logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାଲକାନଗିରି କାଲିମେଳାରେ ପୋଲିସକୁ ବଡ଼ ସଫଳତା ବୃହତ ମାତ୍ରାରେ ଗଞ୍ଜେଇ ଜବତ

4 hrs ago
user_ଆଦର୍ଶ ନ୍ୟୁଜ live
ଆଦର୍ଶ ନ୍ୟୁଜ live
Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
4 hrs ago

ମାଲକାନଗିରି କାଲିମେଳାରେ ପୋଲିସକୁ ବଡ଼ ସଫଳତା ବୃହତ ମାତ୍ରାରେ ଗଞ୍ଜେଇ ଜବତ

More news from ଓଡ଼ିଶା and nearby areas
  • ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ IED ଜବତ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ IED ଜବତ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର, IED ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ​ମିଳିଥିବା ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଜେରା କରାଯିବା ପରେ ମିଳିଥିବା ତଥ୍ୟ ଆଧାରରେ ମାଲକାନଗିରି ଡିଷ୍ଟ୍ରିକ୍ଟ ଭଲଣ୍ଟର ଫୋର୍ସ ଟିମ୍‌ ଦ୍ୱାରା ଏକ ଜୋରଦାର ସର୍ଚ୍ଚ ଅପରେସନ୍ କରାଯାଇଥିଲା। ମାଥଲି ଥାନା ଅନ୍ତର୍ଗତ ଚେରକୋଟଲା, କିରମିଟି, କୋଟୱାପଦର ଓ କଡ଼ାଭାଟା ଜଙ୍ଗଲ ଅଞ୍ଚଳରେ ଆଜି ସକାଳ ପ୍ରାୟ ୫:୩୦ ମିନିଟ୍‌ରେ ପୋଲିସ ଚଢ଼ାଉ କରି ମାଓବାଦୀଙ୍କ ଏହି ବଡ଼ ଡମ୍ପକୁ ଠାବ କରିବାରେ ସକ୍ଷମ ହୋଇଥିଲା। ​ଜବତ ହୋଇଥିବା ମାଓ ସାମଗ୍ରୀ ​୩ଟି ଦେଶୀ ବନ୍ଧୁକ ​୪ଟି ପ୍ରବଳ କ୍ଷମତାସମ୍ପନ୍ନ IED ଯେଉଁଥିରେ ୫ କିଲୋ, ୩ କିଲୋ ଓ ୨ କିଲୋ ଓଜନର ବିସ୍ଫୋରକ ରହିଛି ​କୋଡେକ୍ସ ୱାୟାର, ବ୍ୟାଟେରୀ, ରେଡିଓ ଆଣ୍ଟେନା ​ମାଓ ପୋଷାକ, ବ୍ୟାନର, ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ​ସୁରକ୍ଷା ବାହିନୀ ଓ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି କୌଣସି ବଡ଼ ଧରଣର ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ଏହି ସମସ୍ତ ସାମଗ୍ରୀ AOBSZC ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଝୋନାଲ କମିଟି କ୍ୟାଡରର ମାଓବାଦୀଙ୍କର ବୋଲି ଅନୁମାନ କରାଯାଉଛି। ​ସୂଚନାଯୋଗ୍ୟ ଯେ, ଗୃହ ମନ୍ତ୍ରଣାଳୟର ଲକ୍ଷ୍ୟ ଅନୁସାରେ ଗତ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇସାରିଛି। ଜାନୁଆରୀ ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୨ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୨୩ ଜଣ ଆତ୍ମସମର୍ପଣ କରିଛନ୍ତି। ​ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ସୂଚନା ଅନୁଯାୟୀ, ଭବିଷ୍ୟତରେ ଯେପରି ନକ୍ସଲ କାର୍ଯ୍ୟକଳାପ ଆଉ ମୁଣ୍ଡ ଟେକି ନପାରେ, ସେଥିପାଇଁ SOG ଓ DVF ଟିମ୍‌ ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ନିୟମିତ କୋମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି।
    4
    ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ IED ଜବତ
ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ।
ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ IED ଜବତ
ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର, IED ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି।
​ମିଳିଥିବା ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଜେରା କରାଯିବା ପରେ ମିଳିଥିବା ତଥ୍ୟ ଆଧାରରେ ମାଲକାନଗିରି  ଡିଷ୍ଟ୍ରିକ୍ଟ ଭଲଣ୍ଟର ଫୋର୍ସ ଟିମ୍‌ ଦ୍ୱାରା ଏକ ଜୋରଦାର ସର୍ଚ୍ଚ ଅପରେସନ୍ କରାଯାଇଥିଲା। ମାଥଲି ଥାନା ଅନ୍ତର୍ଗତ ଚେରକୋଟଲା, କିରମିଟି, କୋଟୱାପଦର ଓ କଡ଼ାଭାଟା ଜଙ୍ଗଲ ଅଞ୍ଚଳରେ ଆଜି ସକାଳ ପ୍ରାୟ ୫:୩୦ ମିନିଟ୍‌ରେ ପୋଲିସ ଚଢ଼ାଉ କରି ମାଓବାଦୀଙ୍କ ଏହି ବଡ଼ ଡମ୍ପକୁ ଠାବ କରିବାରେ ସକ୍ଷମ ହୋଇଥିଲା।
​ଜବତ ହୋଇଥିବା ମାଓ ସାମଗ୍ରୀ
​୩ଟି ଦେଶୀ ବନ୍ଧୁକ
​୪ଟି ପ୍ରବଳ କ୍ଷମତାସମ୍ପନ୍ନ IED ଯେଉଁଥିରେ ୫ କିଲୋ, ୩ କିଲୋ ଓ ୨ କିଲୋ ଓଜନର ବିସ୍ଫୋରକ ରହିଛି
​କୋଡେକ୍ସ ୱାୟାର, ବ୍ୟାଟେରୀ, ରେଡିଓ ଆଣ୍ଟେନା
​ମାଓ ପୋଷାକ, ବ୍ୟାନର, ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ
​ସୁରକ୍ଷା ବାହିନୀ ଓ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି କୌଣସି ବଡ଼ ଧରଣର ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ଏହି ସମସ୍ତ ସାମଗ୍ରୀ AOBSZC ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଝୋନାଲ କମିଟି କ୍ୟାଡରର ମାଓବାଦୀଙ୍କର ବୋଲି ଅନୁମାନ କରାଯାଉଛି।
​ସୂଚନାଯୋଗ୍ୟ ଯେ, ଗୃହ ମନ୍ତ୍ରଣାଳୟର ଲକ୍ଷ୍ୟ ଅନୁସାରେ ଗତ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇସାରିଛି। ଜାନୁଆରୀ ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୨ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୨୩ ଜଣ ଆତ୍ମସମର୍ପଣ କରିଛନ୍ତି।
​ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ସୂଚନା ଅନୁଯାୟୀ, ଭବିଷ୍ୟତରେ ଯେପରି ନକ୍ସଲ କାର୍ଯ୍ୟକଳାପ ଆଉ ମୁଣ୍ଡ ଟେକି ନପାରେ, ସେଥିପାଇଁ SOG ଓ DVF ଟିମ୍‌ ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ନିୟମିତ କୋମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି।
    user_Daily Malkangiri
    Daily Malkangiri
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    4 hrs ago
  • ମାଲକାନଗିରି କାଲିମେଳାରେ ପୋଲିସକୁ ବଡ଼ ସଫଳତା ବୃହତ ମାତ୍ରାରେ ଗଞ୍ଜେଇ ଜବତ
    1
    ମାଲକାନଗିରି କାଲିମେଳାରେ ପୋଲିସକୁ ବଡ଼ ସଫଳତା
ବୃହତ ମାତ୍ରାରେ ଗଞ୍ଜେଇ ଜବତ
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    4 hrs ago
  • ନାୟକଗୁଡା. ରୁ. ଧମଗୁଡା. ମାଟି. ରଡ଼. ଏତେ କୋରାପ. ଲୋକ ଯିବା ହସିବା. କରି ପରିନାହାଂତି
    3
    ନାୟକଗୁଡା. ରୁ. ଧମଗୁଡା. ମାଟି. ରଡ଼. ଏତେ କୋରାପ. ଲୋକ ଯିବା ହସିବା. କରି ପରିନାହାଂତି
    user_Siba.nayak
    Siba.nayak
    ମାଥିଲି, ମାଲକାନଗିରି, ଓଡ଼ିଶା•
    2 hrs ago
  • ମାଲକାନଗିରିରେ ବଡ଼ ମାଓବାଦୀ ଡମ୍ପ ଠାବ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED, ବିସ୍ଫୋରକ ଓ କ୍ଲେମୋର ମାଇନ୍ ଜବତ । ମାଲକାନଗିରିରେ ବଡ଼ ମାଓବାଦୀ ଡମ୍ପ ଠାବ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED, ବିସ୍ଫୋରକ ଓ କ୍ଲେମୋର ମାଇନ୍ ଜବତ । ମାଲକାନଗିରି । - ମାଓବାଦୀ ବିରୋଧୀ ଅଭିଯାନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୁଚନା ଆଧାରରେ ମାଥିଲି ଥାନା ଅଧୀନ ଚେରକୋଟଲା, କିର୍ମିଟି, କୋଟୱାପଦର ଓ କଡ଼ାଭଟା ଜଙ୍ଗଲ ଅଞ୍ଚଳରେ ଡିଭିଏଫ୍ ଟିମ୍ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଏକ ବଡ ମାଓ ଡମ୍ପ ଠାବ କରିଛି ପୋଲିସ୍ । ଏହି ଅଞ୍ଚଳଟି ଛତିଶଗଡ଼ର ବସ୍ତର ଜିଲ୍ଲାର ଦରଭା ଥାନା ଏବଂ ସୁକମା ଜିଲ୍ଲାର ପୁଷପାଲ ଥାନା ଅଞ୍ଚଳ ସୀମାକୁ ଲାଗି ରହିଛି । ଠାବ ହୋଇଥିବା ଡମ୍ପରୁ ୩ ବନ୍ଧୁକ ସହ IED, ବିସ୍ଫୋରକ, କ୍ଲେମୋର ମାଇନ୍ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମାଓବାଦୀ ସାମଗ୍ରୀ ଜବତ ହୋଇଛି । ଏହି ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ସାଧାରଣ ଲୋକ ଏବଂ ସୁରକ୍ଷାବଳଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ବ୍ୟବହାର କରିବାକୁ ରଖିଥିବା ସନ୍ଦେହ କରାଯାଉଛି । ଜବତ ସାମଗ୍ରୀଗୁଡ଼ିକ AOBSZCର ମାଓବାଦୀ କ୍ୟାଡରଙ୍କର ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍ ମାସରେ ମଧ୍ୟ ମାଲକାନଗିରି ଜିଲ୍ଲାରୁ ୩ଟି ବଡ଼ ମାଓବାଦୀ ଡମ୍ପ ଠାବ କରାଯାଇଥିଲା । ମାଓବାଦୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଠାବ କରିବା ପାଇଁ SOG ଓ DVF ପକ୍ଷରୁ ନିୟମିତ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି । ମାଓବାଦୀ ଗତିବିଧିର ପୁନରାବୃତ୍ତି ରୋକିବା ଏବଂ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଉଦ୍ଧାର ପାଇଁ ସୁରକ୍ଷାବାହିନୀର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଏସପି କହିଛନ୍ତି।
    2
    ମାଲକାନଗିରିରେ ବଡ଼ ମାଓବାଦୀ ଡମ୍ପ ଠାବ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED, ବିସ୍ଫୋରକ ଓ କ୍ଲେମୋର ମାଇନ୍ ଜବତ ।

ମାଲକାନଗିରିରେ ବଡ଼ ମାଓବାଦୀ ଡମ୍ପ ଠାବ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED, ବିସ୍ଫୋରକ ଓ କ୍ଲେମୋର ମାଇନ୍ ଜବତ ।
ମାଲକାନଗିରି ।
- ମାଓବାଦୀ ବିରୋଧୀ ଅଭିଯାନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୁଚନା ଆଧାରରେ ମାଥିଲି ଥାନା ଅଧୀନ ଚେରକୋଟଲା, କିର୍ମିଟି, କୋଟୱାପଦର ଓ କଡ଼ାଭଟା ଜଙ୍ଗଲ ଅଞ୍ଚଳରେ ଡିଭିଏଫ୍ ଟିମ୍ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଏକ ବଡ ମାଓ ଡମ୍ପ ଠାବ କରିଛି ପୋଲିସ୍ ।  
ଏହି ଅଞ୍ଚଳଟି ଛତିଶଗଡ଼ର ବସ୍ତର ଜିଲ୍ଲାର ଦରଭା ଥାନା ଏବଂ ସୁକମା ଜିଲ୍ଲାର ପୁଷପାଲ ଥାନା ଅଞ୍ଚଳ ସୀମାକୁ ଲାଗି ରହିଛି । ଠାବ ହୋଇଥିବା ଡମ୍ପରୁ ୩ ବନ୍ଧୁକ ସହ IED, ବିସ୍ଫୋରକ, କ୍ଲେମୋର ମାଇନ୍ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମାଓବାଦୀ ସାମଗ୍ରୀ ଜବତ ହୋଇଛି । ଏହି ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ସାଧାରଣ ଲୋକ ଏବଂ ସୁରକ୍ଷାବଳଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ବ୍ୟବହାର କରିବାକୁ ରଖିଥିବା ସନ୍ଦେହ କରାଯାଉଛି ।
ଜବତ ସାମଗ୍ରୀଗୁଡ଼ିକ AOBSZCର ମାଓବାଦୀ କ୍ୟାଡରଙ୍କର ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍ ମାସରେ ମଧ୍ୟ ମାଲକାନଗିରି ଜିଲ୍ଲାରୁ ୩ଟି ବଡ଼ ମାଓବାଦୀ ଡମ୍ପ ଠାବ କରାଯାଇଥିଲା । ମାଓବାଦୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଠାବ କରିବା ପାଇଁ SOG ଓ DVF ପକ୍ଷରୁ ନିୟମିତ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ମାଓବାଦୀ ଗତିବିଧିର ପୁନରାବୃତ୍ତି ରୋକିବା ଏବଂ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଉଦ୍ଧାର ପାଇଁ ସୁରକ୍ଷାବାହିନୀର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଏସପି କହିଛନ୍ତି।
    user_ମାନସ ରଞ୍ଜନ ଜେନା
    ମାନସ ରଞ୍ଜନ ଜେନା
    Fitness Trainer ଏମ.ଭି. 79, ମାଲକାନଗିରି, ଓଡ଼ିଶା•
    5 min ago
  • #ମାଓବାଦୀଙ୍କ_ବଡ଼_ଷଡ଼ଯନ୍ତ୍ର_ଫେଲ୍ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଠାବ #Malkangiri #National24
    1
    #ମାଓବାଦୀଙ୍କ_ବଡ଼_ଷଡ଼ଯନ୍ତ୍ର_ଫେଲ୍
ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଠାବ
#Malkangiri #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    48 min ago
  • ଭାଇଚାରାର ଜୟପୁର ସହରରେ ଇଦ୍-ଇ-ମିଲାଦ୍ ମୁବାରକ ପବିତ୍ର ଇଦ୍-ଇ-ମିଲାଦ୍‌କୁ ନେଇ ଉତ୍ସବମୁଖର ଜୟପୁର ଭାଇଚାରାର ଜୟପୁର ସହରରେ ଇଦ୍-ଇ-ମିଲାଦ୍ ମୁବାରକ ପବିତ୍ର ଇଦ୍-ଇ-ମିଲାଦ୍‌କୁ ନେଇ ଉତ୍ସବମୁଖର ଜୟପୁର
    1
    ଭାଇଚାରାର ଜୟପୁର ସହରରେ ଇଦ୍-ଇ-ମିଲାଦ୍ ମୁବାରକ
ପବିତ୍ର ଇଦ୍-ଇ-ମିଲାଦ୍‌କୁ ନେଇ ଉତ୍ସବମୁଖର ଜୟପୁର
ଭାଇଚାରାର ଜୟପୁର ସହରରେ ଇଦ୍-ଇ-ମିଲାଦ୍ ମୁବାରକ
ପବିତ୍ର ଇଦ୍-ଇ-ମିଲାଦ୍‌କୁ ନେଇ ଉତ୍ସବମୁଖର ଜୟପୁର
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    6 hrs ago
  • କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ
    1
    କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ
କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ
    user_Trinath chapadi
    Trinath chapadi
    Aboriginal and Torres Strait Islander organisation କୋରାପୁଟ, କୋରାପୁଟ, ଓଡ଼ିଶା•
    18 hrs ago
  • ମାଥିଲି ଏରିଆରୁ ଆଉ ଗୋଟେ ମାଓ ଡ଼ମ୍ପ ଉଦ୍ଧାର କରି ବିପୁଳ ଅସ୍ତ୍ର ସସ୍ତ୍ର ଜବତ କରିଛି ମାଲକାନଗିରି ପୋଲିସ #maodump #armrecovery #PoliceSuccess #MalkangiriDistrict #odisha
    1
    ମାଥିଲି ଏରିଆରୁ ଆଉ ଗୋଟେ ମାଓ ଡ଼ମ୍ପ ଉଦ୍ଧାର କରି ବିପୁଳ ଅସ୍ତ୍ର ସସ୍ତ୍ର ଜବତ କରିଛି ମାଲକାନଗିରି ପୋଲିସ
#maodump #armrecovery #PoliceSuccess #MalkangiriDistrict #odisha
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.