Shuru
Apke Nagar Ki App…
ଟ୍ରାଫିକ ପୋଲିସ ଏତେ ଖରାରେ କାମ କରି ଆନ୍ଦୋଳନ ଆଜି ଯାଏ କରିନି #teacher #news #rali #update #bhubaneswar #teacher #andolan #odisha #secondary #primery #higher #education #odisha
Utkal Gourav
ଟ୍ରାଫିକ ପୋଲିସ ଏତେ ଖରାରେ କାମ କରି ଆନ୍ଦୋଳନ ଆଜି ଯାଏ କରିନି #teacher #news #rali #update #bhubaneswar #teacher #andolan #odisha #secondary #primery #higher #education #odisha
More news from ଓଡ଼ିଶା and nearby areas
- ହୁକାବାର ରେ ବିଧାୟକ ଙ୍କ ଡ୍ୟାନସ କୁ ନେଇ ବର୍ଷିଲେ କଂଗ୍ରେସ ନେତ୍ରୀ ସୋନାଲି ସାହୁ #spnewstvliveodia #breakingnews #khordanews1
- ନରସିଂହପୁର ଓକିଲ ସଂଘ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଯେଉଁଥିରେ ବହୁ ଓକିଲ ଓ ସ୍ଥାନୀୟ ବିଧାୟକ ବିଜୟ ଦଳ ବେହେରା ଉପସ୍ଥିତ ଥିଲେ। କଟକ ଓଡିଶା ବାର କାଉନ୍ସିଲ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ନରସିଂହପୁର ଓକିଲ ସଂଘ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।1
- ଅଙ୍ଗଦାନ କରି ଅମର ହୋଇଗଲେ ରମେଶ ରଣସିଂ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜାଲିବାଡି ଗାଁର ରମେଶ ରଣସିଂ ନିଜର ଅଙ୍ଗ ଦାନ କରି ଅମର ହୋଇ ଯାଇଛନ୍ତି। ଗତ 31 ମାର୍ଚ୍ଚରେ ନିଜ ସମ୍ପର୍କୀୟ ଙ୍କ ସହ ବାଇକରେ ଯାଉଥିବା ବେଳେ ବଡ ସିନ୍ଧବl ଗ୍ରାମ ନିକଟରେ ଅନ୍ୟ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣାର ଶିକାର ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତ୍ତର ହୋଇ ପଡ଼ି ଥିଲେ। ଦୁଇ ଗୁରୁତରଙ୍କୁ ପ୍ରଥମେ ଚନ୍ଦ୍ରଗିରି ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ପରେ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ସ୍ୱାସ୍ଥ୍ୟ ବସ୍ଥା ଗୁରୁତ୍ତର ହେବାରୁ ରମେଶଙ୍କୁ ଶ୍ରୀକାକୁଲମ ମେଡିକାଲ କୁ ନିଆ ଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାକୁଲମ ମେଡିକାଲ ରେ ରମେଶ ଙ୍କ ମୃତ୍ୟୁ ଘଟିଥିଲା l ଗାଁରେ ରମେଶ ଙ୍କ ମର ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ତାଙ୍କର ଏହି ମହତ ଦାନ ପାଇଁ ମୋହନା ଥାନା ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଛି l1
- 🤭🙂🙄🥺🥺🙄🙄🙄🙄🙄1
- Post by SOUMYA RANJAN1
- Post by Manoj kumar baliyarsingh3
- ରଣପୁର ରେ ଚଢ଼ାଉ ୩୨ ଗ୍ୟାସ ଟାଙ୍କି ଜବତ #spnewstvliveodia #breakingnews #ranapurnews1
- Post by SOUMYA RANJAN1
- ଗାଁ ଗାଁ ରେ ନିଷ୍ଠା ଓ କାଷ୍ଟା ର ପାରମ୍ପରିକ ଯାତ୍ରା -ଦଣ୍ଡ ଯାତ୍ରା ... ଦଣ୍ଡୁଆ ଙ୍କ ମଣି ଡାକରେ ଉଛିଳିବ ଗାଁ ଦାଣ୍ଡ... ଓଡ଼ିଆରେ ବାର ମାସ ରେ ତେର ପର୍ବ, ସେଇ ତେର ପର୍ବ ଭିତରୁ ଚୈତ୍ର ମାସ ରେ ଶିବ ଓ ଶକ୍ତି ଙ୍କ ଗାଁ ଗାଁ ଭ୍ରମଣ ସହ ଦଣ୍ଡ ନୃତ୍ୟ ରେ ଗାଁ ଦlଣ୍ଡଭକ୍ତି ମୟ ପରିବେଶ ରେ ଉଛୁଳି ପଡୁଛି l ଚୈତ୍ର ମାସରେ ଆରମ୍ଭ ହହୋଇଥାଏ ଶିବ ପାର୍ବତୀ ଙ୍କ ଦଣ୍ଡ ନୃତ୍ୟ, ଏହି ମାସ ରେ ପ୍ରଭୁ ଶ୍ରୀରାମ ଙ୍କ ନବମୀ ପୂଜା ଅର୍ଚନା ବିଭିନ୍ନ ସ୍ଥାନ ରେ ପାଳିତ ହେଉଥିବା ବେଳେ, ଠିକ ସେହିପରି ରେ ପ୍ରଭୁ ଶିବ ଙ୍କ ର ଦଣ୍ଡ ଯାତ୍ରା ବା ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ମାସ ରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡ ଯାତ୍ରା ପରମ୍ପରା କୁ ବଜାୟ ରଖିବା ପାଇଁ ଶିବ, ପାର୍ବତୀ ଙ୍କୁ ସାଙ୍ଗ ନେଇ ମାନସିକ ଧାରୀ ଭକ୍ତ ମାନେ ଛତି ଛତ୍ର. ବାନା. ଚାଉଁର ଘଣ୍ଟ. ମହୁରୀ ଢୋଲ ବାଦ୍ୟ ଦ୍ୱରା ଶିବ କାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇ ଥାନ୍ତି l ଏନେଇ ପୁର ପଲ୍ଲୀ ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନ ରେ ଶିବଭକ୍ତ ମୟ ପରିବେଶ, ଦଣ୍ଡ ଯାତ୍ରା ଦ୍ୱାରା ଗାଁ ଦଣ୍ଡ ଉଛୁଳି ପଡୁଛି lଏପଟେ ଶିବ କାଳୀଙ୍କୁ ମଣି ଡାକ ରେ ପୁରା ପରିବେଶ ପ୍ରକମ୍ପିତ ହେଉଛି l ସେନେଇ ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ସ୍ଥାନ ରେ ଚୈତ୍ର ଦଣ୍ଡ ଉଠିଥାଏ । ଏହି ଚୈତ୍ର ଦଣ୍ଡ ବା ଝାମୁ ଯାତ୍ରା 21ଦିନ 17,13 ଦିନ ଧରି ନିଷ୍ଠା କାଷ୍ଟା ସହିତ ପାଳିତ ହୋଇଥାଏ l ଦଣ୍ଡୁ ଆଙ୍କ କହିବା ଅନୁଯାୟୀ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ ।ଦଣ୍ଡ ଉଠିବାର ପର ଦିନ ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନିହୋଇଥାଏ । ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି କାଳୀଙ୍କୁ ପୂଜାକରି କଠିନ ସାଧନା କରିଥାନ୍ତି ଏବଂ ଆଗାମୀ ବିଷୁବ ସଂକ୍ରାନ୍ତି ବା ମେରୁ ଯାତ୍ରା ଦିନ ବ୍ରତ ଭଙ୍ଗ କରିଥାନ୍ତି।ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥାନ୍ତି। ଏଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଚଳିତ ବର୍ଷ ଜିଲ୍ଲା ର ବୌଦ୍ଧ ର ବିଭିନ୍ନ ଗ୍ରାମ ସହିତ ହରଭଙ୍ଗା ବ୍ଲକ ବହୁ ପୁରାତନ ହରଭଙ୍ଗା, କୁସଙ୍ଗ,ତିଲେଶ୍ଵର, ସରଧାପୁର, ପୁରୁଣା କଟକ, ତାକୁଡ଼, ଖଣ୍ଡହତା, ବୁରୁବୁଡ଼ା, ସାକୁସିଙ୍ଗା, ଧଳପୁର, କରଡ଼ି, ପୁରୁଣା କଟକ, ବନ୍ତିଝୁଲି, ଖଲିଆପାଲି,ଲଣ୍ଡେ ଜୁର, ସରସରା, ମହୁଲ ବୁରୀ, ବିରାମଚନ୍ଦ୍ର ପୁର ଆଦି ଗ୍ରାମ ଗୁଡିକ ରେ ଚୈତ୍ର ଦଣ୍ଡ ଯାତ୍ରା ହେଉଥିବାବେଳେ ଏହି ଯାତ୍ରା ହେଉଥିବା ଗ୍ରାମ ଗୁଡିକ ରେ ଆମିଷ ବାରଣ ରହିଥାଏ l1