Shuru
Apke Nagar Ki App…
ମୌଳିକ ସମସ୍ୟା ପୂରଣ କରିବାରେ ଡବଲ ଇଞ୍ଜିନ ସରକାର ବିଫଳ ବୋଲି କଂଗ୍ରେସର ଅଭିଯୋଗ ଯୁଦ୍ଧ ଚାଲିଛି ମଧ୍ୟ ପ୍ରାଚ୍ୟରେ। ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅବିଭକ୍ତ କୋରାପୁଟ ଜିଲ୍ଲା ବାସୀ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନୟାନ୍ତ ହେଉଛନ୍ତି ଲୋକେ। କୋରାପୁଟ ଜିଲ୍ଲା ଦାମନଯୋଡିରେ କିଛି ମାସ ହେଲା ଠିକ୍ ଭାବେ ଲୋକଙ୍କୁ ମିଳି ପାରୁନାହିଁ ରନ୍ଧନ ଗ୍ୟାସ। ଏହାସହିତ ଗତ ଦୁଇ ସପ୍ତାହ ହେଲା ଦାମନଯୋଡି ଶିଳ୍ପାଞ୍ଚଳରେ ପେଟ୍ରୋଲ ଓ ଡିଜେଲର ଅଭାବି ଦେଖା ଦେଇଛି। ତେଲ ପାଇଁ ଅଞ୍ଚଳର ପେଟ୍ରୋଲ ପମ୍ପରେ ଗାଡ଼ି ମଟରର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ସେହିପରି ସ୍ଥାନୀୟ ଏଟିଏମ୍ କାଉଣ୍ଟର ମାନଙ୍କରେ ଟଙ୍କାର ଅଭାବ ଦେଖା ଦେଇଛି। ଜନସାଧାରଣଙ୍କ ମୌଳିକ ସମସ୍ୟା ପୂରଣ କରିବାରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ପରିଷଦ ସଭ୍ୟ ମିହିର କୁଲଦୀପ।
Manas Ranjan Kar

More news from ଓଡ଼ିଶା and nearby areas
- ମୌଳିକ ସମସ୍ୟା ପୂରଣ କରିବାରେ ଡବଲ ଇଞ୍ଜିନ ସରକାର ବିଫଳ ବୋଲି କଂଗ୍ରେସର ଅଭିଯୋଗ ଯୁଦ୍ଧ ଚାଲିଛି ମଧ୍ୟ ପ୍ରାଚ୍ୟରେ। ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଅବିଭକ୍ତ କୋରାପୁଟ ଜିଲ୍ଲା ବାସୀ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି । ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନୟାନ୍ତ ହେଉଛନ୍ତି ଲୋକେ। କୋରାପୁଟ ଜିଲ୍ଲା ଦାମନଯୋଡିରେ କିଛି ମାସ ହେଲା ଠିକ୍ ଭାବେ ଲୋକଙ୍କୁ ମିଳି ପାରୁନାହିଁ ରନ୍ଧନ ଗ୍ୟାସ। ଏହାସହିତ ଗତ ଦୁଇ ସପ୍ତାହ ହେଲା ଦାମନଯୋଡି ଶିଳ୍ପାଞ୍ଚଳରେ ପେଟ୍ରୋଲ ଓ ଡିଜେଲର ଅଭାବି ଦେଖା ଦେଇଛି। ତେଲ ପାଇଁ ଅଞ୍ଚଳର ପେଟ୍ରୋଲ ପମ୍ପରେ ଗାଡ଼ି ମଟରର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ସେହିପରି ସ୍ଥାନୀୟ ଏଟିଏମ୍ କାଉଣ୍ଟର ମାନଙ୍କରେ ଟଙ୍କାର ଅଭାବ ଦେଖା ଦେଇଛି। ଜନସାଧାରଣଙ୍କ ମୌଳିକ ସମସ୍ୟା ପୂରଣ କରିବାରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ପରିଷଦ ସଭ୍ୟ ମିହିର କୁଲଦୀପ।1
- କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୨୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ଗୋଟିଏର ତୁରନ୍ତ ସମାଧାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସମସ୍ୟା ଶୁଣିଥିଲେ।1
- କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ମାଛପୁଟରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦୁଇ ବର୍ଷ ହେଲା ବନ୍ଦ ପଡ଼ିଛି। ଏହି କାରଣରୁ ୮ ଖଣ୍ଡ ଗାଁର ହଜାର ହଜାର ଲୋକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି ଏବଂ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇଛି। ଓଡ଼ିଶାର ଏହି ଅଞ୍ଚଳର ଲୋକେ ତୁରନ୍ତ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ଦାବି କରି ଆନ୍ଦୋଳନର ଚେତାବନୀ ଦେଇଛନ୍ତି।1
- ନିଖୁଲ ହତ୍ୟା ମାମଲାରେ ଦକ୍ଷିଣ- ପଶ୍ଚିମାଞ୍ଚଳ ଡିଆଇଜି ଡ.କନୱର ବିଶାଲ ସିଂଙ୍କ ରାୟଗଡ଼ା ଗ୍ରସ୍ତ ଓ ସ୍ଥିତି ଅନୁଧ୍ୟାନ ନିଖୁଲ ହତ୍ୟା ମାମଲାରେ ଦକ୍ଷିଣ- ପଶ୍ଚିମାଞ୍ଚଳ ଡିଆଇଜି ଡ.କନୱର ବିଶାଲ ସିଂଙ୍କ ରାୟଗଡ଼ା ଗ୍ରସ୍ତ ଓ ସ୍ଥିତି ଅନୁଧ୍ୟାନ1
- କୋରାପୁଟ ଜିଲ୍ଲା କୋଟପାଡ଼ରେ ଐତିହାସିକ ବୋବେୟା ବାଲିଯାତ୍ରା ମହାସମାରୋହରେ ପାଳିତ ହୋଇଛି। ଏହି ଯାତ୍ରା ସ୍ଥାନୀୟ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ବେଶ୍ ଗୁରୁତ୍ୱ ବହନ କରେ।1
- ଓଡ଼ିଶା ଜନତା କଂଗ୍ରେସ (OJC) ଦଳ ପକ୍ଷରୁ ଭବାନୀପାଟଣାରେ ଏକ ବିଶାଳ ସମାବେଶ ଆୟୋଜିତ ହୋଇଛି। ଏଥିରେ ବହୁ ସଂଖ୍ୟକ କର୍ମୀ ଓ ସମର୍ଥକ ଯୋଗ ଦେଇ ଦଳର ଶକ୍ତି ପ୍ରଦର୍ଶନ କରିଛନ୍ତି, ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।1
- ଦେଖନ୍ତୁ 🙏🙏🙏1
- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଜଣେ ମଦ୍ୟପ ଯୁବକ ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ସମୟ ଧରି ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ଓ ଅଗ୍ନିଶମ ବାହିନୀର ଉଦ୍ୟମରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ବର୍ତ୍ତମାନ ଥାନାରେ ପଚରାଉଚରା ଚାଲିଛି।1