logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୋ ବାପା , ଏ ଦୁନିଆର ସବୁ ଠାରୁ ଭଲ ବାପା,ମୋ ସାହସ,ମୋ ଶକ୍ତି,ମୋ ଭରସା ଓ ମୋ ସାହାରା।ମୋ ବାପା,?ବହୁତ୍ ସଂଘର୍ଷ କରି ଆମ ୩ ଜଣଙ୍କୁ ବଡ କରିଛନ୍ତି।ପାଠ ପଢ଼ାଇ ଛନ୍ତି। ମୁ ତ୍ ସାନ ଝିଅ ଟି ଥିଲି।୨ଭାଇଙ୍କ ଭିତରେ ସାନ।ବହୁତ୍ ସ୍ନେହ କରନ୍ତି ମୋତେ ମୋ ବାପା।ଯାହା ମାଗିଲେ ଦିଅନ୍ତି ମୋ ବାପା।ତାଙ୍କ ପରି ମଣିଷ ଟିଏ ଖୋଜି ମିଳୁ ନାହି।ଯିଏ ମୋତେ ବାପାଙ୍କ ଠୁଁ ବି ଅଧିକ ଭଲ ପାଇବ।ଯାହା ମାଗିଲେ ଦେବ,ମୋର ଶକ୍ତି ହୋଇ ମୋ ପଛରେ ଛିଡ଼ା ହେବ ।ମୋ ବାପା ସବୁ ଠାରୁ ଭଲ ମୋ ବାପା।

1 day ago
user_Banaja SAHOO samay Live news repoter
Banaja SAHOO samay Live news repoter
Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
1 day ago

ମୋ ବାପା , ଏ ଦୁନିଆର ସବୁ ଠାରୁ ଭଲ ବାପା,ମୋ ସାହସ,ମୋ ଶକ୍ତି,ମୋ ଭରସା ଓ ମୋ ସାହାରା।ମୋ ବାପା,?ବହୁତ୍ ସଂଘର୍ଷ କରି ଆମ ୩ ଜଣଙ୍କୁ ବଡ କରିଛନ୍ତି।ପାଠ ପଢ଼ାଇ ଛନ୍ତି। ମୁ ତ୍ ସାନ ଝିଅ ଟି ଥିଲି।୨ଭାଇଙ୍କ ଭିତରେ ସାନ।ବହୁତ୍ ସ୍ନେହ କରନ୍ତି ମୋତେ ମୋ ବାପା।ଯାହା ମାଗିଲେ ଦିଅନ୍ତି ମୋ ବାପା।ତାଙ୍କ ପରି ମଣିଷ ଟିଏ ଖୋଜି ମିଳୁ ନାହି।ଯିଏ ମୋତେ ବାପାଙ୍କ ଠୁଁ ବି ଅଧିକ ଭଲ ପାଇବ।ଯାହା ମାଗିଲେ ଦେବ,ମୋର ଶକ୍ତି ହୋଇ ମୋ ପଛରେ ଛିଡ଼ା ହେବ ।ମୋ ବାପା ସବୁ ଠାରୁ ଭଲ ମୋ ବାପା।

More news from ଓଡ଼ିଶା and nearby areas
  • Post by ଟଙ୍କଧରମେହେର,8328888981
    1
    Post by ଟଙ୍କଧରମେହେର,8328888981
    user_ଟଙ୍କଧରମେହେର,8328888981
    ଟଙ୍କଧରମେହେର,8328888981
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    3 hrs ago
  • Post by Manjukhara
    1
    Post by Manjukhara
    user_Manjukhara
    Manjukhara
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    22 hrs ago
  • ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜକୁ ୬୦ ଦିନରେ ପହଁଚିଛି l ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଗଣ ଧାରଣା ଚାଲୁ ରହିଛି l
    1
    ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜକୁ ୬୦ ଦିନରେ ପହଁଚିଛି l ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଗଣ ଧାରଣା ଚାଲୁ ରହିଛି l
    user_Priyamadhaba Das
    Priyamadhaba Das
    Journalists Talcher Sadar, Anugul•
    22 hrs ago
  • ଢେଙ୍କାନାଳ ଜିଲ୍ଲାରେ ଛତୁ ଫୁଟିଲା ପରି ଖୋଲିଛି ଶିଳ୍ପ ଅନୁଷ୍ଠାନ. ହେଲେ ଜମିହରା ପ୍ରଜା ମାନଙ୍କୁ ପ୍ରତାରଣା କରିବା ଏବଂ ଦେଇଥିବା ପ୍ରତିଶୃତି ପାଳନ କରିବାରେ ଅବହେଳାକୁ ନେଇ ଆଜି ଆଇନଜୀବି ଦେଲେ ପ୍ରତିକ୍ରିୟା. ଆସନ୍ତୁ ଶୁଣିବା କଣ କହୁଛି ଆଉ କଣ ମାନୁ ନାହାନ୍ତି କମ୍ପାନୀ କର୍ତୃପକ୍ଷ.
    1
    ଢେଙ୍କାନାଳ ଜିଲ୍ଲାରେ ଛତୁ ଫୁଟିଲା ପରି ଖୋଲିଛି ଶିଳ୍ପ ଅନୁଷ୍ଠାନ. ହେଲେ ଜମିହରା ପ୍ରଜା ମାନଙ୍କୁ ପ୍ରତାରଣା କରିବା ଏବଂ ଦେଇଥିବା ପ୍ରତିଶୃତି ପାଳନ କରିବାରେ ଅବହେଳାକୁ ନେଇ ଆଜି ଆଇନଜୀବି ଦେଲେ ପ୍ରତିକ୍ରିୟା. ଆସନ୍ତୁ ଶୁଣିବା କଣ କହୁଛି ଆଉ କଣ ମାନୁ ନାହାନ୍ତି କମ୍ପାନୀ କର୍ତୃପକ୍ଷ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    15 hrs ago
  • ଖରା ବର୍ଷା ଶୀତକାକରରେ ଯିଏ ଅନ୍ୟ ମାନଙ୍କୁ ସାହାରା ଦେଉଥିଲା, ସେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହିପରି ଅବସ୍ଥାରେ ପଡ଼ିରହିଛି ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଖଙ୍କର ଗ୍ରାମର ଯାତ୍ରୀ ବିଶ୍ରାମଗାର। ଅନେକ ବର୍ଷ ତଳରୁ ଏହି ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା। ସରକାର ଅନେକ ସ୍ଥାନରେ ଏହିପରି ବିଶ୍ରାମଗାର ତିଆରି କରିଛନ୍ତି। କାଳକ୍ରମେ ଏହାର ରକ୍ଷଣା ବେକ୍ଷଣ ହୋଇ ନପାରିବାରୁ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ପ୍ରଶାସନ ନା କାହାକୁ ଦାୟୀତ୍ୱ ଦେଉଛି ନା ନିଜେ ରାକ୍ଷଣା ବେକ୍ଷଣ କରୁଛି। ଏବେ ଗାଇଗୋରୁଙ୍କ ଗୁହାଳ ପାଲଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେତେବେଳେ ମସ୍ତିଷ୍କ ବିକୃତ ବ୍ୟକ୍ତିମାନେ ପୁରୁଣା ଲୁଗାପଟା ଆଣି ଗଦା କରୁଛନ୍ତି ତ କେତେବେଳେ ଅଳିଆ ଆବର୍ଜନା ଆଣି ଗଦା କରୁଛନ୍ତି। ପାଖରେ ଗୋଟିଏ ଛୋଟ ବଜାର ରହିଛି। ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ସଫାସୁତୁରା ରଖିବାପାଇଁ ଚେଷ୍ଟା କରିଛନ୍ତି। ତାହା ଏବେ କେଉଁଠି ଭାଙ୍ଗିରୁଜି ଗଲାଣି ତ ଏବେ ମଦ ବୋତଲ ଓ ଗ୍ଲାସ ଖଲିଚଉପତି ପଡ଼ି ମଦୁଆ ମାନଙ୍କ ଅଡ୍ଡାସ୍ଥଳୀ ପାଲଟି ଯାଇଛି। ଏହି ଯାତ୍ରୀ ବିଶ୍ରାମଗାରକୁ ମରାମତି କରାଯିବାପାଇଁ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।
    1
    ଖରା ବର୍ଷା ଶୀତକାକରରେ ଯିଏ ଅନ୍ୟ ମାନଙ୍କୁ ସାହାରା ଦେଉଥିଲା, ସେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହିପରି ଅବସ୍ଥାରେ ପଡ଼ିରହିଛି ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଖଙ୍କର ଗ୍ରାମର ଯାତ୍ରୀ ବିଶ୍ରାମଗାର। ଅନେକ ବର୍ଷ ତଳରୁ ଏହି ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା। ସରକାର  ଅନେକ ସ୍ଥାନରେ ଏହିପରି ବିଶ୍ରାମଗାର ତିଆରି କରିଛନ୍ତି। କାଳକ୍ରମେ ଏହାର ରକ୍ଷଣା ବେକ୍ଷଣ ହୋଇ ନପାରିବାରୁ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ପ୍ରଶାସନ ନା କାହାକୁ ଦାୟୀତ୍ୱ ଦେଉଛି ନା ନିଜେ ରାକ୍ଷଣା ବେକ୍ଷଣ କରୁଛି। ଏବେ ଗାଇଗୋରୁଙ୍କ ଗୁହାଳ ପାଲଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେତେବେଳେ ମସ୍ତିଷ୍କ ବିକୃତ ବ୍ୟକ୍ତିମାନେ ପୁରୁଣା ଲୁଗାପଟା ଆଣି ଗଦା କରୁଛନ୍ତି ତ କେତେବେଳେ ଅଳିଆ ଆବର୍ଜନା ଆଣି ଗଦା କରୁଛନ୍ତି। ପାଖରେ ଗୋଟିଏ ଛୋଟ ବଜାର ରହିଛି। ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ସଫାସୁତୁରା ରଖିବାପାଇଁ  ଚେଷ୍ଟା କରିଛନ୍ତି। ତାହା ଏବେ କେଉଁଠି ଭାଙ୍ଗିରୁଜି ଗଲାଣି ତ ଏବେ ମଦ ବୋତଲ ଓ ଗ୍ଲାସ ଖଲିଚଉପତି ପଡ଼ି ମଦୁଆ ମାନଙ୍କ ଅଡ୍ଡାସ୍ଥଳୀ ପାଲଟି ଯାଇଛି। ଏହି ଯାତ୍ରୀ ବିଶ୍ରାମଗାରକୁ ମରାମତି କରାଯିବାପାଇଁ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    10 hrs ago
  • କେଡେ ରଙ୍ଗରେ କେଡେ ଢଙ୍ଗରେ ନୀଳ ଚକ୍ରେ ବାନା ଉଡ଼ୁଛି 🙏🙏
    1
    କେଡେ ରଙ୍ଗରେ କେଡେ ଢଙ୍ଗରେ                            ନୀଳ ଚକ୍ରେ ବାନା ଉଡ଼ୁଛି 🙏🙏
    user_ବାରକୋଟ ଖବର
    ବାରକୋଟ ଖବର
    Local Politician Barkot, Deogarh•
    20 hrs ago
  • Post by Manjukhara
    1
    Post by Manjukhara
    user_Manjukhara
    Manjukhara
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.