Shuru
Apke Nagar Ki App…
ବାଇକ୍ ସୋରୁମ ରେ ଭୟାବହ ଅଗ୍ନିକାଣ୍ତ ଜଳିଗଲା ୧୫ ରୁ ଉର୍ଧ୍ବ ଗାଡି l ବାଇକ୍ ସୋରୁମ ରେ ଭୟାବହ ଅଗ୍ନିକାଣ୍ତ, ଲକ୍ଷାଧିକ ଟଙ୍କା ର ଆସବାବପତ୍ର ସମେତ ଜଳିଗଲା ୧୫ ରୁ ଉର୍ଧ୍ବ ଗାଡି,ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ ରେ ଥିବା ଏସଆର ଟିଭିଏସ ସୋରୁମ ରେ ଭୟାବହ ଅଗ୍ନିକାଣ୍ତ, ଘଟଣା ସ୍ଥଳରେ ବସ୍ତା ଅଗ୍ନିଶମ ବିଭାଗ ପକ୍ଷରୁ ନିଂଆ ଲିଭା ଜାରି ରହିଛି।
SOUMYA RANJAN