Shuru
Apke Nagar Ki App…
ସତରେ କେତେଯେ ସୁନ୍ଦର ଆମ ଭୁବନ | ସହିଦ ବିର ବଜିରାଉତଙ୍କ ଜନ୍ମ ମାଟି ଭୁବନ ସହିଦ ବିର ବାଜି ରାଉତଙ୍କ ପାଇଁ ଗର୍ବିତ | ବାଜି ରାଉତଙ୍କ ଗାଁ ହେଉଛି ଏଇ ଆମ ଭୁବନ | ଯାହା ପାଇଁ ଏ ଦେଶ, ରାଜ୍ୟ ଓ ସମ୍ପୂର୍ଣ୍ଣ ଓଡ଼ିଆ ଜାତି ଗର୍ବିତ ଭୁବନ, ଢେଙ୍କାନାଳ, ଓଡ଼ିଶା #bhuban #dhenkanal #odisha
Nanda Kishor Naik
ସତରେ କେତେଯେ ସୁନ୍ଦର ଆମ ଭୁବନ | ସହିଦ ବିର ବଜିରାଉତଙ୍କ ଜନ୍ମ ମାଟି ଭୁବନ ସହିଦ ବିର ବାଜି ରାଉତଙ୍କ ପାଇଁ ଗର୍ବିତ | ବାଜି ରାଉତଙ୍କ ଗାଁ ହେଉଛି ଏଇ ଆମ ଭୁବନ | ଯାହା ପାଇଁ ଏ ଦେଶ, ରାଜ୍ୟ ଓ ସମ୍ପୂର୍ଣ୍ଣ ଓଡ଼ିଆ ଜାତି ଗର୍ବିତ ଭୁବନ, ଢେଙ୍କାନାଳ, ଓଡ଼ିଶା #bhuban #dhenkanal #odisha
More news from ଓଡ଼ିଶା and nearby areas
- ଭୁବନ ସହିଦ ବିର ବାଜି ରାଉତଙ୍କ ପାଇଁ ଗର୍ବିତ | ବାଜି ରାଉତଙ୍କ ଗାଁ ହେଉଛି ଏଇ ଆମ ଭୁବନ | ଯାହା ପାଇଁ ଏ ଦେଶ, ରାଜ୍ୟ ଓ ସମ୍ପୂର୍ଣ୍ଣ ଓଡ଼ିଆ ଜାତି ଗର୍ବିତ ଭୁବନ, ଢେଙ୍କାନାଳ, ଓଡ଼ିଶା #bhuban #dhenkanal #odisha1
- The Shocking Ground Reality of Sukinda........... #TheRajdharma #KaliapaniUpdate #highlight #Sukinda #Jajpur #Odisha1
- Post by Tapasdas 63727887051
- ଯାଜପୁର ଜିଲ୍ଲା ରେ ସରକାରୀ ଜମିକୁ ଅନେକ ନେତା ଓ ମୁଷ୍ଟିମେୟ ଲୋକ ଜବର ଦଖଲ କରି ରଖିଥିବା ବେଳେ,ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମ ହାଉସ୍ ହୋଇଥିବା ଜମିକୁ ନେଇ ଅଭିଯୋଗ ହୋଇଥିଲା। ଏବଂ ସେହିପରି ଧର୍ମଶାଳା ତହସିଲ ପକ୍ଷରୁ ନୋଟିସ ମଧ୍ୟ କରା ଯାଇଥିଲା।ଏହା ଧର୍ମଶାଳା ତହସିଲ ଦ୍ୱାରା ଫାର୍ମ ହାଉସ୍ ଜମି କୁ ମାପଚୁପ କରାଯାଇଛି ।ଏହି ଜମି ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ ଠାରେ ହୋଇଥିବା ବେଳେ,ଫାର୍ମର ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ର ମୋଟ ୩୧.୬୦ ଏକର ପର୍ବତ କିସମ ବୋଲି ଅଭିଯୋଗ ହୋଇଛି।1
- Post by Dhenkanal News1
- ମାଣ୍ଡୁକା ପାହାଡ ଲୁଟ କରୁଥିବା ଦଲାଲ କଣ କହୁଛନ୍ତି ଟିକେ ଶୁଣନ୍ତୁ - ଏ କୋଉ ସାମ୍ବାଦିକ ଏମିତି ତାଙ୍କ ଠାରୁ ଚାନ୍ଦା ଖାଈଛନ୍ତି ଯେ ସେ ପେଟେଇ ପଡିଲେଣି । ସେ ସାମ୍ବାଦିକ କିଏ, ଚାନ୍ଦା ଖାଈ ଦଲାଲ ମାନଙ୍କୁ ସୁରକ୍ଷା ଦେଉଛନ୍ତି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଣ୍ଡୁକା ପାହାଡ ଲୁଟର ତଦନ୍ତ କରୁଥିବା ସମୟର ଦୃଶ୍ୟ1
- ଢେଙ୍କାନାଳ ସହରରେ ଆଜି ବିଭିନ୍ନ ସ୍ଥାନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଚଢାଉକୁ ନେଇ ବ୍ୟବସାୟୀଙ୍କ ପ୍ରତିକ୍ରିୟା ପ୍ରଥମେ କମ୍ପାନୀ ବ୍ୟାନ କର ପରେ ଫାଇନ ଦେବୁ ବୋଲି1
- ଆଗକୁ ଆସିବାକୁ ଥିବା ସେକ୍ସୀ ବିଲ୍ଲି ଭାଉଜ ରାଣୀ ପ୍ରୋଜେକ୍ଟର ପ୍ରମୋସନ | ମୋ ସହ ଉପସ୍ଥାପିକା ଉଷାଙ୍କ ସହ କିଛି ସମୟ | ଏ ପ୍ରୋଜେକ୍ଟଟି ଖୁବଶିଘ୍ର ଆସିବାକୁ ଯାଉଛି କେବଳ ରାମ ମ୍ୟୁଜିକ ଓଡ଼ିଆରେ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1