Shuru
Apke Nagar Ki App…
ଥର୍ମାଲ ଡ଼ିଏଭି ସ୍କୁଲ ଛାତ୍ରଙ୍କର ଅଭୂତପୂର୍ବ ସଫଳତା, ଜେଇଇ ମେନ୍ ପରୀକ୍ଷାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବଚିତ ତାଳଚେର ଥର୍ମାଲ ଡ଼ିଏଭି ସ୍କୁଲ ଛାତ୍ରଙ୍କର ଅଭୂତପୂର୍ବ ସଫଳତା ପାଇଥିବା ଜଣାପଡିଛି l ଚଳିତ ଜେଇଇ ମେନ୍ ପରୀକ୍ଷାରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟ ବିବଚିତ ହୋଇଛନ୍ତି l ସ୍କୁଲର ପାଞ୍ଚଜଣ ଛାତ୍ର ସଫଳତା ପାଇଛନ୍ତି l ସେମାନଙ୍କ ମଧ୍ୟରୁ ଜୟଦୀପ ମହାପାତ୍ର ୯୯.୬୫% , ଗୌରୀଶଙ୍କର ମିଶ୍ର ୯୭.୮୫%, ଶ୍ରୀଧର ଶେଖର ପାତ୍ର ୯୫.୭%, ଅଭିନବ ଦାଶ ୯୫.୦୯%, ଆୟୁଷ୍ମାନ ପଟ୍ଟନାୟକ ୮୫.୭୪ % ରଖି କୃତିତ୍ଵର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସମୀର କୁମାର କାନୁନଗୋ କୃତୀ ଛାତ୍ରମାନଙ୍କୁ ଶୁଭେଚ୍ଛା ଦେବା ସହ ଆଗାମୀ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ପ୍ରେରିତ କରିଛନ୍ତି l ଏହା ସହ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି l
Priyamadhaba Das

- User5055Odisha👏8 hrs ago
More news from ଓଡ଼ିଶା and nearby areas
- ତାଳଚେର ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣ ଧାରଣା ଆଜି ୧୦୫ଦିନରେ ପହଁଚିଲା। ତାଳଚେର ଅଞ୍ଚଳର ବହୁ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ଓ ଜନ ସାଧାରଣ ଏହି ଗଣଧାରଣାରେ ଯୋଗଦେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।1
- Bangu Malik Sent 1Star Jajpur Odisha India1
- ହାତୀ ଆକ୍ରମଣ ରେ ଆଜି ପୁଣି ମାଆ ପୁଅ ର ମୃତ୍ୟୁ. କଟକ ଜିଲ୍ଲା ନୂଆଗାଁ ଅଂଚଳରେ ଆଜି ଆମ୍ବ ତୋଳୁଥିବା ବେଳେ ବଣୁଆ ହାତୀ ଆକ୍ରମଣ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ. ସେମାନଙ୍କୁ ହିନ୍ଦୋଳ ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଉଭୟ ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି.1
- Post by Dhenkanal News1
- ଜନ ଗଣନା ବେଳେ ଦିଦି ଙ୍କୁ ମାଡ଼ ମାରିଥିବା ଓ ଗାଡି ଭାଙ୍ଗିଥିବା ଅଭିଯୋଗ ରେ ପୋଲିସ ପକ୍ଷରୁ ଆସାମୀଙ୍କୁ ଘୋଷାରି ଘୋଷାରି ଗିରଫ କଲା କାମାକ୍ଷାନଗର ପୋଲିସ #newsodiaodisha #public #kamakhyanagar #dhenkanal #ᴠᴀɪʀᴀʟ#shuru1
- Post by Dipak Kumar Nayak1
- ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିଲେ ଏବଂ ଗାଡ଼ି ମଧ୍ୟ ଭାଙ୍ଗିଦେଲେ | ଘଟଣା ସ୍ଥଳରେ ଉପ ଜିଲ୍ଲାପାଳ, ଏସଡିପିଓ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଆକ୍ରମଣକାରୀଙ୍କୁ ଉଠାଇ ନେଇ ଅଧିକ ତଦନ୍ତ ଚଳାଇଛି | କାମାକ୍ଷାନଗର, ଢ଼େଙ୍କାନାଳ, ଓଡ଼ିଶା #Kamakhyanagar #Dhenkanal #Odisha1
- Bangu Malik Sent 1Star Jajpur Odisha India1