ରାବଣ ବେଶରେ ବୀର ଦର୍ପରେ ନୃତ୍ୟ ପରିବେଷଣ। ପୁରୀର ପ୍ରସିଦ୍ଧ ସାହିଯାତର ଆଜି ଷଷ୍ଠ ଦିବସରେ ଦେଖିବାକୁ ମିଳିଛି ଭକ୍ତି ଓ ପାରମ୍ପରିକତାର ଅଦ୍ଭୁତ ମିଶ୍ରଣ। ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡ଼ି ପ୍ରସ୍ତାବ ଓ ଜଗନ୍ନାଥବଲ୍ଲଭରେ ହନୁମାନଙ୍କ ଲଙ୍କାଦହନ ଆଜିର ପ୍ରଧାନ ଆକର୍ଷଣ ରହିଛି। ସାହିଯାତର ଷଷ୍ଠ ଦିବସ ଅବସରରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡ଼ି ପ୍ରସ୍ତାବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି। ଲଙ୍କାପୋଡ଼ି ରାବଣ ଶ୍ରୀମନ୍ଦିରକୁ ଯାଇ ନିଜ ସାହି ଭ୍ରମଣ କରିଥିବା ବେଳେ ଚମତ୍କାର କଳା ପ୍ରଦର୍ଶନ କରିଥିଲେ। ନିଜ ସାହିର ଇଷ୍ଟଦେବୀ ଜହ୍ନିମୁଣ୍ଡିଆଙ୍କ ନିକଟରୁ ଆଶୀର୍ବାଦ ନେଇ, ବେଶ ଧାରଣ ପରେ ବୀର ଦର୍ପରେ ରାବଣ ରୂପେ ନୃତ୍ୟ ପରିବେଷଣ କରିଥିଲେ। ଏହି ସମୟରେ ସାହିଯାତର ମୁଖ୍ୟ ଆକର୍ଷଣ ହେଉଛନ୍ତି ଲଙ୍କାପୋଡ଼ି ହନୁମାନ। ଜଗନ୍ନାଥବଲ୍ଲଭ ପରିସରରେ ହନୁମାନଙ୍କ ଲଙ୍କାଦହନ ନୀତି ଭକ୍ତମାନଙ୍କ ମନକୁ ମୋହିତ କରିଥିଲା। ସାହିଯାତର ପ୍ରତ୍ୟେକ ଦିନ ନେଇଆସୁଛି ନୂତନ ଆଧ୍ୟାତ୍ମିକ ଅନୁଭୂତି ଓ ପାରମ୍ପରିକ ରୂପର ଅଦ୍ଭୁତ ପ୍ରଦର୍ଶନ।

- ବାଇକ୍ ସୋରୁମ ରେ ଭୟାବହ ଅଗ୍ନିକାଣ୍ତ, ଲକ୍ଷାଧିକ ଟଙ୍କା ର ଆସବାବପତ୍ର ସମେତ ଜଳିଗଲା ୧୫ ରୁ ଉର୍ଧ୍ବ ଗାଡି,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ ରେ ଥିବା ଏସଆର ଟିଭିଏସ ସୋରୁମ ରେ ଭୟାବହ ଅଗ୍ନିକାଣ୍ତ, ଘଟଣା ସ୍ଥଳରେ ବସ୍ତା ଅଗ୍ନିଶମ ବିଭାଗ ପକ୍ଷରୁ ନିଂଆ ଲିଭା ଜାରି ରହିଛି।1
- Post by Manoj kumar baliyarsingh4
- Post by Rajesh Samantaray1
- Post by Gagan Bhoi1
- Post by Sibanava Panda2
- Post by NEWS MANORANJAN1
- ଜୟ ଜଗନ୍ନାଥ ଓଡ଼ିଶା ଡ୍ରାଇଭର ମହାସଂଘ ଜିନ୍ଦାବାଦ ଜୟ ଯବାନ ଜୟ କିସାନ୍,ଜୟ ଜଗନ୍ନାଥ1
- Post by SOUMYA RANJAN1