Shuru
Apke Nagar Ki App…
ଢେଙ୍କାନାଳ ମହୈସବ ୨୦୨୬
Dipak Kumar Nayak
ଢେଙ୍କାନାଳ ମହୈସବ ୨୦୨୬
More news from ଓଡ଼ିଶା and nearby areas
- ପରିବେଶ ସୁରକ୍ଷା ପାଇଁ ଚିନ୍ମୟୀ ଦାସ ଙ୍କ ପ୍ରତିକ୍ରିୟା l1
- Post by User5115 Susanta Kumar Pattnaik1
- ଜମପଡା ଠାରେ ନୂତନ ଧାନ ମଣ୍ଡି ଉଦ୍ଘାଟନ ସହିତ କଣ୍ଟା ପୁଅ ଆରମ୍ଭ1
- କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ,ପ୍ରତିକ୍ରିୟା ରଖିଲେ କେନ୍ଦ୍ରାପଡା ଜିଲ୍ଲାପାଳ..।1
- ଆମେ ସରକାରଙ୍କ ମଧୁର ଜଳ ପ୍ରକଳ୍ପ କୁ ସ୍ୱାଗତ କରୁଛୁ କିନ୍ତୁ ଆମକୁ ଉଚିତ କ୍ଷତିପୂରଣ ମିଳୁ l ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ଦୀର୍ଘ ଅସିବର୍ଷ ହେବ ପୂର୍ବପୁରୁଷ ଚାଷ କରି ଆସୁଥିବା ଜମି କଥା ଯେଉଁଠାରେ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି ତହସିଲଦାର ଙ୍କୁ ଏହି ଜମିରେ ସରକାରଙ୍କର କୌଣସି ଅଧିକାର ନାହିଁ କିନ୍ତୁ ବର୍ତ୍ତମାନ ସରକାର ପକ୍ଷରୁ ମଧୁର ଜଳ ପ୍ରକଳ୍ପ ନିମନ୍ତେ ଚାଷଜମି ଖୋଳା ଚାଲିଛି l ଏଥି ନିମନ୍ତେ ଆଜି ପୁରୀ ସଦର ସିରେଇକୋଣାରେ ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ନିମନ୍ତେ ଓଡିଶା ସରକାରଙ୍କ ଦ୍ୱାରା ଅଧିଗ୍ରହଣ ହେଉଥିବା ନୂତନ ଜମି ଅଧିଗ୍ରହଣ ଆଇନ ୨୦୧୩ ମସିହା ଅନୁଯାୟୀ ହରାଇଥିବା ଅନାବାଦୀ ଭାଗଚାଷୀ ଜମିମାନଙ୍କରେ ପୁରୁଷାନୁକ୍ରମେ ଭାଗ ଦଖଲ ରହି ଆସୁଥିବା ନିରୀହ ଗରିବ ଚାଷୀମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଯିବା ନିମନ୍ତେ ଜିଲ୍ଲାପାଳ, ତହସିଲଦାର ଏବଂ WATCO ଅଧିକାରୀଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି ଚାଷୀମାନେ l ଆଜି ଯୁବ ସମାଜସେବୀ ଶିବ ଜେନାଙ୍କ ନେତୃତ୍ୱ ରେ ୨୧ ଜଣ ଚାଷୀ ପରିବାର ହାଇକୋର୍ଟ ର ନିର୍ଦେଶ ଥିବାସତ୍ୱେ ସେମାନେ ଅନାବାଦୀ ଜାଗାରେ ଦୀର୍ଘ ୮୦ବର୍ଷ କାଳ ଚାଷ କରି ଆସୁଥିବା ବେଳେ ବର୍ତ୍ତମାନ ର ରବିଚାଷ ବିରି କୋଳଥ ମୁଗ ସୋରିଷ କରିଥିବା ବେଳେ ହଠାତ WATCO ପକ୍ଷରୁ ସେମାନଙ୍କ ଚାଷକୁ କ୍ଷତିଗ୍ରସ୍ତ କରାଇ ସିରେଇକୋଣା ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ ନିମନ୍ତେ ଜମି ଖନନ କାର୍ଯ୍ୟ ଚାଷୀମାନଙ୍କୁ ବ୍ୟଥିତ କରିଛି l ତେଣୁ ଆଜି ୨୧ ଚାଷୀ ପରିବାର ପୁରୀ ଜିଲ୍ଲାପାଳ, ପୁରୀ ସଦର ତହସିଲଦାର ଏବଂ WATCO ବିଭାଗ ଅଧିକାରୀ ମାନଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଆଗକୁ ଏହି ଏକୋଇଶି ପରିବାର ଚାଷୀଙ୍କୁ ଉଚିତ ନ୍ୟାୟ ନମିଳିଲେ ପରିବାର ସହିତ ଚାଷଜମିରେ ଆତ୍ମାହୁତି ଦେବୁବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଚାଷୀମାନେ l4
- ଶୁରୁ ଆପ ଆପଣକୁ ଠକୁଚି କଣ ପାଇଁ ଭିଡ଼ିଓ ଦେଖ ଜାଣି ପାରିବ1
- ଚଳିତମାସ ୨୨ ତାରିଖ ରେ ଢେଙ୍କ।ନାଳ ମୁନିସିପାଲିଟ ପରିବା ମାକୋଟ୍ରେ ରେ ବାର୍ଷିକ ଉତ୍ସବ2
- ପରିବେଶ ପାଇଁ ପାଞ୍ଚ ମିନିଟ କାର୍ଯ୍ୟକ୍ରମ ରେ ଫୋକସ ପ୍ଲସ ମୁଖ୍ୟ ସମ୍ପଦକ ଙ୍କ ପ୍ରତିକ୍ରିୟା l1
- German Chancellor in India.1