Shuru
Apke Nagar Ki App…
ମୋଦୀଙ୍କ ୭୬ତମ ଜନ୍ମଦିନରେ ପର୍ଜନପୁର ଶକ୍ତିକେନ୍ଦ୍ରର ସମୂହ ଦୀପ ପ୍ରଜ୍ୱଳନ କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପର୍ଜନପୁର ଶକ୍ତିକେନ୍ଦ୍ର ପକ୍ଷରୁ ସମୂହ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆଡ଼ିହିସ୍ଥିତ ବାବା ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁମାନେ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନ୍ମଦିନ ପାଳନ କରାଯାଇଥିଲା। ପର୍ଜନପୁର ଶକ୍ତିକେନ୍ଦ୍ରର ଏହି ଆୟୋଜନରେ କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଶୁଭେଚ୍ଛୁମାନେ ଯୋଗଦେଇ ଶ୍ରୀ ମୋଦୀଙ୍କ ପ୍ରତି ନିଜର ଶୁଭେଚ୍ଛା ଓ ଆଶୀର୍ବାଦ କାମନା ଜଣାଇଥିଲେ।
Dhyana Krushna Nayak

More news from Odisha and nearby areas
- ଧୂପ, ଦୀପ ଓ ମନ୍ତ୍ରଧ୍ଵନିରେ ମୁଖରିତ ହେଲା ନଈଗାଁ ; ଅନୁଷ୍ଠିତ ହେଲା ବିଶ୍ୱକର୍ମା ପୂଜା କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଗାଁର ପରିବେଶରେ ଭକ୍ତିର ମାହୋଲ। ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହୋଇଉଠିଥିଲା ନଈଗାଁର ଉପର ସାହି। ଅବସର ଥିଲା ବାବା ବିଶ୍ୱକର୍ମାଙ୍କ ପୂଜା। ସଦର ବ୍ଲକ ପର୍ଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଈଗାଁ ଗ୍ରାମର ଉପର ସାହିରେ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି।4
- ହାପି ବାର୍ଥଡେ ମୋଦିଜୀ, ହାପି ବାର୍ଥଡେ....ଆମ ସମସ୍ତଙ୍କର ପ୍ରେରଣାର କେନ୍ଦ୍ରବିନ୍ଦୁ ତଥା ବିଶ୍ୱର ଅଦ୍ୱିତୀୟ ନେତା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦୀ ଜୀଙ୍କୁ ଜନ୍ମ ଦିନ ଅବସରରେ ହାର୍ଦ୍ଦିକ ଶୁଭକାମନା🙏 ହାପି ବାର୍ଥଡେ ମୋଦିଜୀ, ହାପି ବାର୍ଥଡେ....ଆମ ସମସ୍ତଙ୍କର ପ୍ରେରଣାର କେନ୍ଦ୍ରବିନ୍ଦୁ ତଥା ବିଶ୍ୱର ଅଦ୍ୱିତୀୟ ନେତା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦୀ ଜୀଙ୍କୁ ଜନ୍ମ ଦିନ ଅବସରରେ ହାର୍ଦ୍ଦିକ ଶୁଭକାମନା🙏 #SevaSankalpAbhiyan🇮🇳💪 #HappyBdayPMModiJi🙏 #ଜୟଜଗନ୍ନାଥ🚩🙏1
- ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଥିବା ବେଳେ ଘର ଭାଙ୍ଗି ଫସଲ ନଷ୍ଟ କରୁଛି ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଖେଳି ଯାଇଛି l ବଣାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଖେଳାଉଥିବା ବେଳେ ଘର ଦ୍ୱାର ଭାଙ୍ଗି ଫସଲ ନଷ୍ଟ କରୁଛି l ବନ ବିଭାଗ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେଉଛି l ବାରମ୍ବାର ହାତୀ ଆସିବା ଯୋଗୁଁ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ୱାର ଭାଙ୍ଗି ଦେଉଥିବା କାରଣରୁ ଲୋକେ ଭୟଭୀତ ହେଉଛନ୍ତି l ବନ କର୍ମଚାରୀ ନିଆଁ ହୁଳା ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ହାତୀ ଯିବାର ନା ଧରୁନି l ଗ୍ରାମ୍ୟ ଜଙ୍ଗଲ ଭିତରକୁ ନ ଯିବାକୁ ଜନ ସାଧାରଣଙ୍କୁ ବାରଣ କରା ଯାଉଛି l ବେଳେ ବେଳେ ହାତୀ ସହର ଭିତରକୁ ପଶି ଆସି ଉତ୍ପାତ ମଚାଉଛି l ତେଣୁ ତୁରନ୍ତ ହାତୀକୁ ଅନ୍ୟତ୍ର ପଠାଇବାକୁ ଜନ ସାଧାରଣ ଦାବୀ କରୁଛନ୍ତି l2
- ଦୀର୍ଘ ୬ ବର୍ଷପରେ ସୁଶାନ୍ତସିଂ ରାଜପୁତ ଙ୍କ ଖୋଲିଲା ମୃତ୍ୟୁ ର ରହସ୍ୟ1
- ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଅନୁଗୋଳ ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ନେଇ ଜିଲ୍ଲାପାଳ ମହମଦ ଅବଦଲ ଅଖତର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l1
- କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ କୋରାପୁଟର କାହାଣୀକୁ ବିଶ୍ୱ ମଞ୍ଚରେ ପହଞ୍ଚାଇଲା ‘ମାଳିପୁଟ ମେଲୋଡିଜ୍’ । ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ଜନ୍ମଦିନ ତାଙ୍କ ବାସଭବନରେ ବେଶ୍ ଆନନ୍ଦ ଉତ୍ସାହ ଏବଂ ଧୁମଧାମରେ ପାଳିତ ହୋଇଯାଇଛି ଏହି ଅବସରରେ ତାଙ୍କର ବହୁ ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। #AkashDasNayak #Korei #HappyBirthdayBhai #KoreiMLA #TrainAccident #news7odia #OdishaNews #ବିଜେପି1
- ମୋଦୀଙ୍କ ୭୬ତମ ଜନ୍ମଦିନରେ ପର୍ଜନପୁର ଶକ୍ତିକେନ୍ଦ୍ରର ସମୂହ ଦୀପ ପ୍ରଜ୍ୱଳନ କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପର୍ଜନପୁର ଶକ୍ତିକେନ୍ଦ୍ର ପକ୍ଷରୁ ସମୂହ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆଡ଼ିହିସ୍ଥିତ ବାବା ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁମାନେ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନ୍ମଦିନ ପାଳନ କରାଯାଇଥିଲା। ପର୍ଜନପୁର ଶକ୍ତିକେନ୍ଦ୍ରର ଏହି ଆୟୋଜନରେ କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଶୁଭେଚ୍ଛୁମାନେ ଯୋଗଦେଇ ଶ୍ରୀ ମୋଦୀଙ୍କ ପ୍ରତି ନିଜର ଶୁଭେଚ୍ଛା ଓ ଆଶୀର୍ବାଦ କାମନା ଜଣାଇଥିଲେ।4