Shuru
Apke Nagar Ki App…
କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ,ପ୍ରତିକ୍ରିୟା ରଖିଲେ କେନ୍ଦ୍ରାପଡା ଜିଲ୍ଲାପାଳ..।
Prafulla Kumar Malla
କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ,ପ୍ରତିକ୍ରିୟା ରଖିଲେ କେନ୍ଦ୍ରାପଡା ଜିଲ୍ଲାପାଳ..।
More news from ଓଡ଼ିଶା and nearby areas
- କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ,ପ୍ରତିକ୍ରିୟା ରଖିଲେ କେନ୍ଦ୍ରାପଡା ଜିଲ୍ଲାପାଳ..।1
- ଜଣ୍ଟିଲୋ ଆଇବି ଠାରେ ଜିଲା ସ୍ତରୀୟ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ1
- ଓଡ଼ିଶା ଶିକ୍ଷା ବିଭାଗ ର ନିର୍ଦ୍ଦେଶ ରେ ସମସ୍ତ ବିଦ୍ୟାଳୟ ରେ ସାମୁହିକ ବନ୍ଦେ ମାତରଂ ଗାୟନ ।1
- ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଅନୁପସ୍ଥିତ :-ରାସନ କାର୍ଡ ଓ ଆବାସ କୁ ନେଇ ଅନେକ ଅଭିଯୋଗ କାକଟପୁର :-୧୨/୦୧:-ପୁରୀ ଜିଲ୍ଲା କାକଟପୁର ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷ ମଧ୍ୟରେ ବ୍ଲକ ଅଧକ୍ଷ ଶ୍ରୀଧର ନାୟକ ଙ୍କ ଅଧକ୍ଷତା ରେ ପରିଚାଳିତ ଶିବିରରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା,ଉପଜିଲ୍ଲାପାଳ ରାଜ କିଶୋର ଜେନା,ସହକାରୀ ଜିଲ୍ଲାପାଳ ତଥା ଅଭିଯୋଗପ୍ରକୋଷ୍ଟ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ସାହୁ,ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସଚିନ ପଟେଲ ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ,ତହସିଲଦାର ଅଙ୍କିତା ଅନିନ୍ଦିତା,ବିଡ଼ିଓ ନାରାୟଣ ଦୀକ୍ଷିତି,ତଥା ଶିକ୍ଷା, ଯୋଗାଣ ବିଭାଗ, ମଙ୍ଗଳ ବିଭାଗ, ସମାଜ କଲ୍ୟାଣ ବିଭାଗ, ଜଳ ଓ ପରିମଳ,ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ, କୃଷି, ଜଙ୍ଗଲ, ବିଦ୍ୟୁତ, ଜଳସେଚନ, ପଶୁ ସମ୍ପଦ, ଶ୍ରମ, ମୄର୍ତ୍ତିକା ସଂରକ୍ଷଣ ଆଦି ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନିର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ସମ୍ପୂର୍ଣ କରିବା ହେଉଛି ଅଭିଯୋଗ ଶୁଣାଣୀ ଶିବିର ଆଭିମୁଖ୍ୟ।କିନ୍ତୁ କାକଟପୁର ବ୍ଲକ ଅଞ୍ଚଳ ରେ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସାଧାରଣ ଲୋକ ଙ୍କ ସମସ୍ୟା ଦୂର ନ କରିବାରୁ ଆଶା ଓ ଭରସା ରେ ସୋମବାର ଅନୁଷ୍ଠିତ ଜିଲ୍ଲାପାଳ ଙ୍କ ଜନ ଶୁଣାଣୀ ଶିବିର ରେ ପ୍ରବଳ ମାତ୍ରା ଭିଡ଼ ସ୍ପଷ୍ଟ ବାରି ହୋଇଥିଲା।କିନ୍ତୁ ଅଭିଯୋଗ ଜନ ଶୁଣାଣୀ ଶିବିରଟି ବିଳମ୍ବ ରେ ଆରମ୍ଭ ହୋଇଥିବା ବେଳେ ସାଧାରଣ ଲୋକ ଓ ଉପସ୍ଥିତ ଅଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ମିଳିତ ଜନଶୁଣାଣୀ ଶିବିରରେ ପୁରୀ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅଧିକାରୀ ଭାବେ ଯୋଗ ଦେଇଥିଲେ। ଅଭିଯୋଗ ପ୍ରକୋଷ୍ଟ ରେ ସମୁଦାୟ ୧୧୩ଗୋଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ଅନେକ ବ୍ୟକ୍ତିଗତ ଅଭିଯୋଗ ଓ ଅନେକ ସମୂହ ଅଭିଯୋଗ ଥିଲା।ଉପସ୍ଥିତ ଅଧିକାରୀ ୧୧ଟି ଅଭିଯୋଗ ସମାଧାନ ସଙ୍ଗେ ସଙ୍ଗେ କରିଥିଲେ। କିନ୍ତୁ ୫ଦଫା ଦାବୀ କୁ ନେଇ ବ୍ଲକ ସମ୍ମୁଖରେ ଲୋକ ପ୍ରତିନିଧି ତୃତୀୟ ଦିନରେ ଧାରଣା ରେ ବସିଥିବା ବେଳେ ବିଡ଼ିଓ ଧାରଣା ସ୍ଥଳରେ ପହଂଚି ଧାରଣାରତ ଥିବା ଲୋକ ପ୍ରତିନିଧି ଙ୍କୁ ଜନଶୁଣାଣୀ ଙ୍କୁ ନେଇଥିଲେ। କିନ୍ତୁ ଦାବୀ ଗୁଡିକ ଉପରେ କୌଣସି ଲୋକାଭିମୁଖ୍ୟ ମନ୍ତବ୍ୟ ଦେଇନଥିଲେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ।ଅଭିଯୋଗ ଶୁଣାଣୀ ରେ ଆବାସ ଯୋଜନା,ଭିନ୍ନକ୍ଷମ କୁ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଅନ୍ତ୍ୟୋଦୟ ଗୃହ ରୁ ବଂଚିତ କରିବା,ବାଦ୍ଧକ୍ୟ ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ବିଭିନ୍ନ କାର୍ଯ୍ୟର ବିଲ ପୈଠ ସମ୍ବଦୀୟ ସହ ଭତ୍ତା ସମ୍ଭଦୀୟ ଅଭିଯୋଗ ରେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା।ଏହି ଶିବିର ରେ ଜିଲ୍ଲାସ୍ତରୀୟ ସହ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।1
- ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ1
- National Youth Day.1
- Post by Tapasdas 63727887051
- କେନ୍ଦ୍ରାପଡ଼ା, ବାଲିଆ ଭାଗବତ RIE ସର୍କଲ ଥିବା 20 ନମ୍ବର କେନାଲ ରେ ବିନା ଅନୁମତି ରେ ଚାଲିଚି ସହସହ ଗଛ କଟା,1