Shuru
Apke Nagar Ki App…
ବେକାରୀ ଭାଇ ମାନେ ଏଥର ରେଡି ହୁଅ ତୁମେ ଆନ୍ଦୋଳନ କର #teacher #news #rali #update #bhubaneswar #teacher #andolan #odisha #secondary #primery #higher #education #odisha
Utkal Gourav
ବେକାରୀ ଭାଇ ମାନେ ଏଥର ରେଡି ହୁଅ ତୁମେ ଆନ୍ଦୋଳନ କର #teacher #news #rali #update #bhubaneswar #teacher #andolan #odisha #secondary #primery #higher #education #odisha
More news from ଓଡ଼ିଶା and nearby areas
- ବେକାରୀ ଭାଇ ମାନେ ଏଥର ରେଡି ହୁଅ ତୁମେ ଆନ୍ଦୋଳନ କର ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ବେକାରୀ ଭାଇ ମାନେ ଏଥର ରେଡି ହୁଅ ତୁମେ ଆନ୍ଦୋଳନ କର #teacher #news #rali #update #bhubaneswar #teacher #andolan #odisha #secondary #primery #higher #education #odisha1
- ବାଂଲାଦେଶୀ ଜୟ ଭୀମ ରୋହିଙ୍ଗିଆ ତୁମ ବେଳ ସରିଲା ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଭିନ୍ନ କ୍ଷମ ମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ, ୯୦%ଭିନ୍ନ କ୍ଷମ ଥିଲେ ମଧ୍ୟ ମିଳୁନି ଆବାସ ଟିଏ, ତେବେ କାହାକୁ ମିଳିବ ଆବାସ ଯୋଜନା, ଏଠି କାହାକୁ ଗୁହାରି କରିବେ ଭିନ୍ନ କ୍ଷମ ଥିବା ମଣିଷ ଟିଏ, ପ୍ରଶାସନ ଟିକେ ଦୃଷ୍ଟି ଦିୟନ୍ତୁ।1
- ବିଦ୍ୟା ପବ୍ଲିକ୍ ସ୍କୁଲରେ ୧୨ ତମ ବାର୍ଷିକ ଉତ୍ସବ ପାଳିତ 12TH ANNUAL FUNCTION VIDYA PUBLIC SCHOOL1
- ଲୋକେ ଭୟଭୀତ1
- ଛତ୍ରପୁର ୧୮/୨ : ଗଞ୍ଜାମ ଜିଲ୍ଲାର ଛତ୍ରପୁର ମୁନିସିପାଲଟିରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତକୁ ମିଶ୍ରଣ ପ୍ରକ୍ରିୟା କୁ ବିରୋଧ କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶହ ଶହ ପଞ୍ଚାୟତ ବାସୀ l ଏହା ସହ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଭୋଟ ବର୍ଜନ କରିବା ସହିତ ପଞ୍ଚାୟତରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି l ଆର୍ଯ୍ୟପଲ୍ଲୀ ପଞ୍ଚାୟତକୁ ମୁନିସିପାଲିଟି ରେ ମିଶ୍ରଣ ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇନାହିଁ, କୌଣସି ପଲ୍ଲୀ ସଭା ମଧ୍ୟ କରାଯାଇନାହିଁ, ଏପରିକି ପଞ୍ଚାୟତର ସରପଞ୍ଚ କୁ ନ ଜଣାଇ ଏଭଳି ନିଷ୍ପତ୍ତି ନିଯାଇଥିବାରୁ ପଞ୍ଚାୟତର ଜନ ସାଧାରଣ ମାନେ ଏହାକୁ ବିରୋଧ କରିଛନ୍ତି l ପୂର୍ବରୁ ଏନେଇ ସରକାରଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ ସରକାର ସେମାନଙ୍କ କଥା ନ ଶୁଣିବାରୁ ସେମାନେ ଆଜି ବାଧ୍ୟ ହୋଇ ପୁଣିଥରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି l ସେମାନଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି l ପଞ୍ଚାୟତ ରେ ବସ ବାସ କରୁଥିବା ବହୁ ଜନ ସାଧାରଣଙ୍କ ଘରର ପଟ୍ଟା ନାହିଁ, ତଥାପି ସେମାନେ ଗ୍ରାମାଞ୍ଚଳ ଭାବେ ବେଶ ଖୁସି ଅଛନ୍ତି ଏଣୁ ଆର୍ଯ୍ୟପଲ୍ଲୀ ପଞ୍ଚାୟତକୁ ମୁନିସିପାଲଟି ରେ ନ ମିଶାଇବା ପାଇଁ ସେମାନେ ଦାବି କରିଛନ୍ତି l1
- ଖୋଲା ଆକାଶ ତଳେବୁଢ଼ୀମା ର ଜୀବନ ଛଟପଟ ହେଉଛି#utkalgourav#recent#update#news#trending#problem#news1