logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଧୂପ, ଦୀପ ଓ ମନ୍ତ୍ରଧ୍ଵନିରେ ମୁଖରିତ ହେଲା ନଈଗାଁ ; ଅନୁଷ୍ଠିତ ହେଲା ବିଶ୍ୱକର୍ମା ପୂଜା କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଗାଁର ପରିବେଶରେ ଭକ୍ତିର ମାହୋଲ। ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହୋଇଉଠିଥିଲା ନଈଗାଁର ଉପର ସାହି। ଅବସର ଥିଲା ବାବା ବିଶ୍ୱକର୍ମାଙ୍କ ପୂଜା। ସଦର ବ୍ଲକ ପର୍ଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଈଗାଁ ଗ୍ରାମର ଉପର ସାହିରେ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି।

1 hr ago
user_Dhyana Krushna Nayak
Dhyana Krushna Nayak
Content Creator (YouTuber) Kendujhar Sadar, Odisha•
1 hr ago
3790f0e1-f2b1-455e-a466-6c55f4c72d4c
b81f2da9-41e2-4a29-be61-2d3a5007a5d7
c087af66-32d2-4c31-8ace-9bdc897d34f2

ଧୂପ, ଦୀପ ଓ ମନ୍ତ୍ରଧ୍ଵନିରେ ମୁଖରିତ ହେଲା ନଈଗାଁ ; ଅନୁଷ୍ଠିତ ହେଲା ବିଶ୍ୱକର୍ମା ପୂଜା କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଗାଁର ପରିବେଶରେ ଭକ୍ତିର ମାହୋଲ। ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହୋଇଉଠିଥିଲା ନଈଗାଁର ଉପର ସାହି। ଅବସର ଥିଲା ବାବା ବିଶ୍ୱକର୍ମାଙ୍କ ପୂଜା। ସଦର ବ୍ଲକ ପର୍ଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଈଗାଁ ଗ୍ରାମର ଉପର ସାହିରେ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି।

More news from Odisha and nearby areas
  • ଧୂପ, ଦୀପ ଓ ମନ୍ତ୍ରଧ୍ଵନିରେ ମୁଖରିତ ହେଲା ନଈଗାଁ ; ଅନୁଷ୍ଠିତ ହେଲା ବିଶ୍ୱକର୍ମା ପୂଜା କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଗାଁର ପରିବେଶରେ ଭକ୍ତିର ମାହୋଲ। ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହୋଇଉଠିଥିଲା ନଈଗାଁର ଉପର ସାହି। ଅବସର ଥିଲା ବାବା ବିଶ୍ୱକର୍ମାଙ୍କ ପୂଜା। ସଦର ବ୍ଲକ ପର୍ଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଈଗାଁ ଗ୍ରାମର ଉପର ସାହିରେ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି।
    4
    ଧୂପ, ଦୀପ ଓ ମନ୍ତ୍ରଧ୍ଵନିରେ ମୁଖରିତ ହେଲା ନଈଗାଁ ; ଅନୁଷ୍ଠିତ ହେଲା ବିଶ୍ୱକର୍ମା ପୂଜା 
କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଗାଁର ପରିବେଶରେ ଭକ୍ତିର ମାହୋଲ। ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହୋଇଉଠିଥିଲା ନଈଗାଁର ଉପର ସାହି। ଅବସର ଥିଲା ବାବା ବିଶ୍ୱକର୍ମାଙ୍କ ପୂଜା। ସଦର ବ୍ଲକ ପର୍ଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଈଗାଁ ଗ୍ରାମର ଉପର ସାହିରେ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) Kendujhar Sadar, Odisha•
    1 hr ago
  • ହାପି ବାର୍ଥଡେ ମୋଦିଜୀ, ହାପି ବାର୍ଥଡେ....ଆମ ସମସ୍ତଙ୍କର ପ୍ରେରଣାର କେନ୍ଦ୍ରବିନ୍ଦୁ ତଥା ବିଶ୍ୱର ଅଦ୍ୱିତୀୟ ନେତା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦୀ ଜୀଙ୍କୁ ଜନ୍ମ ଦିନ ଅବସରରେ ହାର୍ଦ୍ଦିକ ଶୁଭକାମନା🙏 ହାପି ବାର୍ଥଡେ ମୋଦିଜୀ, ହାପି ବାର୍ଥଡେ....ଆମ ସମସ୍ତଙ୍କର ପ୍ରେରଣାର କେନ୍ଦ୍ରବିନ୍ଦୁ ତଥା ବିଶ୍ୱର ଅଦ୍ୱିତୀୟ ନେତା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦୀ ଜୀଙ୍କୁ ଜନ୍ମ ଦିନ ଅବସରରେ ହାର୍ଦ୍ଦିକ ଶୁଭକାମନା🙏 #SevaSankalpAbhiyan🇮🇳💪 #HappyBdayPMModiJi🙏 #ଜୟଜଗନ୍ନାଥ🚩🙏
    1
    ହାପି ବାର୍ଥଡେ ମୋଦିଜୀ,  ହାପି ବାର୍ଥଡେ....ଆମ ସମସ୍ତଙ୍କର ପ୍ରେରଣାର କେନ୍ଦ୍ରବିନ୍ଦୁ ତଥା ବିଶ୍ୱର ଅଦ୍ୱିତୀୟ ନେତା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦୀ ଜୀଙ୍କୁ ଜନ୍ମ ଦିନ ଅବସରରେ ହାର୍ଦ୍ଦିକ ଶୁଭକାମନା🙏
ହାପି ବାର୍ଥଡେ ମୋଦିଜୀ,  ହାପି ବାର୍ଥଡେ....ଆମ ସମସ୍ତଙ୍କର ପ୍ରେରଣାର କେନ୍ଦ୍ରବିନ୍ଦୁ ତଥା ବିଶ୍ୱର ଅଦ୍ୱିତୀୟ ନେତା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦୀ ଜୀଙ୍କୁ ଜନ୍ମ ଦିନ ଅବସରରେ ହାର୍ଦ୍ଦିକ ଶୁଭକାମନା🙏
#SevaSankalpAbhiyan🇮🇳💪
#HappyBdayPMModiJi🙏
#ଜୟଜଗନ୍ନାଥ🚩🙏
    user_ବାରକୋଟ ଖବର
    ବାରକୋଟ ଖବର
    Video Creator ବରକୋଟ, ଦେବଗଡ଼, ଓଡ଼ିଶା•
    6 hrs ago
  • ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଥିବା ବେଳେ ଘର ଭାଙ୍ଗି ଫସଲ ନଷ୍ଟ କରୁଛି ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଖେଳି ଯାଇଛି l ବଣାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଖେଳାଉଥିବା ବେଳେ ଘର ଦ୍ୱାର ଭାଙ୍ଗି ଫସଲ ନଷ୍ଟ କରୁଛି l ବନ ବିଭାଗ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେଉଛି l ବାରମ୍ବାର ହାତୀ ଆସିବା ଯୋଗୁଁ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ୱାର ଭାଙ୍ଗି ଦେଉଥିବା କାରଣରୁ ଲୋକେ ଭୟଭୀତ ହେଉଛନ୍ତି l ବନ କର୍ମଚାରୀ ନିଆଁ ହୁଳା ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ହାତୀ ଯିବାର ନା ଧରୁନି l ଗ୍ରାମ୍ୟ ଜଙ୍ଗଲ ଭିତରକୁ ନ ଯିବାକୁ ଜନ ସାଧାରଣଙ୍କୁ ବାରଣ କରା ଯାଉଛି l ବେଳେ ବେଳେ ହାତୀ ସହର ଭିତରକୁ ପଶି ଆସି ଉତ୍ପାତ ମଚାଉଛି l ତେଣୁ ତୁରନ୍ତ ହାତୀକୁ ଅନ୍ୟତ୍ର ପଠାଇବାକୁ ଜନ ସାଧାରଣ ଦାବୀ କରୁଛନ୍ତି l
    2
    ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଥିବା ବେଳେ ଘର ଭାଙ୍ଗି ଫସଲ ନଷ୍ଟ କରୁଛି 
ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଖେଳି ଯାଇଛି l ବଣାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଖେଳାଉଥିବା ବେଳେ ଘର ଦ୍ୱାର ଭାଙ୍ଗି ଫସଲ ନଷ୍ଟ କରୁଛି l ବନ ବିଭାଗ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେଉଛି l  ବାରମ୍ବାର ହାତୀ ଆସିବା ଯୋଗୁଁ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ୱାର ଭାଙ୍ଗି ଦେଉଥିବା କାରଣରୁ ଲୋକେ ଭୟଭୀତ ହେଉଛନ୍ତି l ବନ କର୍ମଚାରୀ ନିଆଁ ହୁଳା ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ହାତୀ ଯିବାର ନା ଧରୁନି l ଗ୍ରାମ୍ୟ ଜଙ୍ଗଲ ଭିତରକୁ ନ ଯିବାକୁ ଜନ ସାଧାରଣଙ୍କୁ ବାରଣ କରା ଯାଉଛି l ବେଳେ ବେଳେ ହାତୀ ସହର ଭିତରକୁ ପଶି ଆସି ଉତ୍ପାତ ମଚାଉଛି l ତେଣୁ ତୁରନ୍ତ ହାତୀକୁ ଅନ୍ୟତ୍ର ପଠାଇବାକୁ ଜନ ସାଧାରଣ ଦାବୀ କରୁଛନ୍ତି l
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    16 hrs ago
  • ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳ ମହମଦ ଅବଦଲ ଅଖତର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
    1
    ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା 
ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳ ମହମଦ ଅବଦଲ ଅଖତର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    6 hrs ago
  • କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ । ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’
କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ ।
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ଜନ୍ମଦିନ ତାଙ୍କ ବାସଭବନରେ ବେଶ୍ ଆନନ୍ଦ ଉତ୍ସାହ ଏବଂ ଧୁମଧାମରେ ପାଳିତ ହୋଇଯାଇଛି ଏହି ଅବସରରେ ତାଙ୍କର ବହୁ ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। #AkashDasNayak #Korei #HappyBirthdayBhai #KoreiMLA #TrainAccident #news7odia #OdishaNews #ବିଜେପି
    1
    କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ଜନ୍ମଦିନ ତାଙ୍କ ବାସଭବନରେ ବେଶ୍ ଆନନ୍ଦ ଉତ୍ସାହ ଏବଂ ଧୁମଧାମରେ ପାଳିତ ହୋଇଯାଇଛି ଏହି ଅବସରରେ ତାଙ୍କର ବହୁ ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।
#AkashDasNayak #Korei #HappyBirthdayBhai
#KoreiMLA #TrainAccident #news7odia #OdishaNews #ବିଜେପି
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    7 hrs ago
  • ମୋଦୀଙ୍କ ୭୬ତମ ଜନ୍ମଦିନରେ ପର୍ଜନପୁର ଶକ୍ତିକେନ୍ଦ୍ରର ସମୂହ ଦୀପ ପ୍ରଜ୍ୱଳନ କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପର୍ଜନପୁର ଶକ୍ତିକେନ୍ଦ୍ର ପକ୍ଷରୁ ସମୂହ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆଡ଼ିହିସ୍ଥିତ ବାବା ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁମାନେ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନ୍ମଦିନ ପାଳନ କରାଯାଇଥିଲା। ପର୍ଜନପୁର ଶକ୍ତିକେନ୍ଦ୍ରର ଏହି ଆୟୋଜନରେ କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଶୁଭେଚ୍ଛୁମାନେ ଯୋଗଦେଇ ଶ୍ରୀ ମୋଦୀଙ୍କ ପ୍ରତି ନିଜର ଶୁଭେଚ୍ଛା ଓ ଆଶୀର୍ବାଦ କାମନା ଜଣାଇଥିଲେ।
    4
    ମୋଦୀଙ୍କ ୭୬ତମ ଜନ୍ମଦିନରେ ପର୍ଜନପୁର ଶକ୍ତିକେନ୍ଦ୍ରର ସମୂହ ଦୀପ ପ୍ରଜ୍ୱଳନ
କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପର୍ଜନପୁର ଶକ୍ତିକେନ୍ଦ୍ର ପକ୍ଷରୁ ସମୂହ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆଡ଼ିହିସ୍ଥିତ ବାବା ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁମାନେ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ।
ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନ୍ମଦିନ ପାଳନ କରାଯାଇଥିଲା।
ପର୍ଜନପୁର ଶକ୍ତିକେନ୍ଦ୍ରର ଏହି ଆୟୋଜନରେ କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଶୁଭେଚ୍ଛୁମାନେ ଯୋଗଦେଇ ଶ୍ରୀ ମୋଦୀଙ୍କ ପ୍ରତି ନିଜର ଶୁଭେଚ୍ଛା ଓ ଆଶୀର୍ବାଦ କାମନା ଜଣାଇଥିଲେ।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) Kendujhar Sadar, Odisha•
    3 hrs ago
  • #ଗୋଟିଏ_ଗାଁରୁ_ଉଠିଲା_୪କୋକେଇ ପାର୍ବଣ ପୂର୍ବରୁ ଅଘଟଣ। କଟକ ବାଲିସାହି ନିକଟ ମହାନଦୀରେ ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ିଗଲା ନାବାଳକ। ୨ଜଣ ସୁରକ୍ଷିତ ଉଦ୍ଧାର। ସେପଟେ ଜଗତସିଂହପୁର ଓରନାଳ ଗାଁର ୪ ଜଣ ଯୁବକଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକାକୂଳ ପରିବେଶ। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଯାଇଥିଲା ଜୀବନ। ୨ ଦିନରେ ଗଲାଣି ୧୪ ଜୀବନ।
    1
    #ଗୋଟିଏ_ଗାଁରୁ_ଉଠିଲା_୪କୋକେଇ
ପାର୍ବଣ ପୂର୍ବରୁ ଅଘଟଣ। କଟକ ବାଲିସାହି ନିକଟ ମହାନଦୀରେ ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ିଗଲା ନାବାଳକ। ୨ଜଣ ସୁରକ୍ଷିତ ଉଦ୍ଧାର। ସେପଟେ ଜଗତସିଂହପୁର ଓରନାଳ ଗାଁର ୪ ଜଣ ଯୁବକଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକାକୂଳ ପରିବେଶ। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଯାଇଥିଲା ଜୀବନ। ୨ ଦିନରେ ଗଲାଣି ୧୪ ଜୀବନ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    23 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.