ଅଙ୍ଗଦାନ କରି ଅମର ହୋଇଗଲେ ରମେଶ ରଣସିଂ। ଅଙ୍ଗଦାନ କରି ଅମର ହୋଇଗଲେ ରମେଶ ରଣସିଂ। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜାଲିବାଡି ଗାଁର ରମେଶ ରଣସିଂ ନିଜର ଅଙ୍ଗ ଦାନ କରି ଅମର ହୋଇ ଯାଇଛନ୍ତି। ଗତ 31 ମାର୍ଚ୍ଚରେ ନିଜ ସମ୍ପର୍କୀୟ ଙ୍କ ସହ ବାଇକରେ ଯାଉଥିବା ବେଳେ ବଡ ସିନ୍ଧବl ଗ୍ରାମ ନିକଟରେ ଅନ୍ୟ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣାର ଶିକାର ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତ୍ତର ହୋଇ ପଡ଼ି ଥିଲେ। ଦୁଇ ଗୁରୁତରଙ୍କୁ ପ୍ରଥମେ ଚନ୍ଦ୍ରଗିରି ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ପରେ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ସ୍ୱାସ୍ଥ୍ୟ ବସ୍ଥା ଗୁରୁତ୍ତର ହେବାରୁ ରମେଶଙ୍କୁ ଶ୍ରୀକାକୁଲମ ମେଡିକାଲ କୁ ନିଆ ଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାକୁଲମ ମେଡିକାଲ ରେ ରମେଶ ଙ୍କ ମୃତ୍ୟୁ ଘଟିଥିଲା l ଗାଁରେ ରମେଶ ଙ୍କ ମର ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ତାଙ୍କର ଏହି ମହତ ଦାନ ପାଇଁ ମୋହନା ଥାନା ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆ ଯାଇଛି l

- ଗଜପତି ଜିଲ୍ଲା ଗାରାବନ୍ଧ ଥାନାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିରେ ଏକ ପାଣି ଟ୍ୟାଙ୍କର ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମହେନ୍ଦ୍ରଗିରିରେ ଥିବା ବନବିଭାଗର ପର୍ଯ୍ୟଟକଙ୍କ ରହଣିସ୍ଥଳ ତଥା କଟେଜ୍ କୁ ପାଣି ଯୋଗାଇବା ପାଇଁ ନିୟୋଜିତ ଏକ ଟ୍ରାକ୍ଟର ଟ୍ୟାଙ୍କ ଯୋଗେ ପାଣି ନେଇଯାଉଥିଲା । ହେଲେ କୌଣସି କାରଣରୁ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଚାଳକ ମାଡବା ଗ୍ରାମର ରବୀନ୍ଦ୍ର ଧାଙ୍ଗଡା ଭୂୟାଁ (20) ଗୁରୁତ ଭାବେ ଆହତ ହୋଇଥିବା ବେଳେ ଟ୍ରାକ୍ଟର ଇଞ୍ଜିନ ତଥା ଟ୍ରାକ୍ଟର ଚାଳକଙ୍କ ପାର୍ଶ୍ବରେ ବସିଥିବା ତେରଣି ଗ୍ରାମର ସନ୍ୟାସୀ ଭୂୟାଁ (19)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାର ଜଣାପଡିଛି । ଟ୍ରାକ୍ଟର ଚାଳକ ରବୀନ୍ଦ୍ରଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବାର ଜଣାଯାଇଛି । ତେବେ ମୃତ ସନ୍ୟାସୀ ହେଲ୍ପର ଭାବେ କାମ କରୁଥିବା ବେଳେ ଚାଳକ ରବୀନ୍ଦ୍ରଙ୍କ ବେପରୁଆ ଟ୍ରାକ୍ଟର ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବାର ସନ୍ୟାସୀଙ୍କ ପରିବାର ଲୋକେ ଗାରାବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।4
- ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ମାଆ ଭାରତ ପୁମସ ନାଟକ ବରଡାବିଲି ମାଆ ଭାରତ ଗଂଜାମ ଜିଲ୍ଲା ପୁମସ ନାଟକ ବରଡାବିଲି ଗଞ୍ଜାମ ଜିଲ୍ଲା ଧରାକୋଟ ବରଡାବିଲି ନାଟକ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଗଞ୍ଜାମ ଜିଲ୍ଲା ଧରାକୋଟ #ଓଳମ୍ବାରେ_ପଞ୍ଚୁଦଣ୍ଡ_ମହାମିଳନ ଧରାକୋଟ ବ୍ଲକର ଓଳମ୍ବା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି। ଗୋଲିଆ, ଭାମଶିଆଳି, ଗୁଣ୍ଠପଡା, ମୋରାବାଇ ଓ କବିସୂର୍ଯ୍ୟ ନଗର ଦଣ୍ଡଦଳ ଏଥିରେ ଭାଗ ନେଇଥିଲେ। ପ୍ରଥମେ ମାନସିକଧାରି ମାନେ ପାଞ୍ଚ ଗୋଟି ଦଣ୍ଡକୁ ନିମନ୍ତ୍ରଣ କରି ବରଣ କରିଥିଲେ । ଏହା ପରେ ମଧ୍ୟାହ୍ନରେ ଧୂଳିଦଣ୍ଡ ସାରି ବିଭିନ୍ନ ବନ୍ଧରେ ପାଣି ଦଣ୍ଡ କାର୍ଯ୍ୟ ସମାପନ କରି ଅଗ୍ନିଦଣ୍ଡ ଓ ନିକଟସ୍ଥ ମେଳଣ ପଡ଼ିଆରେ ପଞ୍ଚଦଣ୍ଡ ଙ୍କର ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ଏହାପରେ ସନ୍ଧ୍ୟା ଆଳତି ଓ ନିଶାର୍ଦ୍ଧରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟ ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଥିଲା । ଶେଷ ପର୍ଯ୍ୟାୟରେ ପାଞ୍ଚ ଗୋଟି ଦଣ୍ଡଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବଡଗଡ ଥାନାଅଧିକାରୀ ବିମଳ କୁମାର କହଁର ଙ୍କ ନେତୃତ୍ୱରେ ସଫଳତାର ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିବା ବେଳେ ଓଳମ୍ବା ଗ୍ରାମବାସୀ ଓ ଯୁବକ ସଂଘ ଏଥିରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Pramodkumar Jena1
- ଓଡ଼ିଶା ଡିଜିଟାଲ ମିଡ଼ିଆ ମହା ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପାଟପୁର ଠାରେ ଏକ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି। ଜିଲ୍ଲା ସଭାପତି ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ର ଡିଜିଟାଲ ମିଡ଼ିଆ ର ପ୍ରାୟ ଅଠର ଜଣ ରୁ ଉର୍ଦ୍ଧ୍ବ ସାମ୍ବାଦିକ (ଡିଜିଟାଲ ମିଡ଼ିଆ) ର ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦଦେଇ ସେମାନଙ୍କ ନିଜ ନିଜ ମତ ରଖି, ଆଗାମୀ ଦିନ ରେ ମହାସଂଘ୍ ରେ କିପରି ଅଧିକ ରୁ ଅଧିକ ସଦସ୍ୟ ଯୋଗ ଦେବେ ସେ ଉପରେ ଗୁରୁତ୍ବ ଆରୋପ କରିଥିଲେ।1
- ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ଉଦବୋଧନ ଦେଉଛନ୍ତି1
- ଦେଖନ୍ତୁ କଣ୍ଟାମାଳ ଗ୍ରାମ ର1