Shuru
Apke Nagar Ki App…
ଦୁର୍ଗନ୍ଧ ରେ ଭାସୁଛି ଭବାନୀପାଟଣା ନୂଆ ବସଷ୍ଟାଣ୍ଡ l ଭବାନୀପାଟଣା ସହର ମଧ୍ୟ ସ୍ଥଳୀ ରେ ଥିବା ଜ଼ିଲ୍ଲା ର ମୁଖ୍ୟ ବସଷ୍ଟାଣ୍ଡ ର ଅବସ୍ଥା କହିଲେ ନ ସରେ l ଦିନକୁ ଶତାଧିକ ବସ ଓ ହଜାର ହଜାର ଯାତ୍ରୀ ଏହି ବସ ଷ୍ଟାଣ୍ଡ ଉପରେ ନିର୍ଭର କରୁଥିବା ବେଳେ ନାଳ କଡା ଯାଇଥିବା ବର୍ୟବସ୍ତୁ ଯୋଗୁ ସାମଗ୍ର ବସଷ୍ଟାଣ୍ଡ ଅଂଚଳ ଦୁର୍ଗନ୍ଧ ରେ ଫାଟି ପଡୁଛି l ଏଥି ପ୍ରତି ବିଭାଗୀୟ କତୃପକ୍ଷ ଧ୍ୟାନ ଦେବାକୁ ଦାବୀ ହେଉଛି l ଦୁର୍ଗନ୍ଧ ରେ ଭାସୁଛି ଭବାନୀପାଟଣା ବସଷ୍ଟାଣ୍ଡ
Majhi belalsen

More news from Kalahandi and nearby areas
- କଣ୍ଟାମାଳ ଗ୍ରାମ ର ଦେଖନ୍ତୁ 🙏🙏🙏1
- ଗୁଡାରି ପୋଲିସ ଥାନା ପରିସରରେ ନୂତନ ଅପରାଧିକ ଆଇନ ସଚେତନ ଶିବିର ଅନୁଷ୍ଠିତ1
- ସ୍କୁଲ ଛାତ୍ରାବାସ ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କ ଆତ୍ମ ହତ୍ୟା1
- Post by Sonepur news khulasa1
- Post by ଶ୍ରୀ ବଳଦେବ ବେଦବାକ୍1
- ଖରା ପାଇଁ ସ୍କୁଲ ଛୁଟି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ୧୮ରୁ ୨୧ ସ୍କୁଲ ଛୁଟି ଘୋଷଣା। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି। ପରେ ପରିସ୍ଥିତି ଦେଖି ଖରାଛୁଟି ନିଷ୍ପତ୍ତି ନେବ ପ୍ରଶାସନ2
- ତିଜିମାଳି ର ଦେଖନ୍ତୁ 🙏🙏🙏1
- Post by Sonepur news khulasa1
- Post by Ansubhai Pandey1