logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାଥିଲି ଏରିଆରୁ ଆଉ ଗୋଟେ ମାଓ ଡ଼ମ୍ପ ଉଦ୍ଧାର କରି ବିପୁଳ ଅସ୍ତ୍ର ସସ୍ତ୍ର ଜବତ କରିଛି ମାଲକାନଗିରି ପୋଲିସ #maodump #armrecovery #PoliceSuccess #MalkangiriDistrict #odisha

1 hr ago
user_ଆଦର୍ଶ ନ୍ୟୁଜ live
ଆଦର୍ଶ ନ୍ୟୁଜ live
Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
1 hr ago

ମାଥିଲି ଏରିଆରୁ ଆଉ ଗୋଟେ ମାଓ ଡ଼ମ୍ପ ଉଦ୍ଧାର କରି ବିପୁଳ ଅସ୍ତ୍ର ସସ୍ତ୍ର ଜବତ କରିଛି ମାଲକାନଗିରି ପୋଲିସ #maodump #armrecovery #PoliceSuccess #MalkangiriDistrict #odisha

More news from ଓଡ଼ିଶା and nearby areas
  • ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ IED ଜବତ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ IED ଜବତ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର, IED ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ​ମିଳିଥିବା ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଜେରା କରାଯିବା ପରେ ମିଳିଥିବା ତଥ୍ୟ ଆଧାରରେ ମାଲକାନଗିରି ଡିଷ୍ଟ୍ରିକ୍ଟ ଭଲଣ୍ଟର ଫୋର୍ସ ଟିମ୍‌ ଦ୍ୱାରା ଏକ ଜୋରଦାର ସର୍ଚ୍ଚ ଅପରେସନ୍ କରାଯାଇଥିଲା। ମାଥଲି ଥାନା ଅନ୍ତର୍ଗତ ଚେରକୋଟଲା, କିରମିଟି, କୋଟୱାପଦର ଓ କଡ଼ାଭାଟା ଜଙ୍ଗଲ ଅଞ୍ଚଳରେ ଆଜି ସକାଳ ପ୍ରାୟ ୫:୩୦ ମିନିଟ୍‌ରେ ପୋଲିସ ଚଢ଼ାଉ କରି ମାଓବାଦୀଙ୍କ ଏହି ବଡ଼ ଡମ୍ପକୁ ଠାବ କରିବାରେ ସକ୍ଷମ ହୋଇଥିଲା। ​ଜବତ ହୋଇଥିବା ମାଓ ସାମଗ୍ରୀ ​୩ଟି ଦେଶୀ ବନ୍ଧୁକ ​୪ଟି ପ୍ରବଳ କ୍ଷମତାସମ୍ପନ୍ନ IED ଯେଉଁଥିରେ ୫ କିଲୋ, ୩ କିଲୋ ଓ ୨ କିଲୋ ଓଜନର ବିସ୍ଫୋରକ ରହିଛି ​କୋଡେକ୍ସ ୱାୟାର, ବ୍ୟାଟେରୀ, ରେଡିଓ ଆଣ୍ଟେନା ​ମାଓ ପୋଷାକ, ବ୍ୟାନର, ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ​ସୁରକ୍ଷା ବାହିନୀ ଓ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି କୌଣସି ବଡ଼ ଧରଣର ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ଏହି ସମସ୍ତ ସାମଗ୍ରୀ AOBSZC ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଝୋନାଲ କମିଟି କ୍ୟାଡରର ମାଓବାଦୀଙ୍କର ବୋଲି ଅନୁମାନ କରାଯାଉଛି। ​ସୂଚନାଯୋଗ୍ୟ ଯେ, ଗୃହ ମନ୍ତ୍ରଣାଳୟର ଲକ୍ଷ୍ୟ ଅନୁସାରେ ଗତ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇସାରିଛି। ଜାନୁଆରୀ ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୨ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୨୩ ଜଣ ଆତ୍ମସମର୍ପଣ କରିଛନ୍ତି। ​ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ସୂଚନା ଅନୁଯାୟୀ, ଭବିଷ୍ୟତରେ ଯେପରି ନକ୍ସଲ କାର୍ଯ୍ୟକଳାପ ଆଉ ମୁଣ୍ଡ ଟେକି ନପାରେ, ସେଥିପାଇଁ SOG ଓ DVF ଟିମ୍‌ ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ନିୟମିତ କୋମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି।
    4
    ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ IED ଜବତ
ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ।
ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ IED ଜବତ
ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର, IED ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି।
​ମିଳିଥିବା ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଜେରା କରାଯିବା ପରେ ମିଳିଥିବା ତଥ୍ୟ ଆଧାରରେ ମାଲକାନଗିରି  ଡିଷ୍ଟ୍ରିକ୍ଟ ଭଲଣ୍ଟର ଫୋର୍ସ ଟିମ୍‌ ଦ୍ୱାରା ଏକ ଜୋରଦାର ସର୍ଚ୍ଚ ଅପରେସନ୍ କରାଯାଇଥିଲା। ମାଥଲି ଥାନା ଅନ୍ତର୍ଗତ ଚେରକୋଟଲା, କିରମିଟି, କୋଟୱାପଦର ଓ କଡ଼ାଭାଟା ଜଙ୍ଗଲ ଅଞ୍ଚଳରେ ଆଜି ସକାଳ ପ୍ରାୟ ୫:୩୦ ମିନିଟ୍‌ରେ ପୋଲିସ ଚଢ଼ାଉ କରି ମାଓବାଦୀଙ୍କ ଏହି ବଡ଼ ଡମ୍ପକୁ ଠାବ କରିବାରେ ସକ୍ଷମ ହୋଇଥିଲା।
​ଜବତ ହୋଇଥିବା ମାଓ ସାମଗ୍ରୀ
​୩ଟି ଦେଶୀ ବନ୍ଧୁକ
​୪ଟି ପ୍ରବଳ କ୍ଷମତାସମ୍ପନ୍ନ IED ଯେଉଁଥିରେ ୫ କିଲୋ, ୩ କିଲୋ ଓ ୨ କିଲୋ ଓଜନର ବିସ୍ଫୋରକ ରହିଛି
​କୋଡେକ୍ସ ୱାୟାର, ବ୍ୟାଟେରୀ, ରେଡିଓ ଆଣ୍ଟେନା
​ମାଓ ପୋଷାକ, ବ୍ୟାନର, ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ
​ସୁରକ୍ଷା ବାହିନୀ ଓ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି କୌଣସି ବଡ଼ ଧରଣର ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ଏହି ସମସ୍ତ ସାମଗ୍ରୀ AOBSZC ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଝୋନାଲ କମିଟି କ୍ୟାଡରର ମାଓବାଦୀଙ୍କର ବୋଲି ଅନୁମାନ କରାଯାଉଛି।
​ସୂଚନାଯୋଗ୍ୟ ଯେ, ଗୃହ ମନ୍ତ୍ରଣାଳୟର ଲକ୍ଷ୍ୟ ଅନୁସାରେ ଗତ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇସାରିଛି। ଜାନୁଆରୀ ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୨ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୨୩ ଜଣ ଆତ୍ମସମର୍ପଣ କରିଛନ୍ତି।
​ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ସୂଚନା ଅନୁଯାୟୀ, ଭବିଷ୍ୟତରେ ଯେପରି ନକ୍ସଲ କାର୍ଯ୍ୟକଳାପ ଆଉ ମୁଣ୍ଡ ଟେକି ନପାରେ, ସେଥିପାଇଁ SOG ଓ DVF ଟିମ୍‌ ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ନିୟମିତ କୋମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି।
    user_Daily Malkangiri
    Daily Malkangiri
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    1 hr ago
  • ମାଲକାନଗିରି କାଲିମେଳାରେ ପୋଲିସକୁ ବଡ଼ ସଫଳତା ବୃହତ ମାତ୍ରାରେ ଗଞ୍ଜେଇ ଜବତ
    1
    ମାଲକାନଗିରି କାଲିମେଳାରେ ପୋଲିସକୁ ବଡ଼ ସଫଳତା
ବୃହତ ମାତ୍ରାରେ ଗଞ୍ଜେଇ ଜବତ
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    1 hr ago
  • *ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ* *ମାଲକାନଗିରି, ୨୫/୮/୨୬:* ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଆନୁକୂଲ୍ୟରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତିର ଉପମୁଖ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନ, ଅର୍ଥ ପରିଚାଳକ ମାନସ ମିଶ୍ର, ଜୀବିକା ପ୍ରକଳ୍ପ ପରିଚାଳକ ବାଲାଜୀ ପଟ୍ଟନାୟକ ଏବଂ ଦକ୍ଷତା ପ୍ରକଳ୍ପ ପରିଚାଳକ ହିମାଂଶୁ ଭୂଷଣ ମହାରଣାଙ୍କ ସମେତ ସଂଗଠନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ, ଯେଉଁଠାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବଣ୍ଡା ସମ୍ପ୍ରଦାୟର ଆଦିବାସୀ କାରିଗର ଏବଂ ଅନ୍ୟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତତନ୍ତ ରାଖୀ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ସମ୍ପୂର୍ଣ୍ଣ ପ୍ରାକୃତିକ ତଥା ସ୍ଥାନୀୟ ସାମଗ୍ରୀ ଯେପରିକି ନଡ଼ା, କପଡ଼ା, ତାଳପତ୍ର ଏବଂ କାଗଜ ବ୍ୟବହାର କରି ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ କରାଯାଇଛି। ସରକାରୀ ସଂଗଠନର ଏହି ପ୍ରଶଂସନୀୟ ଆଭିମୁଖ୍ୟ ଗ୍ରାମାଞ୍ଚଳର ମହିଳା ଓ ଆଦିବାସୀ କାରିଗରମାନଙ୍କ ମଧ୍ୟରେ ଲୁଚି ରହିଥିବା ସୃଜନଶୀଳତା ଏବଂ ଦକ୍ଷତାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଏକ ବଡ଼ ମାଧ୍ୟମ ସାଜିବ। ଅନ୍ୟ ମାନଙ୍କ ମଧ୍ୟରେ ହର୍ଷାନନ୍ଦ ପ୍ରଧାନ, ଜିତେନ୍ଦ୍ର କୁମାର ପାତ୍ର ଏବଂ ଅମିତ୍ କୁମାର୍ ଉପସ୍ଥିତ ଥିଲେ।
    4
    *ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ*
*ମାଲକାନଗିରି, ୨୫/୮/୨୬:*
ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଆନୁକୂଲ୍ୟରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତିର ଉପମୁଖ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନ, ଅର୍ଥ ପରିଚାଳକ ମାନସ ମିଶ୍ର, ଜୀବିକା ପ୍ରକଳ୍ପ ପରିଚାଳକ ବାଲାଜୀ ପଟ୍ଟନାୟକ ଏବଂ ଦକ୍ଷତା ପ୍ରକଳ୍ପ ପରିଚାଳକ ହିମାଂଶୁ ଭୂଷଣ ମହାରଣାଙ୍କ ସମେତ ସଂଗଠନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ, ଯେଉଁଠାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବଣ୍ଡା ସମ୍ପ୍ରଦାୟର ଆଦିବାସୀ କାରିଗର ଏବଂ ଅନ୍ୟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତତନ୍ତ ରାଖୀ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ସମ୍ପୂର୍ଣ୍ଣ ପ୍ରାକୃତିକ ତଥା ସ୍ଥାନୀୟ ସାମଗ୍ରୀ ଯେପରିକି ନଡ଼ା, କପଡ଼ା, ତାଳପତ୍ର ଏବଂ କାଗଜ ବ୍ୟବହାର କରି ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ କରାଯାଇଛି। ସରକାରୀ ସଂଗଠନର ଏହି ପ୍ରଶଂସନୀୟ ଆଭିମୁଖ୍ୟ ଗ୍ରାମାଞ୍ଚଳର ମହିଳା ଓ ଆଦିବାସୀ କାରିଗରମାନଙ୍କ ମଧ୍ୟରେ ଲୁଚି ରହିଥିବା ସୃଜନଶୀଳତା ଏବଂ ଦକ୍ଷତାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଏକ ବଡ଼ ମାଧ୍ୟମ ସାଜିବ। ଅନ୍ୟ ମାନଙ୍କ ମଧ୍ୟରେ ହର୍ଷାନନ୍ଦ ପ୍ରଧାନ,  ଜିତେନ୍ଦ୍ର କୁମାର ପାତ୍ର ଏବଂ ଅମିତ୍ କୁମାର୍ ଉପସ୍ଥିତ ଥିଲେ।
    user_Malkangiri Update news
    Malkangiri Update news
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    22 hrs ago
  • ମାଲକାନଗିରି. ମାଥିଲି. ସିଙ୍ଗଲ. ବେଚା. ଶ୍ରୀ ଗଣେଶ. ପୂଜା. ପହିଲି. ପୂଜା. ଅଧିକ ଜାଣିବାକୁ. ବୋଲ କରି. ଟେକର ସନ. ଗାହା. ଲୋକ. ସାନ. ମୁଖ୍ୟ. ଶ୍ରୀ. ଶିବ ନାୟକ.2026.ସୁହାଗତ. ଜାହାନହିଲେ. ଏବର୍ଷ. କୁ. ନେହିକି
    1
    ମାଲକାନଗିରି. ମାଥିଲି. ସିଙ୍ଗଲ. ବେଚା.  ଶ୍ରୀ ଗଣେଶ. ପୂଜା. ପହିଲି. ପୂଜା. ଅଧିକ ଜାଣିବାକୁ. ବୋଲ କରି. ଟେକର ସନ. ଗାହା. ଲୋକ. ସାନ. ମୁଖ୍ୟ. ଶ୍ରୀ. ଶିବ ନାୟକ.2026.ସୁହାଗତ. ଜାହାନହିଲେ. ଏବର୍ଷ. କୁ. ନେହିକି
    user_Siba.nayak
    Siba.nayak
    ମାଥିଲି, ମାଲକାନଗିରି, ଓଡ଼ିଶା•
    15 hrs ago
  • ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ* *ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ* *ମାଲକାନଗିରି, ୨୫/୮/୨୬:* ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଆନୁକୂଲ୍ୟରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତିର ଉପମୁଖ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନ, ଅର୍ଥ ପରିଚାଳକ ମାନସ ମିଶ୍ର, ଜୀବିକା ପ୍ରକଳ୍ପ ପରିଚାଳକ ବାଲାଜୀ ପଟ୍ଟନାୟକ ଏବଂ ଦକ୍ଷତା ପ୍ରକଳ୍ପ ପରିଚାଳକ ହିମାଂଶୁ ଭୂଷଣ ମହାରଣାଙ୍କ ସମେତ ସଂଗଠନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ, ଯେଉଁଠାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବଣ୍ଡା ସମ୍ପ୍ରଦାୟର ଆଦିବାସୀ କାରିଗର ଏବଂ ଅନ୍ୟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତତନ୍ତ ରାଖୀ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ସମ୍ପୂର୍ଣ୍ଣ ପ୍ରାକୃତିକ ତଥା ସ୍ଥାନୀୟ ସାମଗ୍ରୀ ଯେପରିକି ନଡ଼ା, କପଡ଼ା, ତାଳପତ୍ର ଏବଂ କାଗଜ ବ୍ୟବହାର କରି ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ କରାଯାଇଛି। ସରକାରୀ ସଂଗଠନର ଏହି ପ୍ରଶଂସନୀୟ ଆଭିମୁଖ୍ୟ ଗ୍ରାମାଞ୍ଚଳର ମହିଳା ଓ ଆଦିବାସୀ କାରିଗରମାନଙ୍କ ମଧ୍ୟରେ ଲୁଚି ରହିଥିବା ସୃଜନଶୀଳତା ଏବଂ ଦକ୍ଷତାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଏକ ବଡ଼ ମାଧ୍ୟମ ସାଜିବ। ଅନ୍ୟ ମାନଙ୍କ ମଧ୍ୟରେ ହର୍ଷାନନ୍ଦ ପ୍ରଧାନ, ଜିତେନ୍ଦ୍ର କୁମାର ପାତ୍ର ଏବଂ ଅମିତ୍ କୁମାର୍ ଉପସ୍ଥିତ ଥିଲେ।
    4
    ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ*

*ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ*
*ମାଲକାନଗିରି, ୨୫/୮/୨୬:*
ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଆନୁକୂଲ୍ୟରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତିର ଉପମୁଖ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନ, ଅର୍ଥ ପରିଚାଳକ ମାନସ ମିଶ୍ର, ଜୀବିକା ପ୍ରକଳ୍ପ ପରିଚାଳକ ବାଲାଜୀ ପଟ୍ଟନାୟକ ଏବଂ ଦକ୍ଷତା ପ୍ରକଳ୍ପ ପରିଚାଳକ ହିମାଂଶୁ ଭୂଷଣ ମହାରଣାଙ୍କ ସମେତ ସଂଗଠନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ, ଯେଉଁଠାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବଣ୍ଡା ସମ୍ପ୍ରଦାୟର ଆଦିବାସୀ କାରିଗର ଏବଂ ଅନ୍ୟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତତନ୍ତ ରାଖୀ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ସମ୍ପୂର୍ଣ୍ଣ ପ୍ରାକୃତିକ ତଥା ସ୍ଥାନୀୟ ସାମଗ୍ରୀ ଯେପରିକି ନଡ଼ା, କପଡ଼ା, ତାଳପତ୍ର ଏବଂ କାଗଜ ବ୍ୟବହାର କରି ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ କରାଯାଇଛି। ସରକାରୀ ସଂଗଠନର ଏହି ପ୍ରଶଂସନୀୟ ଆଭିମୁଖ୍ୟ ଗ୍ରାମାଞ୍ଚଳର ମହିଳା ଓ ଆଦିବାସୀ କାରିଗରମାନଙ୍କ ମଧ୍ୟରେ ଲୁଚି ରହିଥିବା ସୃଜନଶୀଳତା ଏବଂ ଦକ୍ଷତାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଏକ ବଡ଼ ମାଧ୍ୟମ ସାଜିବ। ଅନ୍ୟ ମାନଙ୍କ ମଧ୍ୟରେ ହର୍ଷାନନ୍ଦ ପ୍ରଧାନ,  ଜିତେନ୍ଦ୍ର କୁମାର ପାତ୍ର ଏବଂ ଅମିତ୍ କୁମାର୍ ଉପସ୍ଥିତ ଥିଲେ।
    user_ମାନସ ରଞ୍ଜନ ଜେନା
    ମାନସ ରଞ୍ଜନ ଜେନା
    Fitness Trainer ଏମ.ଭି. 79, ମାଲକାନଗିରି, ଓଡ଼ିଶା•
    16 hrs ago
  • ଭାଇଚାରାର ଜୟପୁର ସହରରେ ଇଦ୍-ଇ-ମିଲାଦ୍ ମୁବାରକ ପବିତ୍ର ଇଦ୍-ଇ-ମିଲାଦ୍‌କୁ ନେଇ ଉତ୍ସବମୁଖର ଜୟପୁର ଭାଇଚାରାର ଜୟପୁର ସହରରେ ଇଦ୍-ଇ-ମିଲାଦ୍ ମୁବାରକ ପବିତ୍ର ଇଦ୍-ଇ-ମିଲାଦ୍‌କୁ ନେଇ ଉତ୍ସବମୁଖର ଜୟପୁର
    1
    ଭାଇଚାରାର ଜୟପୁର ସହରରେ ଇଦ୍-ଇ-ମିଲାଦ୍ ମୁବାରକ
ପବିତ୍ର ଇଦ୍-ଇ-ମିଲାଦ୍‌କୁ ନେଇ ଉତ୍ସବମୁଖର ଜୟପୁର
ଭାଇଚାରାର ଜୟପୁର ସହରରେ ଇଦ୍-ଇ-ମିଲାଦ୍ ମୁବାରକ
ପବିତ୍ର ଇଦ୍-ଇ-ମିଲାଦ୍‌କୁ ନେଇ ଉତ୍ସବମୁଖର ଜୟପୁର
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    3 hrs ago
  • କୋଟପାଡ଼ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖି କଣ କହିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ ‎⁨@KotpadBreakingNews⁩
    1
    କୋଟପାଡ଼ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖି କଣ କହିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ ‎⁨@KotpadBreakingNews⁩
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    4 hrs ago
  • ମାଥିଲି ଏରିଆରୁ ଆଉ ଗୋଟେ ମାଓ ଡ଼ମ୍ପ ଉଦ୍ଧାର କରି ବିପୁଳ ଅସ୍ତ୍ର ସସ୍ତ୍ର ଜବତ କରିଛି ମାଲକାନଗିରି ପୋଲିସ #maodump #armrecovery #PoliceSuccess #MalkangiriDistrict #odisha
    1
    ମାଥିଲି ଏରିଆରୁ ଆଉ ଗୋଟେ ମାଓ ଡ଼ମ୍ପ ଉଦ୍ଧାର କରି ବିପୁଳ ଅସ୍ତ୍ର ସସ୍ତ୍ର ଜବତ କରିଛି ମାଲକାନଗିରି ପୋଲିସ
#maodump #armrecovery #PoliceSuccess #MalkangiriDistrict #odisha
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.