କଥା ଦେଇ କଥା ରଖିଲେ ମହାମହିମ ରାଷ୍ଟ୍ରପତି ମହୋଦୟା, ନିଖିଳ ଓଡିଶା କୈବର୍ତ ମହାସଭାର ରାଜ୍ୟ ସାଂଗଠନିକ ସାଧାରଣ ସଂପାଦକ ସୁଧୀର ଖଣ୍ଡା ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ତାଳଚେର:-ନିଖିଳ ଓଡିଶା କୈବର୍ତ ମହାସଭାର ରାଜ୍ୟ ସାଂଗଠନିକ ସାଧାରଣ ସଂପାଦକ ସୁଧୀର ଖଣ୍ଡା ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ଯେ, ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଓଡିଶାର କୈବର୍ତ ଜାତି ଏବଂ ଚିଲିକାର ସର୍ବାଙ୍ଗିନ ଉନ୍ନତି ପାଇଁ ପଦକ୍ଷେପ ନେଇଛନ୍ତି । ଗତ ଫେବୃୟାରୀ ୨୦୨୪ ରେ କୈବର୍ତ ମହାସଭାର ଏକ ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟ ସଭାପତି ଯୋଗେନ୍ଦ୍ର ବେହେରାଙ୍କ ପ୍ରତିନିଧିତ୍ୱରେ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ମାଡାମ୍ ଙ୍କୁ ଭେଟି ଲିଖିତ ଭାବେ ଦରଖାସ୍ତ ଦେଇଥିଲେ । ଦୁଇ ବର୍ଷ ପରେ ରାଷ୍ଟ୍ରପତିଙ୍କ ସୁପାରିଶ କୁ ଭାରତ ସରକାର ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ଗଠନ ଏବଂ ଚିଲିକା ସୁରକ୍ଷା ପାଇଁ ପାଣ୍ଠି ଗଠନ କରିଛନ୍ତି । ଗତ ତା୦୮/୦୩/୨୦୨୬ ରିଖ ରବିବାର ଦିନ ଭୁବନେଶ୍ୱର ସ୍ଥିତ ଭିଆଇପି କଲୋନୀରେ ଥିବା ମହାସଭାର ସ୍ଥାୟୀ ଗୃହରେ ରାଜ୍ୟ କାର୍ଯ୍ୟକାରିଣୀର କର୍ମକର୍ତାଙ୍କ ସ୍ୱତନ୍ତ୍ର ବୈଠକ ରାଜ୍ୟ ସଭାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ମନୋଜ ବେହେରା, ରାଜ୍ୟ ସାଧାରଣ ସଂପାଦକ ସୁଧୀର ଖଣ୍ଡା ଏବଂ ରାଜ୍ୟ ସାଂଗଠନିକ ସଂପାଦକ ତଥା ବିଶିଷ୍ଟ ଶିଳ୍ପପତି ପ୍ରହ୍ଲାଦ ବେହେରା, ଦିଲ୍ଲୀପ ବେହେରା, ଉପସଭାପତି ପ୍ରସନ୍ନ ବେହେରା , ହୀନ ବେହେରା ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରାଯାଇଥିଲା । ବୈଠକର ପ୍ରଥମରେ ଦିବଂଗତ ଜାତିର ନେତ୍ରୀ ତଥା ସଭାପତି ଯୋଗେନ୍ଦ୍ର ବେହେରାଙ୍କ ଧର୍ମପତ୍ନି ୰ ଶୋଭାଗିନୀ ବେହେରା ଏବଂ ଘୋଡାନାଚ ଗାୟକ ତଥା ପଦ୍ମଶ୍ରୀ ସ୍ୱର୍ଗତ ଉତ୍ସବ ଚରଣ ବେହେରାଙ୍କ ଦେହାନ୍ତରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ତୈଳଚିତ୍ର ଉପରେ ପୁଷ୍ପ ଅର୍ପଣ କରାଯାଇଥିଲା । ଓଡିଶାର ୩୦ ଜିଲ୍ଲାରେ ସଂଗଠନକୁ ମଜବୁତ୍ କରିବା ପାଇଁ ସଭାପତି ଯୋଗେନ୍ଦ୍ର ବେହେରା ରାଜ୍ୟ ସାଂଗଠନିକ ସଂପାଦକ ପ୍ରହ୍ଲାଦ ବେହେରାଙ୍କୁ ଦାୟୀତ୍ୱ ଦେଇଥିଲେ ଏବଂ ଏହା ସମସ୍ତ ଉପସ୍ଥିତ ରାଜ୍ୟ କର୍ମକର୍ତାଙ୍କ ଦ୍ୱାରା ସମର୍ଥନ ଦିଆଯାଇଥିଲା । ସଭାପତି ମହୋଦୟଙ୍କ ଅଗୋଚରରେ ମହାସଭାର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ନିଷ୍ପତି ନିଆଯାଇଛି ।

- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅଧିନସ୍ଥ ବିଭିନ୍ନ ଗାଁ ସହି ବସ୍ତି ରେ କର୍ମଗତ ଭାବେ ହାତୀମାନଙ୍କ ସହ ଜଙ୍ଗଲୀ ଜନ୍ତୁ ମାନଙ୍କ ଦାଉରୁ କିପରି ସୁରକ୍ଷା ମିଳିବ ସେ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ହିନ୍ଦୋଳ ରେ କ୍ରମାଗତ ହାତୀ ମାନଙ୍କ ସହ ଜଙ୍ଗଲିଜନ୍ତୁ ଉପଦ୍ରଵ ଏବେ ଚରମ ସୀମାରେ ପହଁଚିଛି.1
- ଢେଙ୍କାନାଳ ସଦର ଥାନା ଦୁଦୁକାଟେଣୀ ଗ୍ରାମ ନିକଟରେ ମହୁମାଛି ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଗାଇ ଜଗୁଆଳୀ ବଟକୃଷ୍ଣ ସାହୁ ବୋଲି ଜଣାପଡିଛି।1
- ଢେଙ୍କାନାଳ ସହରର ଜୁବୁଲି ଟାଉନ ସ୍ଥିତ ଯଦୁପତି ବି ହାର ଠାରେ ଅବସ୍ଥିତ ରାଧା କୣଷ୍ଣ ମନ୍ଦିର ବ୍ରହ୍ମଣୀ ଦେଇ ଠାରୁ ଐକ ବିରାଟ ଶେଭାଯାତ୍ରା ସହର ପରିକ୍ରମା କରି ବଡ ଧୁମ ଧାମ ସହ ସହର ପରିକ୍ରମା କରିଥିଲେ ଐଥିରେ ଡିଜେ ବାଜା ସଂକିତ୍ତନ ମଣ୍ଢଳୀ ପ୍ରାୟ ସତର ଟି ଲଉଡି ଦଳ ଯେଗଦାନ କରିଥିଲେ ରାଧାରାଣୀ କୣଣ୍ଣଙ୍କ ଜୟ ଜୟକାର ରାମନାମ ରେ ସହରରେ ଏକ ମଧୁର ପରିବେଶ ସ୍ତଷ୍ଟି ହୋଇଥିଲା1
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳ ର ମହିମାଗlଦି ପୋଖରୀ ନୁର୍ତନ ନିର୍ମାଣ ସକାଶେ ପୋଖରୀକୁ ହୁଡ଼ା କଟାଯାଇଛି ଏବେ ଦେଖିବାର ଅଛି କେବେ କାମ ହେଉଛି1
- ମାଟ୍ରିମୋନିରୁ ପ୍ରେମ କରି ଶାରୀରିକ ସମ୍ପର୍କ, ପରେ ବିବାହ | ସ୍ତ୍ରୀ ଜଣକୁ ଛାଡ଼ି ନୂଆ ସ୍ୱାମୀ ଖୋଜିବାକୁ ଆସିଲା | ସ୍ୱାମୀ ଦୁଇଜଣକୁ ବିବାହ କରି ତୃତୀୟ ପତ୍ନୀ ଆପଣାଇଲା | ଶେଷରେ ସରିଗଲା ଏ ମିଛି ମିଛିକା କଣ୍ଢେଇ ବାହାଘର | ଭୁବନେଶ୍ଵର, ଓଡ଼ିଶା #Bhubaneswar #Odisha1
- ପୋଲସରା ବାର୍ଷିନି ପଞ୍ଚାୟତ ଅଙ୍ଗନବାଡି ଦିଦିଙ୍କୁ ବାଡେ଼ଇଲେ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଜେପିର ସକ୍ରିୟ ନେତା। ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିଥିବା ନେଇ ସୂଚନା। ପୋଲସରା:- ବର୍ଷିନୀ ପଞ୍ଚାୟତର ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବର୍ତ୍ତମାନର ବିଜେପିର ସକ୍ରିୟ ନେତା କାମ୍ପ ବାଢେଇ ମାନସିକ ନିର୍ଯ୍ୟାତନା କରିବା ନେଇ ବାଲିଛାଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଙ୍ଗନବାଡ଼ି ଦିଦି ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଆଘାତ ପାଇବା ସହ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିବା ପରେ ଚେତାଶୂନ୍ୟ ହୋଇ ପୋଲସରା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଅଙ୍ଗନବାଡ଼ି ଦିଦିଙ୍କ ସ୍ବାମୀ ଆପତ୍ତା ଅଭିଯୋଗ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଘଟଣା ନେଇ ସୂଚନା ଦେଲେ ଅଙ୍ଗନବାଡି ଦିଦି ।1
- ପୁରୁଣା କଟକ ସମ୍ବଲପୁର ରାସ୍ତାର ରାସୋଳ ଥାନା ବାଲିପସି ନିକଟରେ କାର ସହ ବାଇକ ଧକ୍କା. ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଳ୍ପେକେ ବରିଗଲେ ଗୋଟିଏ ପରିବାର ର 3ସଦସ୍ୟ. ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ହିନ୍ଦୋଳ ମେଡିକାଲ କୁ 108 ଯୋଗେ ପଠାଇ ଦେଇଛନ୍ତି.1