logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ଏଣ୍ଡଳବା ପଞ୍ଚାୟତର ଏଣ୍ଡଳବା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି। ଗ୍ରାମର ବିପିନ ମଲିକ (୨୮) ନିଜ ଘରେ ରଖିଥିବା ଏକ ବୋମା ଫୁଟିବ କି ନାହିଁ ତାହା ପରୀକ୍ଷା କରୁଥିବା ସମୟରେ ହଠାତ୍ ବୋମାଟି ତାଙ୍କ ହାତରେ ହିଁ ବିସ୍ଫୋରଣ ହୋଇଯାଇଥିଲା। ଏହା ଫଳରେ ଯୁବକଙ୍କ ହାତ ପାପୁଲିଟି ସମ୍ପୂର୍ଣ୍ଣ ଛିନ୍ନଭିନ୍ନ ହୋଇ ନଷ୍ଟ ହୋଇଯାଇଛି। ଆହତ ବିପିନଙ୍କୁ ଗୁରୁତର ଅବସ୍ଥାରେ ୧୦୨ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଧର୍ମଶାଳା ମେଡିକାଲ ଓ ପରେ କଟକ ବଡ଼ ମେଡିକାଲ (SCB Medical College) କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଏହି ଖବର ପାଇବା ପରେ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

2 hrs ago
user_ରଞ୍ଜନ କୁମାର ଦଳାଇ
ରଞ୍ଜନ କୁମାର ଦଳାଇ
ଧର୍ମଶାଳା, ଯାଜପୁର, ଓଡ଼ିଶା•
2 hrs ago

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ଏଣ୍ଡଳବା ପଞ୍ଚାୟତର ଏଣ୍ଡଳବା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି। ଗ୍ରାମର ବିପିନ ମଲିକ (୨୮) ନିଜ ଘରେ ରଖିଥିବା ଏକ ବୋମା ଫୁଟିବ କି ନାହିଁ ତାହା ପରୀକ୍ଷା କରୁଥିବା ସମୟରେ ହଠାତ୍ ବୋମାଟି ତାଙ୍କ ହାତରେ ହିଁ ବିସ୍ଫୋରଣ ହୋଇଯାଇଥିଲା। ଏହା ଫଳରେ ଯୁବକଙ୍କ ହାତ ପାପୁଲିଟି ସମ୍ପୂର୍ଣ୍ଣ ଛିନ୍ନଭିନ୍ନ ହୋଇ ନଷ୍ଟ ହୋଇଯାଇଛି। ଆହତ ବିପିନଙ୍କୁ ଗୁରୁତର ଅବସ୍ଥାରେ ୧୦୨ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଧର୍ମଶାଳା ମେଡିକାଲ ଓ ପରେ କଟକ ବଡ଼ ମେଡିକାଲ (SCB Medical College) କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଏହି ଖବର ପାଇବା ପରେ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

More news from ଓଡ଼ିଶା and nearby areas
  • ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧୀନରେ ୩୨୧ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଏଥିମଧ୍ୟରୁ ୬୬ଟି ଅଙ୍ଗନବାଡି କେନ୍ଦ୍ର ଅସ୍ଥାୟୀ ଭାବେ ଚାଲୁଥିବା ବେଳେ ୧୬ଟି ଅଙ୍ଗନବାଡି କେନ୍ଦ୍ର ଭଡାରେ ଚାଲୁଛି।
    3
    ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧୀନରେ ୩୨୧ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଏଥିମଧ୍ୟରୁ ୬୬ଟି ଅଙ୍ଗନବାଡି କେନ୍ଦ୍ର ଅସ୍ଥାୟୀ ଭାବେ ଚାଲୁଥିବା ବେଳେ ୧୬ଟି ଅଙ୍ଗନବାଡି କେନ୍ଦ୍ର ଭଡାରେ ଚାଲୁଛି।
    user_Pramod kumar Rout
    Pramod kumar Rout
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • କଟକ-ଚୌଦ୍ୱାରକୁ ନେଇ ଏବେ ରାଜନୀତିକ ଛକାପଞ୍ଝା ଜୋରଦାର ହୋଇଛି, ଯାହାର ପ୍ରଭାବ ନବୀନ ନିବାସରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ଗତକାଲି ଚୌଦ୍ୱାର ମ୍ୟୁନିସପାଲିଟିର ଅଧ୍ୟକ୍ଷ ଓ କାଉନସିଲର ନବୀନ ନିବାସରେ ପହଞ୍ଚି ନବୀନଙ୍କୁ ଭେଟିଥିଲେ। ଏହାର ଠିକ୍ ପରଦିନ ଅର୍ଥାତ୍ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୌଭିକଙ୍କୁ ଦେଖିବାକୁ ମିଳିଛି। କଟକ-ଚୌଦ୍ୱାର ରାଜନୀତିକୁ ନେଇ ଦେଖାଦେଇଥିବା ଏହି କମ୍ପମାନ ପରିସ୍ଥିତି ଉଭୟ ଦଳ ମଧ୍ୟରେ ଛକାପଞ୍ଝାକୁ ଆହୁରି ବଢ଼ାଇ ଦେଇଛି।
    1
    କଟକ-ଚୌଦ୍ୱାରକୁ ନେଇ ଏବେ ରାଜନୀତିକ ଛକାପଞ୍ଝା ଜୋରଦାର ହୋଇଛି, ଯାହାର ପ୍ରଭାବ ନବୀନ ନିବାସରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ଗତକାଲି ଚୌଦ୍ୱାର ମ୍ୟୁନିସପାଲିଟିର ଅଧ୍ୟକ୍ଷ ଓ କାଉନସିଲର ନବୀନ ନିବାସରେ ପହଞ୍ଚି ନବୀନଙ୍କୁ ଭେଟିଥିଲେ। ଏହାର ଠିକ୍ ପରଦିନ ଅର୍ଥାତ୍ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୌଭିକଙ୍କୁ ଦେଖିବାକୁ ମିଳିଛି। କଟକ-ଚୌଦ୍ୱାର ରାଜନୀତିକୁ ନେଇ ଦେଖାଦେଇଥିବା ଏହି କମ୍ପମାନ ପରିସ୍ଥିତି ଉଭୟ ଦଳ ମଧ୍ୟରେ ଛକାପଞ୍ଝାକୁ ଆହୁରି ବଢ଼ାଇ ଦେଇଛି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    13 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ କେମିତି କେମିକାଲ ଦେଇ କଞ୍ଚା ଆମ୍ବକୁ ପାଚିଲା କରାଯାଉଛି, ତାହା ସାମ୍ନାକୁ ଆସିଛି। କେମିକାଲ ପ୍ରୟୋଗ କରି କଞ୍ଚା ଆମ୍ବକୁ କିଭଳି ପାଚିଲା କରାଯାଉଛି, ତାହା ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ କେମିତି କେମିକାଲ ଦେଇ କଞ୍ଚା ଆମ୍ବକୁ ପାଚିଲା କରାଯାଉଛି, ତାହା ସାମ୍ନାକୁ ଆସିଛି। କେମିକାଲ ପ୍ରୟୋଗ କରି କଞ୍ଚା ଆମ୍ବକୁ କିଭଳି ପାଚିଲା କରାଯାଉଛି, ତାହା ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    16 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବାଟିଯୋଡ଼ା ସ୍ଥିତ ସ୍ବପ୍ନସ୍ୱର ମନ୍ଦିର ପରିସରରେ ତୃତୀୟ ବାର୍ଷିକ ମା' ସନ୍ତୋଷୀ ଯଜ୍ଞ ଉତ୍ସବ ପାଳିତ ହୋଇଯାଇଛି।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବାଟିଯୋଡ଼ା ସ୍ଥିତ ସ୍ବପ୍ନସ୍ୱର ମନ୍ଦିର ପରିସରରେ ତୃତୀୟ ବାର୍ଷିକ ମା' ସନ୍ତୋଷୀ ଯଜ୍ଞ ଉତ୍ସବ ପାଳିତ ହୋଇଯାଇଛି।
    user_ସତ ଖବର
    ସତ ଖବର
    Local News Reporter ଧର୍ମଶାଳା, ଯାଜପୁର, ଓଡ଼ିଶା•
    20 hrs ago
  • ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ଏଣ୍ଡଳବା ପଞ୍ଚାୟତର ଏଣ୍ଡଳବା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି। ଗ୍ରାମର ବିପିନ ମଲିକ (୨୮) ନିଜ ଘରେ ରଖିଥିବା ଏକ ବୋମା ଫୁଟିବ କି ନାହିଁ ତାହା ପରୀକ୍ଷା କରୁଥିବା ସମୟରେ ହଠାତ୍ ବୋମାଟି ତାଙ୍କ ହାତରେ ହିଁ ବିସ୍ଫୋରଣ ହୋଇଯାଇଥିଲା। ଏହା ଫଳରେ ଯୁବକଙ୍କ ହାତ ପାପୁଲିଟି ସମ୍ପୂର୍ଣ୍ଣ ଛିନ୍ନଭିନ୍ନ ହୋଇ ନଷ୍ଟ ହୋଇଯାଇଛି। ଆହତ ବିପିନଙ୍କୁ ଗୁରୁତର ଅବସ୍ଥାରେ ୧୦୨ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଧର୍ମଶାଳା ମେଡିକାଲ ଓ ପରେ କଟକ ବଡ଼ ମେଡିକାଲ (SCB Medical College) କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଏହି ଖବର ପାଇବା ପରେ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ଏଣ୍ଡଳବା ପଞ୍ଚାୟତର ଏଣ୍ଡଳବା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି। ଗ୍ରାମର ବିପିନ ମଲିକ (୨୮) ନିଜ ଘରେ ରଖିଥିବା ଏକ ବୋମା ଫୁଟିବ କି ନାହିଁ ତାହା ପରୀକ୍ଷା କରୁଥିବା ସମୟରେ ହଠାତ୍ ବୋମାଟି ତାଙ୍କ ହାତରେ ହିଁ ବିସ୍ଫୋରଣ ହୋଇଯାଇଥିଲା। ଏହା ଫଳରେ ଯୁବକଙ୍କ ହାତ ପାପୁଲିଟି ସମ୍ପୂର୍ଣ୍ଣ ଛିନ୍ନଭିନ୍ନ ହୋଇ ନଷ୍ଟ ହୋଇଯାଇଛି।

ଆହତ ବିପିନଙ୍କୁ ଗୁରୁତର ଅବସ୍ଥାରେ ୧୦୨ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଧର୍ମଶାଳା ମେଡିକାଲ ଓ ପରେ କଟକ ବଡ଼ ମେଡିକାଲ (SCB Medical College) କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଏହି ଖବର ପାଇବା ପରେ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
    user_ରଞ୍ଜନ କୁମାର ଦଳାଇ
    ରଞ୍ଜନ କୁମାର ଦଳାଇ
    ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.