logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Breking: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣେ ମୃତ ଜଣେ ଗୁରୁତର ଘଟଣାରେ ୩ ଜଣ ଅଭିଯୁକ୍ତକୁ ଅଟକ କରିଛି ପୋଲିସ l ଅଟକ ଅଭିଯୁକ୍ତମାନେ ସମ୍ବଲପୁର ବୁର୍ଲାର ପ୍ରଦୀପ ବାନଛୋର, ପୁଷ୍ପା ବନଛୋର ଏବଂ କାର ଡ୍ରାଇଭର ଚୁଡାମଣି କଲେତ l ମୁଖ୍ୟ ଅଭିଯୁକ୍ତ ଚାନ୍ଦ ବାନଛୋର, ବାବୁ ବାନଛୋର ଫେରାର ଅଛନ୍ତି l ଅଭିଯୁକ୍ତମାନେ ଏକ କାରରେ ଯାଉଥିବାବେଳେ ବାଇକ ଏବଂ ସ୍କୁଟିରେ ଯାଉଥିବା ରାହୁଲ ମହତ ଏବଂ ଆକାଶ ସାହୁଙ୍କ ସହ ବେଲପାହାଡ ଫାଟକ ନିକଟ ଗାନ୍ଧୀନଗର ନିକଟରେ ଦୁର୍ଘଟଣା ହୋଇଥିଲା l ଏହାପରେ ପାଟି ତୁଣ୍ଡ ହେବାରୁ ରାହୁଲ ଏବଂ ଆକାଶଙ୍କୁ ଚାନ୍ଦ ବାନଛୋର ଏବଂ ବାବୁ ବାନଛୋର ଭୁଜାଲିରେ ଆକ୍ରମଣ କରିଥିବା ଝାରସୁଗୁଡା sp ସୂଚନା ଦେଇଛନ୍ତି । ବେଲପାହାଡ଼ ରୁ ଘନଶ୍ୟାମ ରଣା ଙ୍କ ରିପୋର୍ଟ। Breking: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣେ ମୃତ ଜଣେ ଗୁରୁତର ଘଟଣାରେ ୩ ଜଣ ଅଭିଯୁକ୍ତକୁ ଅଟକ କରିଛି ପୋଲିସ l ଅଟକ ଅଭିଯୁକ୍ତମାନେ ସମ୍ବଲପୁର ବୁର୍ଲାର ପ୍ରଦୀପ ବାନଛୋର, ପୁଷ୍ପା ବନଛୋର ଏବଂ କାର ଡ୍ରାଇଭର ଚୁଡାମଣି କଲେତ l ମୁଖ୍ୟ ଅଭିଯୁକ୍ତ ଚାନ୍ଦ ବାନଛୋର, ବାବୁ ବାନଛୋର ଫେରାର ଅଛନ୍ତି l ଅଭିଯୁକ୍ତମାନେ ଏକ କାରରେ ଯାଉଥିବାବେଳେ ବାଇକ ଏବଂ ସ୍କୁଟିରେ ଯାଉଥିବା ରାହୁଲ ମହତ ଏବଂ ଆକାଶ ସାହୁଙ୍କ ସହ ବେଲପାହାଡ ଫାଟକ ନିକଟ ଗାନ୍ଧୀନଗର ନିକଟରେ ଦୁର୍ଘଟଣା ହୋଇଥିଲା l ଏହାପରେ ପାଟି ତୁଣ୍ଡ ହେବାରୁ ରାହୁଲ ଏବଂ ଆକାଶଙ୍କୁ ଚାନ୍ଦ ବାନଛୋର ଏବଂ ବାବୁ ବାନଛୋର ଭୁଜାଲିରେ ଆକ୍ରମଣ କରିଥିବା ଝାରସୁଗୁଡା sp ସୂଚନା ଦେଇଛନ୍ତି । ବେଲପାହାଡ଼ ରୁ ଘନଶ୍ୟାମ ରଣା ଙ୍କ ରିପୋର୍ଟ।

1 hr ago
user_Ghana Shyam Rana Digital Art
Ghana Shyam Rana Digital Art
Photographer ଜମନକିରା, ସମ୍ବଲପୁର, ଓଡ଼ିଶା•

More news from ଓଡ଼ିଶା and nearby areas
  • Breking: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣେ ମୃତ ଜଣେ ଗୁରୁତର ଘଟଣାରେ ୩ ଜଣ ଅଭିଯୁକ୍ତକୁ ଅଟକ କରିଛି ପୋଲିସ l ଅଟକ ଅଭିଯୁକ୍ତମାନେ ସମ୍ବଲପୁର ବୁର୍ଲାର ପ୍ରଦୀପ ବାନଛୋର, ପୁଷ୍ପା ବନଛୋର ଏବଂ କାର ଡ୍ରାଇଭର ଚୁଡାମଣି କଲେତ l ମୁଖ୍ୟ ଅଭିଯୁକ୍ତ ଚାନ୍ଦ ବାନଛୋର, ବାବୁ ବାନଛୋର ଫେରାର ଅଛନ୍ତି l ଅଭିଯୁକ୍ତମାନେ ଏକ କାରରେ ଯାଉଥିବାବେଳେ ବାଇକ ଏବଂ ସ୍କୁଟିରେ ଯାଉଥିବା ରାହୁଲ ମହତ ଏବଂ ଆକାଶ ସାହୁଙ୍କ ସହ ବେଲପାହାଡ ଫାଟକ ନିକଟ ଗାନ୍ଧୀନଗର ନିକଟରେ ଦୁର୍ଘଟଣା ହୋଇଥିଲା l ଏହାପରେ ପାଟି ତୁଣ୍ଡ ହେବାରୁ ରାହୁଲ ଏବଂ ଆକାଶଙ୍କୁ ଚାନ୍ଦ ବାନଛୋର ଏବଂ ବାବୁ ବାନଛୋର ଭୁଜାଲିରେ ଆକ୍ରମଣ କରିଥିବା ଝାରସୁଗୁଡା sp ସୂଚନା ଦେଇଛନ୍ତି । ବେଲପାହାଡ଼ ରୁ ଘନଶ୍ୟାମ ରଣା ଙ୍କ ରିପୋର୍ଟ। Breking: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣେ ମୃତ ଜଣେ ଗୁରୁତର ଘଟଣାରେ ୩ ଜଣ ଅଭିଯୁକ୍ତକୁ ଅଟକ କରିଛି ପୋଲିସ l ଅଟକ ଅଭିଯୁକ୍ତମାନେ ସମ୍ବଲପୁର ବୁର୍ଲାର ପ୍ରଦୀପ ବାନଛୋର, ପୁଷ୍ପା ବନଛୋର ଏବଂ କାର ଡ୍ରାଇଭର ଚୁଡାମଣି କଲେତ l ମୁଖ୍ୟ ଅଭିଯୁକ୍ତ ଚାନ୍ଦ ବାନଛୋର, ବାବୁ ବାନଛୋର ଫେରାର ଅଛନ୍ତି l ଅଭିଯୁକ୍ତମାନେ ଏକ କାରରେ ଯାଉଥିବାବେଳେ ବାଇକ ଏବଂ ସ୍କୁଟିରେ ଯାଉଥିବା ରାହୁଲ ମହତ ଏବଂ ଆକାଶ ସାହୁଙ୍କ ସହ ବେଲପାହାଡ ଫାଟକ ନିକଟ ଗାନ୍ଧୀନଗର ନିକଟରେ ଦୁର୍ଘଟଣା ହୋଇଥିଲା l ଏହାପରେ ପାଟି ତୁଣ୍ଡ ହେବାରୁ ରାହୁଲ ଏବଂ ଆକାଶଙ୍କୁ ଚାନ୍ଦ ବାନଛୋର ଏବଂ ବାବୁ ବାନଛୋର ଭୁଜାଲିରେ ଆକ୍ରମଣ କରିଥିବା ଝାରସୁଗୁଡା sp ସୂଚନା ଦେଇଛନ୍ତି । ବେଲପାହାଡ଼ ରୁ ଘନଶ୍ୟାମ ରଣା ଙ୍କ ରିପୋର୍ଟ।
    1
    Breking: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣେ ମୃତ ଜଣେ ଗୁରୁତର ଘଟଣାରେ ୩ ଜଣ ଅଭିଯୁକ୍ତକୁ ଅଟକ କରିଛି ପୋଲିସ l ଅଟକ ଅଭିଯୁକ୍ତମାନେ ସମ୍ବଲପୁର ବୁର୍ଲାର ପ୍ରଦୀପ ବାନଛୋର, ପୁଷ୍ପା ବନଛୋର ଏବଂ କାର ଡ୍ରାଇଭର ଚୁଡାମଣି କଲେତ l ମୁଖ୍ୟ ଅଭିଯୁକ୍ତ ଚାନ୍ଦ ବାନଛୋର, ବାବୁ ବାନଛୋର  ଫେରାର ଅଛନ୍ତି l ଅଭିଯୁକ୍ତମାନେ ଏକ କାରରେ ଯାଉଥିବାବେଳେ ବାଇକ ଏବଂ ସ୍କୁଟିରେ ଯାଉଥିବା ରାହୁଲ ମହତ ଏବଂ ଆକାଶ ସାହୁଙ୍କ ସହ ବେଲପାହାଡ ଫାଟକ ନିକଟ ଗାନ୍ଧୀନଗର ନିକଟରେ ଦୁର୍ଘଟଣା ହୋଇଥିଲା l ଏହାପରେ ପାଟି ତୁଣ୍ଡ ହେବାରୁ ରାହୁଲ ଏବଂ ଆକାଶଙ୍କୁ ଚାନ୍ଦ ବାନଛୋର ଏବଂ ବାବୁ ବାନଛୋର ଭୁଜାଲିରେ ଆକ୍ରମଣ କରିଥିବା ଝାରସୁଗୁଡା sp ସୂଚନା ଦେଇଛନ୍ତି  । ବେଲପାହାଡ଼ ରୁ ଘନଶ୍ୟାମ ରଣା ଙ୍କ ରିପୋର୍ଟ।

Breking: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକରେ ଭୁଜାଲି ମାଡ଼ରେ ଜଣେ ମୃତ ଜଣେ ଗୁରୁତର ଘଟଣାରେ ୩ ଜଣ ଅଭିଯୁକ୍ତକୁ ଅଟକ କରିଛି ପୋଲିସ l ଅଟକ ଅଭିଯୁକ୍ତମାନେ ସମ୍ବଲପୁର ବୁର୍ଲାର ପ୍ରଦୀପ ବାନଛୋର, ପୁଷ୍ପା ବନଛୋର ଏବଂ କାର ଡ୍ରାଇଭର ଚୁଡାମଣି କଲେତ l ମୁଖ୍ୟ ଅଭିଯୁକ୍ତ ଚାନ୍ଦ ବାନଛୋର, ବାବୁ ବାନଛୋର  ଫେରାର ଅଛନ୍ତି l ଅଭିଯୁକ୍ତମାନେ ଏକ କାରରେ ଯାଉଥିବାବେଳେ ବାଇକ ଏବଂ ସ୍କୁଟିରେ ଯାଉଥିବା ରାହୁଲ ମହତ ଏବଂ ଆକାଶ ସାହୁଙ୍କ ସହ ବେଲପାହାଡ ଫାଟକ ନିକଟ ଗାନ୍ଧୀନଗର ନିକଟରେ ଦୁର୍ଘଟଣା ହୋଇଥିଲା l ଏହାପରେ ପାଟି ତୁଣ୍ଡ ହେବାରୁ ରାହୁଲ ଏବଂ ଆକାଶଙ୍କୁ ଚାନ୍ଦ ବାନଛୋର ଏବଂ ବାବୁ ବାନଛୋର ଭୁଜାଲିରେ ଆକ୍ରମଣ କରିଥିବା ଝାରସୁଗୁଡା sp ସୂଚନା ଦେଇଛନ୍ତି  । ବେଲପାହାଡ଼ ରୁ ଘନଶ୍ୟାମ ରଣା ଙ୍କ ରିପୋର୍ଟ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    1 hr ago
  • ଦେବଗଡ଼ ଜିଲ୍ଲାର ଗୋଡ଼ଭଙ୍ଗା ସ୍ଥିତ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲେ।
    1
    ଦେବଗଡ଼ ଜିଲ୍ଲାର ଗୋଡ଼ଭଙ୍ଗା ସ୍ଥିତ ସସ୍ତିକ ଉପ୍ରା ମ ଇ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲେ।
    user_Rupeli Vlog odia Tv
    Rupeli Vlog odia Tv
    Content Creator (YouTuber) କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    10 hrs ago
  • ଓଡ଼ିଶା ସରକାର ଦୁର୍ନୀତି ଓ ଅନିୟମିତତାକୁ ଆଦୌ ପ୍ରଶ୍ରୟ ଦେବେନି ବୋଲି ଘୋଷଣା କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କାହାକୁ ବି ଛଡ଼ାଯିବ ନାହିଁ।
    1
    ଓଡ଼ିଶା ସରକାର ଦୁର୍ନୀତି ଓ ଅନିୟମିତତାକୁ ଆଦୌ ପ୍ରଶ୍ରୟ ଦେବେନି ବୋଲି ଘୋଷଣା କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କାହାକୁ ବି ଛଡ଼ାଯିବ ନାହିଁ।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    16 hrs ago
  • ବିଦ୍ୟୁତ୍ ବିଭାଗର ଠିକା କର୍ମଚାରୀ ଙ୍କୁ ଛଟେଇ ଅଭିଯୋଗ ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡ ବିଦ୍ୟୁତ୍ ବିଭାଗର ଠିକା କର୍ମଚାରୀ ଙ୍କୁ ଛଟେଇ ଅଭିଯୋଗ। ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡ ବିଦ୍ୟୁତ୍ ବିଭାଗର ଠିକା କର୍ମଚାରୀ ଙ୍କୁ ଛଟେଇ ଅଭିଯୋଗ।
    1
    ବିଦ୍ୟୁତ୍ ବିଭାଗର ଠିକା କର୍ମଚାରୀ ଙ୍କୁ ଛଟେଇ ଅଭିଯୋଗ

 ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡ ବିଦ୍ୟୁତ୍ ବିଭାଗର ଠିକା କର୍ମଚାରୀ ଙ୍କୁ ଛଟେଇ ଅଭିଯୋଗ।
ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡ ବିଦ୍ୟୁତ୍ ବିଭାଗର ଠିକା କର୍ମଚାରୀ ଙ୍କୁ ଛଟେଇ ଅଭିଯୋଗ।
    user_Kishore nagar Shuru
    Kishore nagar Shuru
    Local News Reporter କିଶୋରନଗର, ଅନୁଗୁଳ, ଓଡ଼ିଶା•
    2 hrs ago
  • କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ୧୯୪ କୋଟି ଟଙ୍କାର ୪୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ କୃଷି କ୍ଷେତ୍ରକୁ ସୁଦୃଢ଼ କରିବ। ଏହା ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ।
    1
    କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ୧୯୪ କୋଟି ଟଙ୍କାର ୪୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ କୃଷି କ୍ଷେତ୍ରକୁ ସୁଦୃଢ଼ କରିବ। ଏହା ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    10 hrs ago
  • ଝାରସୁଗୁଡ଼ା ବଡ଼େଇ ମୁଣ୍ଡା କାଳୀ ମନ୍ଦିର ରାସ୍ତାରେ ନିଶାସକ୍ତ ଟେମ୍ପୋ ଡ୍ରାଇଭର ପ୍ରଥମେ ୨ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଛି। ଗାଡ଼ିର ଡ୍ରାଇଭର ଓ ହେଲ୍ପର ଅତ୍ୟଧିକ ମାତ୍ରାରେ ନିଶାସକ୍ତ ଥିବା ଦେଖିବାକୁ ମିଳିଛି।
    1
    ଝାରସୁଗୁଡ଼ା ବଡ଼େଇ ମୁଣ୍ଡା କାଳୀ ମନ୍ଦିର ରାସ୍ତାରେ ନିଶାସକ୍ତ ଟେମ୍ପୋ ଡ୍ରାଇଭର ପ୍ରଥମେ ୨ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଛି। ଗାଡ଼ିର ଡ୍ରାଇଭର ଓ ହେଲ୍ପର ଅତ୍ୟଧିକ ମାତ୍ରାରେ ନିଶାସକ୍ତ ଥିବା ଦେଖିବାକୁ ମିଳିଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    22 hrs ago
  • ପ୍ରଚଣ୍ଡ ଗ୍ରୀଷ୍ମରେ ଆକ୍ସନ୍ ମୋଡ୍‌ରେ ବୌଦ୍ଧ ଜିଲ୍ଲାପାଳ ! ପାଣି ଓ ବିଦ୍ୟୁତ୍ ସମସ୍ୟା ନେଇ କଡା ନିର୍ଦ୍ଦେଶ ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତିରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ l ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ୍ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଶିବିରରେ ୭୩ ଗୋଟି ବ୍ୟକ୍ତିଗତ ଓ ୦୫ ଟି ଗୋଷ୍ଠିଗତ ଏଭଳି ମୋଟ ୭୮ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ । ୨୯ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା l ଅନ୍ୟାନ୍ୟ ଅଭିଯୋଗ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜଣେ ଅସହାୟଙ୍କୁ ରେଡକ୍ରସ୍ ପାଣ୍ଠି ରୁ ୫ ହଜାର ଟଙ୍କାର ତତ୍କାଳ ସହାୟତା ଏବଂ ଜଣେ ଦିବ୍ୟାଙ୍ଗଙ୍କୁ ଏକ ହ୍ୱିଲ ଚେୟାର ଜିଲ୍ଲାପାଳ ପ୍ରଦାନ କରିଥିଲେ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ହରଭଂଗା ବିଡ଼ିଓ ବିଜୟ ପ୍ରଧାନ, ତହସିଲଦାର ବଳଦେବ ବେହେରା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଜ୍ୟୋତିରଞ୍ଜନ ଭୋଇ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l
    1
    ପ୍ରଚଣ୍ଡ ଗ୍ରୀଷ୍ମରେ ଆକ୍ସନ୍ ମୋଡ୍‌ରେ ବୌଦ୍ଧ ଜିଲ୍ଲାପାଳ ! ପାଣି ଓ ବିଦ୍ୟୁତ୍ ସମସ୍ୟା ନେଇ କଡା ନିର୍ଦ୍ଦେଶ 
ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତିରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ l 
ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ  ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ୍ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ  ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,  ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର ସାହୁ,  ପ୍ରମୁଖ ଉପସ୍ଥିତ ଥିଲେ l 
ଆଜିର ଶିବିରରେ ୭୩ ଗୋଟି ବ୍ୟକ୍ତିଗତ ଓ ୦୫ ଟି ଗୋଷ୍ଠିଗତ ଏଭଳି ମୋଟ ୭୮ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ ।  ୨୯ ଟି  ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା l ଅନ୍ୟାନ୍ୟ ଅଭିଯୋଗ ଉପରେ ଶୀଘ୍ର ପଦକ୍ଷେପ  ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜଣେ ଅସହାୟଙ୍କୁ ରେଡକ୍ରସ୍ ପାଣ୍ଠି ରୁ ୫ ହଜାର ଟଙ୍କାର ତତ୍କାଳ ସହାୟତା  ଏବଂ ଜଣେ ଦିବ୍ୟାଙ୍ଗଙ୍କୁ ଏକ ହ୍ୱିଲ ଚେୟାର  ଜିଲ୍ଲାପାଳ ପ୍ରଦାନ କରିଥିଲେ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ହରଭଂଗା ବିଡ଼ିଓ ବିଜୟ ପ୍ରଧାନ, ତହସିଲଦାର ବଳଦେବ ବେହେରା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଜ୍ୟୋତିରଞ୍ଜନ ଭୋଇ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ  ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ଝାରସୁଗୁଡ଼ାର କାଳି ନଗର ନିକଟରେ ଏକ ଦ୍ରୁତଗାମୀ ଚାରି ଚକିଆ ଗାଡ଼ି ଦୁର୍ଘଟଣା ଘଟାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ିରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା, ମାତ୍ର ସ୍ଥାନୀୟ ଲୋକେ ତାକୁ କାବୁ କରି ଘୋଷାଡ଼ି ଆଣିଥିଲେ।
    1
    ଝାରସୁଗୁଡ଼ାର କାଳି ନଗର ନିକଟରେ ଏକ ଦ୍ରୁତଗାମୀ ଚାରି ଚକିଆ ଗାଡ଼ି ଦୁର୍ଘଟଣା ଘଟାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ିରୁ ବାହାରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା, ମାତ୍ର ସ୍ଥାନୀୟ ଲୋକେ ତାକୁ କାବୁ କରି ଘୋଷାଡ଼ି ଆଣିଥିଲେ।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.