logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୁରୁଣ୍ଟି ସ୍ଥିତ ଲାନକୋ କଂପାନୀ ଜମିହରା ପ୍ରଜାମାନଙ୍କୁ ପ୍ରତାରଣା କରିବା ପରେ ଆଜି ଆଇନଜୀବୀଙ୍କ ପ୍ରତିକ୍ରିୟା. ଢେଙ୍କାନାଳ ଜିଲ୍ଲାରେ ଛତୁ ଫୁଟିଲା ପରି ଖୋଲିଛି ଶିଳ୍ପ ଅନୁଷ୍ଠାନ. ହେଲେ ଜମିହରା ପ୍ରଜା ମାନଙ୍କୁ ପ୍ରତାରଣା କରିବା ଏବଂ ଦେଇଥିବା ପ୍ରତିଶୃତି ପାଳନ କରିବାରେ ଅବହେଳାକୁ ନେଇ ଆଜି ଆଇନଜୀବି ଦେଲେ ପ୍ରତିକ୍ରିୟା. ଆସନ୍ତୁ ଶୁଣିବା କଣ କହୁଛି ଆଉ କଣ ମାନୁ ନାହାନ୍ତି କମ୍ପାନୀ କର୍ତୃପକ୍ଷ.

19 hrs ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
19 hrs ago

କୁରୁଣ୍ଟି ସ୍ଥିତ ଲାନକୋ କଂପାନୀ ଜମିହରା ପ୍ରଜାମାନଙ୍କୁ ପ୍ରତାରଣା କରିବା ପରେ ଆଜି ଆଇନଜୀବୀଙ୍କ ପ୍ରତିକ୍ରିୟା. ଢେଙ୍କାନାଳ ଜିଲ୍ଲାରେ ଛତୁ ଫୁଟିଲା ପରି ଖୋଲିଛି ଶିଳ୍ପ ଅନୁଷ୍ଠାନ. ହେଲେ ଜମିହରା ପ୍ରଜା ମାନଙ୍କୁ ପ୍ରତାରଣା କରିବା ଏବଂ ଦେଇଥିବା ପ୍ରତିଶୃତି ପାଳନ କରିବାରେ ଅବହେଳାକୁ ନେଇ ଆଜି ଆଇନଜୀବି ଦେଲେ ପ୍ରତିକ୍ରିୟା. ଆସନ୍ତୁ ଶୁଣିବା କଣ କହୁଛି ଆଉ କଣ ମାନୁ ନାହାନ୍ତି କମ୍ପାନୀ କର୍ତୃପକ୍ଷ.

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲାରେ ଛତୁ ଫୁଟିଲା ପରି ଖୋଲିଛି ଶିଳ୍ପ ଅନୁଷ୍ଠାନ. ହେଲେ ଜମିହରା ପ୍ରଜା ମାନଙ୍କୁ ପ୍ରତାରଣା କରିବା ଏବଂ ଦେଇଥିବା ପ୍ରତିଶୃତି ପାଳନ କରିବାରେ ଅବହେଳାକୁ ନେଇ ଆଜି ଆଇନଜୀବି ଦେଲେ ପ୍ରତିକ୍ରିୟା. ଆସନ୍ତୁ ଶୁଣିବା କଣ କହୁଛି ଆଉ କଣ ମାନୁ ନାହାନ୍ତି କମ୍ପାନୀ କର୍ତୃପକ୍ଷ.
    1
    ଢେଙ୍କାନାଳ ଜିଲ୍ଲାରେ ଛତୁ ଫୁଟିଲା ପରି ଖୋଲିଛି ଶିଳ୍ପ ଅନୁଷ୍ଠାନ. ହେଲେ ଜମିହରା ପ୍ରଜା ମାନଙ୍କୁ ପ୍ରତାରଣା କରିବା ଏବଂ ଦେଇଥିବା ପ୍ରତିଶୃତି ପାଳନ କରିବାରେ ଅବହେଳାକୁ ନେଇ ଆଜି ଆଇନଜୀବି ଦେଲେ ପ୍ରତିକ୍ରିୟା. ଆସନ୍ତୁ ଶୁଣିବା କଣ କହୁଛି ଆଉ କଣ ମାନୁ ନାହାନ୍ତି କମ୍ପାନୀ କର୍ତୃପକ୍ଷ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    19 hrs ago
  • jai sheetala mayi ki
    1
    jai sheetala mayi ki
    user_Atharva Sharma
    Atharva Sharma
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    1 hr ago
  • Post by ଟଙ୍କଧରମେହେର,8328888981
    1
    Post by ଟଙ୍କଧରମେହେର,8328888981
    user_ଟଙ୍କଧରମେହେର,8328888981
    ଟଙ୍କଧରମେହେର,8328888981
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    6 hrs ago
  • Post by Ranjan Nayak
    1
    Post by Ranjan Nayak
    user_Ranjan Nayak
    Ranjan Nayak
    Mechanic ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • ଖରା ବର୍ଷା ଶୀତକାକରରେ ଯିଏ ଅନ୍ୟ ମାନଙ୍କୁ ସାହାରା ଦେଉଥିଲା, ସେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହିପରି ଅବସ୍ଥାରେ ପଡ଼ିରହିଛି ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଖଙ୍କର ଗ୍ରାମର ଯାତ୍ରୀ ବିଶ୍ରାମଗାର। ଅନେକ ବର୍ଷ ତଳରୁ ଏହି ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା। ସରକାର ଅନେକ ସ୍ଥାନରେ ଏହିପରି ବିଶ୍ରାମଗାର ତିଆରି କରିଛନ୍ତି। କାଳକ୍ରମେ ଏହାର ରକ୍ଷଣା ବେକ୍ଷଣ ହୋଇ ନପାରିବାରୁ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ପ୍ରଶାସନ ନା କାହାକୁ ଦାୟୀତ୍ୱ ଦେଉଛି ନା ନିଜେ ରାକ୍ଷଣା ବେକ୍ଷଣ କରୁଛି। ଏବେ ଗାଇଗୋରୁଙ୍କ ଗୁହାଳ ପାଲଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେତେବେଳେ ମସ୍ତିଷ୍କ ବିକୃତ ବ୍ୟକ୍ତିମାନେ ପୁରୁଣା ଲୁଗାପଟା ଆଣି ଗଦା କରୁଛନ୍ତି ତ କେତେବେଳେ ଅଳିଆ ଆବର୍ଜନା ଆଣି ଗଦା କରୁଛନ୍ତି। ପାଖରେ ଗୋଟିଏ ଛୋଟ ବଜାର ରହିଛି। ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ସଫାସୁତୁରା ରଖିବାପାଇଁ ଚେଷ୍ଟା କରିଛନ୍ତି। ତାହା ଏବେ କେଉଁଠି ଭାଙ୍ଗିରୁଜି ଗଲାଣି ତ ଏବେ ମଦ ବୋତଲ ଓ ଗ୍ଲାସ ଖଲିଚଉପତି ପଡ଼ି ମଦୁଆ ମାନଙ୍କ ଅଡ୍ଡାସ୍ଥଳୀ ପାଲଟି ଯାଇଛି। ଏହି ଯାତ୍ରୀ ବିଶ୍ରାମଗାରକୁ ମରାମତି କରାଯିବାପାଇଁ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।
    1
    ଖରା ବର୍ଷା ଶୀତକାକରରେ ଯିଏ ଅନ୍ୟ ମାନଙ୍କୁ ସାହାରା ଦେଉଥିଲା, ସେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହିପରି ଅବସ୍ଥାରେ ପଡ଼ିରହିଛି ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଖଙ୍କର ଗ୍ରାମର ଯାତ୍ରୀ ବିଶ୍ରାମଗାର। ଅନେକ ବର୍ଷ ତଳରୁ ଏହି ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା। ସରକାର  ଅନେକ ସ୍ଥାନରେ ଏହିପରି ବିଶ୍ରାମଗାର ତିଆରି କରିଛନ୍ତି। କାଳକ୍ରମେ ଏହାର ରକ୍ଷଣା ବେକ୍ଷଣ ହୋଇ ନପାରିବାରୁ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ପ୍ରଶାସନ ନା କାହାକୁ ଦାୟୀତ୍ୱ ଦେଉଛି ନା ନିଜେ ରାକ୍ଷଣା ବେକ୍ଷଣ କରୁଛି। ଏବେ ଗାଇଗୋରୁଙ୍କ ଗୁହାଳ ପାଲଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେତେବେଳେ ମସ୍ତିଷ୍କ ବିକୃତ ବ୍ୟକ୍ତିମାନେ ପୁରୁଣା ଲୁଗାପଟା ଆଣି ଗଦା କରୁଛନ୍ତି ତ କେତେବେଳେ ଅଳିଆ ଆବର୍ଜନା ଆଣି ଗଦା କରୁଛନ୍ତି। ପାଖରେ ଗୋଟିଏ ଛୋଟ ବଜାର ରହିଛି। ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ସଫାସୁତୁରା ରଖିବାପାଇଁ  ଚେଷ୍ଟା କରିଛନ୍ତି। ତାହା ଏବେ କେଉଁଠି ଭାଙ୍ଗିରୁଜି ଗଲାଣି ତ ଏବେ ମଦ ବୋତଲ ଓ ଗ୍ଲାସ ଖଲିଚଉପତି ପଡ଼ି ମଦୁଆ ମାନଙ୍କ ଅଡ୍ଡାସ୍ଥଳୀ ପାଲଟି ଯାଇଛି। ଏହି ଯାତ୍ରୀ ବିଶ୍ରାମଗାରକୁ ମରାମତି କରାଯିବାପାଇଁ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    13 hrs ago
  • Post by Utkal sib
    1
    Post by Utkal sib
    user_Utkal sib
    Utkal sib
    ସାମ୍ବାଦିକ ରଣପୁର, ନୟାଗଡ଼, ଓଡ଼ିଶା•
    1 hr ago
  • ଢେଙ୍କାନାଳରେ ବାରମାସରେ ତେର ପର୍ବ ପାଳିତ ହୁଏ । ସେଥି ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଏହି ଦୋଳଯାତ୍ରା ଗାଁ ଗାଁରେ ପାଳିତ ହୋବା ସହିତ ଯାତ୍ରା ଅନୁଷ୍ଠିତ ହୋଇଥାଏ । ହେଲେ ଏହାର ଫାଇଦା ଉଠାଇ ଥାନା ଅସାଧୁ ବ୍ୟକ୍ତି ଯାହା ଦୃଶ୍ୟ ଦେଖୁଛନ୍ତି । ଏହା ଜୁଆ ଖେଳ ନାମରେ ଜଣା । ଏହାର ଫାସରେ ଯିଏ ପଡ଼ିଛି । ଏଥିରୁ ବାହାରିବା ଭାରି କଷ୍ଟ ଏବଂ ସର୍ବଶାନ୍ତ ନିଶ୍ଚୟ । ଏଥିପ୍ରତି ପୋଲିସ ଦୃଷ୍ଟି ଦେବା ସହିତ ଜୁଆଖେଳକୁ ବନ୍ଦ କରିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏହି ଦୃଶ୍ୟଟି ଗତ ରାତିରେ ଗଁଦିଆର ବୋଲି ସୂଚନା ମିଳିଛି।
    1
    ଢେଙ୍କାନାଳରେ ବାରମାସରେ ତେର ପର୍ବ ପାଳିତ ହୁଏ  । ସେଥି ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ । ଏହି ଦୋଳଯାତ୍ରା ଗାଁ ଗାଁରେ ପାଳିତ ହୋବା ସହିତ ଯାତ୍ରା ଅନୁଷ୍ଠିତ ହୋଇଥାଏ । ହେଲେ ଏହାର ଫାଇଦା ଉଠାଇ ଥାନା ଅସାଧୁ ବ୍ୟକ୍ତି ଯାହା ଦୃଶ୍ୟ ଦେଖୁଛନ୍ତି । ଏହା ଜୁଆ ଖେଳ ନାମରେ ଜଣା । ଏହାର ଫାସରେ ଯିଏ ପଡ଼ିଛି । ଏଥିରୁ ବାହାରିବା ଭାରି କଷ୍ଟ ଏବଂ ସର୍ବଶାନ୍ତ ନିଶ୍ଚୟ । ଏଥିପ୍ରତି ପୋଲିସ ଦୃଷ୍ଟି ଦେବା ସହିତ ଜୁଆଖେଳକୁ ବନ୍ଦ କରିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏହି ଦୃଶ୍ୟଟି ଗତ ରାତିରେ ଗଁଦିଆର ବୋଲି ସୂଚନା ମିଳିଛି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.