logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜଣେ ୭୫ ବର୍ଷୀୟ ବୃଦ୍ଧ ଙ୍କୁ ହତ୍ୟା କରି ପୋଖରୀରେ ଫୋଫାଡ଼ି ଦେଇଥିବା ଘଟଣା, ଅଞ୍ଚଳରେ ଆତଙ୍କ ତଳସରା ଥାନା ଅନ୍ତର୍ଗତ ରାସୀପତ୍ରା ଗ୍ରାମରେ ଏକ ହତ୍ୟା ଘଟଣା ସାମ୍ନାକୁ କୁ ଆସିଛି। ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରି ପୋଖରୀରେ ଫୋଫାଡ଼ି ଦେଇଥିବା ଦେଖିବାକୁ ମିଳିଛି । ଖବର ପାଇ ସବଡେଗା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିବା ଜଣାପଡିଛି ।

2 hrs ago
user_Raju kumar patel
Raju kumar patel
Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
2 hrs ago

ଜଣେ ୭୫ ବର୍ଷୀୟ ବୃଦ୍ଧ ଙ୍କୁ ହତ୍ୟା କରି ପୋଖରୀରେ ଫୋଫାଡ଼ି ଦେଇଥିବା ଘଟଣା, ଅଞ୍ଚଳରେ ଆତଙ୍କ ତଳସରା ଥାନା ଅନ୍ତର୍ଗତ ରାସୀପତ୍ରା ଗ୍ରାମରେ ଏକ ହତ୍ୟା ଘଟଣା ସାମ୍ନାକୁ କୁ ଆସିଛି। ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରି ପୋଖରୀରେ ଫୋଫାଡ଼ି ଦେଇଥିବା ଦେଖିବାକୁ ମିଳିଛି । ଖବର ପାଇ ସବଡେଗା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିବା ଜଣାପଡିଛି ।

More news from ଓଡ଼ିଶା and nearby areas
  • ତଳସରା ଥାନା ଅନ୍ତର୍ଗତ ରାସୀପତ୍ରା ଗ୍ରାମରେ ଏକ ହତ୍ୟା ଘଟଣା ସାମ୍ନାକୁ କୁ ଆସିଛି। ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରି ପୋଖରୀରେ ଫୋଫାଡ଼ି ଦେଇଥିବା ଦେଖିବାକୁ ମିଳିଛି । ଖବର ପାଇ ସବଡେଗା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିବା ଜଣାପଡିଛି ।
    1
    ତଳସରା ଥାନା ଅନ୍ତର୍ଗତ ରାସୀପତ୍ରା ଗ୍ରାମରେ ଏକ ହତ୍ୟା ଘଟଣା ସାମ୍ନାକୁ କୁ ଆସିଛି। ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରି ପୋଖରୀରେ ଫୋଫାଡ଼ି ଦେଇଥିବା ଦେଖିବାକୁ ମିଳିଛି । ଖବର ପାଇ ସବଡେଗା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ  ପହଞ୍ଚି ଶବ ଉଦ୍ଧାର କରିଥିବା ଜଣାପଡିଛି ।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    2 hrs ago
  • Post by Dharmu Oram
    1
    Post by Dharmu  Oram
    user_Dharmu  Oram
    Dharmu Oram
    सतभक्ति Jharsuguda, Odisha•
    4 hrs ago
  • Where is the law on illegally sale of land ?
    1
    Where is the law on illegally sale of land ?
    user_Xpress Hind
    Xpress Hind
    News Anchor ଝାରସୁଗୁଡା, ଝାରସୁଗୁଡ଼ା, ଓଡ଼ିଶା•
    20 hrs ago
  • ରେଙ୍ଗାଲି ବ୍ଲକ ଲଇଡା ଗ୍ରାପର ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ ଠାରୁ ଲଇଡl କୁ ସଂଯୋଜଗ କରୁଥିବା କଂକ୍ରିଟରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି l ବାରମ୍ବାର ପଞ୍ଚlୟତ, ବ୍ଲକ କୁ ଅଭିଯୋଗ ଅନୁରୋଧ କଲେ ସମସ୍ତେ ନିଦା ବିଷ୍ଣୁ ସାଜିଛନ୍ତି l ଲଇଡ଼l ଠାରୁ ଗୋଷ୍ଠୀସ୍ୱlସ୍ଥ୍ୟ କେନ୍ଦ୍ର, ଲଇଡା ମହାବିଦ୍ୟାଳୟ ଆଦି କୁ ଏହି ରାସ୍ତା ଦେଇ ଲୋକେ ଯିବାଆସିବା କରନ୍ତି l
    2
    ରେଙ୍ଗାଲି ବ୍ଲକ ଲଇଡା ଗ୍ରାପର ରଙ୍ଗଟିକ୍ରା ପ୍ରାଥମିକ ବିଦ୍ୟାଳୟ ଠାରୁ ଲଇଡl କୁ ସଂଯୋଜଗ କରୁଥିବା କଂକ୍ରିଟରାସ୍ତା ଅବସ୍ଥା  ଶୋଚନୀୟ ହୋଇପଡିଛି l ବାରମ୍ବାର ପଞ୍ଚlୟତ, ବ୍ଲକ କୁ ଅଭିଯୋଗ ଅନୁରୋଧ କଲେ ସମସ୍ତେ ନିଦା ବିଷ୍ଣୁ ସାଜିଛନ୍ତି l ଲଇଡ଼l ଠାରୁ ଗୋଷ୍ଠୀସ୍ୱlସ୍ଥ୍ୟ କେନ୍ଦ୍ର, ଲଇଡା  ମହାବିଦ୍ୟାଳୟ ଆଦି କୁ ଏହି ରାସ୍ତା  ଦେଇ ଲୋକେ ଯିବାଆସିବା କରନ୍ତି l
    user_Biswanath Patel
    Biswanath Patel
    Local News Reporter ରେଙ୍ଗାଲି, ସମ୍ବଲପୁର, ଓଡ଼ିଶା•
    9 hrs ago
  • महिला आरक्षण विधेयक पर पीएम @narendramodi ने कहा, 25-30 साल पहले जब से विचार सामने आया, आवश्यकता महसूस हुई। हम इसको लागू कर देते हैं और हम आज उसको काफी परिपक्वता तक पहुंचा देते हैं...और आवश्यकता के अनुसार उसमें समय-समय पर सुधार भी होते हैं...और यही तो लोकतंत्र की ब्यूटी होती है।
    1
    महिला आरक्षण विधेयक पर पीएम @narendramodi ने कहा, 25-30 साल पहले जब से विचार सामने आया, आवश्यकता महसूस हुई। हम इसको लागू कर देते हैं और हम आज उसको काफी परिपक्वता तक पहुंचा देते हैं...और आवश्यकता के अनुसार उसमें समय-समय पर सुधार भी होते हैं...और यही तो लोकतंत्र की ब्यूटी होती है।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ କଦଳୀ ପିଟା ସଂକିତନ୍ୟ ଦଲ
    1
    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ କଦଳୀ ପିଟା ସଂକିତନ୍ୟ ଦଲ
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    8 hrs ago
  • ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କୁଚିଣ୍ଡା ଉପଖଣ୍ଡ ର କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ରେ ୩୭୫ କୋଟି ଟଙ୍କାରୁ ଉର୍ଦ୍ଧ ୭୮ ଗୋଟି ପ୍ରକଳ୍ପ ର ଶୁଭ ଉଦଘାଟନ ସହିତ ଶିଳାନ୍ୟାସ କରିଛନ୍ତି,ଆଜି ସକାଳ ୮ ଟାରେ କୁଚିଣ୍ଡା ରେ ବିଭିନ୍ନ ବିକାଶ ମୂଳକ ଭିତିଭୂମି ପ୍ରକଳ୍ପ ର ଉଦଘାଟନ ପରେ ବାମରା ରେ ଅନୁଷ୍ଠିତ ଏକ ସାଧାରଣ ସଭା ରେ ଯୋଗ ଦେଇ ବାମରା ଅଞ୍ଚଳ କୁ ଅନେକ ଉର୍ନତି ମୂଳକ ଭିତ୍ତି ପ୍ରସ୍ତର ଭେଟି ଦେଇଥିଲେ
    1
    ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କୁଚିଣ୍ଡା ଉପଖଣ୍ଡ ର କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ରେ ୩୭୫ କୋଟି ଟଙ୍କାରୁ ଉର୍ଦ୍ଧ ୭୮ ଗୋଟି ପ୍ରକଳ୍ପ ର ଶୁଭ ଉଦଘାଟନ ସହିତ ଶିଳାନ୍ୟାସ କରିଛନ୍ତି,ଆଜି ସକାଳ ୮ ଟାରେ କୁଚିଣ୍ଡା ରେ  ବିଭିନ୍ନ ବିକାଶ ମୂଳକ ଭିତିଭୂମି ପ୍ରକଳ୍ପ ର ଉଦଘାଟନ ପରେ ବାମରା ରେ ଅନୁଷ୍ଠିତ ଏକ ସାଧାରଣ ସଭା ରେ ଯୋଗ ଦେଇ ବାମରା  ଅଞ୍ଚଳ କୁ ଅନେକ ଉର୍ନତି ମୂଳକ ଭିତ୍ତି ପ୍ରସ୍ତର ଭେଟି ଦେଇଥିଲେ
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    11 hrs ago
  • ମଣିପୁରର ଜିରିବାମ ଜିଲ୍ଲାରେ ଜଣେ ମହିଳା ଏବଂ କିଛି ନିଷ୍ପାପ ଶିଶୁଙ୍କୁ ଅପହରଣ କରାଯିବା ପରେ ସେମାନଙ୍କର ମୃତଦେହ ମିଳିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ପରେ ରାଜ୍ୟରେ ପୁଣିଥରେ ଉତ୍ତେଜନା ବଢିଯାଇଛି ଏବଂ ସାଧାରଣ ଜନତା ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନିରୀହ ଶିଶୁମାନଙ୍କ ପ୍ରତି ଏଭଳି କ୍ରୂରତା ମାନବିକତା ଉପରେ ଏକ ବଡ଼ କଳଙ୍କ। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
    1
    ମଣିପୁରର ଜିରିବାମ ଜିଲ୍ଲାରେ ଜଣେ ମହିଳା ଏବଂ କିଛି ନିଷ୍ପାପ ଶିଶୁଙ୍କୁ ଅପହରଣ କରାଯିବା ପରେ ସେମାନଙ୍କର ମୃତଦେହ ମିଳିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ପରେ ରାଜ୍ୟରେ ପୁଣିଥରେ ଉତ୍ତେଜନା ବଢିଯାଇଛି ଏବଂ ସାଧାରଣ ଜନତା ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନିରୀହ ଶିଶୁମାନଙ୍କ ପ୍ରତି ଏଭଳି କ୍ରୂରତା ମାନବିକତା ଉପରେ ଏକ ବଡ଼ କଳଙ୍କ। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଛି ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
    user_Xpress Hind
    Xpress Hind
    News Anchor ଝାରସୁଗୁଡା, ଝାରସୁଗୁଡ଼ା, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.