୀତ ହୋଇଛନ୍ତି । କାର୍ତ୍ତିକ ହନ୍ତାଲ୍ - ସାଂଗ ସାଥୀଙ୍କ ଗହଣରେ "ରାଞ୍ଚୋ" ନାମରେ ପରିଚିତ ଏହି ଅଗ୍ରଭାଗ କୋରାପୁଟ ଜିଲ୍ଲାର ଖେଳାଳି ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ରାଜ୍ୟ ଫୁଟବଲ୍ ଦଳର ଜଣେ ପ୍ରମୁଖ ସଦସ୍ୟ ।ସନ୍ତୋଷ ଟ୍ରଫି ଟୁର୍ଣ୍ଣାମେଣ୍ଟର ୭୫ତମ ସଂସ୍କରଣରେ ମଣିପୁର ବିପକ୍ଷରେ

3ce3c199-e73d-4a41-966c-67eb923258bc

ନିଣ୍ଣାୟକ ୧-୦ ଗୋଲ୍ ଦ୍ଵାରା ଓଡ଼ିଶାକୁ ବିଜୟୀ କରାଇବା ତାଙ୍କର ସଫଳ ପ୍ରଦର୍ଶନ ମଧ୍ୟରେ ଗୋଟିଏ । ଏଥିସହିତ ସେ ଆଇ ଲିଗ୍-୨ ଏବଂ ରିଲାଏନ୍ସ ଫାଉଣ୍ଡେସନ ଡେଭଲପମେଣ୍ଟ ଲିଗ୍ ଗୁଡ଼ିକରେ ଡାୟମଣ୍ଡ ହାର୍ବର୍ ଏଫ୍ ସି ଦଳ ତରଫରୁ ମଧ୍ୟ ପ୍ରତିନିଧିତ୍ଵ କରିସାରିଛନ୍ତି। ଟଙ୍କଧର ବାଗ୍ - ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଜନ୍ମିତ ଏହି ରକ୍ଷଣ ଭାଗ ପ୍ରତିଭାବାନ ଫୁଟବଲ୍ ଖେଳାଳି ଯୁବ ଆୟୁବର୍ଗ ର ବିଭିନ୍ନ ଦଳରେ ଭାରତର ପ୍ରତିନିଧତ୍ୱ କରିସାରିଛନ୍ତି । ଏଥିସହିତ ସେ ଇଣ୍ଡିଆନ୍ ଅର୍ରୋ ଦଳ ପକ୍ଷରୁ ଆଇ ଲିଗ୍ ଏବଂ ୨୦୨୩ ମସିହାରୁ ଓଡ଼ିଶା ଏଫ୍ ସି ଦଳର ନିୟମିତ ସଦସ୍ୟ ଅଛନ୍ତି ।

More news from ଓଡ଼ିଶା and nearby areas
  • bachcha logo ke nakhare
    1
    bachcha logo ke nakhare
    user_Atharva Sharma
    Atharva Sharma
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    7 hrs ago
  • Post by Jitendra Muduli
    1
    Post by Jitendra Muduli
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    15 hrs ago
  • Post by Ghana Shyam Rana Digital Art
    1
    Post by Ghana Shyam Rana Digital Art
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer Jamankira, Sambalpur•
    18 hrs ago
  • ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଜିଲ୍ଲା ମେଡିକାଲ୍ ପରିବର୍ତେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରିବା ଦାବୀରେ ରାଜ୍ୟ ବିଧାନସଭା ସମ୍ମୁଖରେ ତାଳଚେରବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆ ଯାଇଛି । ସୂଚନା ଯୋଗ୍ୟ, ତାଳଚେରରେ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପବିତ୍ର ମୋହନ ମେଡିକାଲ୍ ତିଆରି କଲେ । ପବିତ୍ର ମୋହନ ମେଡିକାଲ୍ ରେ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଗଲା । କିନ୍ତୁ ଦୁଃଖର ବିଷୟ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେଲା କିନ୍ତୁ ସରକାର ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ପବିତ୍ର ମୋହନ ମେଡିକାଲ୍ ବଦଳରେ ଅନୁଗୋଳ ଜିଲ୍ଲା ମେଡିକାଲ୍ କୁ ଗ୍ରହଣ କଲେ । ବର୍ତମାନ ଜିଲ୍ଲା ମେଡିକାଲ୍ ରେ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ମେଡିକାଲ୍ କାର୍ଯ୍ୟ କରୁଅଛି । ତାଳଚେରବାସୀ ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଦେବା ପାଇଁ ଏଠାରୁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ ହେଉଅଛି । ଏହାଦ୍ୱାରା ଏହି ଅଂଚଳ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ଅଂଚଳ ଭାବରେ ବିବେଚନା ହୋଇଛି ଓ ପ୍ରଦୂଷଣରେ ଧୂଳିଧୂଆଁ ଖାଇ ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଏଠାରେ ଖୁବ୍ କମ୍ ବୟସରେ ଲୋକମାନେ ହାର୍ଟ, କ୍ୟାନସର ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ଗୁରୁତ୍ୱ ଦେଇ ତାଳଚେରବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମେଡିକାଲ୍ କଲେଜ୍ ର ହସ୍‌ପିଟାଲ୍ କୁ ଜିଲ୍ଲା ହସ୍‌ପିଟାଲ୍ ପରିବର୍ତେ ପବିତ୍ର ମୋହନ ହସପିଟାଲ୍ କୁ ଗ୍ରହଣ କରାଯାଉ । ଆଜିର ଏହି ଗଣଧାରଣାରେ ତାଳଚେରର ବହୁ ଜନସାଧାରଣ ଯୋଗଦେଇ ରାଜ୍ୟ ସରକାର ତୁରନ୍ତ ତାଳଚେରରେ ରୋଗୀ ସେବା ଆରମ୍ଭ କରିବା ପାଇଁ ଦାବୀ କରିବା ସହିତ ଏନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି l
    1
    ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଜିଲ୍ଲା ମେଡିକାଲ୍ ପରିବର୍ତେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରିବା ଦାବୀରେ ରାଜ୍ୟ ବିଧାନସଭା ସମ୍ମୁଖରେ ତାଳଚେରବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆ ଯାଇଛି । ସୂଚନା ଯୋଗ୍ୟ, ତାଳଚେରରେ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପବିତ୍ର ମୋହନ ମେଡିକାଲ୍ ତିଆରି କଲେ । ପବିତ୍ର ମୋହନ ମେଡିକାଲ୍ ରେ ଆନୁସଙ୍ଗିକ ବ୍ୟବସ୍ଥା  ମଧ୍ୟ କରାଗଲା । କିନ୍ତୁ ଦୁଃଖର ବିଷୟ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେଲା କିନ୍ତୁ ସରକାର ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ପବିତ୍ର ମୋହନ ମେଡିକାଲ୍ ବଦଳରେ ଅନୁଗୋଳ ଜିଲ୍ଲା ମେଡିକାଲ୍ କୁ ଗ୍ରହଣ କଲେ । ବର୍ତମାନ ଜିଲ୍ଲା ମେଡିକାଲ୍ ରେ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ମେଡିକାଲ୍ କାର୍ଯ୍ୟ କରୁଅଛି । ତାଳଚେରବାସୀ ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଦେବା ପାଇଁ ଏଠାରୁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ ହେଉଅଛି । ଏହାଦ୍ୱାରା ଏହି ଅଂଚଳ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ଅଂଚଳ ଭାବରେ ବିବେଚନା ହୋଇଛି ଓ ପ୍ରଦୂଷଣରେ ଧୂଳିଧୂଆଁ ଖାଇ ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଏଠାରେ ଖୁବ୍ କମ୍ ବୟସରେ ଲୋକମାନେ ହାର୍ଟ, କ୍ୟାନସର  ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ଏହାକୁ ଗୁରୁତ୍ୱ ଦେଇ ତାଳଚେରବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମେଡିକାଲ୍ କଲେଜ୍ ର ହସ୍‌ପିଟାଲ୍ କୁ ଜିଲ୍ଲା ହସ୍‌ପିଟାଲ୍ ପରିବର୍ତେ ପବିତ୍ର ମୋହନ ହସପିଟାଲ୍ କୁ ଗ୍ରହଣ କରାଯାଉ । ଆଜିର ଏହି ଗଣଧାରଣାରେ ତାଳଚେରର ବହୁ ଜନସାଧାରଣ ଯୋଗଦେଇ ରାଜ୍ୟ ସରକାର ତୁରନ୍ତ ତାଳଚେରରେ ରୋଗୀ ସେବା ଆରମ୍ଭ କରିବା ପାଇଁ ଦାବୀ କରିବା ସହିତ ଏନେଇ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    21 hrs ago
  • [18/02, 12:47 pm] Banaja Sahoo: 80ବର୍ଷ ର ବୃଦ୍ଧ ହାତରେ 2ଟି ଛୁଆ ର ଦାୟିତ୍ଵ,ମାଗି ମାଗି ପ୍ରତିପୋଷଣ କରୁଛନ୍ତି 2 ଛୁଆ କୁ.. [18/02, 12:47 pm] Banaja Sahoo: Dhenkanal ଜିଲ୍ଲାର ମୋଟଙ୍ଗ ଥାନା ଅଧୀନ ରେ ଥିବା ଏହି 80ବର୍ଷ ବୁଦ୍ଧ ମାଉସୀ ର ବାସ ସ୍ଥାନ ନାହି। ତଥାପି ହାର ମାନି ନାହି ଦାଇତ୍ୱ ରେ। ତାଙ୍କର ନାମ ବାସନ୍ତୀ ନାଏକ। ତାଙ୍କ ର ଝିଅ ମୃତୁ ବରଣ କଲା ପରେ 2ଟି ନାତି ନାତୁଣୀ ର ଦାୟିତ୍ଵ ନେଇଛି ଏହି ବୃଦ୍ଧ 80 ବର୍ଷୀୟା ମାଉସୀ। ନଗାରି ଗ୍ରାମର ଅଙ୍ଗନାୱାଡି ରେ ଅସ୍ଥାୟୀ ଭାବରେ ବାସ କରୁଛି। ଏତେ ସରକାର୍ ର ବ୍ୟବସ୍ଥା ଥାଇ ବି କେହି ନାହାନ୍ତି ତାକୁ ଆହା କରିବାକୁ।ଭିକ ମାଗି ମାଗି ଛୁଆ ଦୁଇ ଟିକୁ ପ୍ରତି ପୋଶୋଣ କରୁଛି। ଅଙ୍ଗନୱାଡି ଦିଦି ଭାତ୍ ଟିକିଏ ଦେଲେ ଖାଉଛି। ଧନ୍ୟ ରେ ସମାଜ ଧନ୍ୟ।ଗରିବ ଙ୍କ ପାଇ କୋଟି କୋଟି ଖର୍ଚ୍ଚ ହେଉଛି ସରକାର ଙ୍କ ପାଣ୍ଠିରୁ।କିନ୍ତୁ ପ୍ରକୃତ ଗରିବ ଙ୍କୁ ଖାଇବାକୁ ମିଳୁ ନାହି।ଧିକ ସରକାରୀ ଯୋଜନା କୁ ଧିକ୍।ସେ ତାର ଓ ତାଙ୍କ ଦୁଇ ନାତି, , ନାତୁଣୀ ର ଭରଣ ପୋଶୋନ ପାଇ ଅନାଥ ଆଶ୍ରମ ଟିଏ ଖୋଜୁଛି।ସରକାର ଙ୍କୁ ନିବେଦନ କରୁଛି,ଦୁଇ ଛୁଆ ର ଦାୟିତ୍ଵ ପାଇ ସରକାର ଙ୍କ ର ଅନାଥ ଆଶ୍ରମ ରେ ରଖନ୍ତୁ।
    1
    [18/02, 12:47 pm] Banaja Sahoo: 80ବର୍ଷ ର  ବୃଦ୍ଧ ହାତରେ 2ଟି ଛୁଆ ର ଦାୟିତ୍ଵ,ମାଗି ମାଗି ପ୍ରତିପୋଷଣ କରୁଛନ୍ତି 2 ଛୁଆ କୁ..
[18/02, 12:47 pm] Banaja Sahoo: Dhenkanal ଜିଲ୍ଲାର ମୋଟଙ୍ଗ ଥାନା ଅଧୀନ ରେ ଥିବା ଏହି 80ବର୍ଷ ବୁଦ୍ଧ ମାଉସୀ ର ବାସ ସ୍ଥାନ ନାହି। ତଥାପି ହାର ମାନି ନାହି ଦାଇତ୍ୱ ରେ। ତାଙ୍କର ନାମ ବାସନ୍ତୀ ନାଏକ। ତାଙ୍କ ର ଝିଅ ମୃତୁ ବରଣ କଲା ପରେ 2ଟି ନାତି ନାତୁଣୀ ର ଦାୟିତ୍ଵ ନେଇଛି ଏହି ବୃଦ୍ଧ 80 ବର୍ଷୀୟା ମାଉସୀ। ନଗାରି ଗ୍ରାମର ଅଙ୍ଗନାୱାଡି ରେ  ଅସ୍ଥାୟୀ ଭାବରେ ବାସ କରୁଛି।
ଏତେ ସରକାର୍ ର ବ୍ୟବସ୍ଥା ଥାଇ ବି କେହି ନାହାନ୍ତି ତାକୁ ଆହା କରିବାକୁ।ଭିକ ମାଗି ମାଗି ଛୁଆ ଦୁଇ ଟିକୁ ପ୍ରତି ପୋଶୋଣ କରୁଛି। ଅଙ୍ଗନୱାଡି ଦିଦି ଭାତ୍ ଟିକିଏ ଦେଲେ ଖାଉଛି। ଧନ୍ୟ ରେ ସମାଜ  ଧନ୍ୟ।ଗରିବ ଙ୍କ ପାଇ କୋଟି କୋଟି ଖର୍ଚ୍ଚ ହେଉଛି ସରକାର ଙ୍କ ପାଣ୍ଠିରୁ।କିନ୍ତୁ ପ୍ରକୃତ ଗରିବ ଙ୍କୁ ଖାଇବାକୁ ମିଳୁ ନାହି।ଧିକ ସରକାରୀ ଯୋଜନା କୁ ଧିକ୍।ସେ ତାର ଓ ତାଙ୍କ ଦୁଇ ନାତି, , ନାତୁଣୀ ର ଭରଣ ପୋଶୋନ ପାଇ ଅନାଥ ଆଶ୍ରମ ଟିଏ ଖୋଜୁଛି।ସରକାର ଙ୍କୁ ନିବେଦନ କରୁଛି,ଦୁଇ ଛୁଆ ର ଦାୟିତ୍ଵ ପାଇ ସରକାର ଙ୍କ ର ଅନାଥ ଆଶ୍ରମ ରେ ରଖନ୍ତୁ।
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    21 hrs ago
  • ଅନୁଗୋଳ: ମାଲାବାରର ପକ୍ଷରୁ ଅନୁଗୋଳ ସ୍ଥିତ ଶୋରୁମ୍‌ରେ ‘ଜେମଷ୍ଟୋନ ଗହଣା’ର ଉନ୍ମୋଚନ ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅମରବାଣୀ ସ୍କୁଲର ଅଧ୍ୟକ୍ଷା ଲେସନା ମେମ୍ ଓ ଉପାଧ୍ୟକ୍ଷା ସର୍ମିଲା ମେମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଜେମଷ୍ଟୋନ ସଂଗ୍ରହର ଉନ୍ମୋଚନ କରିଥିଲେ। କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ, ଫେବୃଆରୀ ୧୪ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁନା ଗହଣା ଓ ଅନକଟ ଜେମଷ୍ଟୋନ ଗହଣାରେ ଗଢ଼ା ମଜୁରୀ ଉପରେ ସର୍ବାଧିକ ୩୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଦିଆଯିବ। ଏହା ସହ ଅନକଟ ଜେମଷ୍ଟୋନ ଓ ହୀରା ଅଳଙ୍କାର ଉପରେ ମଧ୍ୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ମେକିଂ ଚାର୍ଜରେ ରିହାତି ବ୍ୟବସ୍ଥା ରହିଛି। କମ୍ପାନୀର ଅଧ୍ୟକ୍ଷ ଏମ୍‌.ପି. ଅହମଦ କହିଛନ୍ତି ଯେ, ମାଲାବାରର ସୁନା, ରୂପା ଓ ହୀରା ଅଳଙ୍କାର ଉପରେ ଗ୍ରାହକମାନେ ଶତପ୍ରତିଶତ ଭରସା କରନ୍ତି। ଏହି ସମସ୍ତ ଗହଣାରେ ଭାରତୀୟ ସୂକ୍ଷ୍ମ କଳା, ପାରମ୍ପରିକ ଡିଜାଇନ୍‌ ଓ ଗୌରବମୟ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଉତ୍ସବ ଅବସରରେ ଶୋରୁମ୍‌ରେ ମଡେଲମାନେ ବିଭିନ୍ନ ଆକର୍ଷଣୀୟ ଜେମଷ୍ଟୋନ ଓ ସୁନା ଗହଣା ପିନ୍ଧି ଗ୍ରାହକମାନଙ୍କୁ ପ୍ରଦର୍ଶନ କରିଥିଲେ, ଯାହା ଦର୍ଶକ ଓ ଗ୍ରାହକଙ୍କ ମନକୁ ଆକର୍ଷିତ କରିଥିଲା।
    1
    ଅନୁଗୋଳ:  ମାଲାବାରର ପକ୍ଷରୁ ଅନୁଗୋଳ ସ୍ଥିତ ଶୋରୁମ୍‌ରେ ‘ଜେମଷ୍ଟୋନ ଗହଣା’ର ଉନ୍ମୋଚନ ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅମରବାଣୀ ସ୍କୁଲର ଅଧ୍ୟକ୍ଷା ଲେସନା ମେମ୍ ଓ ଉପାଧ୍ୟକ୍ଷା ସର୍ମିଲା ମେମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଜେମଷ୍ଟୋନ ସଂଗ୍ରହର ଉନ୍ମୋଚନ କରିଥିଲେ।
କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ, ଫେବୃଆରୀ ୧୪ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁନା ଗହଣା ଓ ଅନକଟ ଜେମଷ୍ଟୋନ ଗହଣାରେ ଗଢ଼ା ମଜୁରୀ ଉପରେ ସର୍ବାଧିକ ୩୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଦିଆଯିବ। ଏହା ସହ ଅନକଟ ଜେମଷ୍ଟୋନ ଓ ହୀରା ଅଳଙ୍କାର ଉପରେ ମଧ୍ୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ମେକିଂ ଚାର୍ଜରେ ରିହାତି ବ୍ୟବସ୍ଥା ରହିଛି।
କମ୍ପାନୀର ଅଧ୍ୟକ୍ଷ ଏମ୍‌.ପି. ଅହମଦ କହିଛନ୍ତି ଯେ, ମାଲାବାରର ସୁନା, ରୂପା ଓ ହୀରା ଅଳଙ୍କାର ଉପରେ ଗ୍ରାହକମାନେ ଶତପ୍ରତିଶତ ଭରସା କରନ୍ତି। ଏହି ସମସ୍ତ ଗହଣାରେ ଭାରତୀୟ ସୂକ୍ଷ୍ମ କଳା, ପାରମ୍ପରିକ ଡିଜାଇନ୍‌ ଓ ଗୌରବମୟ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିଥାଏ।
ଉତ୍ସବ ଅବସରରେ ଶୋରୁମ୍‌ରେ ମଡେଲମାନେ ବିଭିନ୍ନ ଆକର୍ଷଣୀୟ ଜେମଷ୍ଟୋନ ଓ ସୁନା ଗହଣା ପିନ୍ଧି ଗ୍ରାହକମାନଙ୍କୁ ପ୍ରଦର୍ଶନ କରିଥିଲେ, ଯାହା ଦର୍ଶକ ଓ ଗ୍ରାହକଙ୍କ ମନକୁ ଆକର୍ଷିତ କରିଥିଲା।
    user_ଅନୁଗୋଳ ଟୁଡେ (Angul Today)
    ଅନୁଗୋଳ ଟୁଡେ (Angul Today)
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    51 min ago
  • ବ୍ରାହ୍ମଣି ତରଙ୍ଗ -ସୁନ୍ଦରଗଡ ଜିଲ୍ଲାର ପ୍ରସିଦ୍ଧ ଘୋଗର ଶୈବ ପୀଠ ନିକଟରେ ଥିବା ପଦ୍ମ ପୋଖରୀ ଟି ଅତି ଜର୍ଜ ରିତ ଅବସ୍ଥାରେ ପଡ଼ି ଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଧ୍ୟାନ ଦେଉ ନ ଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି!ପ୍ରାପ୍ତ ସୂଚନା ଅନୁଯାଇ 115 ବର୍ଷ ତଳେ ସୁନ୍ଦର ଗଡ଼ ରାଜା ମନ୍ଦିରରେ ପୂଜା କରୁଥିବା ପୂଜାରୀ ମାନଙ୍କ ଗାଧେଇବା ପାଇଁ ଓ ପଶୁ ପକ୍ଷୀଜଳ ପିଇବା ପାଇଁ ଏହି ପୋଖରୀ ଟି କରି ଥିଲେ!ତେଣୁ 2000ମସିହା ରେ ପଂଚାୟତ କତୃପକ୍ଷ ଏହାର ମରାମତି କରି ଥିଲେ!, ତେବେ ଗ୍ରାମ ବାସି ଏହି ପୋଖରୀ ରୁ ମାଛ ମାରିବା ଶହ ପୋଖରୀ ରେ ଫୁଟୁ ଥିବା ପଦ୍ମ ଫୁଲ ତୋଳି ବିକ୍ରି କରି ନିଜର ପରିବାର ପୋଷୁଥିଲେ!ତେବେ ବର୍ତମାନ ପୋଖରୀ ରେ କଡେ କଡେ ଅନା ବନା ଗଛ ଉଠି ଓ ପଙ୍କରେ ପୋଖରୀ ଭର୍ତି ଥିବାରୁ ଗ୍ରାମ ବାସି ଆଉ ପୋଖରୀ କୁ ବ୍ୟବହାର କରୁ ପାରୁ ନାହାନ୍ତି!ତେଣୁ ଜିଲ୍ଲା କତୃପକ୍ଷ ଏଥି ପ୍ରତି ତୁରନ୍ତ ଧ୍ୟାନ ଦେଇ ସମାଧାନ ନିମନ୍ତେ ଦାବୀ କରିଛନ୍ତି "
    1
    ବ୍ରାହ୍ମଣି ତରଙ୍ଗ -ସୁନ୍ଦରଗଡ ଜିଲ୍ଲାର ପ୍ରସିଦ୍ଧ ଘୋଗର ଶୈବ ପୀଠ ନିକଟରେ ଥିବା ପଦ୍ମ ପୋଖରୀ ଟି ଅତି ଜର୍ଜ ରିତ ଅବସ୍ଥାରେ ପଡ଼ି ଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଧ୍ୟାନ ଦେଉ ନ ଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି!ପ୍ରାପ୍ତ ସୂଚନା ଅନୁଯାଇ 115 ବର୍ଷ ତଳେ ସୁନ୍ଦର ଗଡ଼ ରାଜା ମନ୍ଦିରରେ ପୂଜା କରୁଥିବା ପୂଜାରୀ ମାନଙ୍କ ଗାଧେଇବା ପାଇଁ ଓ ପଶୁ ପକ୍ଷୀଜଳ ପିଇବା ପାଇଁ ଏହି ପୋଖରୀ ଟି କରି ଥିଲେ!ତେଣୁ 2000ମସିହା ରେ ପଂଚାୟତ କତୃପକ୍ଷ ଏହାର ମରାମତି କରି ଥିଲେ!, ତେବେ ଗ୍ରାମ ବାସି ଏହି ପୋଖରୀ ରୁ ମାଛ ମାରିବା ଶହ ପୋଖରୀ ରେ ଫୁଟୁ ଥିବା ପଦ୍ମ ଫୁଲ ତୋଳି ବିକ୍ରି କରି ନିଜର ପରିବାର ପୋଷୁଥିଲେ!ତେବେ ବର୍ତମାନ ପୋଖରୀ ରେ କଡେ କଡେ ଅନା ବନା ଗଛ ଉଠି ଓ ପଙ୍କରେ ପୋଖରୀ ଭର୍ତି ଥିବାରୁ ଗ୍ରାମ ବାସି ଆଉ ପୋଖରୀ କୁ ବ୍ୟବହାର କରୁ ପାରୁ ନାହାନ୍ତି!ତେଣୁ ଜିଲ୍ଲା କତୃପକ୍ଷ ଏଥି ପ୍ରତି ତୁରନ୍ତ ଧ୍ୟାନ ଦେଇ ସମାଧାନ ନିମନ୍ତେ ଦାବୀ କରିଛନ୍ତି "
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    13 hrs ago
  • आज सुबह तकरीबन 10:30 बजे एक महिला चोर को गांव वालों ने पकड़ा इससे पहले भी उसे औरत को इस इलाके में देखा गया जिसके घर में चोरी हुई थी इस औरत को वह भी पहचान गए ऐसा उसे बस्ती के लोगों का कहना है. चंपुआ से मामूर अली खान की रिपोर्ट
    2
    आज सुबह तकरीबन 10:30 बजे एक महिला चोर को गांव वालों ने पकड़ा इससे पहले भी उसे औरत को इस इलाके में देखा गया जिसके घर में चोरी हुई थी इस औरत को वह भी पहचान गए ऐसा उसे बस्ती के लोगों का कहना है. चंपुआ से मामूर अली खान की रिपोर्ट
    user_Mamur Ali Khan
    Mamur Ali Khan
    ଚମ୍ପୁଆ, କେନ୍ଦୁଝର, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.