ସିବିଏସଇ ଦଶମ ପରୀକ୍ଷାରେ ମଇତାପୁର ରୟାଲ ପବ୍ଲିକ ସ୍କୁଲର ସଫଳତା l ସିମୁଳିଆ,-ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି l ଏହି ଦଶମ ଶ୍ରେଣୀ ପରୀକ୍ଷାରେ ସିମୁଳିଆ ବ୍ଳକ ମଇତାପୁର ଠାରେ ଥିବା ରୟାଲ ପବ୍ଲିକ ସ୍କୁଲର ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛନ୍ତି l ଚଳିତ ବର୍ଷ 104ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛି l ସେଥି ମଧ୍ୟରୁ ଓମ ପ୍ରୟାସ ଅଗସ୍ତି 486ନମ୍ବର, ସତ୍ୟ ପ୍ରକାଶ ପାଣିଗ୍ରାହୀ 462ନମ୍ବର, ଆଦିତ୍ୟ ବେହେରା 457 ଓ ଦିବ୍ୟ ରଞ୍ଜନ ବେହେରା 456ନମ୍ବର ରଖି ଏ-1ରେ 4ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି l ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡ. ବିଷ୍ଣୁମୋହନ ମହାନ୍ତି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପ୍ରତିଭା ମାନଙ୍କୁ କୃତିତ୍ୱଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି l ଡ. ମହାନ୍ତି ଏହି ସଫଳତା ପାଇଁ ଶ୍ରେୟ ବିଦ୍ୟାଳୟର ଅଧକ୍ଷ, ଉପାଧ୍ୟକ୍ଷ,ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ, ପରିଚାଳକ, ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପକ୍ଷରୁ ଚାରିଜଣ ଛାତ୍ରଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି l ଭାଇସ ଚେୟାରମ୍ୟାନ ମିଲନ ମହାନ୍ତି ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି l
ସିବିଏସଇ ଦଶମ ପରୀକ୍ଷାରେ ମଇତାପୁର ରୟାଲ ପବ୍ଲିକ ସ୍କୁଲର ସଫଳତା l ସିମୁଳିଆ,-ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି l ଏହି ଦଶମ ଶ୍ରେଣୀ ପରୀକ୍ଷାରେ ସିମୁଳିଆ ବ୍ଳକ ମଇତାପୁର ଠାରେ ଥିବା ରୟାଲ ପବ୍ଲିକ ସ୍କୁଲର ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛନ୍ତି l ଚଳିତ ବର୍ଷ 104ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛି l ସେଥି ମଧ୍ୟରୁ ଓମ ପ୍ରୟାସ ଅଗସ୍ତି 486ନମ୍ବର, ସତ୍ୟ ପ୍ରକାଶ ପାଣିଗ୍ରାହୀ 462ନମ୍ବର, ଆଦିତ୍ୟ ବେହେରା 457 ଓ ଦିବ୍ୟ ରଞ୍ଜନ ବେହେରା
456ନମ୍ବର ରଖି ଏ-1ରେ 4ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି l ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡ. ବିଷ୍ଣୁମୋହନ ମହାନ୍ତି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପ୍ରତିଭା ମାନଙ୍କୁ କୃତିତ୍ୱଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି l ଡ. ମହାନ୍ତି ଏହି ସଫଳତା ପାଇଁ ଶ୍ରେୟ ବିଦ୍ୟାଳୟର ଅଧକ୍ଷ, ଉପାଧ୍ୟକ୍ଷ,ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ, ପରିଚାଳକ, ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପକ୍ଷରୁ ଚାରିଜଣ ଛାତ୍ରଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି l ଭାଇସ ଚେୟାରମ୍ୟାନ ମିଲନ ମହାନ୍ତି ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି l
- ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ କେନ୍ଦୁଭଦଳୀ, ଆମ୍ବଗଡ଼ିଆ ଓ ଅମାରଗଡ଼ିଆ ଗ୍ରାମରେ ଚଢ଼ାଉ କରାଯାଇ ୮୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ କେନ୍ଦୁଭଦଳୀ ଗ୍ରାମର ଗୋଲାପ ଦାସ , ଆମ୍ବଗଡ଼ିଆ ଗ୍ରାମର ପ୍ରେମଲତା ମାଝୀ ଓ ଅମାରଗଡ଼ିଆ ଗ୍ରାମର ସାବିତ୍ରୀ ମାଝୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି ।1
- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତିରୋଧାନ ଦିବସରେ ବସ୍ତାରେ ବିଶାଳ ସମାବେଶ,ଯୋଗ ଦେଲେ ହଜାର ହଜାର ସଂଖ୍ୟାରେ କର୍ମୀ, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀ ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ହେଉଛି,1
- #ବେଆଇନ_ନିର୍ମାଣ_ଅସ୍ଥାୟୀ_ପୋଲକୁ_ଉଛେଦ_କଲା_ଜଳେଶ୍ୱର_ମାଇନିଂ_ବିଭାଗ । ବାଲି ଚାଲାଣ ପାଇଁ ବାଲିଘାଟ ଲିଜ ଧାରି ପକ୍ଷରୁ ସୁବର୍ଣ୍ଣରେଖା ନଦୀ ଉପରେ ହୋମ ପାଇପ ପକାଇ ଜଳେଶ୍ୱର ତହସିଲ ଓ ପୋଲିସ ପ୍ରଶାସନ ଉପସ୍ଥିତିରେ ବେଆଇନ ନିର୍ମାଣ ଅସ୍ଥାୟୀ ପୋଲକୁ ଉଛେଦ କଲା ଜଳେଶ୍ୱର ମାଇନିଂ ବିଭାଗ । #mahimatv #balasore #jalasore3
- ରାସ୍ତା ଉପରେ ଶାଶୁକୁ ଚୁଟି ଘୋଷାଡ଼ି ଗୋଇଁଠା ମାରୁଛି ବୋହୁ1
- Post by Chittaranjan Nayak1
- ଖଇରା ତା 17/04/2026 ଖଇରା ଦୁର୍ଗମଣ୍ଡପ ପାଖରେ ଥିବା ବିଜୁବାବୁ ଫୋଟରେ ପୁଷ୍ପମାଳ, ଅପ୍ରଣ କରିଥିଲେ ଖଇରା ସିମୁଳିଆ ଅଞ୍ଚଳ ର ପୂର୍ଵ ତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ଜ୍ୟୋତି ନନା ) .4
- Post by Khabar1
- ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଦୁର୍ଘଟଣାରେ ୧୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ ହୋଇଥିବା ଗାଡିର ଭୟଙ୍କର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦର ଦୃଶ୍ୟ । ସୂଚନା ଅନୁଯାୟୀ ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିଲେ। ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୪ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।1